୧୪ ବର୍ଷର ବାଳିକା ୮ ମାସର ଗର୍ଭବତୀ: ୬୦ ବର୍ଷର ବ୍ୟକ୍ତି କୋର୍ଟ ଚାଲାଣ
ଜୁନାଗଡ଼,୧।୬(ଡି.ଏନ୍.ଏ): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି। ୧୪ ବର୍ଷର ବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ୬୦ ବର୍ଷର ବ୍ୟକ୍ତିଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ଡମ୍ବରୁ ମାଝି। ତେବେ ନାବାଳିକା...
ହସ୍ପିଟାଲରେ ରୋଗୀଛାଡ଼ି ଫେରୁଥିବା ବେଳେ ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ: ଡ୍ରାଇଭର ମୃତ
ବଲାଙ୍ଗୀର ଅଫିସ, ୧।୬: ବଲାଙ୍ଗୀର ଜିଲା ରତନପୁର ନିକଟରେ ଶନିବାର ଟ୍ରକ୍ ଧକ୍କାରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ ବେହେରାପାଟି ଗ୍ରାମର ଧନପତି ବଗର୍ତ୍ତି(୪୦)। ବଗର୍ତ୍ତି ୧୦୮ ଆମ୍ବୁଲାନ୍ସ...
ଭୀମ୍ସାର: ଫେରିଯିବ କ୍ୟାନ୍ସର କେୟାର ସେଣ୍ଟର ପାଇଁ ଆସିଥିବା ୪୫ କୋଟି ଟଙ୍କା
ସମ୍ବଲପୁର,୧।୬(ବ୍ୟୁରୋ) ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଭୀମ୍ସାର)ରେ ଏକ କ୍ୟାନ୍ସର କେୟାର ସେଣ୍ଟର ଖୋଲିବା ପାଇଁ ଆସିଥିବା ୪୫ କୋଟି ଟଙ୍କା ଫେରିଯିବ । ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ...
ରୟତି ଜମି ଅଭାବ:ଆବାସ୍ ଯୋଜନାରୁ ବଁଚିତ୍ ଦିବ୍ୟାଙ୍ଗ ମୀନକେତନ
ଅତାବିରା, ୧।୬ (ଡି.ଏନ୍.ଏ): ବରଗଡ଼ ଜିଲା ଅତାବିରା ବ୍ଲକ କୁଲତାଟୁକୁରା ପଁଚେତ୍ ସଦର ଗଁ। ର ମୀନକେତନ ସିଂ(୪୫)। ସେ ଜନମ୍ବେଲେ ଠିକ୍ ଠାକ୍ ଥିଲେ ହେଲେ ପଛେ ରୋଗ୍ରେ ପଡ଼ି ଦୁଇଗୋଡ଼ ଅକାମି ହେଇଗଲା। ଗରିବ୍ ମା’ବାପ୍ ଅନେକ...
ସରକାରୀ ସହାଯ୍ ଅପେକ୍ଷାରେ ଡମ୍ବରୁଧର
ଲାଠୋର, ୧ା୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କଲୋନୀ ପଡ଼ାର ଡମ୍ବରୁଧର ନାଗ(୫୮)। ତାକର ପରିବାର କହେଲେ ମାଏକିନା ଯଶୋଦା(୫୨) ଆର ପୁଷିଅଁା ଝି’ କରି ରଖିଥିବାର ସେବତୀ(୧୧)। ଜମିବାଡ଼ି ବଲି କିଛି ନାଇଁ। ଉଭଏ ମାଏଝି...
ଜିଲାସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ
ଭବାନୀପାଟଣା,୩୧।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ବିଶ୍ୱ ତମାଖୁ ବର୍ଜନ ଦିବସ ଶୁକ୍ରବାର ପାଳିତ ହୋଇଛି। ଏହି ଦିବସରେ ସିଡିଏମ୍ଓପିଏଚ୍ଓ ଡ. ବନଲତା ଦେବୀ, ଡ. ନିହାରେନ୍ଦ୍ର ପଣ୍ଡା, ଡ. ସୁଶିଲ ରଥ, ଡ. ମନୋ ମାଝି,...
ଖଡିଆଳ ସ୍ବୟଂଶାସିତ କଲେଜ ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ, ପାସହାର ୭୮.୭୧ %
ଖଡିଆଳ,୩୧।୫(ଡି.ଏନ.ଏ.): ନୂଆପଡା ଜିଲା ଖଡିଆଳ ସ୍ବୟଂଶାସିତ କଲେଜର ଯୁକ୍ତ ୩ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ହୋଇଛି । ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କ୍ଷେତ୍ରୀୟ ନିର୍ଦ୍ଦେଶକ ମାନସରଞ୍ଜନ ପୂଜାରୀ ଉପସ୍ଥିତ ରହି ପରୀକ୍ଷା ଫଳକୁ...
ସ୍ବତନ୍ତ୍ର ନବମ ଇଣ୍ଡିଆ ରିଜର୍ଭ ବାଟାଲିୟନ ପକ୍ଷରୁ ସ୍ବାସ୍ଥ୍ୟ ଶିବିର: ୨ ଶହ ଲୋକଙ୍କୁ ଚିକିତ୍ସା କରାଗଲା
ଜୁନାଗଡ,୩୧।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଜାରିଙ୍ଗ ମେଡିକାଲ କଲେଜ ପରିସରରେ ଶୁକ୍ରବାର ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲା ସ୍ବତନ୍ତ୍ର ନବମ ଇଣ୍ଡିଆ ରିଜର୍ଭ ବାଟାଲିୟନ ପକ୍ଷରୁ ଆୟୋଜିତ ଏହି ସ୍ବାସ୍ଥ୍ୟ ଶିବିରରେ ଅଞ୍ଚଳର ୨...
ବସ୍ ଭିତରୁ ଯାତ୍ରୀଙ୍କ ମୃତଦେହ ଉଦ୍ଧାର
ବଲାଙ୍ଗୀର ଅଫିସ, ୩୧। ୫: ବାଲେଶ୍ୱରରୁ ବଲାଙ୍ଗୀର ଆସୁଥିବା ଏକ ବସ୍ରୁ ଶୁକ୍ରବାର ସକାଳେ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡିଗଁାର ରବୀନ୍ଦ୍ର କୁମାର...
ସଚେତନତାରେ ଆସିବ ପରିବର୍ତ୍ତନ
ସୋନପୁର,୩୧।୫(ନି.ପ୍ର): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ତମାଖୁ ମୁକ୍ତ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଜିଲା ତାଲିମ କେନ୍ଦ୍ରଠାରେ ଅନୁଷ୍ଠିତ ସଚେତନତା ସଭାରେ ଅଧ୍ୟକ୍ଷତା କରି ଜିଲାପାଳ ମଧୁସୂଦନ ମିଶ୍ର ସଚେତନତା ଦ୍ୱାରା ହିଁ ସକାରାତ୍ମକ ପରିବର୍ତ୍ତନ...
ପଶ୍ଚିମ ଓଡ଼ିଶାବାସୀଙ୍କୁ ନିରାଶ କଲେ ମୋଦି
ଭବାନୀପାଟଣା, ୩୧।୫ (ଡି.ଏନ୍.ଏ.): ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ବିଜେଡିର ଅସାଧାରଣ ସଫଳତା ଭିତରେ ଭାଜପା ବଞ୍ଚାଇ ରଖିଛି ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାରୁ ଭାଜପାର କଳାହାଣ୍ଡି ସାଂସଦ ଭାବେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ବିଜୟୀ ହୋଇଥିଲେ ହେଁ...
ଦୁଇ ପୃଥକ ଅପହରଣ ମାମଲା: ୪ ଗିରଫ
ଭବାନୀପାଟଣା, ୩୧।୫ (ଡି.ଏନ୍.ଏ.): ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ଦୁଇଟି ଅପହରଣ ମାମଲାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଭବାନୀପାଟଣା ସହରରେ ଗତ କିଛି ଦିନ ତଳେ ବିବାହର ପ୍ରଲୋଭନ ଦେଖାଇ ବେନ୍ଦାଝୋଲା ଗ୍ରାମର ମାନସ ନାଏକ...
Archives


