ପୁରୀ

ପୁରୀ ରେଳଷ୍ଟେଶନରେ ଶ୍ରୀମନ୍ଦିର ସ୍ଥାପତ୍ୟ ପ୍ରତିଫଳିତ ହେବ

ପୁରୀ,୧୫।୧(ପି.ଟି.): ପୁରୀର ପୁନଃବିକଶିତ ରେଳଷ୍ଟେଶନରେ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ପାରମ୍ପରିକ ସ୍ଥାପତ୍ୟ ବିଶେଷତ୍ୱ ପ୍ରତିଫଳିତ ହେବା ସାଙ୍ଗକୁ ଯାତ୍ରୀମାନଙ୍କ ଲାଗି ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ରେଳଷ୍ଟେଶନ ବିକାଶ କାର୍ଯ୍ୟ ହାତକୁ ନେଇଥିବା ରଥ ଆର୍କିଟେକ୍ଟୋନିକ୍‌ ପକ୍ଷରୁ ଏହା...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ଆଜିଠୁ ଯଜ୍ଞ

ପୁରୀ,୧୫ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ଏବେ ଶ୍ରୀକ୍ଷେତ୍ର ଉତ୍ସବମୁଖର। ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ। ଏଥିଲାଗି ଶ୍ରୀମନ୍ଦିର ଉତ୍ତର-ପୂର୍ବ ଐଶାନ୍ୟ କୋଣରେ ବେଶ୍‌...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୪।୧: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଜାନୁଆରୀ ୧୭ ରେ ଛୁଟି ଘୋଷଣା କରିଛନ୍ତି। ଏହି ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ...

ପାଦରେ ଚାଲି ମଧ୍ୟପ୍ରଦେଶରୁ ପୁରୀ

ଗଣିଆ,୧୪ା୧(ସନ୍ତୋଷ କୁମାର ପ୍ରଧାନ)ଜଗା ଦର୍ଶନର ଅଦ୍ୟମ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ। ଶ୍ରୀକ୍ଷେତ୍ରଧାମରେ ଚତୁର୍ଦ୍ଦାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ସୁଦୂର ମଧ୍ୟପ୍ରଦେଶରୁ ୪ଜଣିଆ ତୀର୍ଥଯାତ୍ରୀ ଦଳ ପୁରୁଣା ଜଗନ୍ନାଥ ସଡ଼କରେ ପାଦରେ ଚାଲି ଚାଲି ପୁରୀ ଅଭିମୁଖେ ଯାଉଛନ୍ତ।...

ଭାଜପାରେ ୩ ଗୋଷ୍ଠୀ

ନିମାପଡ଼ା, ୧୪।୧ (ରଞ୍ଜନ ପଟ୍ଟନାୟକ): ପୁରୀ ଜିଲା ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସରେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି। ଯଦି ଭାଜପା କଥା ଦେଖାଯାଏ, ଏଠାରେ ତିନି ଗୋଷ୍ଠୀ ସକ୍ରିୟ ଥିବା ଦୃଷ୍ଟିଗୋଚର ହେଉଛି। ଦଳର ପୂର୍ବତନ...

ବ୍ରାହ୍ମଣବରଣ କଲେ ଗଜପତି

ପୁରୀ,୧୩ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଆଦ୍ୟପର୍ବ ୧୨ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରେ ବ୍ରାହ୍ମଣବରଣ ଓ ଗୁଆଟେକା କରିଛନ୍ତି। ବିଧିବିଧାନ ଅନୁଯାୟୀ ଗଜପତି ମହାରାଜା ରାଜଗୁରୁଙ୍କୁ ଗୁଆ ଟେକିବା...

କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ଆଶାୟୀ ଅଧିକ, ଅସ୍ତରଙ୍ଗରେ ବହିଲାଣି ରାଜନୈତିକ ହାଓ୍ବା

ପୁରୀ, ୧ ୨।୧ (ପ୍ରଦୀପ୍ତ ଦୀକ୍ଷିତ): ପୁରୀ ଜିଲା କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣ ଚଳଚଞ୍ଚଳ ହେଲାଣି। ବିଜେଡି, କଂଗ୍ରେସ ଓ ଭାଜପା ୩ ପ୍ରମୁଖ ଦଳ ନିର୍ବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ପ୍ରସ୍ତୁତ। ବିଜେଡି ଓ ଭାଜପା...

ଅପରାହ୍ନ ୩ଟାରୁ ଖୋଲିବ ପରିକ୍ରମା ମାର୍ଗ

ପୁରୀ,୧୨ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ସବୁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୧୭ ତାରିଖରେ ଗଜପତି ମହାରାଜାଙ୍କ ଦ୍ୱାରା ପୂର୍ଣ୍ଣାହୁତି ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରକଳ୍ପ ଲୋକାର୍ପଣ...

ଶେଷ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ! ଏବେ ଦେଖିବା ପାଇଁ ଲାଗିବ ଭକ୍ତଙ୍କ ଭିଡ଼

ପୁରୀ,୧୧।୧: ଶେଷ ହୋଇଛି ଦୀର୍ଘ ଦିନର ଅପେକ୍ଷା। ରାତି ପାହିଲେ ଚୂଡାନ୍ତ ରୂପ ନେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହା ପୂର୍ବରୁ ଗୁରୁବାର ବସିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସପି ଏବଂ...

ପୁରୀରୁ ଅଯୋଧ୍ୟାକୁ ଟ୍ରେନ୍‌ ଚଳାଚଳ କରାଯାଉ

ପୁରୀ, ୪ା୧(ଅଜିତ୍‌ ମହାନ୍ତି): ଶ୍ରୀଜଗନ୍ନାଥ ଧାମ ପୁରୀ ଏବଂ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଜନ୍ମଭୂମି ଅଯୋଧ୍ୟା ମଧ୍ୟରେ ନୂଆ ଟ୍ରେନ ଚଳାଚଳ ପାଇଁ ପୁରୀ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି। ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ ଏଥିପାଇଁ ରେଳମନ୍ତ୍ରୀ...

ଚିଲିକାରେ ପକ୍ଷୀ ଗଣନା ଆଜି, ସାମିଲ୍‌ ହେବେ ୨୧ ଟିମ୍‌

ବାଲୁଗାଁ, ୪ା୧(ସଂଗ୍ରାମ ପାଇକରାୟ): ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଆନୁକୂଲ୍ୟରେ ଗୁରୁବାର ଚିଲିକାରେ ପକ୍ଷୀଗଣନା କାର୍ଯ୍ୟ ହେବ। ଏଥିପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏହି ପରିପ୍ରେକ୍ଷୀରେ ବୁଧବାର ବାଲୁଗାଁ ନିକଟ ଚନ୍ଦ୍ରାପୁଟସ୍ଥିତ ସିଡିିଏ ଗବେଷଣା କେନ୍ଦ୍ର ଗୃହରେ ଗଣନାକାରୀଙ୍କୁ ସବିଶେଷ...

ମଝି ଚିଲିକାରେ ଫସିଲା ଡଙ୍ଗା

ବ୍ରହ୍ମଗିରି,୩।୧: ମଝି ଚିଲିକାରେ ଡଙ୍ଗା ଫସିଯାଇଛି । ଯାତ୍ରୀବାହୀ ଡଙ୍ଗାର ମେଶିନ ଖରାପ ଯୋଗ ଏପରି ଘଟିଛି। ଡଙ୍ଗାରେ ପ୍ରାୟ ୨୫ ଜଣ ଯାତ୍ରୀ ୧୦ଟି ବାଇକ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ବୁଧବାର ସକାଳେ ସାତପଡ଼ାଠାରୁ ଯାତ୍ରୀମାନଙ୍କୁ ନେଇ ଚିଲିକା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri