ସମ୍ବଲପୁର

ବାସନ୍ତୀର ଚିକିତ୍ସା ଲାଗି ହାତ୍‌ ବଢ଼ାଲା ଯୁବକ ସଂଘଚାଁଦା କରି ଡାକ୍‌ତରଖାନା ପଠାଲେ

ମୁରିବାହାଲ, ୧୨।୭ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଁଚେତ୍‌ର ଜାମୁଟ ଗଁାର ପ୍ରଦୀପ ଲୁହାକଁର ଝି’ ବାସନ୍ତୀ ଲୁହା(୨୨)। ସେ ଅନେକ ବଛର ହେଲା ମାନସିକ୍‌ ରୋଗ୍‌ରେ ପୀଡ଼ିତ ଅଛନ୍‌। ଇଆଡ଼େ ପରିବାରଟା ଦଲିତ ଆର ନିହାତି ଗରିବ…

ଦିବ୍ୟାଙ୍ଗ ପୁଷ୍ପାଞ୍ଜଳିକେ ଘାରୁଛେ ପାଠ୍‌ପଢ଼ା ଚିନ୍‌ତା:ସ୍କୁଲ ଯିବାରେ ଭଂଗା ଟ୍ରାଇସାଇକେଲ ବାଧକ୍‌

ଲୋଇସିଂହା,୧୨।୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ସଦରର ପୁଷ୍ପାଞ୍ଜଳି ବେହେରା(୧୬)। ସେ ଜନ୍‌ମୁ ଦିବ୍ୟାଙ୍ଗ, ଚାଲବୁଲ କରି ନାଇଁପାରବାର। ଏହେଦେ ସେ ଥାନୀୟ ବାଳିକା ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଛନ୍‌। ହେଲେ ତାହାକୁ ମିଲିଥିବାର ଟ୍ରାଇସାଏକେଲଟା ଏହେଦେ ଅଦରବା ହେଇଗଲାନ। ଯେନ୍‌ଥିରଲାଗି ସେ…

କାମରେ ଆସୁନି ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ

ମନମୁଣ୍ଡା, ୧୧।୭ (ଡି.ଏନ.ଏ): କଣ୍ଟାମାଳ ବ୍ଲକ ଘିକୁଣ୍ଡି ପଞ୍ଚାୟତ ହାତୀପାଲିଠାରେ ଥିବା ସୌରଚାଳିତ ଜଳଯୋଗାଣ ପ୍ରକଳ୍ପ ଏବେ କାମରେ ଲାଗୁନି । ଫଳରେ ଲୋକମାନେ ପାନୀୟ ଜଳ ପାଇଁ ଅସୁବିଧା ଭୋଗୁଛନ୍ତି । ସୂଚନା ଅନୁସାରେ, ୨୦୧୮ ମସିହାରେ ଗ୍ରାମ୍ୟ ଜଳଯୋଗାଣ…

ନିମ୍ନମାନର ରାସ୍ତାକାମ, ବନ୍ଦ କଲେ ଗ୍ରାମବାସୀ

ଅମରପାଲି, ୧୧।୭(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ମୁଖ୍ୟ ଛକଠାରୁ ରେଢ଼ାଖୋଲ- ବୀରମହାରାଜପୁର ସୀମାବର୍ତ୍ତୀ ଅମରପାଲି ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଗୁରୁବାର ଅମରପାଲି ଗ୍ରାମବାସୀ କାମକୁ ବନ୍ଦ କରି ପ୍ରତିବାଦ ଜଣାଇଛନ୍ତି । ବିଭାଗୀୟ ଯନ୍ତ୍ରୀ…

ସଚେତନତା ହିଁ ଆଣିବ ସ୍ଥିରତା

ସୋନପୁର,୧୧।୭(ନି.ପ୍ର.): ଜିଲା ସ୍ବାସ୍ଥ୍ୟ ସମିତି ସୁବର୍ଣ୍ଣପୁର ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ ଗୁରୁବାର ପାଳିତ ହୋଇଯାଇଛି। ଏହି ଅବସରରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ସଚେତନତା ସଭାରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ…

ସିଙ୍ଗାପୁର ମାଷ୍ଟର ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡରେ ଦୁର୍ଗା ଚରଣ ମିଶ୍ର ଜିତିଲେ ୨ ସ୍ବର୍ଣ୍ଣ

ଭବାନୀପାଟଣା,୧୧।୭(ଡି.ଏନ୍‌.ଏ.): ସିଙ୍ଗାପୁରରେ ଆରମ୍ଭ ହୋଇଥିବା ମାଷ୍ଟର ଟ୍ରାକ୍‌ ଆଣ୍ଡ ଫିଲ୍ଡ ପ୍ରତିଯୋଗିତାରେ କଳାହଣ୍ଡି ଜିଲା ଭବାନୀପାଟଣା ସହରର ଦୁର୍ଗା ଚରଣ ମିଶ୍ର ଡିସ୍‌କସ୍‌ ଥ୍ରୋ ଓ ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଅବସରପ୍ରାପ୍ତ ଅତିରିକ୍ତ ଏସ୍‌ପି ଶ୍ରୀ ମିଶ୍ର…

ମହିଳାଙ୍କୁ ଗଣ ବଳାତ୍କାର ଅଭିଯୋଗ: ସ୍ବାମୀ ଛାଡି ଚାଲିଯିବାପରେ ଥାନାର ଦ୍ୱାରସ୍ଥ ହେଲେ ମହିଳା

ରାଉରକେଲା ଅଫିସ, ୧୧।୭: ଝିରିପାଣି ଥାନା ଅଞ୍ଚଳର ଜନୈକା ମହିଳାଙ୍କୁ ଗଣ ବଳାତ୍କାର କରାଯାଇଥିବା ଗୁରୁବାର ଅଭିଯୋଗ ହୋଇଛି। ଗତ ୭ ତାରିଖରେ ଏଭଳି ଘଟଣା ଘଟିଥିଲେ ମଧ୍ୟ ଲୋକ ଲଜ୍ଜା ଭୟରେ ମହିଳା ମୁହଁ ଖୋଲି ନ ଥିଲେ। ତେବେ…

ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ୟାଳୟ କନିଷ୍ଠ କିରାଣି

ଲଖନପୁର,୧୧।୭(ଡି.ଏନ.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। କାର୍ଯ୍ୟାଳୟର ଜଣେ କନିଷ୍ଠ କିରାଣି ଇନକ୍ରିମେଣ୍ଟ କରାଇ ଦେବା ପାଇଁ ଶିକ୍ଷକ ସତ୍ୟନାରାୟଣ ବେହେରାଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି…

ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍‌

ରାଉରକେଲା ଅଫିସ, ୧୧।୭: ରାଉରକେଲା ସେକ୍ଟର ୧୯ ଥାନା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଘର ନଂ ଏଫ୨୧୨ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି…

୧୯ ଝନ୍‌ ଭୂମିହୀନ ପାଏଲେ ଘରଡ଼ିହ ପଟ୍ଟା

ବିନିକା, ୧୧।୭(ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ବିନିକା ତହସିଲ ଅଧୀନ ୧୯ ଝନ୍‌ ଭୂମିହୀନ ହିତାଧିକାରୀକୁଁ ବସୁନ୍ଧରା ଯୋଜନାରେ ବୁଧୁବାର ଘରଡ଼ିହ ପଟ୍ଟା ଦିଆଯାଇଛେ। ଇ କାଯ୍‌କରମରେ ବିନିକା ତହସିଲଦାର ଅଲେଖ ଘୁଟା ନିଜେ ହିତାଧିକାରୀମାନକୁ ଘରଡ଼ିହ ପଟ୍ଟା ବଁାଟିଥିଲେ। ତହସିଲ ଅଧୀନ…

ଚିକିତ୍ସା ଲାଗି ଟଁକା ଅଭାବ୍‌: ରୋଗ୍‌ରେ ଶଢ଼ୁଛନ୍‌ ମା’ଛେଉଁଡ଼ କେଦାର

ପଦ୍ମପୁର, ୧୧।୭ (ଡି.ଏନ୍‌.ଏ.):  ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଧୀନ ସରେଇକେଲା ପଁଚେତ୍‌ ସମ୍ବଲପୁରୀ ଗାଁର କୈଳାଶ ବରିହାକଁର ପୁଓ କେଦାର ବରିହା(୫)। ୨ ବଛତର ତଲେ କେଦାରକଁର ମା’ ରାଧିକା ଆରପାରକେ ଚାଲିଯାଇଛନ୍‌। ଇଆଡ଼େ କେହେନ୍‌ସି ରୋଗ୍‌ର ପରଭାବାରେ କେଦାରକଁର…

ବିପଦ ଅବସ୍‌ତାରେ ବିଦ୍ୟୁତ ଖୁଁଟା: ଗାଁବାସୀକୁ ଘାରୁଛେ କ୍ଷୟକ୍ଷତିର ଭଏ

ଦେଓଗାଁ,୧୧ା୭(ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡ଼ାର ପଁଚେତ୍‌ର ଶିରାବାହାଲ ଆର ସାଲେପାଲି ପଁଚେତ୍‌ ସଦରରେ ବହୁତ୍‌ଟେ ପୁରନା ବିଦ୍ୟୁତ ଖୁଁଟା ବିପଦ୍‌ ଅବସ୍‌ତାରେ ରହିଛେ। ଯେନ୍‌ଟା ଧନ୍‌ଜୀବନ୍‌ ଉପରେ ବିପଦ୍‌ ସୁରୁଷ୍‌ଟି କରୁଛେ। ଏନ୍‌ତାଥି ଗାଁବାସୀ ବି ଭଏଭିତ ଅବସ୍‌ତାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri