ସୁବର୍ଣ୍ଣପୁର

୮୦୭୪୬ ହିତାଧିକାରୀଙ୍କୁ ତିନିମାସର ଅଗ୍ରୀମ ଚାଉଳ ବଣ୍ଟନ

ଉଲୁଣ୍ଡା, ୮ା୪(ଡି.ଏନ.ଏ.): ରାଜ୍ୟ ତଥା କେନ୍ଦ୍ର ସରକାର କରୋନରୁ ରକ୍ଷା ପାଇବା ପାଇଁ ଲକ୍‌ଡାଉନ ଘୋଷଣା ପରେ ଗରିବ ପରିବାରମାନେ ଯେମିତି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଗ୍ରୀମ ତିନି ମାସର ଚାଉଳ ଯୋଗଇ ଦିଆଯାଉଛି।…

ଲକ୍‌ଡାଉନ୍‌ ନିୟମକୁ ଫୁ : ହାଟରେ ରହୁନି ସାମାଜିକ ଦୂରତ୍ୱ

ସୋନପୁର,୭।୪(ନି.ପ୍ର.):  ସମଗ୍ର ଦେଶରେ ଏବେ ୨୧ ଦିନିଆ ଲକ୍‌ଡାଉନ୍‌ ଚାଲିଛି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ସୁବର୍ଣ୍ଣପୁର ଜିଲା ପ୍ରଶାସନ ଲକ୍‌ଡାଉନ୍‌ କଟକଣାକୁ କିପରି କଡାକଡି ଭାବେ ପାଳନ କରାଯିବ ସେ ଦିଗରେ ଉଦ୍ୟମ…

ସାମାଜିକ ଦୂରତ୍ୱ ରକ୍ଷା ନ ହେଲେ ଦୋକାନ ବନ୍ଦ

ସୋନପୁର, ୬ା୪(ନି.ପ୍ର.): ଗାଁ ଠୁ ସହର ଦୋକାନ ଭିତରେ ଏବଂ ବାହାରେ ଅତ୍ୟଧିକ ଭିଡ ହେଉଛି। ସାମାଜିକ ଦୂରତ୍ୱ ରକ୍ଷା ହୋଇପାରୁନି। ଏହା ସୁବର୍ଣ୍ଣପୁର ଜିଲା ପାଇଁ ବର୍ତ୍ତମାନ ବିପଦ ସୃଷ୍ଟି କରିଛି। ଏ ସବୁକୁ ଦୃଷ୍ଟିରେ ରଖି ପ୍ରଶାସନ କଡା…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୪ ସରପଞ୍ଚ ଦେଲେ ୩ ମାସର ଭତ୍ତା

ସୋନପୁର,୬।୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସୋନପୁର ବ୍ଳକର ସମସ୍ତ ୧୪ପଞ୍ଚାୟତର ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସେମାନଙ୍କ ୩ ମାସର ଭତ୍ତା/ଦରମା ବାବଦ ୭୮ହଜାର ୯୬୦ଟଙ୍କା ପ୍ରଦାନ କରିଛନ୍ତି। ବିଶିମୁଣ୍ଡା ସରପଞ୍ଚ ମଧୁସୂଦନ ଓତା ସୁବର୍ଣ୍ଣପୁର ପିଡି ଡିଆରଡିଏ…

ରକ୍ତ ଅଭାବ ଦୂର ପାଇଁ ପୋଲିସ, ସ୍ବେଚ୍ଛାସେବୀ ଆୟୋଜନ କଲେ ଶିବିର

ସୋନପୁର, ୬।୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଗତ ୨୪ତାରିଖ ମଧ୍ୟରାତ୍ରରୁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। ଜରୁରି କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଏଭଳି ସ୍ଥିତିରେ ସୁବର୍ଣ୍ଣପୁର ଜିଲାରେ ସ୍ବେଚ୍ଛାକୃତ ରକ୍ତଦାନ…

କଲ ଡିଟେଲସରୁ ମିଳିଲା ହତ୍ୟାର ସୁରାଗ: ମହିଳାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଗିରଫ

ତରଭା,୫।୪(ଡ଼ି ଏନ ଏ.): ସୁବର୍ଣ୍ଣପୁର ଜିଲା ତରଭା ଥାନା ମାନହୀରା ଗାଁରେ ଅଚିହ୍ନା ବିବାହିତ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦାଫାସ ହୋଇଛି। ମହିଳାଙ୍କ ପରିଚୟ ମିଳିବା ସହ ରବିବାର ଅଭିଯୁକ୍ତ ତରଭା ଥାନା ପଦ୍ମପୁର ଗାଁର ସନ୍ତୋଷ କୁମାର ଦାସଙ୍କୁ ଗିରଫ…

ବ୍ଲଡବ୍ୟାଙ୍କରେ ନାହିଁ ରକ୍ତ, ପୋଲିସ ଆୟୋଜନ କଲା ରକ୍ତଦାନ ଶିବିର

ସୋନପୁର,୫।୪(ନି.ପ୍ର)-କରୋନା ମହାମାରୀ ଏବେ ସମଗ୍ର ବିଶ୍ୱକୁ ଆତଙ୍କିତ କରି ରଖିଛି । ଦେଶରେ ଗତ ୨୪ ତାରିଖ ମଧ୍ୟରାତ୍ରରୁ ଲକଡାଉନ ଘୋଷଣା ହୋଇଛି । ଜରୁରି କାମ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏଭଳି ସ୍ଥିତିରେ ସୁବର୍ଣ୍ଣପୁର…

କାମ କରିବାକୁ ଯାଇ ଶ୍ରମିକ ନିଖୋଜ: ଉତ୍ତେଜନା, ପୋଲିସ ଫୋର୍ସ ମୁତୟନ

ବିନିକା,୨ା୪(ଡି.ଏନ୍‌.ଏ.): ସୁବଣ୍ଣର୍ର୍ପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ କୁଇବାହାଲ ଗ୍ରାମରେ ବୁଧବାର ଜଣେ ଶ୍ରମିକ କ୍ଷେତକୁ କାମ କରିବାକୁ ଯାଇ ନିଖୋଜ ହୋଇ ଯାଇଛନ୍ତି। ସେ ହେଲେ ତପନ ମହାନନ୍ଦ ଓରଫ କାଳିଆ(୪୩)। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ପତ୍ତା…

ସିଏମ୍‌ଆରଏଫକୁ ୧ ଲକ୍ଷ ଦେଲେ ବ୍ଲକ ଅଧ୍ୟକ୍ଷ

ସୋନପୁର,୩୦।୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ କରୋନା ମୁକାବିଲା ପାଇଁ ସିଏମ୍‌ଆରଏଫ(ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଡି)କୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସୋମବାର ଭୋଇ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ତାଙ୍କ ପ୍ରକୋଷ୍ଠରେ ଭେଟି ଲକ୍ଷେ ଟଙ୍କାର…

କର୍ନାଟକରେ ଅଟକି ରହିଛନ୍ତି ୭୦ ଦାଦନ ଶ୍ରମିକ

ବିନିକା,୩୦।୩(ଡି.ଏନ୍‌.ଏ)-ସୁବର୍ଣ୍ଣପୁର ଜିଲା ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ୭୦ଜଣ ଦାଦନ ଶ୍ରମିକ କର୍ନାଟକ ରାଜ୍ୟ ସିତାନ୍ୟାକାହ୍ଲିଠାରେ ଅଟକି ରହିଛନ୍ତି। ଦେଶବ୍ୟାପୀ ଲକ୍‌ ଡାଉନ୍‌ ଘୋଷଣା ପରଠାରୁ ସେମାନେ ସେଠାରେ ଭୋକ ଉପାସରେ ଦିନ କାଟୁଥିବା କହିଛନ୍ତି। ଜିଲା ପ୍ରଶାସନ ସେମାନଙ୍କୁ ଅବିଳମ୍ବେ…

କରୋନା ସନ୍ଦିଗ୍ଧଙ୍କ ପାଇଁ ୧୬୧ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର

ସୋନପୁର,୨୯।୩(ନି.ପ୍ର.) କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି। କରୋନା ସନ୍ଦିଗ୍ଧଙ୍କୁ ରଖିବା ପାଇଁ ଜିଲାର ୬ଟି ବ୍ଲକର ବିଭିନ୍ନ ପଞ୍ଚାୟତ ଓ ୩ଟି ସହରରେ ମୋଟ ୧୬୧ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର…

ଲକ୍‌ଡାଉନ ଉଲ୍ଲଂଘନକାରୀଙ୍କୁ ଉଠ୍‌ବସ୍‌ କଲା ପୋଲିସ

ବିନିକା,୨୯ା୩(ଡି.ଏନ୍‌.ଏ.) ଲକ୍‌ଡାଉନ୍‌ ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ସୁବର୍ଣ୍ଣପୁର ଜିଲା ବିନିକା ଥାନା ପୋଲିସ। ବିନା କାରଣରେ ରାସ୍ତାକୁ ଆସୁଥିବା ଯୁବକଙ୍କୁ ଉଠ୍‌ବସ କରିଛି। ବିନିକା-ସୋନପୁର ମୁଖ୍ୟରାସ୍ତାର ଡଭଲା ଛକରେ ଶନିବାର ଏପରି ଦୃଶ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri