ସୁନ୍ଦରଗଡ଼

ଆଜି ଏନ୍‌ଆଇଟିର ୨୦ତମ ସମାବର୍ତ୍ତନ ଉତ୍ସବ

ରାଉରକେଲା ଅଫିସ,୪ା୨: ରାଉରକେଲା ସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି) ପରିସରରେ ୨୦ତମ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହେବ। ଏ ସମ୍ପର୍କରେ ଏନ୍‌ଆଇଟି ସ୍ଥିତ ସିନେଟ ହଲ ପରିସରରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ସମ୍ମିଳନୀରେ…

ଭିତ୍ତିଭୂମି ଅଭାବ, ମିଳୁନି ଚିକିତ୍ସା ସୁବିଧା

ରାଉରକେଲା ଅଫିସ,୩୧।୧: ରାଉରକେଲା ସରକାରୀ ମେଡିକାଲ (ଆର୍‌ଜିଏଚ୍‌)ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ୪ଶହ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ ପ୍ରତିଦିନ ୫ଶହରୁ ଊର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା କରାଯାଉଛି। ତେବେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ରୋଗୀସେବାରେ ବାଧା ସୃଷ୍ଟି ହେଉଥିବାରୁ ଜନସାଧାରଣରେ ଅସନ୍ତୋଷ…

ନିଖୋଜ ବ୍ଲକ ଉପାଧ୍ୟକ୍ଷା ସୋନପୁରରୁ ଉଦ୍ଧାର

ବଣାଇ,୨୮।୧(ସ୍ବ.ପ୍ର): ନିଖୋଜ ହୋଇଯାଇଥିବା ସୁନ୍ଦରଗଡ଼ ଜିଲା ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରା ଶୁକ୍ରବାର ସୋନପୁରରୁ ଉଦ୍ଧାର ହୋଇଛନ୍ତି। ଗତ ଜାନୁୟାରୀ ୪ରୁ ନିଖୋଜ ଥିବା ନେଇ ତାଙ୍କ ସ୍ବାମୀ ପ୍ରସନ୍ନ ବେହେରା ଟିକାୟତପାଲି ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ…

ହକି ବିଶ୍ୱକପ୍‌: ୩ କ୍ୱାଟର ସୁଦ୍ଧା ଭାରତ ଆଗୁଆ

ରାଉରକେଲା,୨୬।୧(ଡି.ଏନ୍‌.ଏ.): ରାଉରକେଲା ବିର୍ଶାମୁଣ୍ଡା ଷ୍ଟାଡିୟମ୍‌ରେ ଗୁରୁବାର ହକି ବିଶ୍ୱକପ୍‌ର ୪ଟି ମ୍ୟାଚ୍‌ ଖେଳାଯାଇଛି। ପ୍ରଥମ ମ୍ୟାଚ୍‌ ୧୧ଟା ୩୦ରେ ଦକ୍ଷିଣ ଆଫ୍ରିକା ଓ ମାଲେସିଆ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଦକ୍ଷିଣ ଆଫ୍ରିକା ୬.୩ ଗୋଲ୍‌ରେ ବିଜୟ ହାସଲ କରିଛି। ତେବେ ଦ୍ୱିତୀୟ…

ମନ ମୋହିଲା ଲୋକନୃତ୍ୟ

ରାଉରକେଲା ଅଫିସ, ୨୪।୧: ହକି ବିଶ୍ୱକପ୍‌କୁ ଅବସରରେ ରାଉରକେଲା ସେକ୍ଟର-୫ ଭଞ୍ଜଭବନ ସ୍ଥିତ ପ୍ରଦର୍ଶନୀ ପଡିଆରେ ଚାଲିଥିବା ସରସ ମେଳାର ମଙ୍ଗଳବାର ଦଶମ ଦିବସ ଥିଲା। ସରସ ମେଳାରେ ଖାଦ୍ୟ, ବସ୍ତ୍ର ଓ ଗୃହାଦି ଉପକରଣ ସାମଗ୍ରୀର ପସରା ଜମୁଛି। ରାଜ୍ୟ…

ଯୁବକଙ୍କୁ ଦଳିଦେଲା ହାତୀ

ହେମଗିର,୨୩।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ସୀମାନ୍ତ ଛତିଶଗଡ଼ର ଚକ୍ରଧରପୁର ଏକ ଅଘଟଣ ଘଟିଛି। ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବବାହାଲ ଗ୍ରାମର ଦୁଖିରାମ ଚୌହାନ(୩୨)। ଜଙ୍ଗଲକୁ ଯାଉଥିବା ବେଳେ ସେ ହାତୀ ହାବୁଡରେ ପଡିଯାଇଥିଲେ। ହାତୀ ଦଳିଦେବାରୁ…

ସରସ ମେଳା: ଗ୍ରାହକଙ୍କୁ ଆକୃଷ୍ଟ କରୁଛି ମାଟି ଉପକରଣ

ରାଉରକେଲା ଅଫିସ,୨୨।୧: ହକି ବିଶ୍ୱକପ୍‌ ଅବସରରେ ରାଉରକେଲା ସେକ୍ଟର-୫ ସ୍ଥିତ ଭଞ୍ଜ ଭବନ ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ସରସ ମେଳା। ମେଳାରେ ସମୁଦାୟ ୨୫୦ଟି ଷ୍ଟଲ ପ୍ରଦର୍ଶିତ ହେଉଛି। ହେଲେ ମେଳାରେ ଗ୍ରାହକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି ମସଲା ଓ ମାଟି…

ହକି ସୁନ୍ଦରଗଡ଼ର ସ୍ପନ୍ଦନ

ସମୃଦ୍ଧ ଜନଜାତି ପରମ୍ପରା, ନୈସର୍ଗିକ ପ୍ରାକୃତିକ ସୌନ୍ଦଯର୍‌ୟ, ଖଣିଜ ସମ୍ପଦରେ ରତ୍ନଗର୍ଭା, ଆଦିମାନବଙ୍କ ଐତିହ୍ୟର ସ୍ବାକ୍ଷର ବହନ କରୁଥିବା ଓଡ଼ିଶାର ଉପାନ୍ତରେ ଅବସ୍ଥିତ ସୁନ୍ଦରଗଡ଼ ଜିଲା। ଜନଜାତିଙ୍କ ଜିଲା ଭାବେ ସ୍ବୀକୃତ ସୁନ୍ଦରଗଡ଼ ସମ୍ପ୍ରତି ବିଶ୍ୱ କ୍ରୀଡା ମାନଚିତ୍ରରେ ଏକ ସ୍ବତନ୍ତ୍ର…

ପିଏଲ୍‌ଏଫ୍‌ଆଇର ପୋଡ଼ାଜଳା

ସୁନ୍ଦରଗଡ଼/ନୂଆଗାଁ,୧୯।୧(ଡି.ଏନ୍‌.ଏ.): କିଛିମାସ ବନ୍ଦ ରହିବା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପୁଣି ପିଏଲ୍‌ଏଫ୍‌ଆଇ (ପିପୁଲ ଲିବରେଶନ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ) ସଙ୍ଗଠନର କାର୍ଯ୍ୟକଳାପ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନାଠାରୁ ୧୦ କିଲୋମିଟର ଦୂର ଝାଡ଼ଖଣ୍ଡ ରାଜ୍ୟ ସିମଡେଗା…

ହକି ବିଶ୍ୱକପ ଟ୍ରଫି ଗାଡ଼ିରୁ ବିଜେଡି ନେତାଙ୍କୁ ଓହ୍ଲାଇ ଦେଲେ ଅଧିକାରୀ

ସୁନ୍ଦରଗଡ଼ ଅଫିସ, ୧୭।୧: ହକି ବିଶ୍ୱକପ ଟ୍ରଫି ପରିକ୍ରମା ବେଳେ ବିଜେଡି ନେତା ଓ କର୍ମୀଙ୍କୁ ଦୁର୍ବ୍ୟବହାର ହୋଇଛି। ଏପରିକି ଗାଡ଼ିରୁ ଓହ୍ଲାଇ ଦିଆଯାଇଛି। ସୁନ୍ଦରଗଡ଼ ପିଡିଡିଆର୍ଡିଏଙ୍କ ବିରୋଧରେ ଏପରି ଅଭିଯୋଗ ଆସିଛି। ସେ ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କୁ…

ରାଜ୍ୟ ରାଜପଥରେ ଲଗାଗଲା ଚେକ୍‌ପୋଷ୍ଟ

କୁତ୍ରା,୧୬।୧(ଡି.ଏନ.ଏ): ସୁନ୍ଦରଗଡ ଜିଲା କୁତ୍ରାରେ ଟ୍ରାଫିକ ବ୍ୟବସ୍ଥାକୁ ନେଇ ଖବର ପ୍ରକାଶ ହେବା ପରେ କୁତ୍ରା ପୋଲିସର ନିଦ ଭାଙ୍ଗିଲା। ୧୦ ନମ୍ବର ରାଜ୍ୟ ରାଜପଥ ଉପରେ ନିୟମିତ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଥିଲା। ପୋଲିସ ଓ…

ଶଯ୍ୟା ଅଭାବ, ଚଟାଣରେ ରୋଗୀ ଚିକିତ୍ସା

ରାଉରକେଲା ଅଫିସ,୧୬।୧: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ରୋଗୀ ଆସି ଚିକିତ୍ସିତ ହେଉଛନ୍ତି। ଏହା ସହରର ପ୍ରମୁଖ ଡାକ୍ତରଖାନା ହୋଇଥିବାବେଳେ ପଶ୍ଚିମ ଓଡିଶା ସମେତ ପଡୋଶୀ ୩ଟି ରାଜ୍ୟର ରୋଗୀ ନିର୍ଭର କରିଥାନ୍ତି। ଡାକ୍ତରଖାନାରେ ବିଭିନ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri