ମୌସୁମୀ ବିଳମ୍ବ: ମରୁଡ଼ି ଆଶଙ୍କା ନେଇ ଚିନ୍ତାରେ ଚାଷୀ
ମାଲକାନଗିରି,୧୭ା୬(ଡି.ଏନ.ଏ.)- ଜୁନ ୧୭ରେ ବିଶ୍ୱ ଅନାବୃଷ୍ଟି ଓ ମରୁଡ଼ି ପ୍ରତିରୋଧ ଦିବସ ପାଳନ ହେବାକୁ ଯାଉଛି। ଏହି ଦିବସ କୃଷକମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିବସ। ବିଭିନ୍ନ କୃଷିଜନିତ ଖାଦ୍ୟଶସ୍ୟ ଉତ୍ପାଦନରେ ଜଳର ଆବଶ୍ୟକତା ଅପରିହାର୍ଯ୍ୟ। ଜଳ ବିନା କୃଷିକାର୍ଯ୍ୟ...
ମାଓପ୍ରବଣ ଅଞ୍ଚଳରେ ଯୋଗ ଅଭ୍ୟାସ କଲେ ବିଏସ୍ଏଫ୍ ଯବାନ
ମାଲକାନଗିରି,୧୬।୬: ଓଡ଼ିଶାର ମାଲକାନଗିରି ଜିଲାରେ ଥିବା ମାଓପ୍ରବଣ ଅଞ୍ଚଳରେ ବର୍ଡର ସୁକ୍ୟୁରିଟି ଫୋର୍ସ(ବିଏସ୍ଏଫ୍)ର ଯବାନମାନେ ରବିବାର ଯୋଗ ଅଭ୍ୟାସ କରିଥିବା ଦେଖାଯାଇଛି। ଆସନ୍ତ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ଏମାନେ ନିଜକୁ ସୁସ୍ଥ ରଖିବାକୁ...
ବିଏସ୍ଏଫ୍ ଅପରେଶନ : ଧରାପଡ଼ିଲେ କ୍ୟାଡର ମାଓବାଦୀ
ମାଲକାନଗିରି,୧୬ା୬(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ବିଏସ୍ଏଫ୍ଙ୍କ ଅପରେଶନରେ ଧରାପଡ଼ିଛନ୍ତି କ୍ୟାଡର ମାଓବାଦୀ ଚନ୍ଦ୍ର ସିସା ଓରଫ ଚନ୍ଦନ। ଆନ୍ଧ୍ର-ଓଡ଼ିଶା ଜୋନାଲ ବର୍ଡର କମିଟିର ସେ ସଦସ୍ୟ ଥିଲେ। ତାଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।...
୪ ଶିକାରୀ ଅଟକ, ୨ ବନ୍ଧୁକ ଜବତ
ଝରିଗାଁ,୧୪ା୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଭଇରାଘୁମର ଜଙ୍ଗଲକୁ ଚଢ଼େଇ ଶିକାର କରିବା ନେଇ ଆସିଥିବା କୁହୁଡି ଗ୍ରାମର ୪ ଜଣଙ୍କୁ ଝରିଗାଁ ବନାଞ୍ଚଳ କାର୍ଯ୍ୟାଳୟରେ ଅଟକ ରଖିବା ସହ ସେମାନଙ୍କ ନିକଟରୁ ଦୁଇ ଦେଶୀ...
ମୁନିଗୁଡ଼ା ରେଳ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନ ଯୋଗୁ ହଜିଥିବା ଜିନିଷ ଫେରିପାଇଲେ କରନ୍
ମୁନିଗୁଡ଼ା,୧୩।୬(ଡି.ଏନ୍.ଏ.): ରାୟଗଡ଼ା ଜିଲାର ପୂର୍ବତଟ ରେଳପଥ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ମୁନିଗୁଡ଼ା ରେଳ ସୁରକ୍ଷା ବଳ କର୍ମଚାରୀଙ୍କ ଉନ୍ନତ ସେବା ଲାଗି ଜନୈକ ଯାତ୍ରୀ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ସୂଚନାନୁଯାୟୀ, ବିହାରର ମୁଙ୍ଗେର ଜିଲା ଅନ୍ତର୍ଗତ କାଥାନା ଗ୍ରାମର...
ଘର ବାରିରୁ ୧୮ଟି ନାଗ ସାପ ଉଦ୍ଧାର
ପାପଡ଼ାହାଣ୍ଡି,୧୩।୬(ଡି.ଏନ୍.ଏ.): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାର ଶୈଳବାଳା ପଟ୍ଟନାୟକଙ୍କ ବାରିରୁ ବୁଧବାର ସନ୍ଧ୍ୟାରେ ମା’ ସହ ୧୮ଟି ନାଗ ସାପ ଉଦ୍ଧାର କରାଯାଇଛି। ଘର ବାରିରେ ସାପ କାତି ଦେଖି ସାପ ଥିବା ସନ୍ଦେହରେ ପାପଡ଼ାହାଣ୍ଡିର ସାପ...
ଘରପଟ୍ଟା, ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ଦାବି: ପୌରସଂସ୍ଥା ଘେରିଲା ଭାଜପା
ଜୟପୁର,୧୨ା୬(ଡି.ଏନ୍.ଏ./ନି.ପ୍ର.): ଜୟପୁର ସହରର ବସ୍ତି ଅଞ୍ଚଳରେ ଘରପଟ୍ଟା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଗୃହ ଯୋଗାଣ ଦାବି ନେଇ ବୁଧବାର ପୌରସଂସ୍ଥା କାର୍ଯ୍ୟାଳୟ ଘେରିଛି ନଗର ଭାଜପା। ସହରର ଭୂମିହୀନ ଲୋକଙ୍କୁ ସରକାରୀ ଜମି ଦିଆଯିବା ପାଇଁ ଡ୍ରୋନ...
ଅସ୍ବାଭାବିକ ମୁଣ୍ଡ ସହ ବଞ୍ଚୁଛନ୍ତି ଶିବଶଙ୍କର: ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ପଠାଯିବ
ଜୟପୁର,୧୨ା୬(ଡି.ଏନ୍.ଏ.): ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତ ବୈରାଗୀମଠ ଗ୍ରାମର ଦିନ ମଜୁରିଆ ଟୁନା ପରଜାଙ୍କ ପୁଅ ଶିବଶଙ୍କର (୧୪)ଙ୍କ ପିଲାଟି ଦିନରୁ ମୁଣ୍ଡ ଅସ୍ବାଭାବିକ ଭାବେ ବୃଦ୍ଧି ପାଉଛି । ଜୟପୁର ଓ କୋରାପୁଟରେ ତାଙ୍କର ଚିକିତ୍ସା ସତ୍ତ୍ୱେ କୌଣସି...
ମାଓବାଦୀ ପୋଲିସ ମଧ୍ୟରେ ଗୁଳି ବିନିମୟ: ୩ ବନ୍ଧୁକ, ବିସ୍ଫୋରକ କିଟ୍ ଜବତ
ମାଲକାନଗିରି,୧୨।୬(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାରେ ବୁଧବାର ପୁଣି ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଚିତ୍ରକୋଣ୍ଡା ଥାନାଠାରୁ ୩୦ କିମି ଦୂର ଗୁମରଉ ଜଙ୍ଗଲରେ ଆନ୍ଧ୍ର ଓଡ଼ିଶା ବର୍ଡରରେ ଜୋନାଲ କମିଟି ପକ୍ଷରୁ ଏକ ବଡ଼ଧରଣର ବୈଠକ...
ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର:୬ ଜେନେରେଟର ଆଧୁନିକୀକରଣ କାର୍ଯ୍ୟରେ ବିଳମ୍ବ
ମାଲକାନଗିରି,୧୨ା୬ (ଡି.ଏନ.ଏ./ସ୍ବ.ପ୍ର.)-ମାଲକାନଗିରି ଜିଲା ବାଲିମେଳାରେ ଜଳ ବିଦ୍ୟୁତ ପ୍ରକଳ୍ପ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ହେଲା କାର୍ଯ୍ୟ କରୁଛି। ଏଠାରୁ ବିଦ୍ୟୁତ୍ ଉପତ୍ାଦନ ହୋଇ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଯୋଗାଣ ହେଉଛି। ମାତ୍ର ଏହି ଜଳବିଦ୍ୟୁତ୍ ପ୍ରକଳ୍ପର ଅନେକ...
୩ ମାସହେଲା ମିଳିନି ବିଦ୍ୟୁତ୍ ବିଲ୍: ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ
ରାୟଗଡ଼(ଗଜପତି), ୧୧ା୬- ଗଜପତି ଜିଲା ରାୟଗଡ଼ ବ୍ଲକ୍ରେ ଉପଭୋକ୍ତାମାନେ ୩ ମାସହେଲା ବିଦ୍ୟୁତ୍ ବିଲ୍ ପାଇ ନ ଥିବା ଅଭିଯୋଗ ହୋଇଛି। ଦୀର୍ଘଦିନ ଧରି ବିଲ୍ ଦିଆଯାଉନଥିବାରୁ ବକେୟା ବଢ଼ୁଛି। ତେଣୁ ଏକାଥରକେ ଏତେ ଟଙ୍କା କିଭଳିି ପୈଠ କରିବେ...
୬ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
ଚିତ୍ରକୋଣ୍ଡା,୧୦ା୬(ଡି.ଏନ.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ ସୋମବାର ଚୋରାଚାଲାଣ ବେଳେ ୬କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ କରିଛି। ଗୁଣ୍ଠାୱlଡା ପଞ୍ଚାୟତ ଗୁଣ୍ଠାୱlଡା ଗ୍ରାମର ସୁନିଲ ଖେମୁଡୁ ଏବଂ ନବିନ ଖେମୁଡୁ ଗୁଣ୍ଠାଓ୍ବାଡାରୁ ସମ୍ବଲପୁରକୁ ଏକ ଗାଡି (ଓଡି ୧୫...
Archives


