ବିନା ଭକ୍ତରେ ହେବ ସାଗରସ୍ନାନ ଯାତ୍ରା
ସାକ୍ଷୀଗୋପାଳ,୪।୪(ଡି.ଏନ୍.ଏ.): ପୁରୀ ଜିଲା ସାକ୍ଷୀଗୋପାଳର ଅନ୍ୟତମ ପ୍ରସିଦ୍ଧ ମେଳା ସାଗରସ୍ନାନ ଯାତ୍ରା ଚଳିତବର୍ଷ କୋଭିଡ୍ କଟକଣା ପାଇଁ ବିନାଭକ୍ତରେ ଅନୁଷ୍ଠିତ ହେବ। ଏ ନେଇ ସ୍ଥାନୀୟ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରରେ ଶନିବାର ବସିଥିବା ପ୍ରଶାସନିକ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ…
ପିପିଲି ଲଢ଼େଇରେ ୧୦ ପ୍ରାର୍ଥୀ, ୧୦୨ ସମ୍ବେଦନଶୀଳ ବୁଥ୍ ଚିହ୍ନଟ
ପୁରୀ ଅଫିସ,୪।୪: ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ୨ଜଣ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ସେମାନେ ହେଲେ ଦୀପକ କୁମାର ଦାସ ଓ ସମ୍ବିତ ପଟ୍ଟନାୟକ। ଶନିବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ପୂର୍ବରୁ ୩ଜଣଙ୍କ ପ୍ରାର୍ଥତ୍ପତ୍ର ନାକଚ…
ପ୍ରତ୍ୟେକ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ ଅଫିସ,୩।୪: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏସ୍ଓପି ଜାରି କରାଯାଇଛି। ଏଣିକି ଭକ୍ତଙ୍କ ପାଇଁ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ସପ୍ତାହକୁ ୨ ଦିନ…
ବ୍ୟାରିକେଟ୍ରେ ଫସିଗଲା ଶିଶୁକନ୍ୟାଙ୍କ ମୁଣ୍ଡ
ପୁରୀ ଅଫିସ,୩।୪: ଶ୍ରୀମନ୍ଦିର ସମ୍ମୁଖରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚପଲ ଷ୍ଟାଣ୍ଡ ବ୍ୟାରିକେଟରେ ଜଣେ ଶିଶୁକନ୍ୟା ଫସି ରହିଥିଲେ। ପୋଲିସ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ କଟରରେ ଲୁହାରଡ଼ କଟାଯିବା ପରେ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ତେବେ ପରିବାର…
ଖବରଦାତାଙ୍କୁ ଟିକା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍
କୋଣାର୍କ,୩।୪(ଡି.ଏନ୍.ଏ.): କରୋନା ସମୟରେ ନିରବଚ୍ଛିନ୍ନ ଖବର ପରିବେଷଣ କରିବା ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଓଡ଼ିଶାର କାର୍ଯ୍ୟରତ ଖବରଦାତାମାନଙ୍କୁ କରୋନା ଟିକା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଦତ୍ତ ସରକାରୀ ଚିଠି…
ବିଜେଡି, କଂଗ୍ରେସର ଷ୍ଟାର କ୍ୟାମ୍ପେନର ତାଲିକା
ଭୁବନେଶ୍ୱର,୩।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସ ଶୁକ୍ରବାର ନିଜର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛନ୍ତି। ପୂର୍ବରୁ ଭାଜପା ନିଜର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିସାରିଛି। ବିଜେଡି ଷ୍ଟାର କ୍ୟାମ୍ପେନର ତାଲିକାର ମୁଖ୍ୟ ଆକର୍ଷକ ଭାବେ ମୁଖ୍ୟମନ୍ତ୍ରୀ…
ପିପିଲି ଉପନିର୍ବାଚନ: ଭାଜପା-ବିଜେଡି କର୍ମୀ ମୁହାଁମୁହିଁ
ପିପିଲି, ୩।୪(ଡି.ଏନ୍.ଏ/ସ୍ବ.ପ୍ର.): ଆସନ୍ତା ୧୭ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଚାଲିଥିବାବେଳେ ଶୁକ୍ରବାର ରାଇଗୁରପୁର ଗ୍ରାମରେ ପ୍ରାକ୍ ନିର୍ବାଚନୀ ହିଂସା ଘଟିଛି। ଜଣେ ଭାଜପା କର୍ମୀଙ୍କୁ ବିଜେଡି ସମର୍ଥକ ଆକ୍ରମଣ କରିବା ସହ ତାଙ୍କୁ…
ପୁରୀ ମାଉସୀ ମା’ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ
ପୁରୀ ଅଫିସ,୧।୪: ପୁରୀ ମାଉସୀ ମା’ ମନ୍ଦିରରୁ ଲୁଟ୍ ଅଭିଯୋଗ ହୋଇଛି। ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟ୍ରେ ପଡ଼ିଥିବା ତାଲା ଭାଙ୍ଗି ଭିତରେ ପଶିବା ପରେ ଏହା ଭିତରେ ଥିବା ଆଉ ୩ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ…
ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା
ସାକ୍ଷୀଗୋପାଳ,୩୧।୩: ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳର ଦାଶବିଦ୍ୟାଧରପୁର ପଞ୍ଚାୟତରେ ବୁଧବାର ଜଣେ ଯୁବକକୁ ଭୁଜାଲିରେ ହାଣି ନର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଡିହପୁର ଗ୍ରାମର କୃଷ୍ଣ ଚନ୍ଦ୍ର ରାଉତ। କୃଷ୍ଣଙ୍କୁ ଦାଶବିଦ୍ୟାଧରପୁର ଗ୍ରାମର ପଦୁ ଦାସ ହତ୍ୟା କରିଥିବା…
ପିପିଲି ପାଇଁ ଏପ୍ରିଲ ଗାଇଡ୍ଲାଇନ୍
ଭୁବନେଶ୍ୱର,୩୧।୩(ବ୍ୟୁରୋ): ପିପିଲି ଉପନିର୍ବାଚନରେ କରୋନା କଟକଣା ନେଇ ରାଜ୍ୟ ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି। ସଭାସମିତି ପାଇଁ ଗୁରୁବାର ଗାଇଡଲାଇନ ଜାରି କରିଛନ୍ତି ଏସ୍ଆର୍ସି। – ଇଣ୍ଡୋରରେ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସଭା କରାଯିବା ପାଇଁ ନିର୍ଦ୍ଦେଶ। – ଇଣ୍ଡୋର…
ପିପିଲି ଉପନିର୍ବାଚନ ଦାୟିତ୍ୱରେ ବିଜେଡିର ଏହି ୪ ବରିଷ୍ଠ ନେତା
ପୁରୀ ଅଫିସ,୩୧।୩: ପିପିଲି ଉପନିର୍ବାଚନ ପାଇଁ ରଣନୀତି ଆରମ୍ଭ ହୋଇଛି। ବିଜେଡି ପକ୍ଷରୁ ୪ ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି। ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି ଓ ସଞ୍ଜୟ ଦାସବର୍ମାଙ୍କୁ ଦଳ ଏହି ଦାୟିତ୍ୱ…
ଦୁର୍ଦ୍ଦିନରେ ରାସ୍ତାପାର୍ଶ୍ୱ ପରିବା ବ୍ୟବସାୟୀ
ନିମାପଡ଼ା,୩୧।୩(ଡି.ଏନ୍.ଏ.): ନିମାପଡ଼ା ଏନ୍ଏସିର ଦୋଳବେଦୀ ଛକ, ହାଟ ଛକ, ଜୟଶ୍ରୀ ଛକ, ଜୟଗୁରୁ ଆଶ୍ରମ ଛକ, ଗୋଲେଇ ଛକ, ପତିତପାବନ ପାଟଣା ଛକଠାରେ ପ୍ରାୟ ୧ଶହ ଉଠାପରିବା ଦୋକାନୀ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଏହି ପରିବା ବ୍ୟବସାୟୀମାନେ ଦୀର୍ଘବର୍ଷ ଧରି…
Archives


