ରାୟଗଡା

କମୁଛି ନାଗାବଳୀ ଜଳସ୍ତର, ଜଳ ଯୋଗାଣ ପ୍ରଭାବିତ ଆଶଙ୍କା

ରାୟଗଡ଼ା,୨୨ା୬(ଆଶିଷ ରଞ୍ଜନ ପଣ୍ଡା)ଚଳିତ ବର୍ଷ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ରାୟଗଡ଼ା ଜିଲାରେ ପ୍ରବାହିତ ହେଉଥିବା ୩ଟି ନଦୀ ପ୍ରାୟତଃ ଶୁଖିଲା ପଡ଼ିଛି ା ଜିଲାରେ ଜଳ ଯୋଗାଇ ଲୋକଙ୍କୁ ଜୀବନ ପ୍ରଦାନ କରୁଥିବା ୩ଟି ନଦୀ ନାଗାବଳୀ, ଝଞ୍ଜାବତୀ ଓ...

ରଥଯାତ୍ରା ଦେଖିବାକୁ ଆସୁଥିବା ବେଳେ ଅଘଟଣ: ଓଲଟିଲା ପିକ୍‌ଅପ, ୧୫ରୁ ଊର୍ଦ୍ଧ୍ୱ ଆହତ

ରାୟଗଡ଼ା ଅଫିସ,୨୦।୬: ରାୟଗଡା ଶ୍ରଦ୍ଧାଶ୍ରୀକ୍ଷେତ୍ରକୁ ରଥଯାତ୍ରା ଦେଖିବାକୁ ଆସୁଥିବା ବେଳେ ଅଘଟଣ ଘଟିଛି। ୩୨୬ ନମ୍ବର ଜାତୀୟ ରାଜପଥରେ ପିକଅପ୍‌ ଭ୍ୟାନ ଓଲଟି ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ଜଣେ ଗୁରୁତରହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଅନେକ ମହିଳା ଓ...

ଅମ୍ବାଦଳା ନିକଟରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ଅମ୍ବାଦଳା, ୧୮ା୬ (ରବୀନ୍ଦ୍ର ପଣ୍ଡା) ବାଲେଶ୍ୱର ଜିଲା ବାହାନଗାଠାରେ ୩ ଟ୍ରେନ୍‌ ଦୁର୍ଘଟଣା ସାରା ଦେଶରେ ଚହଳ ପକାଇ ଦେଇଥିବାବେଳେ ଏବେ ବାରମ୍ବାର ରେଳ ଦୁର୍ଘଟଣା ଯାତ୍ରୀଙ୍କୁ ଭୟଭୀତ କରିଛି। ଶନିବାର ରାୟଗଡ଼ା ଜିଲା ଅମ୍ବାଦଳା ରେଳ ଷ୍ଟେଶନ ନିକଟରେ...

ବାଇକ୍‌କୁ ଧକ୍କା ଦେଇ ଜଳିଗଲା ଟ୍ୟାଙ୍କର

ରାୟଗଡ଼ା,୧୭।୬(ଆଶିଷ ରଞ୍ଜନ ପଣ୍ଡା): ବାଇକ୍‌କୁ ଧକ୍କାଦେଇ ଜଳିଗଲା ଟ୍ୟାଙ୍କର। ଏହିଭଳି ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ ଶଙ୍କରଡା ଗ୍ରାମ ନିକଟରେ। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ...

ହୋଇପାରିଲାନି ଇନ୍ଦ୍ରାବତୀ ପ୍ରକଳ୍ପ ହାଇସ୍କୁଲ ହସ୍ତାନ୍ତର ପ୍ରକ୍ରିୟା

ତେନ୍ତୁଳିଖୁଣ୍ଟି,୧୭ା୬(ଚିଦାନନ୍ଦ ସାହୁ) ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପରିଚାଳନା ଦାୟିତ୍ୱ ଶୁକ୍ରବାର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ହସ୍ତାନ୍ତର ହେବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ତାହା ହୋଇପାରି ନ ଥିଲା। ଜିଲାପାଳଙ୍କ ନିର୍ଦ୍ଦେଶ ପରେ ହସ୍ତାନ୍ତର ତାରିଖ ଧାର୍ଯ୍ୟ...

ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ହତ୍ୟା, ସାନଭାଇ ଗୁରୁତର

ଗୁଣପୁର,୧୭ା୬(ପ୍ରଦୀପ କୁମାର ପାଢ଼ୀ) ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ନନ୍ଦରାମପୁର ଅଞ୍ଚଳର ୨ ଭାଇ ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଥିବାବେଳେ ସେଠାରେ କେତେଜଣ  ଅଟୋ ଚାଳକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତ ୧୧ ତାରିଖରେ ଅଟୋ ଚାଳକଙ୍କ...

ମଞ୍ଜୁରି ଅପେକ୍ଷାରେ ନୌପଡା-ଗୁଣପୁର ରେଳପଥ

ଗୁଣପୁର,୧୬ା୬(ପ୍ରଦୀପ କୁମାର ପାଢୀ): ନୌପଡା-ଗୁଣପୁର ରେଳପଥ ଭିତ୍ତିଭୂମି ବିକାଶ ହେବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆନ୍ଧ୍ର ଓଡିଶା ରେଳ ବ୍ୟବହାରିକ ସଂଘ ଆବାହକ ଡ.ସତ୍ୟ ପ୍ରକାଶ ପଣ୍ଡାଙ୍କ ପତ୍ରର ଉତ୍ତର ଦେଇ ଏହାର ବିକାଶ ନେଇ ବିଭାଗ...

୬ ଭରି ଓଜନର ମଙ୍ଗଳସୂତ୍ର ଝାମ୍ପିନେଲେ ଦୁର୍ବୃତ୍ତ

ରାୟଗଡ଼ା,୧୫।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ପ୍ରତିଦିନ କେଉଁଠି ନା କେଉଁ ଚୋରି, ରାହାଜାନି ହେଉଥିବା ଖବର ମିଳୁଥିଲେ ମଧ୍ୟ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି।...

ପାଣି ପାଇଁ ଗୁହାରି 

ରାୟଗଡ଼ା,୧୪।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ କୋଣ୍ଡିଗୁଡ଼ା ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି। ପାନୀୟ ଜଳ ସଙ୍କଟର ସମାଧାନ ପାଇଁ କୋଣ୍ଡିଗୁଡ଼ା ଗ୍ରାମବାସୀ ବ୍ଲକ୍‌ ପ୍ରଶାସନ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା...

ଗଛରେ ପିଟିହେଲା ଔଷଧ ବୋଝେଇ ଗାଡ଼ି

ଚନ୍ଦ୍ରପୁର,୧୪ା୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ମୁଖ୍ୟ ଚିକିତ୍ସା କେନ୍ଦ୍ରରୁ ବୁଧବାର ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିବା ଔଷଧ ବୋଝେଇ ଓଡି ୩୩ଏଏ ୫୧୨୧ ନମ୍ବର ବିଶିଷ୍ଟ ଗାଡ଼ି ପଙ୍କାଳଗୁଡ଼ି ଗ୍ରାମ ନିକଟରେ ରାସ୍ତାପାର୍ଶ୍ୱରେ ଥିବା ଏକ...

ରାସ୍ତା ନିର୍ମାଣର ୩ ମାସ ପୂରିନି, ଉଠିଲାଣି ପିଚୁ

ଚନ୍ଦ୍ରପୁର,୧୩।୬(ଡି.ଏନ୍‌.ଏ.): ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାୟଗଡ଼ା ଜିଲା ଉପାନ୍ତ ଅଞ୍ଚଳ ଚନ୍ଦ୍ରପୁର ବ୍ଲକ ଟୁରିଗୁଡ଼ା ପଞ୍ଚୟତର ଢ଼େଲାପଡ଼ାଠାରୁ ଆଲିଗଣ୍ଡା ପର୍ଯ୍ୟନ୍ତ ନୂଆ ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା। ରାସ୍ତା ନିର୍ମାଣର ମାତ୍ର ୩ ମାସ ପୂରିନି ହେଲେ ଢ଼େଲାପଡ଼ାଠାରୁ...

ଗାଁ ଆମ୍ବ ପସରା: ଆମ୍ରପଲ୍ଲୀ ଆମ୍ବର ଚାହିଦା ଅଧିକ

ରାୟଗଡ଼ା, ୧୧।୬(ସ୍ବ.ପ୍ର.): ରାୟଗଡ଼ା ଜିଲାର ବିଭିନ୍ନ ବ୍ଲକର କୃଷକଙ୍କ ଦ୍ୱାରା ଉପତ୍ାଦିତ ହୋଇଥିବା ଆମ୍ବକୁ ସୁବିଧାରେ ବଜାରରେ ବିକ୍ରି କରିବା ପାଇଁ ଜିଲା ପ୍ରଶାସନ ଓ ଓରମାସର ମିଳିତ ସହାୟତାରେ ରାୟଗଡ଼ା, ଜେକେପୁରଠାରେ ଗାଁ ଆମ୍ବ ପସରା ଖୋଲାଯାଇଥିଲା। ମଙ୍ଗଳବାରଠାରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri