ଅନ୍ତିମ ସତ୍କାର କରାଇ ଦେଲେନି ମହୁମାଛି
କୁତ୍ରା,୨୧।୧୦(ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଧୀନ କଟଙ୍ଗ ମାର୍ଟିନପଡା ଗ୍ରାମରେ ମହୁମାଛି ଆକ୍ରମଣରେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ନେଲସନ ସମାଧ, ଆନନ୍ଦ ମାସି ସମାଧ, ମନସିତ କାଣ୍ଡୁଲାନା, ବିନକା ଲୁଗୁନ, ସୁଚିତା ଗୁଡ଼ିଆ, ହର୍ଷିତ…
ଗଳାକାଟି ହତ୍ୟା କରିଥିବା ଅଭିଯୁକ୍ତ ଧରାପଡ଼ିଲେ
ରାଉରକେଲା ଅଫିସ,୨୧।୧୦: ରାଉରକେଲା ସେକ୍ଟର-୧୯ ଅଞ୍ଚଳରେ ବୁଦା ଭିତରୁ ଗଳାକଟା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆକାଶ ପ୍ରଧାନ(୨୭), ଅଜୟ…
ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହାଣି ଦେଲେ
ସୁନ୍ଦରଗଡ଼,୨୧।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ରାଏବଗା ଥାନା ଅଧୀନ ଭଦ୍ରାଟୋଲିରେ ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ଲୋହିଆ ପାଢୁଓ୍ବାର(୬୫) ଓ ତାଙ୍କର ସ୍ତ୍ରୀ ଲୋଧି (୬୦)। ଖବରପାଇ ରାଏବଗା ଥାନା ପୋଲିସ ଘଟଣାସ୍ଥଳରେ…
ଝିଅ ସହ ଏମିତି କଲେ ବାପା…
ରାଉରକେଲା ଅଫିସ,୨୦।୧୦ : ଜନ୍ମ କଲା ଝିଅକୁ ବଳାତ୍କାର କରି ଗିରଫ ହୋଇଛନ୍ତି ବାପା। ଏଭଳି ଲଜ୍ଜାଜନକ ଘଟଣା ରାଉରକେଲାର ରେଲୱେ କଲୋନି ଅଞ୍ଚଳରେ ଘଟିଛି। ଚାଇଲ୍ଡଲାଇନ୍ ‘ଦିଶା’ ନାବାଳିକାକୁ ଉଦ୍ଧାର କରିଛି। ପ୍ଲାଣ୍ଟସାଇଟ ପୋଲିସ ରାଉରକେଲା ସରକାରୀ ହସ୍ପିଟାଲ (ଆଇଜିଏଚ୍)ରେ…
କିନ୍ନର ବେଶରେ ମାଗୁଥିଲେ ଚାନ୍ଦା
ରାଉରକେଲା ଅଫିସ,୧୭ା୧୦: ରାଉରକେଲା ସହରର ବିଭିନ୍ନ ସ୍ଥାନରେ କିଛି ଯୁବକ ନକଲି କିନ୍ନର ସାଜି ଭିକ୍ଷା ବୃତ୍ତି କରୁଥିବା ୧୫ ନଂ. ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୫ ଜଣ ନକଲି କିନ୍ନରଙ୍କୁ ଅଟକ ରଖି ତଦନ୍ତ ଜାରି…
ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର
ନୂଆଗାଁ,୧୬।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅଞ୍ଚଳରେ ଜଣେ ଯୁବତୀ (୧୯)ଙ୍କୁ ବର୍ଷେ ଧରି ଗଣବଳାତ୍କାର କରାଯାଇଥିବା ନେଇ ବୁଧବାର ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ କରି ପୋଲିସ ଗୁରୁବାର ୮ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।…
ବୁଦା ମୂଳରୁ ମିଳିଲା ଗଳାକଟା ମୃତଦେହ: ହତ୍ୟା ସନ୍ଦେହ
ରାଉରକେଲା,୧୫।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ସେକ୍ଟର ୫ରେ ଥିବା ଏକ ଘରୋଇ ସ୍କୁଲ ପଛପଟ ବୁଦା ମୂଳରୁ ଜଣେ ଯୁବକଙ୍କ ଗଳାକଟା ମୃତଦେହ ଜବତ କରାଯାଇଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଯୁବକଙ୍କୁ ହତ୍ୟା କରି କେହି ବୁଦା ମୂଳରେ ପକାଇ…
ଭାଇକୁ ଘରେ ଛାଡ଼ି କାମକୁ ଯାଇଥିଲେ ଭଉଣୀ, ଫେରି ଦେଖିଲେ ମୃତଦେହ
ରାଉରକେଲା,୧୫।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ପ୍ଲାଣ୍ଟସାଇଟ୍ ଥାନା ଗୋପବନ୍ଧୁପାଲି ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ଶୁକ୍ରବାର ଜବତ ହୋଇଛି। ସେ ହେଲେ ବମ୍ବବମ୍ ଘୋଷ (୩୫)। କିଛି ଦୁର୍ବୃତ୍ତ ବମ୍ବବମ୍ଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବମ୍ବବମ୍ ଗୋପବନ୍ଧୁପାଲି…
ଏନ୍କାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର
ରାଉରକେଲା, ୧୪।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅନ୍ତର୍ଗତ ବିଶ୍ରା ମଣ୍ଡପ ନିକଟରେ ପୋଲିସ ଏନ୍କାଉଣ୍ଟରରେ ଦୁଇ ଅପରାଧୀ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଗୁରୁବାର ଭୋର ସମୟରେ ଏହି ଘଟଣା ଘଟିଛି। ତେବେ ଏହି…
ଛାତ୍ରୀଙ୍କୁ ବଳାତ୍କାର କଲେ ଶିକ୍ଷକ
ରାଉରକେଲା ଅଫିସ୍, ୧୨।୧୦: ଜଲଦା ଫାଣ୍ଡି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ଏ ନେଇ ପୀଡିତାଙ୍କ ପରିବାର ଲୋକେ ଜଲଦା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଁରେ ପର୍ବ ଥିବାରୁ ନାବାଳିକା ଜଣଙ୍କ ଗ୍ରାମର…
ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ
ସୁନ୍ଦରଗଡ,୧୧।୧୦(ଡି.ଏନ୍.ଏ.): ସୁନ୍ଦରଗଡ ଡିଏଫ୍ଓ ଅଫିସର କନିଷ୍ଠ କିରାଣୀ ଶ୍ରୀକାନ୍ତ ହୋତା ସୋମବାର ଜଣେ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ବିରେଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ…
ଡକାୟତି ଯୋଜନା ପଣ୍ଡ: ତିନି ଗିରଫ
ରାଉରକେଲା ଅଫିସ୍,୧୧।୧୦: ରାଉରକେଲା ସିଭିଲ ଟାଉନସିପରେ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ ହୋଇଛି । ରଘୁନାଥପାଲୀ ପୋଲିସ ଏକ ୧୦ ଜଣିଆ ଡକାୟତି ଗ୍ୟାଙ୍ଗର ତିନି ଜଣକୁ ଗିରଫ କରିଛି । ସେମାନେ ହେଲେ ବଣ୍ଟି ଓରଫ ବଶିଷ୍ଟ ମହାନ୍ତି,…
Archives


