ମୁଡ଼ ଗୁଁଜ୍‌ବାକେ ଜାଗାଠାନ୍‌ ଅଭାବ: ଖାଏଦ୍‌ ସୁରକ୍ଷା ଯୋଜନାରୁ ବଁଚିତ୍‌ ବୁରୁଧ୍‌

ଉଲୁଣ୍ଡା, ୩।୩ (ଡି.ଏନ୍‌.ଏ.)-
ବଏସର ଶେଷ ମୁଡ଼ସାରେ ନିଜର ପରିବାର ଲୁକ୍‌କୁ ହରାଲା ଉତାରୁ ଭାତ ମୁଠେ ଆର ମୁଡ଼ ଗୁଁଜ୍‌ବାକେ ଜାଗା ଖଁଡ଼େ ଲାଗି ବାରଗୁଲ୍‌ଗୁଲା ହେଉଛନ୍‌ ଝନେ ୮୦ ବଛ୍‌ରିଆ ବୁରୁଧ୍‌। ସତେ ଯେନ୍‌ତା ମାଲମାଲ ସରକାରୀ ଯୋଜନା ତାକର ଲାଗି ବାଟ୍‌ବନା ହେଇଛେ। ଏନ୍‌ତା ଗୁଟେ ଦୁଖଦ୍‌ ଘଟନା ଦେଖ୍‌ବାକେ ମିଲିଛେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ପଞ୍ଚମହଲା ଗଁାରେ।
ସୂଚନା ଅନ୍‌ସାରେ ପଞ୍ଚମହଲା ଗଁାର କ୍ଷୀର ଘିବିଲା(୮୧)। ଆପ୍‌ନେ ଛବିଲ ଘିବିଲା ଆରପାରକେ ଚାଲିଗଲା ଉତାରୁ ସେ ୧୫ ବଛର ହେଲା ନିଜର ବାପ୍‌ ଘର ମନମୁଣ୍ଡା ପାସର ଦମାମୁଣ୍ଡାରେ ଭାଇ ଆର ଭନ୍‌ଜା ଘରେ ରହି ଆସୁଥିଲେ। ହେଲେ ସେମାନକର ମୁର୍‌ତୁ ହେଲାରୁ କ୍ଷୀର ଉପେ ଶୂଇନ୍‌ ହେଇ ନିଜର ଗଁା ପଞ୍ଚମହଲାକେ ଫିରିଆଏଲେ। ସେଦିନ୍‌ଠାନୁ ଗଁାରେ ତାକର କେତେ ଲାଗେଲେସର କ୍ଷୀରକଁର ସେବାଯତନ କରବାର ସଂଗେ ଆଶ୍‌ରେ ଦେଇଥିଲେ। ହେଲେ ପାଖାପାଖି ମାସେ ହେଲା କ୍ଷୀର ନିଅଁାସି ହେଇ ଇତାର ପିଁଢ଼ା ତାର ପିଁଢ଼ାରେ ଆଶ୍‌ରେ ନେବାକେ ଖୁଜି ବୁଲୁଛନ୍‌। ଏନ୍‌ତା କି ସେ ପଁଚେତ୍‌ର ରାଜୀବ ଭବନର ବାରନ୍‌ଡାରେ ଦିନାକେତେ ଆଶ୍‌ରେ ନେଇଥିଲେ। ହେଲେ ସେଠାନା ଲୋକ୍‌ ମନା କଲାରୁ ସେଦିନ୍‌ଠାନୁ ଆଶ୍‌ରେଥଲ ଆଶ୍‌ରେ ଘୂରି ବୁଲୁଛେଁ ବଲି ସେ କହିଛନ୍‌। ଫିଦିନ ପରହର ଘରୁ ମୁଠେ ଖାଏବାରଟା ମିଲିଯାଉଛେ ସତ୍‌। ହେଲେ ବଏସର ଶେଷ୍‌ ମୁଡ଼ସାରେ ମୁଡ଼ ଗୁଁଜ୍‌ବାର ଲାଗି ସେ ଶୀତ୍‌ କାକରରେ ଗୁଲ୍‌ଗୁଲା ହେଇ ବାରଦୁଆର ହେଉଛନ୍‌। ଏନ୍‌ତା ବୁଢ଼ାବୁଢ଼ୀମାନକୁ ଥଇଥାନ କରବାର ଲାଗି ସରକାରୀସ୍ତରରେ ଅନେକ ଯୋଜନା ରହିଛେ। ହେଲେ ବୁରୁଧ୍‌ କ୍ଷୀରକଁର ବାବ୍‌ଦେ ଥାନୀଅ ଜନପରତିନିଧି, ଅଙ୍ଗନଓ୍ବାଡି କରମୀ କି ବ୍ଲକ ପରଶାସନ ପାସେ ବି ସୂଚନା ନଁାଇଁନ। କ୍ଷୀର ବୁଢ଼ାବୁଢ଼ୀ ଭତା ୭ଶହ ଟଁକା ପାଉଛନ୍‌, ସେଟା ନ ତାକର ସଁପତି। ୬୫୪୬୨୭ ନମ୍ବରେ ତାକର ନଁାରେ ଗୁଟେ ବିପିଏଲ୍‌ କାର୍ଡ ଥିଲା। ହେଲେ ସେଟା ପରଶାସନ ତରଫୁ କାଟି ଦିଆଯାଇଛେ। ଯେନ୍‌ଥିରଲାଗି କ୍ଷୀର ୮୦ ବଛର ବଏସ୍‌ରେ ବି ଜାତୀୟ ଖାଏଦ୍‌ ସୁରକ୍ଷା ଯୋଜନାରୁ ବାଦ୍‌ ପଡ଼ିଛନ୍‌। ଭିନେ ଭିନେ ସମିଆରେ ଭିନେ ଭିନେ ଲୁକ୍‌କୁ ଆବାସ ଯୋଜନାରେ ଘରଖଁଡ଼େ ଲାଗି ଗୁହାରି କରି କ୍ଷୀର ନିରାଶ ହେଇଥିବାର କହିଛନ୍‌। ଜିଲା ଆର ଥାନୀଅ ପରଶାସନ ବୁରୁଧ୍‌ କ୍ଷୀରକଁର ଉପରେ ଦୁରୁଷ୍‌ଟି ଦେଇ ତାହାକୁ ସବୁପରକାର ସରକାରୀ ସାହାଯ୍‌ ସଂଗେ ଥଇଥାନ କରବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?