ମରାମତି ଅଭାବ: ମୁଖିଆ ରାସ୍ତାରେ ଦଉଡୁଛେ କେନାଲ ପାଏନ୍
ବିନିକା,୧୮ା୩ (ଡି.ଏନ୍.ଏ.)- ଚାଷ୍ ଆର ଚାଷୀର ବିକାଶ ଲାଗି କେନ୍ଦ୍ର ଆର ରାଏଜ୍ ଉଭଏ ସରକାର ଜଲ୍ସେଚନର ବେବସ୍ତା କରୁଛନ୍। ଚାଷୀର ଖେତ୍କେ ପାଏନ୍ ପୁହୁଁଚାବାର ଲାଗି କେନାଲ କୁଡ଼ବାର ଲାଗି କୋଟି କୋଟି ଟଁକା ଖରଚ୍ କରୁଛନ୍। ସେନ୍ତା କେନାଲର…
ଚିରନ୍ତନ ପ୍ରେମର ସନ୍ତକ ନିମୁହିଁ ମନ୍ଦିର
ସୋନପୁର,୧୫।୩(ନି.ପ୍ର.) ସୁବର୍ଣ୍ଣପୁରର ନିମୁହିଁ ମନ୍ଦିର ଏକ ବିସ୍ମୟ। ମନ୍ଦିରର ଉଚ୍ଚତା ପ୍ରାୟ ୨୫ ଫୁଟ । ଲମ୍ବ ୧୨ ଫୁଟକୁ ପ୍ରସ୍ଥ ପ୍ରାୟ ୧୨ ଫୁଟ୍ । ସୂକ୍ଷ୍ମ କାରୁକାର୍ଯ୍ୟର ନମୁନା ସ୍ବରୂପ ମନ୍ଦିର ଗାତ୍ରରେ ରହିଛି ନର୍ତ୍ତକୀ, ମେଣ୍ଢା ଓ…
ଦ୍ୱନ୍ଦ୍ୱରେ ଚାଷୀ
ଧାନ ଉତ୍ପାଦନରେ ବଳକା ଜିଲା ସୁବର୍ଣ୍ଣପୁର। ଆଧୁନିକ ଉପାୟରେ ଚାଷ କରି ସ୍ଥାନୀୟ କୁଶଳୀ ଚାଷୀ ଅଧିକ ଉତ୍ପାଦନ କରୁଛନ୍ତି। ବାହାର ଜିଲା ଓ ରାଜ୍ୟକୁ ଏଠାରୁ ଚାଉଳ ଯୋଗାଣ ହେଉଛି। ଧାନ ଚାଷରେ ସୁନାମ ମିଳିଛି। ଜିଲାର ଦୁଇ ମହିଳା…
ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ
ବିନିକା,୧୩ା୩(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ମହାଦେବପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂସାମୁରା ଗାଁରେ ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ ଦେଖାଦେଲାଣି। ୨ଟି ଓ୍ବାର୍ଡରେ ବିଶିଷ୍ଟ ଏହି ଗ୍ରାମରେ ୭ଶହରୁ ଉର୍ଦ୍ଧ୍ୱ ଲୋକେ ବାସ କରୁଥିବା ବେଳେ ରହିଛି ୪ଟି ନଳକୂପ। ସ୍କୁଲ…
ପ୍ରଧାନମନ୍ତ୍ରୀକୁଁ ଦୁଇ ବହେନ୍କଁର ଚିଠି ଘଟ୍ନା: ପାଏନ୍ ନମୁନା ଠୁଲାଲା ଜଳଯୋଗାଣ ବିଭାଗ
ଅମରପାଲି, ୧୩।୩ (ଡି.ଏନ୍.ଏ.)- ନିଜର ଅଂଚଲରେ ବହପୁଥିବାର କିଡ୍ନୀ ରୋଗ୍ର ପରତିକାର ଆର ନିରମଲ ପିଇଲା ପାଏନ୍ ଯୁଗେଇ ଦେବାକେ ମାର୍ଚ୍ଚ ୩ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁଁ ଚିଠି ଲେଖିଥିଲେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧୀନ ଅମରପାଲି ଗଁ।ର…
ପକ୍ଷାଘାତରେ ପୀଡ଼ିତ ଡିଲେଶ୍ୱରୀ: ଭତା, ଚିକିଛା ସାହାଯ୍ ଆଶ୍ରେ ପରିବାର
ବିନିକା,୧୨।୩ (ଡି.ଏନ୍.ଏ.)- ସୁବର୍ଣପୁର ଜିଲା ବିନିକା ବ୍ଲକ କଇଁତରା ପଁଚେତ୍ ବାଞ୍ଜିପାଲି ଗଁା ହରିଜନ ପଡ଼ାର ଡିଲେଶ୍ୱରୀ ବାଘ(୬୮)। ସେ ଅନେକ ଦିନ ହେଲା ପକ୍ଷାଘାତ ରୋଗ୍ରେ ଖଟେ ପଡ଼ିରହିଛନ୍। ପରିବାର ଲୋକ୍ ଯାହା ପାରଲେ ଆସରପାସର ଡାକ୍ତରଖାନାରେ ଦେଖେଇ ଚିକିଛା…
ପଞ୍ଚାୟତ ଆର୍ଥିକ ଦେଣନେଣ ପାଇଁ ବିଡିଓଙ୍କ ପ୍ରତିସ୍ବାକ୍ଷରକୁ ସରପଞ୍ଚ ସଂଘର ବିରୋଧ
ସୋନପୁର, ୮।୩(ନି.ପ୍ର.) ସୁବର୍ଣ୍ଣପୁର ଜିଲା ସରପଞ୍ଚ ସଂଘର ଏକ ବୈଠକ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସରପଞ୍ଚ ସଂଘ ସଭାପତି ପ୍ରକାଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ…
କିଡ଼୍ନୀ ରୋଗ୍, ପିଇଲା ପାଏନ୍ ସମସିଆ: ପ୍ରଧାନମନ୍ତ୍ରୀକୁଁ ଚିଠି ଲେଖ୍ଲେ ଦୁଇ ବହେନ୍
ଅମରପାଲି, ୭।୩ (ଡି.ଏନ.ଏ)- ପ୍ରଧାନମନ୍ତ୍ରୀ ଜୀ, ନମସ୍କାର। ଆମର ଗଁ। ଆର ଅଂଲଚରେ ଅନେକ ଲୋକ୍ କିଡ଼୍ନୀ ରୋଗରେ ପଡ଼ିଛନ୍। ଅନେକ ଲୋକ୍ ଇ ରୋଗ୍ରେ ପଡ଼ି ମରିଗଲେନ। ଏହେଦେ ଯେନ୍ମାନେ ଚିକିଛିତ ହେଉଛନ୍ ସେମାନକୁ ଡାକ୍ତର କହୁଛନ୍ ଫ୍ଲୋରାଇଡ ମିଶା…
ବିନିକା ବ୍ଲକ: ୨୧ରୁ ୧୧ ହାଇସ୍କୁଲରେ ନାଇଁ ଖେଲ ପଡ଼ିଆ
ବିନିକା, ୬।୩ (ଡି.ଏନ୍.ଏ.)- ମାନିସିକ, ଶାରୀରିକ ବିକାଶ ସଂଗେ ଦିହିପାକେ ନିରୁଜ୍ ରଖବାକେ ହେଲେ ଖେଲକୁଦ ନିହାତି ଦରକାର। ସେଥିରଲାଗି ସରକାର ସ୍କୁଲ, କଲେଜର ଛାତ୍ରୀଛାତ୍ରକଁର ଶାରୀରିକ, ମାନସିକ ବିକାଶ ଲାଗି ପାଠ୍ପଢ଼ା ସଂଗେ ଖେଲକୁଦକେ ଯୁଡ଼ିଛନ୍। ସ୍କୁଲ, କଲେଜମାନକେ ଖେଲ…
୬ ମାସରେ ୧୦୯ ଗାଁରେ ପହଞ୍ଚତ୍ବ ସମସ୍ତ ଯୋଜନା
ସୋନପୁର,୫।୩(ନି.ପ୍ର.): ପଞ୍ଚାୟତିରାଜ ଦିବସରେ ସୁବର୍ଣ୍ଣପୁର ଜିଲାରେ ଘୋଷଣା ହୋଇଛି ମିଶନ ୧୦୯ କାର୍ଯ୍ୟକ୍ରମ । ଜିଲାପାଳ ମୋନିଷା ବାନାର୍ଜୀ ଏହି ଘୋଷଣା କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଜନସାଧାରଣଙ୍କୁ…
ଭାରସାମ୍ୟ ହରାଇ ନାଳକୁ ଖସିଲା ଟ୍ରାକ୍ଟର: ଚାପି ହୋଇ ଡ୍ରାଇଭର, ହେଲ୍ପରଙ୍କ ଜୀବନ ଗଲା
ଅମରପାଲି,୫।୩(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର କଦଳୀମୁଣ୍ଡା-ଜନକପୁର ରାସ୍ତା ମଝିରେ ରେଙ୍ଗାଲି ନାଳଠାରେ ଟ୍ରାକ୍ଟର ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡ୍ରାଇଭର ଥିବା ବଳରାମ ଖଡ଼ିଆ(୩୭) ଏବଂ ହେଲ୍ପର ଖଣ୍ଡହତା ପଞ୍ଚାୟତ ବଡ଼କିରାସିରା ଗ୍ରାମର…
ମୁଡ଼ ଗୁଁଜ୍ବାକେ ଜାଗାଠାନ୍ ଅଭାବ: ଖାଏଦ୍ ସୁରକ୍ଷା ଯୋଜନାରୁ ବଁଚିତ୍ ବୁରୁଧ୍
ଉଲୁଣ୍ଡା, ୩।୩ (ଡି.ଏନ୍.ଏ.)- ବଏସର ଶେଷ ମୁଡ଼ସାରେ ନିଜର ପରିବାର ଲୁକ୍କୁ ହରାଲା ଉତାରୁ ଭାତ ମୁଠେ ଆର ମୁଡ଼ ଗୁଁଜ୍ବାକେ ଜାଗା ଖଁଡ଼େ ଲାଗି ବାରଗୁଲ୍ଗୁଲା ହେଉଛନ୍ ଝନେ ୮୦ ବଛ୍ରିଆ ବୁରୁଧ୍। ସତେ ଯେନ୍ତା ମାଲମାଲ ସରକାରୀ ଯୋଜନା…
Archives


