ପୁରୀ

ଏପ୍ରିଲ ୧ରୁ ଶ୍ରୀକ୍ଷେତ୍ରରେ ଗଡ଼ିବ ମୋ ବସ୍‌

ପୁରୀ ଅଫିସ, ୨୯।୩: ପୁରୀରେ ମୋ ବସ୍‌ ସେବା ଆରମ୍ଭ ହେବ। ପୁରୀର ପ୍ରତି ଗଳି କନ୍ଦିରେ ଏପ୍ରିଲ ୧ତାରିଖରୁ ମୋ ବସ୍‌ ଚାଲିବ। ଏ ନେଇ କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଓ କଟକ ପରେ ସାଧାରଣ ଯାତ୍ରୀଙ୍କ…

ମନ୍‌ କି ବାତ୍‌ରେ ଖୋର୍ଦ୍ଧାର ରାହୁଲଙ୍କୁ ପ୍ରଶଂସା କଲେ ମୋଦି

ପୁରୀ ଅଫିସ,୨୮।୩: ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆ ପୁଅ ରାହୁଲ ମହାରଣାଙ୍କୁ ପ୍ରଶଂସା କରିଛନ୍ତି। ରାହୁଲ ପୁରୀ-କୋଣାର୍କ ବେଳାଭୂମିକୁ ସ୍ବଚ୍ଛ କରି ସ୍ବଚ୍ଛ ଭାରତ ମିଶନରେ ସାମିଲ ହୋଇଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ସାବାସି ଦେଇଛନ୍ତି। ରବିବାର…

କ୍ରାଇମ ସିନ୍‌ ରିକ୍ରିଏଶନ୍‌ କଲା ପୋଲିସ

ପୁରୀ ଅଫିସ,୨୭।୩: ପୁରୀର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ଓରଫ କାଳିଆ ପ୍ରତିହାରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପୋଲିସ କ୍ରାଇମସିନ୍‌ ରିକ୍ରିଏସନ୍‌ କରିଛି। ହତ୍ୟାକାଣ୍ଡ ଘଟିଥିବା ବାରବାଟୀ ଜାଗାରେ ଅଭିଯୁକ୍ତ ଡେମୋ ଦେଖାଇଛନ୍ତି। ବାରବାଟୀ ଜାଗା ପଛ ରାସ୍ତାଦେଇ…

ହାଇଓ୍ବା ପଛରେ ପିଟିଲା ଆରଏମ୍‌ସି ଟ୍ରକ୍‌, ୨ ଗୁରୁତର

ସାକ୍ଷୀଗୋପାଳ,୨୬ା୩(ଡି.ଏନ୍‌.ଏ.): ଭୁବନେଶ୍ୱର-ପୁରୀ ୩୧୬ ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ କଲେଜ ଛକ ନିକଟରେ ଅଟକିଥିବା ଏକ ମାଲ୍‌ ବୋଝେଇ ହାଇଓ୍ବା ପଛରେ ଅନ୍ୟ ଏକ ରେଡିମିକ୍ସ ସିମେଣ୍ଟ କଙ୍କ୍ରିଟ ଟ୍ରକ୍‌ ଶନିବାର ଭାରସାମ୍ୟ ହରାଇ ପିଟି ହୋଇଥିଲା। ଦୁର୍ଘଟଣାରେ ଟ୍ରକ ଚାଳକ…

ଗୋପରେ ପ୍ରାକୃତିକ ଗ୍ୟାସ୍‌, ତୈଳ ସନ୍ଧାନ

ଗୋପ,୨୬।୩(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ ମହଲପଡା ପଞ୍ଚାୟତର ଚିତେରା ଓ ଗୋପ ପଞ୍ଚାୟତର କୁଶୁପୁର ଅଞ୍ଚଳରେ ପ୍ରାକୃତିକ ଗ୍ୟାସ ସହିତ ତୈଳର ସନ୍ଧାନ ଚାଲିଛି। ଏ ନେଇ ସାଟେଲାଟ ମାଧ୍ୟମରେ ଚିତ୍ର ମିଳିଛି। ଏହି ସାଟେଲାଇଟ୍‌ ଚିତ୍ର ମାଧ୍ୟମରେ ତୈଳ…

ଗାନ୍ଧିଜୀଙ୍କ ବେଶ ବଦଳାଇଥିଲା ଓଡ଼ିଶା

ପୁରୀ ଅଫିସ,୨୬।୩: ଶ୍ରୀକ୍ଷେତ୍ର ସହିତ ମହାତ୍ମା ଗାନ୍ଧୀ (ବାପୁଜୀ)ଙ୍କର ସ୍ମୃତି ଜଡ଼ିତ ରହିଛି। ଏହି ସ୍ମୃତିକୁ ଚିର ସ୍ମରଣୀୟ ରଖିବା ପାଇଁ ଶନିବାର ଶ୍ରୀକ୍ଷେତ୍ରରେ ଗାନ୍ଧିଜୀଙ୍କ ପୁରୀ ଆଗମନର ଶତବାର୍ଷିକୀ ଉଦ୍‌ଯାପନ ସମାରୋହ ପାଳନ ହେବ। ଏଥିରେ ବିଶିଷ୍ଟ ଗାନ୍ଧୀବାଦୀ, ଗାନ୍ଧୀପ୍ରେମୀ…

ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ସ୍ଥିତି ପରଖିଲେ ୫-ଟି ସଚିବ

ପୁରୀ ଅଫିସ,୨୪।୩ : ପୁରୀ ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ । ଆଜି ସକାଳେ ପୁରୀରେ ପହଞ୍ଚିବା ପରେ ମରଚିକୋଟ ଛକ ଠାରୁ ବ୍ୟାଟେରୀ ଚାଳିତ ଗାଡିରେ ଶ୍ରୀମନ୍ଦିର ଯାଇଥିଲେ । ଶ୍ରୀମନ୍ଦିର ଚତୁଃପାର୍ଶରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର…

ଶାଶୁଙ୍କୁ ଛୁରି ଭୁସି ହତ୍ୟା ପରେ ବିଷ ପିଇଦେଲେ ଜ୍ୱାଇଁ

ପୁରୀ ଅଫିସ,୨୪ା୩: କିଛି ଦିନର ବ୍ୟବଧାନ ପରେ ବୁଧବାର ପୁରୀ ସହରରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ଶାଶୁଙ୍କୁ ଛୁରି ଭୁସି ହତ୍ୟା କରିବା ପରେ ଜ୍ୱାଇଁ ବିଷ ପିଇଦେଇଛନ୍ତି। ବାସେଳିସାହି ଥାନା ଅନ୍ତର୍ଗତ ବଳିଆପଣ୍ଡା ବନମାଳୀ ନଗରରେ ଏହି ଅଭାବନୀୟ…

ଶ୍ରୀମନ୍ଦିର ଚାରିଦ୍ୱାରରେ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳୁ

ପୁରୀ ଅଫିସ, ୨୪।୩: ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ ଅନୁମତି ଦାବିରେ ‘ଉର୍ଜାବାନ ଓଡ଼ିଶା’ ପକ୍ଷରୁ ବୁଧବାର ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ବର୍ତ୍ତମାନ କୋଭିଡ୍‌ ସଂକ୍ରମଣ କମିଥିବାରୁ ବିନା କୋଭିଡ୍‌ ରିପୋର୍ଟରେ ଶ୍ରୀଜୀଉମାନଙ୍କ ଦର୍ଶନ…

ନାଟମଣ୍ଡପ ଫାଟକୁ ନେଇ ବିବାଦ

ପୁରୀ ଅଫିସ,୨୪।୩: ଶ୍ରୀମନ୍ଦିର ନାଟମଣ୍ଡପରେ ବଡ଼ ଧରଣର ଫାଟ ଦେଖିବାକୁ ମିଳିବା ପରେ ଏହି ଫାଟ ନୂଆ କିମ୍ବା ପୁରୁଣା ତାହାକୁ ନେଇ ବିବାଦ ତେଜୁଛି। ଫାଟ ନୂଆ ବୋଲି ପୁରୀ ଓକିଲ ସଂଘ ସମେତ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତବିଶେଷ…

ନିର୍ଦ୍ୱନ୍ଦ୍ୱରେ ଜିତିଲେ ନିବେଦିତା

ସାକ୍ଷୀଗୋପାଳ,୨୩ା୩(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଭାବରେ ନିବେଦିତା ପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ନିର୍ବାଚନରେ ନିବେଦିତା ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନ ଅଧିକାରୀ ତଥା ତହସିଲଦାର ଜୟନ୍ତ କୁମାର ଜୟସିଂ ତାଙ୍କୁ ଉପାଧ୍ୟକ୍ଷା ଭାବେ…

ପୁରୀରେ ପହଞ୍ଚିଲା ରଥକାଠ

ପୁରୀ, ଅଫିସ, ୨୩।୩: ପୁରୀରେ ମଙ୍ଗଳବାର ରଥକାଠ ପହଞ୍ଚିଛି । ନୟାଗଡ଼ ବନଖଣ୍ଡ ଅଞ୍ଚଳରୁ ୧୮ ଖଣ୍ଡ ଅସନ ଓ ଧଉରା କାଠ ଆଜି ରଥ ଖଳାରେ ପହଞ୍ଚିଛି। ୧୮ ଖଣ୍ଡ ମଧ୍ୟରୁ ୧୨ ଫୁଟର ଅସନ ଓ ଧଉରା ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?