ଟ୍ରକ ମଡ଼ାଇ ୨ ଭାଜପା ନେତାଙ୍କୁ କରାଯାଇଥିଲା ହତ୍ୟା: ଅଭିଯୁକ୍ତଙ୍କ ହେଲା ପଲିଗ୍ରାଫ ଟେଷ୍ଟ
ସମ୍ବଲପୁର,୭।୨: ଟ୍ରକ ମଡ଼ାଇ ୨ ବରିଷ୍ଠ ଭାଜପା ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ହାଇୱା ଚାଳକ ପ୍ରସନ୍ନ କୁମାର ଜେନାମଣି(୩୦)ଙ୍କୁ ଶୁକ୍ରବାର ୨ ଦିନିଆ ରିମାଣ୍ଡରେ ଆଣି ପଲିଗ୍ରାଫ ଟେଷ୍ଟ କରାଯାଇଛି। ପଲିଗ୍ରାଫ ଟେଷ୍ଟରେ ପୋଲିସ କ’ଣ ସବୁ…
ସମ୍ବଲପୁର, ଝାରସୁଗୁଡ଼ାରେ ନିର୍ମାଣ ହେବ ୩ ଫ୍ଲାଏଓଭର
ସମ୍ବଲପୁର,୪ା୨(ପ୍ରମୋଦ ବହିଦାର): ଚଳିତ ରେଳ ବଜେଟ୍ରେ ଓଡ଼ିଶାରେ ରେଳବାଇର ବିକାଶରେ ବିନିଯୋଗ ପାଇଁ ୧୦ ହଜାର ୫୯୯ କେଟି ଟଙ୍କା ମଞ୍ଜୁର କରାଯାଇଛି। ଓଡ଼ିଶା ପାଇଁ ରେଳ ବଜେଟରେ ମଞ୍ଜୁର ହୋଇଥିବା ସର୍ବାଧିକ ରାଶି ବୋଲି କହିଛନ୍ତି ସମ୍ବଲପୁର ରେଳ ମଣ୍ଡଳ…
୨ଦିନିଆ ରିମାଣ୍ଡରେ ସମର୍ଥ ସମ୍ପାଦକ
ସମ୍ବଲପୁର,୪ା୨(ପ୍ରମୋଦ ବହିଦାର): ସମ୍ବଲପୁର ନେତାଜୀନଗରରେ ଥିବା ସମର୍ଥ ମାନସିକ ଅନଗ୍ରସର ରୋଗୀ ଥଇଥାନ କେନ୍ଦ୍ରର ସମ୍ପାଦକ ହରିଶ୍ଚନ୍ଦ୍ର ଦାଶଙ୍କୁ ପୋଲିସ ୨ଦିନିଆ ରିମାଣ୍ଡରେ ନେଇଛି। ଏହି ସମୟରେ ଘଟଣାର ସମର୍ଥ କେନ୍ଦ୍ରରେ ମାନସିକ ବିକାରଗ୍ରସ୍ତ ଅନ୍ତେବାସୀଙ୍କ ଉପରେ ହୋଇଥିବା ନିର୍ଯାତନାର ସତ୍ୟାସତ୍ୟ…
ନାକ୍ ମାନ୍ୟତା ପାଇଁ ଲାଞ୍ଚ: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ସମେତ ୧୦ ଗିରଫ
ସମ୍ବଲପୁର(ପ୍ରମୋଦ ବହିଦାର)/ ନୂଆଦିଲ୍ଲୀ(ଏଜେନ୍ସି),୩ା୨: ଦେଶର ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନ ର଼୍ୟାଙ୍କିଙ୍ଗ୍ ପାଇଁ ଆବଶ୍ୟକ ମାପଦଣ୍ଡ ପୂରଣରେ ବିଫଳତା ସତ୍ତ୍ୱେ ସେଗୁଡ଼ିକୁ କେନ୍ଦ୍ରୀୟ ସ୍ବୀକୃତି ପ୍ରଦାନ ସକାଶେ କିପରି ଜାଲିଆତି ଓ ଲାଞ୍ଚ କାରବାର ଚାଲିଛି, ସିବିଆଇ ପକ୍ଷରୁ ଦେଶର ୨୦ଟି ସ୍ଥାନରେ…
ସମର୍ଥ ଅନ୍ତେବାସୀଙ୍କୁ ନିର୍ଯାତନା ମାମଲା: ଅନ୍ତେବାସୀଙ୍କ ଠିକଣା ଖୋଜୁଛି ପୋଲିସ
ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ନେତାଜୀ ନଗରରେ ଥିବା ସମର୍ଥ ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ର ଅନ୍ତେବାସୀଙ୍କୁ ଅମାନୁସିକ ନିର୍ଯାତନା ଘଟଣାର ତନାଘନା ଜୋରସୋରରେ ଚାଲିଛି। ବୁଧବାର ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ସମ୍ବଲପୁର ଦାୟିତ୍ୱରେ ଥିବା ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ…
ଦିନକ ବ୍ଯବଧାନରେ ପୁଣି ଏକ ଦନ୍ତାର ମୃତ୍ଯୁ, ବିଦ୍ଯୁତଘାତ ସନ୍ଦେହ
ସମ୍ବଲପୁର, ୨୯।୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଦିନକ ବ୍ଯବଧାନରେ ପୁଣି ଏକ ହାତୀର ମୃତ୍ୟୁ ଖବର ମିଳିଛି। ସମ୍ବଲପୁର ସଦର ରେଞ୍ଜ ଯାଦୁଲୁଇସିଂ ନିକଟ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ତେବେ ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ହାତୀଟିର…
ଥଇଥାନ କେନ୍ଦ୍ର ଅନ୍ତେବାସୀଙ୍କୁ ତାଲିବାନୀ ନିର୍ଯାତନା: ଭିଡିଓ ଭାଇରାଲ ପରେ ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
ସମ୍ବଲପୁର,୨୭ା୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ନେତାଜୀ କଲୋନୀରେ ଥିବା ସମର୍ଥ ମାନସିକ ଅନଗ୍ରସର ଥାଇଥାନ କେନ୍ଦ୍ର ଅନ୍ତେବାସୀଙ୍କୁ ମାତ୍ରାଧିକ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ନିର୍ଯାତନାର ଭିଡିଓ ଭାଇରାଲ ହେବା ପରେ ସହରରେ ଆଲୋଡନ…
ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ: ରବି ଋତୁରେ ୨୦୦୦ ହେକ୍ଟର ଜମିକୁ ଯିବ ପାଣି
ବରଗଡ଼ ,୨୩।୧: ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଆଜି ସମ୍ବଲପୁର ଓ ବରଗଡ଼ ଜିଲା ଗସ୍ତ କରି ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ବରଗଡ଼ ଜିଲାର…
ସରପଞ୍ଚଙ୍କ ମଧ୍ୟସ୍ଥତାରେ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମୀଯୁଗଳ
ନାକଟିଦେଉଳ,୨୪ା୧(ବୈକୁଣ୍ଠନାଥ ସାହୁ): ଦୀର୍ଘ ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲେ। ହେଲେ ଉଭୟଙ୍କ ବାହା ଘରେ ବାଧକ ସାଜିଥିଲେ ଉଭୟଙ୍କ ପରିବାର ଲୋକେ। ତେବେ ସ୍ଥାନୀୟ ସରପଞ୍ଚଙ୍କ ଉଦ୍ୟମକ୍ରମେ ଶିବ ମନ୍ଦିରରେ ପ୍ରେମୀ ଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ଘଟଣା…
ମାଟି ଖୋଲିଲେ ବିଡିଓ, ବୋହିଲେ ମହିଳା ସରପଞ୍ଚ
କୁଚିଣ୍ଡା,୧୯ା୧(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ଅଞ୍ଚଳରେ ଏମ୍ଜିଏନ୍ଆରଇଜିଏସ୍ରେ ବିଭିନ୍ନ ପ୍ରକଳ୍ପ କାମ ହେଉଛି। କୁଚିଣ୍ଡା ବ୍ଲକ ଖଣ୍ଡୋକଟା ପଞ୍ଚାୟତର ଜୁନାନୀ ଗ୍ରାମର ଚାଷଜମିକୁ ଜଳସେଚନ ନିମନ୍ତେ ଏମ୍ଜିଏନ୍ଆର୍ଇଜିଏସ୍ରେ ୧୦ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ବ୍ଲକ ପକ୍ଷରୁ ଏକ କେନାଲ…
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ରହିଛନ୍ତି ଆଇପିଏସ୍ ଅଧିକାରୀ: ଜୟନାରାୟଣ
ଭୁବନେଶ୍ୱର,୧୯ା୧: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ଏକ ବଡ ଷଡ଼ଯନ୍ତ୍ର ରହିଥିବା ନେଇ ପଶ୍ଚିମ ଓଡ଼ିଶାର କେତେକ ଛାମୁଆ ନେତା ଦାବି କରିଛନ୍ତି। ଏହି ହତ୍ୟା ପଛରେ ଅନେକ ବଡ଼ ବଡିଆ ଲୋକଙ୍କ ହାତ ରହିଥିବା ସେମାନେ ଦାବି…
ଟ୍ରକ୍ ଡ୍ରାଇଭର କହିଲେ କାହିଁକି ୨ ଭାଜପା ନେତାଙ୍କୁ ହତ୍ୟା କରିଥିଲେ
ସମ୍ବଲପୁର,୭।୧: ଭାଜପା ନେତ୍ରାଙ୍କୁ ହତ୍ୟା ପଛର କାରଣ କହିଲେ ଡ୍ରାଇଭର ପ୍ରସନ୍ନ ଜେନାମଣି। ସେ କହିଛନ୍ତି, ଭାଜପା ନେତାଙ୍କ କାରକୁ ମୋ ସହ ଝଗଡ଼ା କରିଥବା ଗାଡ଼ି ଭାବି ଧକ୍କା ଦେଇଥିଲି । ଗାଡିକୁ ଥରେ କି ୨ ଥର ନୁହେଁ…
Archives


