ଆଧୁନିକତା ଭିତରେ ହଜି ଯାଉଛେ ଶଗଡ଼ ଗାଡ଼ି
ଭବାନୀପାଟଣା,୧୫ା୭ (ଡି.ଏନ୍.ଏ.): ଆଧୁନିକତାର ଛାପ୍ରେ ଆମର ସଂସ୍କୃତି, ପରମ୍ପରାରେ ଅନେକ ପରିବରତନ ଦେଖ୍ବାକେ ମିଲୁଛେ। ଆଘ ଲୋକ୍ କୃଷି କାଯ୍ରେ ନଂଗଲ, ଶଗଡ଼ ଗାଡ଼ିର ବଡ଼ଭାରି ବେଭାର କରୁଥିଲେ। ହେଲେ ଆଧୁନିକ୍ ଯନ୍ତ୍ରପାତି ଆଏଲାଦିନୁ କୃଷି କାଯ୍ରେ ଖେତ୍ ଜୁତା, କାଦୋକରା,…
୧୭ ବଛର ହେଲା ଅଜନା ରୋଗ୍ରେ ପୀଡ଼ିତ ଅଷ୍ଟମୀ: ଅଭାବ ଅନାଟନରେ ଚେରମୂଲି ସାହାଭରସା
କୋକସରା, ୧୫ା୭(ଡି.ଏନ୍.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡ଼ୋଲା ପଁଚେତ୍ କୁସୁମଖୁଣ୍ଟି ଗାଁର ଚନ୍ଦ୍ରଶେଖର ମାଝିକଁର ମାଏକିନା ଅଷ୍ଟମୀ ମାଝି(୪୫)। ସେ ଅନେକ ବଛର ହେଲା କେହେନ୍ସି ଗୁଟେ ଅଜାନା ରୋଗ୍ରେ ଯୁଝୁଛନ୍। ହେଲେ ପରିବାରଟା ଅଭାବ ଅନାଟନରେ ପେସି ହେଉଥିଲାବେଲେ…
ପରଶାସନର ପରତିଶୁରତିକେ ୬ ମାସ ବିତଲା: ସରକାରୀ ସାହାଯ୍ ଆଶ୍ରେ ମଗଶିର
ବିନିକା ,୧୫।୭(ଡି.ଏନ୍.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା-ରାମପୁର ମୁଖିଆ ରାସ୍ତାରେ ଗଲା ତା.୨୯.୧୨.୨୦୧୮ରେ ଗୁଟେ ବଡ଼ଭାରି ଦୁରଘଟନା ହେଇଥିଲା। ଇ ଦୁରଘଟନାରେ ସିଂଘିଯୁବା ପଁଚେତ୍ ଅଧୀନ ଅସୁରଗଡ଼ ଗଁାର ମଗଶିର ଭରାସାଗର(୨୮)କଁର ଭୁଜନି ହାତ୍ଗୋଡ଼ ଭାଂଗି ଯାଇଥିଲା। ପୀଡ଼ିତ ମଗଶିରକଁର…
ପୋଲିସ ଜାଲରେ ନକଲୀ ମାଓବାଦୀ ଗ୍ୟାଙ୍ଗ: ବନ ଅଧିକାରୀଙ୍କ ସମେତ ୨ ଭାଇଗିରଫ
ବରଗଡ଼ ଅଫିସ୍,୧୪।୭: ବରଗଡ଼ ଜିଲା ଭଟଲି ପୋଲିସ ହାତରେ ରବିବାର ନକଲୀ ମାଓବାଦୀ ଗ୍ୟାଙ୍ଗ ଧରାପଡ଼ିଛନ୍ତି । ପୋଲିସ ଉକ୍ତ ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବନ ବିଭାଗ ଅଧୀନ ସମ୍ବଲପୁର ରେଞ୍ଜର ଡେପୁଟି…
ଶୌଚ ହେବାକୁ ଯାଇ ହାତୀ ହାବୁଡ଼ରେ ପଡ଼ିଲେ, ବୃଦ୍ଧ ଗୁରୁତର
ଲୋଇସିଂହା, ୧୪।୭(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତ ଗାଣ୍ଡପଲି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସେ ହେଲେ ଗୋକୁଳ ବାଗ(୬୫)। ତାଙ୍କୁ ପରିବାର ଏବଂ ଗ୍ରାମବାସୀ ଉଦ୍ଧାର କରି ବଲାଙ୍ଗୀର…
ରାଜବାଟୀ ଜଗନ୍ନାଥ ମନ୍ଦିର: ସୁନାବେଶ ଦର୍ଶନ କଲେ ଶ୍ରଦ୍ଧାଳୁ
ସୁନ୍ଦରଗଡ, ୧୪।୭ (ଡି.ଏନ୍.ଏ)-ସ୍ଥାନୀୟ ରାଜବାଟୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କ ସୁନାବେଶ ଶନିବାର ପବିତ୍ର ଦ୍ୱାଦଶୀତିଥିରେ ଆୟୋଜିତ ହୋଇଯାଇଛି । ବାହୁଡା ଯାତ୍ରା ପରେ ଗତ ରାତିରେ ଶ୍ରୀଜୀଉମାନଙ୍କ ମନ୍ଦିର ପ୍ରବେଶ ପରେ ଶନିବାର ମନ୍ଦିରରେ ଜୀଉମାନଙ୍କର ସୁନାବେଶ ଅନୁଷ୍ଠିତ ହୋଇଥିଲା। ଜୀଉମାନଙ୍କୁ…
ବୃଦ୍ଧାଙ୍କୁ ଗଣବଳାତ୍କାର ଘଟଣାରେ ୨ ଗିରଫ
ବଡ଼ଗାଁ, ୧୪।୭ (ଡି.ଏନ.ଏ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଇତମା ନିକଟ ଝାରମୁଣ୍ଡା ଗ୍ରାମରେ ଜନୈକା ବୃଦ୍ଧା (୬୫ବର୍ଷ)ଙ୍କୁ ୯ ତାରିଖ ଗଣ ବଳାତ୍କାର ହୋଇଥିଲା। ଏହି ଘଟଣାରେ ଶନିବାର ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଥାନାରେ ଏକ ମାମଲା…
ନିର୍ଣ୍ଣାୟକ ଲଢ଼େଇ ନେଇ ଶ୍ରମିକଙ୍କ ପ୍ରସ୍ତୁତି
ରାଉରକେଲା ଅଫିସ,୧୪।୭ – ସୁନ୍ଦରଗଡ଼ ଜିଲାର ଅନ୍ୟତମ ପ୍ରମୁଖ ଘରୋଇ ଶିଳ୍ପ କାରଖାନା ଆଧୁନିକ ମେଟାଲିକ୍ସର ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଖାନାରେ ଏବେ ତାଲା ଝୁଲୁଛି। ଭବିଷ୍ୟତରେ ଏହାକୁ ଖୋଲାଯିବ ନା ନାହିଁ ସେ ନେଇ ସନ୍ଦେହ ସୃଷ୍ଟି…
ଗ୍ରାହକ ସେବା କେନ୍ଦ୍ରରେ କୋଟିଏ ଟଙ୍କା ଆତ୍ମସାତ: ହିତାଧିକାରୀମାନେ ଥାନାର ଦ୍ୱାରସ୍ଥ
ନୂଆପଡା ଅଫିସ,୧୪ା୭ – ଗ୍ରାହକମାନଙ୍କୁ ଦ୍ୱାର ମୁହଁରେ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ଗ୍ରାମାଞ୍ଚଳରେ ଷ୍ଟେଟ ବ୍ୟାଙ୍କ ତରଫରୁ ଗ୍ରାହକ ସେବା କେନ୍ଦ୍ରଗୁଡିକ ସ୍ଥାପନ କରାଯାଇଛି । ହେଲେ ଲୋକଙ୍କ ଅଜ୍ଞତାର ସୁଯୋଗ ନେଇ କେନ୍ଦ୍ର ପରିଚାଳକ କୋଟି କୋଟି ଟଙ୍କା…
ଜୁନାଗଡ ବ୍ଲକରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ : ଡାକ୍ତର ଅଭାବ, ଫାର୍ମସିଷ୍ଟ ଦେଖୁଛନ୍ତି ରୋଗୀ
ଜୁନାଗଡ,୧୪।୭(ଡି.ଏନ.ଏ.) – କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଜୁନାଗଡ ବ୍ଲକବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଜୁନାଗଡ ସହରରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟସ୍ବାସ୍ଥ୍ୟ (ସିଏଚ୍ସି)ଓ ପିପିସି ରହିଥିବାବେଳେ ଚିଲଗୁଡାରେ ମଧ୍ୟ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ସେହିପରି ଗ୍ରାମାଞ୍ଚଳରେ…
ପାହାଡ଼ରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର
ଲଖନପୁର,୧୩।୭(ଡି.ଏନ୍.ଏ.) – ଝାରସୁଗୁଡ଼ା ରେଙ୍ଗାଲି ଥାନା କଦମ୍ବଘାଟ ପାହାଡ଼ରୁ ଶନିବାର ପୋଲିସ ସନ୍ଦେହଜନକ ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଛାତ୍ର ହେଲେ ବାଉଁସେନ୍ପାଲିର ଜ୍ଞାନ କଅଁରଙ୍କ ପୁଅ ସୁକାନ୍ତ (୧୫)। ଜ୍ଞାନଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ…
ଟ୍ରାଫିକ୍ ନିୟନ୍ତ୍ରଣ,ବାଟ ପାଉନି ଜିଲା ପ୍ରଶାସନ
ଦେବଗଡ଼,୧୪।୭(ଡି.ଏନ.ଏ.) – ୧୯୯୪ ମସିହାରେ ଦେବଗଡ଼ ଜିଲା ଗଠନ ହୋଇଥିଲା ା ଇତିମଧ୍ୟରେ ୨୫ ବର୍ଷ ବିତିଛି ା ହେଲେ ପ୍ରଶାସନିକ ଅବହେଳା କାରଣରୁ ଏହି ଜିଲାର କୌଣସି ଆଖିଦୃଶିଆ ବିକାଶ ହୋଇପାରିନାହିଁ ା ରାଜନୈତିକ ବିଚାରଧାରାକୁ ବିଶ୍ୱାସ କରୁଥିବା ବ୍ୟକ୍ତିମାନେ…
Archives


