ଚିକିତ୍ସା ଲାଗି ଟଁକା ବାଧକ୍:ତୃତୀୟାର ନାକେ ବଢ଼ୁଛେ ଆବୁ
ବିନିକା, ୧୭ା୫(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନଂ. ଓ୍ବାର୍ଡ ମିଶ୍ରପଡ଼ାର ତୃତୀୟା କର(୬୦)। ସେ ଗୁଟେ ବିରଲ କିସମର ରୋଗ୍ରେ ପୀଡ଼ିତ ଅଛନ୍। ଯେନ୍ଥିରଲାଗି ତାକର ନାକେ ଦୁଇ ତିନ୍ଟା ଆବୁ ବଢ଼ତେଲ ଯାଉଛେ।...
ରୋଗ୍ରେ ଶଢ଼ୁଛନ୍ ବନମାଳୀ:ସରକାରୀ ସୁବିଧାରୁ ବଁଚିତ୍ ଅସାହା ପରିବାର
ଭବାନୀପାଟଣା,୧୭।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଅଧୀନ ମଣ୍ଡଳ ଗଁାର ବନମାଳୀ ପାଲ। ସେ ଝନେ ନିହାତି ଗରିବ୍ ଲୋକ୍ ହେଇଥିଲାବେଲେ କୁଟୁମ ପୁଷବାର ଲାଗି ବାହାର ରାଏଜ୍କେ ଦାଦନ୍ ଖଟି ଯାଉଥିଲେ। ହେଲେ ସେଠାନେ ଦିହିପା ଖରାପ ହେଲାରୁ...
୫ ବଛର ହେଲା ପମ୍ପ ହାଉସ ଅଚଲ: ପାଏନ୍ ଲାଗି ଛଟକୁଛନ୍ ୩ ଖଁଡ଼ ଗାଁର ଲୋକ୍
ସୋହେଲା,୧୭ା୫(ଡି.ଏନ୍.ଏ): ବରଗଡ଼ ଜିଲା ସୋହେଲା ବ୍ଲକ ଅଧୀନ ଲୁହୁରାଚଟିରେ ଥିବାର ପମ୍ପ ହାଉସ ଆଏଜ୍କେ ୫ ବଛର ହେଲା ଅଚଲ ହେଇ ପଡ଼ିଛେ। ଯେନ୍ଥିରଲାଗି ଗଁାବାସୀ ପିଇଲା ପାଏନ୍ ପାଏବାରୁ ବଁଚିତ ହେବାର ସଂଗେ ନାନା ଅସବିଧାର ସାମନା କରୁଛନ୍।...
ଡେଙ୍ଗୁ ପ୍ରତିରୋଧ ପାଇଁ ସାମୂହିକ ଉଦ୍ୟମ ଲୋଡା
ସୋନପୁର,୧୭।୫(ନି.ପ୍ର.)- ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ...
ବିନିକା ପ୍ରିମିୟର ଲିଗ୍ : ପାଓ୍ବାର ବ୍ଲାଷ୍ଟର ଚାମ୍ପିୟନ
ବିନିକା, ୧୭ା୫(ଡି.ଏନ୍.ଏ.)- ସୁବର୍ଣ୍ଣପୁର ଜିଲା ବିନିକାରେ ଚାଲିଥିବା ଦ୍ୱିତୀୟ ବିନିକା ପ୍ରିମିୟର ଲିଗ୍(ବିପିଏଲ)କ୍ରିକେଟ ଟୁର୍ନାମେଣ୍ଟ ଗୁରୁବାର ଉଦ୍ଯାପିତ ହୋଇଯାଇଛି। ବିନିକା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟରେ ଦୀର୍ଘ ଏକ ମାସ ଧରି ଖେଳା ଯାଇଥିବା ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ...
ଆଂଗ୍ଠି ନାଇଁ ଲେଖାପଢ଼ା କରମି କେନ୍ତା: ମୋର ଜୀବନ୍ଟା ମାଏଟ୍ କରିଦେଲା
ମନମୁଣ୍ଡା, ୧୬।୫ (ଡି.ଏନ.ଏ)- ସବୁ ଛୁଆ ଛୋଟବେଲେ ଖାଇପିଇ ଖେଲକୁଦ କରସନ୍। ସ୍କୁଲରେ ପାଠ୍ପଢ଼ା ବାହାରେ ସାଂଗସରସାକର ସଂଗେ ମିଶି ହସି ମଜାକ୍ରେ ସମିଆ ବିତାସନ୍। ଇତାର ବାହାରେ ତାକର କିଛି ଅଲଗ୍ କାମ୍ କି ଚିନ୍ତା ନାଇଁଥାଏ। ହେଲେ...
ଖୁଦପେଜ ଗାଁର ମହିଲା ସ୍ବୟଂ ସହାୟକ ଗୋଷ୍ଠୀର କରାମତି: ଧାନରେ ତିଆରୁଛନ୍ ସଉଖିନ କଳାକୁରତି
ନୂଆପଡା ଅଫିସ,୧୬ା୫: ସରକାର ଗାଁରୁ ସହର ତକ୍ ମହିଲାମାନେ କେନ୍ଥେଇ ନିଜେର ଗୁଡ଼େ ନିଜେ ଠିଆ ହେଇପାରବେ, ଦୁଇପଏସା ରୁଜଗାର କରବେ ସେଥିରଲାଗି ଅନେକ ଯୋଜନା କାଯ୍କାରୀ କରୁଛନ୍। ହେଲେ ଅନେକ ଜାଗାରେ ଇ ଯୋଜନା ବିଫଲ ହେଉଥିବାର ଦେଖ୍ବାକେ...
ପୁଷ୍ଟିକର ଖାଏଦ୍ ଅଭାବ: ଜଟିଲ ହେଉଛେ ଜୟଧରକଁର ଅବସ୍ତା
ଲାଠୋର, ୧୬ା୫ (ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ତଲିପଡ଼ାର ଜୟଧର ଭୁଏ(୩୨)। ସେ ବହୁତ୍ ଦିନୁ ଯକ୍ଷ୍ମା ରୋଗ୍ରେ ପୀଡ଼ିତ ଅଛନ୍, ଉଷୋକଷା ବି ଖାଉଛନ୍। ହେଲେ ସେ ନିହାତି ଗରିବ୍ ଆର ବାହା ଜାଂଗଲ...
ବେପରୁଆ ଚାଳନା: କାର ଧକ୍କାରେ ୪ଗୁରୁତର
ପୁରୁଣାକଟକ, ୧୫।୫(ଡି.ଏନ.ଏ.)- ବୌଦ୍ଧ ଜିଲା ୫୭ନଂ. ଜାତୀୟ ରାଜପଥର ପୁରୁଣାକଟକ ହାଇସ୍କୁଲ ନିକଟରେ ମଙ୍ଗଳବାର ରାତିରେ ଏକ କାର ଧକ୍କାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୁଣାକଟକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନେ ଓଡ଼ଗଁାର ରଶ୍ମିତା ବିଶୋଇ, ଗୋଧିପଡ଼ାର...
ପ୍ରକଳ୍ପ ଉଦ୍ଘାଟନ ହେବାର ଦେଢ଼ମାସ ବିତଲା: ପାଏନ୍ ପାଏବାରୁ ବଁଚିତ ୩ ଗାଁବାସୀ
ଅତାବିରା, ୧୫।୫ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍ ସରକାର ଗଁାଗଁଲିରୁ ସହର ତକ୍ ସବୁ ଲୁକ୍କୁ ନିରମଲ ପିଇଲା ପାଏନ୍ ଯୁଗେଇ ଦେବାର ଲାଗି ଅନେକ ଯୋଜନା କାଯ୍କାରୀ କରୁଛନ୍। ହେଲେ ଦାଇତିଅରେ ଥିବାର ଅଧ୍କାରୀ, କରମ୍ଚାରୀ, ଜନପରତିନିଧିମାନକର ଅଁାତରିକତା...
ସେବାରେ ସମରପିତ ଗୁଞ୍ଜ ମା’ର ଜୀବନ୍
ଲାଠୋର,୧୫।୫ (ଡି.ଏନ.ଏ.): ବଏସ୍ ପାଖାପାଖି ଶହେ। ଜୀବନ୍ର ଶେଷ ମୁଡ଼ସାକେ ଛିଁ ସାରିଛନ୍। ହେଲେ ଆଏଜ୍ ବି ସେ ସେବା ମନ୍ବୁରତିକେ ଛାଡ଼ି ନାଇଁପାରି। ଆସେପାସେ ଯାହାର ଯେନ୍ ସୁବିଧା ଅସବିଧା, ଡାକ୍ଦେଉନ କି ନାଇଁ ଦେଉନ ସେଠାନେ ଯାଇ...
ଚିକିତ୍ସା ଲାଗି ଟଁକା ବାଧକ୍: ଗୁରୁତର ହେଉଛେ ସ୍ବାଧୀନର ଅବସ୍ତା
ବିନିକା,୧୫ା୫(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ମହଦା ଗଁାର ଶ୍ରୀରାମ ନଗର ପଡ଼ାର ଉତ୍ତମ ବିଶ୍ୱାଳକଁର ପୁଓ ସ୍ବାଧୀନ ବିଶ୍ୱାଳ(୪)। ସେ ଜନମ ବେଲେ ଠିକ୍ଠାକ୍ ଥିଲେ। ହେଲେ କେହେନ୍ସି କାରନ୍ରୁ ତାକର ମେରୁହାଡ଼ରେ ଅସବିଧା ଦେଖାଦେଇ ଦିନୁଦିନ୍କେ...
Archives


