ଶ୍ରୀମନ୍ଦିର ଚାରିଦ୍ୱାରର ରହିଛି ନିଜସ୍ୱ ବିଶେଷତା, ଜାଣନ୍ତୁ…
ପୁରୀ, ୧୩।୬: ଦୀର୍ଘ ସମୟ ପରେ ଭକ୍ତ ମାନଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଇଛି। କରୋନା ସମୟରୁ ସରକାରଙ୍କ ଦ୍ୱାରା ଚାରିଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଥିଲା। ତେବେ କରୋନା ପରେ ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ…
ଶ୍ରୀମନ୍ଦିର ୪ଦ୍ୱାର ଖୋଲିବା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, ମହାପ୍ରଭୁଙ୍କ ଆଶୀର୍ବାଦରେ ହୋଇଛି ସମ୍ଭବ
ଭୁବନେଶ୍ୱର,୧୩।୬: ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମହାପ୍ରଭୁଙ୍କ ଅପାର କରୁଣାରୁ ରାଜ୍ୟରେ ନୂଆ ସରକାର ଆସିଛି। ମହାପ୍ରଭୁଙ୍କ ଆଶୀର୍ବାଦରେ…
ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର
ପୁରୀ,୧୩: ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ୪ ଦ୍ୱାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ା ଏବଂ ନୂତନ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହି ଦ୍ୱାରଗୁଡ଼ିକୁ ଖୋଲାଯାଇଛି। ଫଳରେ ଗୁରୁବାର ବିନା…
୪ ଦ୍ୱାର ଖୋଲାଯିବା ପରେ କ’ଣ ସବୁ ବ୍ୟବସ୍ଥା ରହିବ ଜାଣନ୍ତୁ…
ପୁରୀ,୧୨ା୬: ବୁଧବାର ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ କିଛି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିଗୁଡ଼ିକ ହେଲା ୪ ଦ୍ୱାରରେ ଜୋତା ଏବଂ ମୋବାଇଲ ଷ୍ଟାଣ୍ଡ କରାଯିବା ସହ ପାନୀୟ ଜଳ ବ୍ୟବସ୍ଥା,…
ବାଲୁକାକଳାରେ ମୋଦିଙ୍କୁ ସ୍ବାଗତ କଲେ ସୁଦର୍ଶନ
ପୁରୀ ଅଫିସ,୧୨।୬: ଆଜିଠାରୁ ରାଜ୍ୟରେ ଭାଜପା ସରକାର। ଅପରାହ୍ନରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିବେ। ଏହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ଭୁବନେଶ୍ୱରକୁ ଅତିଥିମାନଙ୍କ ଆଗମନ ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ ପ୍ରଭାତୀ ପରିଡ଼ା, ଜାଣନ୍ତୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା, ରାଜନୈତିକ ଯାତ୍ରା…
ନିମାପଡ଼ା,୧୧।୬ (ବିଚିତ୍ରାନନ୍ଦ ସାହୁ): ନିମାପଡ଼ା ମାଟିର ବୋହୂ ତଥା ନିମାପଡ଼ା ନିର୍ବାଚନମଣ୍ଡଳୀର ପ୍ରଥମ ମହିଳା ବିଧାୟିକା ପ୍ରଭାତୀ ପରିଡ଼ା ରାଜ୍ୟର ନୂତନ ଭାଜପା ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥିସହ ସେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ…
ଶପଥ ସମାରୋହକୁ ଶ୍ରୀଜିଉଙ୍କୁ ନିମନ୍ତ୍ରଣ
ପୁରୀ,୧୧।୬: ଜୁନ ୧୨ରେ ଜନତା ମଇଦାନରେ ଶପଥଗ୍ରହଣ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେଣୁ ଶପଥ ସମାରୋହ ପୂର୍ବରୁ ପ୍ରଥମ ନିମନ୍ତ୍ରଣ ଭାବେ ଶ୍ରୀଜିଉଙ୍କୁ ଦିଆଯାଇଛି। ଭାଜପାର ଏକ ଟିମ୍ ମଙ୍ଗଳବାର ପୁରୀ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ନିମନ୍ତ୍ରଣ…
ରଥଯାତ୍ରା ପାଇଁ ଖୋଲାଯାଉଛି ଏସି ଶେଡ୍
ପୁରୀ,୧୧ା୬(ଅଜିତ୍ କୁମାର ମହାନ୍ତି):ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ଥିବା ଏସି ଶେଡ୍ ବା ବ୍ୟାରିକେଡ୍ ଖୋଲା କାର୍ଯ୍ୟ ଜାରିରହିଛି। ଭକ୍ତଙ୍କ ସୁବିଧା ନିମନ୍ତେ ସରକାରଙ୍କ ପକ୍ଷରୁ ବଡ଼ଦାଣ୍ଡରେ ଏସି ଶେଡ୍ ନିର୍ମାଣ କରାଯାଇଥିଲା। ଫଳରେ ଭକ୍ତମାନେ ଏସି ଶେଡ୍ରେ ଆସିବା…
ଖୋଲିବ ଶ୍ରୀମନ୍ଦିର ୪ ଦ୍ବାର: ସ୍ଥିତି ସମୀକ୍ଷା କଲେ ପ୍ରଶାସନ
ପୁରୀ,୭ା୬: ଓଡ଼ିଶାରେ ଭାଜପା ସରକାର ଆସିଲେ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲାଯିବ ବୋଲି ଦଳର ତୁଙ୍ଗ ନେତାମାନେ ର୍ନିବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ। ସମ୍ପ୍ରତି ରାଜ୍ୟରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭାହେବା ପରେ ସରକାର…
ଗୋଟିଏ ଦିନରେ ନବଯୈାବନ ଦର୍ଶନ, ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରା
ପୁରୀ,୯ା୬(ଅଜିତ୍ ମହାନ୍ତି)ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଜୁଲାଇ ୭ତାରିଖରେ ଅନୁଷ୍ଠିତ ହେବ। ଆସନ୍ତା ୨୨ତାରିଖରେ ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହେବ। ତେବେ ଚଳିତବର୍ଷ ମହାପ୍ରଭୁଙ୍କ ଅଣସର ୧୫ଦିନ ପରିବର୍ତ୍ତେ ୧୩ଦିନ ପଡୁଛି। ଫଳରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ନେତ୍ରୋତ୍ସବ, ନବଯୌବନ ଦର୍ଶନ ପଡୁଛି।…
ଶ୍ରୀମନ୍ଦିରରେ ପୁଣି ଲାଗିଲା ଲାଇଟ୍, ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟଶାସନ ସଚିବ
ପୁରୀ,୮।୬: ପୁଣି ଚମକିବ ଶ୍ରୀମନ୍ଦିର, ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ପରେ ଲାଗିଲା ଲାଇଟ୍। ଶ୍ରୀମନ୍ଦିରରୁ ଲାଇଟ ଖୋଲି ନେଇଯିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଶନିବାର ନିଜେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ହସ୍ତକ୍ଷେପ ପରେ ସ୍ଥିତି…
ପେଡ଼ି ଖୋଲିଦେଲେ ଉମା ସାମନ୍ତରାୟ, “ମତେ ବାଧ୍ୟକରି ଏଠୁ ନିର୍ବାଚନ ଲଢ଼ାଇଲେ”
ଭୁବନେଶ଼୍ବର, ୮/୬: ବିଜେଡି ନେତା ଉମା ସାମନ୍ତରାୟଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି। ଉମା ତାଙ୍କର ଅସନ୍ତୋଷର ପେଡ଼ି ଖୋଲିଛନ୍ତି। ତାଙ୍କୁ ବାଧ୍ୟକରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ପଠାଯାଇଥିିବା ସେ କହିଛନ୍ତି । ସେ ୪ ଥର ସତ୍ୟବାଦୀ ବିଧାନସଭା ନିର୍ବାଚନ…
Archives


