ସୁନ୍ଦରଗଡ଼

ଏଣିକି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ

ସୁନ୍ଦରଗଡ଼,୧ା୫(ଡି.ଏନ୍‌.ଏ.): ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଏଥର ଚାଲାଣ କଟିକ। ମେ’ ପହିଲାରୁ ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି। ସହରରେ ଟ୍ରାଫିକର ସୁପରିଚାଳନା ଲାଗି ସ୍ବୟଂଚାଳିତ ଟ୍ରାଫିକ୍‌ ଲାଇଟ୍‌ ବ୍ୟବସ୍ଥା କରାଯାଇଛି। ଗାଡ଼ି…

ମଦ ନିଶାରେ ସ୍ତ୍ରୀଙ୍କ ସହ ବଚସା; ରାଗରେ କଅଁଳ ୩ ଛୁଆଙ୍କୁ କୂଅରେ ଫିଙ୍ଗି ହତ୍ୟା କଲେ ବାପା

ଟେନସା/ବଣାଇଁ,୧।୫(ଡି.ଏନ୍‌.ଏ./ସ୍ବ.ପ୍ର.): ମଦ ନିଶାରେ କଅଁଳ ୩ଶିଶୁକୁ କୂଅରେ ଫିଙ୍ଗି ହତ୍ୟା କରିଛି ବାପା। ଶନିବାର ରାତିରେ ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କୁଲା ଗ୍ରାମରେ ଏପରି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି। ଖବର ପାଇ କୋଇଡା ପୋଲିସ ଘଟଣାସ୍ଥଳରେ…

ରାସ୍ତା ମଝିରେ ଜଳିଗଲା ଚଳନ୍ତା କାର୍‌

ରାଉରକେଲା ଅଫିସ,୨୮ା୪: ରାଉରକେଲା ସହରର ଆମ୍‌ବାଗାନ ଛକରେ ଗୁରୁବାର ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଏଥିରେ ଥିବା ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇଥିଲେ।…

ବନ୍ଦ ଖଣିରୁ ମାଙ୍ଗାନିଜ ଚୋରି

ଟେନ୍‌ସା,୨୧।୪(ଡି.ଏନ୍‌.ଏ.): ଟାଟା ଟିସ୍କୋ କମ୍ପାନୀର ବନ୍ଦ ଖଣିରୁ ବାରମ୍ବାର ମାଙ୍ଗାନିଜ ଚୋରି ହେଉଛି। ବୁଧବାର ରାତିରେ ମାଙ୍ଗାନିଜ ଚୋରି ହେଉଥିଲା। ଖବରପାଇ ବନବିଭାଗ ଚଢ଼ାଉ କରି ମାଙ୍ଗାନିଜ ସମେତ ଟ୍ରକକୁ ଜବତ କରିଥିଲେ। ହେଲେ ଚଢ଼ାଉ ଦେଖି ମାଙ୍ଗାନିଜ ଚୋରା ଚାଲାଣକାରୀମାନେ…

ସ୍କୁଲ ବହି ବିକି ପ୍ରଧାନ ଶିକ୍ଷକ ନିଲମ୍ବିତ

ଟେନ୍‌ସା,୨୧।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ସର୍ଗିଗଡ଼ ସରକାରୀ ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛନ୍ଦାଚରଣ ସିଂ ଛାତ୍ରୀଛାତ୍ରଙ୍କ ବହିକୁ କବାଡିବାଲାକୁ ବିକ୍ରି କରିଥିଲେ। ଏହି ଅଭିଯୋଗରେ କୋଇଡ଼ା ବିଇଓ ମହମ୍ମଦ ଏସ.ରେହେମାନ ଗୁରୁବାର ପ୍ରଧାନ ଶିକ୍ଷକ ସିଂଙ୍କୁ ନିଲମ୍ବିତ କରିଛନ୍ତି।…

ଆଇପିଏଲ୍‌ ବେଟିଂ: ୯ କୋର୍ଟ ଚାଲାଣ

କୁଆଁରମୁଣ୍ଡା,୧୭ା୪(ଡି.ଏନ୍‌.ଏ.): ସମ୍ପ୍ରତି ଆଇପିଏଲ ମ୍ୟାଚ୍‌ ଚାଲୁଥିବା ବେଳେ ଏହାକୁ ନେଇ ବେଟିଂ ବା ଜୁଆ କାରବାର ବେଶ୍‌ ବୃଦ୍ଧି ପାଉଛି। ଅନ୍‌ଲାଇନ୍‌ରେ ଲୋକେ ଟଙ୍କା ବାଜି ଲଗାଉଛନ୍ତି। ଫଳରେ ଦିନକୁ କୋଟି କୋଟି ଟଙ୍କାର ଅନଲାଇନ୍‌ ବେଟିଂ ଚାଲୁଛି। ଏହି ଅପରାଧିକ…

ହାତ ଛାଡ଼ିଲେ ଜର୍ଜ ତିର୍କୀ

ସୁନ୍ଦରଗଡ଼,୧୭।୪(ଡି.ଏନ୍‌.ଏ.): କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପିସିସି ନିକଟକୁ ପଠାଇଛନ୍ତି। ଜିଲା କଂଗ୍ରେସ କମିଟି ସଭାପତି ପଦରୁ ସେ ଇସ୍ତଫା ଦେବା ସହ…

ପାଟ୍ରୋଲିଂ ଗାଡ଼ି ଚକାତଳେ ଗଲା ୨ ନାବାଳକଙ୍କ ଜୀବନ

କୁଆଁରମୁଣ୍ଡା,୧୩ା୪(ଡି.ଏନ୍‌.ଏ.): ଇଣ୍ଡିଆନ ଅଏଲ କର୍ପୋରେଶନ ଲିଃ(ଆଇଓସିଏଲ)ର ପାଟ୍ରୋଲିଂ କରୁଥିବା ଏକ ବୋଲେରୋ ମଙ୍ଗଳବାର ରାତିରେ ବୀରମିତ୍ରପୁର ଥାନା ଅନ୍ତର୍ଗତ ପାକେରଲଙ୍ଗର-କୁଦାବେଡ଼ା ରାସ୍ତାରେ ୨ ନାବାଳକଙ୍କ ଉପରେ ଚଢ଼ାଇ ଫେରାର ହୋଇଯାଇଛି। ନାବାଳକଦ୍ୱୟଙ୍କ ପାଟି ଶୁଣି ଗ୍ରାମବାସୀ ଘଟଣାସ୍ଥଳକୁ ଆସିବା ସହ ଚିକତ୍ସା…

ଝିଅର ଆତ୍ମହତ୍ୟା ପଛରେ ହଷ୍ଟେଲ ପରିଚାଳିକାଙ୍କ ସମ୍ପୃକ୍ତି: ପରିବାର ଲୋକେ

ସୁନ୍ଦରଗଡ଼,୧୨ା୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ପଟୁଆଡ଼ିହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ଶାରୀରିକ ଓ ମାନସିକ ଚାପ ସହି ନ ପାରି ଦଶମ ଶ୍ରେଣୀ ଛାତ୍ରୀ ଅପର୍ଣ୍ଣା ପାଣ୍ଡେ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣାର ତଦନ୍ତ…

କନ୍‌ଭେୟର ବେଲ୍ଟରେ ଚାପିହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ; ବିକ୍ଷୋଭ ପରେ ମିଳିଲା ୯ ଲକ୍ଷର କ୍ଷତିପୂରଣ

ବଣାଇଁ,୯।୪(ସ୍ବ.ପ୍ର.)- ସୁନ୍ଦରଗଡ ଜିଲା ବଣାଇ ଥାନାର ବାର୍ହାମୂଷାଠାରେ ଥିବା ଏସ୍‌ଏମ୍‌ଆଇପିଏଲ୍‌ ସ୍ପଞ୍ଜ କାରଖାନାରେ କାମ କରୁଥିବା ବେଳେ କନଭେୟର ବେଲ୍ଟରେ ଚାପିହୋଇ ଶନିବାର ସକାଳେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ସେ ହେଲେ କୁର୍ଡା ପଞ୍ଚାୟତ ମଧୁପୁର ଗ୍ରାମର ଅଜିତ ମହାନ୍ତ…

ବିଜେଡି ହାତକୁ ଗଲା ସୁନ୍ଦରଗଡ଼ ପୌର ଉପାଧ୍ୟକ୍ଷ ପଦ

ସୁନ୍ଦରଗଡ଼,୭ା୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬ ନମ୍ବର ଓ୍ବାର୍ଡର ବିଜେଡି କାଉନସିଲର ଲଲାଟେନ୍ଦୁ ପରିଡା ନିର୍ଦ୍ୱନ୍ଦ୍ୱରେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ୧୯ଟି ଓ୍ବାର୍ଡ ମଧ୍ୟରୁ ୧୧ ଟିରେ ବିଜେଡି, ୭ଟିରେ ଭାଜପା…

ଜିଲା ମୁଖ୍ୟ ଡାକ୍ତରଖାନା ଆଗରେ ଡାକ୍ତରଙ୍କ ପ୍ରତିବାଦ

ସୁନ୍ଦରଗଡ଼,୫।୪(ଡି.ଏନ୍‌.ଏ.): ରାଜସ୍ଥାନରେ ଜଣେ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତରଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ପୋଲିସ ମିଥ୍ୟା ହତ୍ୟା ମାମଲା ରୁଜୁ ପରେ ଡାକ୍ତର ଜଣକ ନିଜର ସମ୍ମାନ ଓ ପ୍ରତିଷ୍ଠା ହାନୀ ହେବା ଆଶଙ୍କାରେ ଆତ୍ମହତ୍ୟା କରିଛନ୍ତି। ଏହାର ପ୍ରତିବାଦରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri