ସୁନ୍ଦରଗଡ଼

ପାଟ୍ରୋଲିଂ ଗାଡ଼ି ଚକାତଳେ ଗଲା ୨ ନାବାଳକଙ୍କ ଜୀବନ

କୁଆଁରମୁଣ୍ଡା,୧୩ା୪(ଡି.ଏନ୍‌.ଏ.): ଇଣ୍ଡିଆନ ଅଏଲ କର୍ପୋରେଶନ ଲିଃ(ଆଇଓସିଏଲ)ର ପାଟ୍ରୋଲିଂ କରୁଥିବା ଏକ ବୋଲେରୋ ମଙ୍ଗଳବାର ରାତିରେ ବୀରମିତ୍ରପୁର ଥାନା ଅନ୍ତର୍ଗତ ପାକେରଲଙ୍ଗର-କୁଦାବେଡ଼ା ରାସ୍ତାରେ ୨ ନାବାଳକଙ୍କ ଉପରେ ଚଢ଼ାଇ ଫେରାର ହୋଇଯାଇଛି। ନାବାଳକଦ୍ୱୟଙ୍କ ପାଟି ଶୁଣି ଗ୍ରାମବାସୀ ଘଟଣାସ୍ଥଳକୁ ଆସିବା ସହ...

ଝିଅର ଆତ୍ମହତ୍ୟା ପଛରେ ହଷ୍ଟେଲ ପରିଚାଳିକାଙ୍କ ସମ୍ପୃକ୍ତି: ପରିବାର ଲୋକେ

ସୁନ୍ଦରଗଡ଼,୧୨ା୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ପଟୁଆଡ଼ିହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ଶାରୀରିକ ଓ ମାନସିକ ଚାପ ସହି ନ ପାରି ଦଶମ ଶ୍ରେଣୀ ଛାତ୍ରୀ ଅପର୍ଣ୍ଣା ପାଣ୍ଡେ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣାର...

କନ୍‌ଭେୟର ବେଲ୍ଟରେ ଚାପିହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ; ବିକ୍ଷୋଭ ପରେ ମିଳିଲା ୯ ଲକ୍ଷର କ୍ଷତିପୂରଣ

ବଣାଇଁ,୯।୪(ସ୍ବ.ପ୍ର.)- ସୁନ୍ଦରଗଡ ଜିଲା ବଣାଇ ଥାନାର ବାର୍ହାମୂଷାଠାରେ ଥିବା ଏସ୍‌ଏମ୍‌ଆଇପିଏଲ୍‌ ସ୍ପଞ୍ଜ କାରଖାନାରେ କାମ କରୁଥିବା ବେଳେ କନଭେୟର ବେଲ୍ଟରେ ଚାପିହୋଇ ଶନିବାର ସକାଳେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ସେ ହେଲେ କୁର୍ଡା ପଞ୍ଚାୟତ ମଧୁପୁର ଗ୍ରାମର ଅଜିତ...

ବିଜେଡି ହାତକୁ ଗଲା ସୁନ୍ଦରଗଡ଼ ପୌର ଉପାଧ୍ୟକ୍ଷ ପଦ

ସୁନ୍ଦରଗଡ଼,୭ା୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬ ନମ୍ବର ଓ୍ବାର୍ଡର ବିଜେଡି କାଉନସିଲର ଲଲାଟେନ୍ଦୁ ପରିଡା ନିର୍ଦ୍ୱନ୍ଦ୍ୱରେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ୧୯ଟି ଓ୍ବାର୍ଡ ମଧ୍ୟରୁ ୧୧ ଟିରେ ବିଜେଡି, ୭ଟିରେ...

ଜିଲା ମୁଖ୍ୟ ଡାକ୍ତରଖାନା ଆଗରେ ଡାକ୍ତରଙ୍କ ପ୍ରତିବାଦ

ସୁନ୍ଦରଗଡ଼,୫।୪(ଡି.ଏନ୍‌.ଏ.): ରାଜସ୍ଥାନରେ ଜଣେ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତରଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ପୋଲିସ ମିଥ୍ୟା ହତ୍ୟା ମାମଲା ରୁଜୁ ପରେ ଡାକ୍ତର ଜଣକ ନିଜର ସମ୍ମାନ ଓ ପ୍ରତିଷ୍ଠା ହାନୀ ହେବା ଆଶଙ୍କାରେ ଆତ୍ମହତ୍ୟା କରିଛନ୍ତି। ଏହାର...

୩ ଦିନ ବୃଦ୍ଧଙ୍କ ମୃତଦେହ ଜଗି ରହିଥିଲା ପୋଷାକୁକୁର

ଟେନ୍‌ସା/ଲହୁଣୀପଡ଼ା, ୩।୪(ଡି.ଏନ୍‌.ଏ.): ଜଣେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ କାନ୍ଧରେ ବୋହି ସତ୍କାର କରି ମହାନତା ଦେଖାଇଛନ୍ତି ଜଣେ ପୋଲିସ ଅଧିକାରୀ। ଏହି ବୃଦ୍ଧଙ୍କ ମୃତଦେହକୁ ପୋଷାକୁକୁର ୩ ଦିନ ଜଗି ଶେଷରେ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲା। ଘଟଣାଟି ରବିବାର ସୋସିଆଲ...

୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ: ମାଲିକଙ୍କ ସମେତ ୩ ଜଣଙ୍କୁ ଜେରା

କୁଆଁରମୁଣ୍ଡା, ୩।୪(ଡି.ଏନ୍‌.ଏ.): କେନ୍ଦ୍ରୀୟ ପଣ୍ୟ ଓ ସେବାକର ବିଭାଗ(ସିଜିଏସ୍‌ଟି) ପକ୍ଷରୁ ୨ ଦିନ ହେଲା କୁଆଁରମୁଣ୍ଡା- ହାତୀବାରୀ ରୋଡରେ ଥିବା ଟପ୍‌ଟେକ୍‌ ନାମକ ଇନ୍‌ଗଟ୍‌ କାରଖାନା ସମେତ ରାଉରକେଲା ସିଭିଲଟାଉନ୍‌ ଏବଂ ଛେଣ୍ଡ ଅଞ୍ଚଳରେ ଥିବା ଏହାର କାର୍ଯ୍ୟାଳୟରେ ଚଢାଉ...

ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା: ଭୟରେ ଛାତ୍ରୀ ଛାଡିଲେ ହଷ୍ଟେଲ

ସୁନ୍ଦରଗଡ଼,୨।୪(ବ୍ୟୁରୋ): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ପଟୁଆଡିହି ହାଇସ୍କୁଲର ଦଶମ ଶ୍ରେଶୀ ଛାତ୍ରୀ ଛାତରୁ ଡେଇଁ ଶୁକ୍ରବାର ଆତ୍ମହତ୍ୟା କରିଥିଲେ। ହେଲେ ଝିଅକୁ ଛାତରୁ ଠେଲି ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ଏହି ଘଟଣାକୁ ନେଇ ଭୟରେ...

ଭିଜିଲାନ୍ସ ଜାଲରେ ସମ୍ପାଦକ

ସୁନ୍ଦରଗଡ଼,୨।୪(ଡି.ଏନ୍‌.ଏ.) :ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ବନମାଳୀ ନାଏକ। ଏହାସାଙ୍ଗେ ୫ଟି ସ୍ଥାନରେ ଚଢାଉ ଜାରି ରହିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି । ସୁନ୍ଦରଗଡସ୍ଥିତ ଅଫିସ,...

ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା, ପ୍ରଧାନ ଶିକ୍ଷକ, ଓ୍ବାର୍ଡେନ ଥାନାରେ ଅଟକ

ସୁନ୍ଦରଗଡ଼/ଲେଫ୍ରିପଡା,୧।୪(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ପଟୁଆଡ଼ିହି ପଞ୍ଚାୟତ ଉଚ୍ଚବିଦ୍ୟାଳୟ ହଷ୍ଟେଲ ଛାତରୁ ଶୁକ୍ରବାର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ପୋଲିସ ସ୍ପଷ୍ଟ କରି ନ ଥିଲେ ହେଁ ମୃତା ଛାତ୍ରୀଙ୍କ ପରିବାର...

ଧର୍ମଘଟକୁ ସମର୍ଥନ ଦେଲା ସିପିଆଇଏମ୍‌

ଲହୁଣୀପଡ଼ା,୨୭।୩(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ବ୍ଲକ ଛକସ୍ଥିତ ସିପିଆଇଏମ୍‌ କାର୍ଯ୍ୟାଳୟଠାରେ ରବିବାର ଲହୁଣୀପଡ଼ା ଆଞ୍ଚଳିକ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଞ୍ଚଳିକ କମିଟି ସମ୍ପାଦକ ଲାଲ ବାହାଦୂର ମାହାନ୍ତ ଅଧ୍ୟକ୍ଷତା କରିଥିବା ବେଳେ ସିପିଆଇଏମ୍‌ ଜିଲା...

ଟ୍ରେନ୍‌ରେ କଟି ଯୁବତୀଙ୍କ ମୁଣ୍ଡଗଣ୍ଡି ଅଲଗା

କୁଆଁରମୁଣ୍ଡା,୨୬ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ରେଳ ଷ୍ଟେଶନ ନିକଟସ୍ଥ କାଲୋସିହିରିଆ ରେଲଓ୍ବେ ବ୍ରିଜ୍‌ଠାରୁ ଶହେ ମିଟର ଦୂର ବୁଗଦା ପୁଲିଆ ନିକଟରେ ଥିବା ରେଳଧାରଣାର ଶନିବାର ମୁଣ୍ଡଗଣ୍ଡି ଅଲଗା ହୋଇପଡ଼ିଥିବା ଜଣେ ଯୁବତୀଙ୍କର ମୃତଦେହ ଦେଖିବାକୁ ମିଳିଛି। ମୃତ ଯୁବତୀଙ୍କର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri