ଦୁଖଃ ଉପରେ ଦୁଃଖ: ବାପାଙ୍କୁ କ୍ୟାନ୍ସର ଏପଟେ ଏକମାତ୍ର ରୋଜଗାରିଆ ପୁଅର ଗଲା ଜୀବନ
କୃଷ୍ଣପ୍ରସାଦ,୧୧।୮(କୈଳାଶ ଚନ୍ଦ୍ର ପଟନାୟକ ): ପୁରୀ ଜିଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକ ଆଳୁପାଟଣା ଗ୍ରାମର କିଛି ଯୁବକ ରବିବାର ବଙ୍ଗୋପସାଗର କୂଳରେ ଏକ ବଣ ଭୋଜି କରୁଥିଲେ । ଉକ୍ତ ବଣ ଭୋଜି ପରେ ସମୁଦ୍ର କୂଳରେ ଗାଧାଉଥିବା ବେଳେ ୫…
କ୍ଷେତରେ କାମ କଲା ବେଳେ ଟଳି ପଡ଼ିଲେ ଚାଷୀ
ସାକ୍ଷୀଗୋପାଳ,୧୦।୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ଥାନା ଅଧୀନ ବଳପୁର ପଞ୍ଚାୟତ ଆନନ୍ଦପୁର ଗ୍ରାମର ଜଣେ ଚାଷୀ କ୍ଷେତରେ କାମ କରିବା ସମୟରେ ମୃତ୍ୟୁବରଣ କରିଛନ୍ତି। ସେ ହେଲେ କାଶିନାଥ ସାହୁ (୫୫)। ଧାନ ରୋଇବା ପାଇଁ କାଶିନାଥ…
ଶ୍ରୀମନ୍ଦିରରେ ଧରାପଡ଼ିଲେ ୧୨ ନକଲି ଗୁମାସ୍ତା, ଟାର୍ଗେଟ୍ରେ ଥିଲେ ଅଣଓଡ଼ିଆ ଭକ୍ତ
ପୁରୀ,୧୧ା୮(ଅଜିତ ମହାନ୍ତି): ପୋଲିସ ହାତରେ ଧରାପଡ଼ିଲେ ନକଲି ଗୁମାସ୍ତା। ପୁରୀ ସିଂହଦାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଏନ୍ଏସ୍ ଧାରା ୧୧୧ ଅନୁଯାୟୀ, ଏହି ନକଲି ଗୁମାସ୍ତାଙ୍କୁ…
ଚନ୍ଦ୍ରଭାଗାରେ ଅଘଟଣ: ସମୁଦ୍ରରେ ବୁଡ଼ି ଚାଲିଗଲା ୩ ଯୁବକଙ୍କ ଜୀବନ
କୋଣାର୍କ,୧୦।୫: ପୁରୀ ଜିଲା କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ରବିବାର ଏକ ଅଘଟଣ ଘଟିଛି। ସମୁଦ୍ରରେ ବୁଡ଼ି ୩ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ଜଣ ଯୁବକ ଭୁବନେଶ୍ବରର ହୋଇଥିବା ବେଳେ ଅନ୍ୟ ଜଣେ କଟକ ପାହାଳ ଅଞ୍ଚଳର ହୋଇଥିବା ସୂଚନା…
ସାକ୍ଷୀଗୋପାଳରେ ନିଆରା ନଡ଼ିଆ ଲଢ଼େଇ
ସାକ୍ଷୀଗୋପାଳ,୯ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଗହ୍ମାପୂର୍ଣ୍ଣିମା ଉପଲକ୍ଷେ ସାକ୍ଷୀଗୋପାଳ ଅଞ୍ଚଳରେ ନଡ଼ିଆ ଲଢ଼େଇ ପ୍ରତିଯୋଗିତା ଏକ ନିଆରା ପରମ୍ପରା ଭାବରେ ପାଳିତ ହେଉଛି। ନଡ଼ିଆ ହୁଳ ଅଞ୍ଚଳ ସାକ୍ଷୀଗୋପାଳର ନଡ଼ିଆ ଲଢ଼େଇ ପରମ୍ପରା ଶହଶହ ବର୍ଷର ପୁରୁଣା। ଏହି ପ୍ରତିଯୋଗିତାରେ ଅଞ୍ଚଳର…
ଗରମଶିରା କଡ଼େଇରେ ପଡି ପୂଜକ ଗୁରୁତର: ଶିଝିଗଲା ଅଧା ଶରୀର
ସାକ୍ଷୀଗୋପାଳ,୭।୮ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ):ଗରମଶିରା କଡ଼େଇରେ ପଡି ଜଣେ ପୂଜକ ଶୁକ୍ରବାର ଗୁରୁତର ହୋଇଛନ୍ତି। ସେ ହେଲେ ସଞ୍ଜୟ କୁମାର ପାଢ଼ୀ (୩୩)। ତାଙ୍କ ଘର ସତ୍ୟବାଦୀ ଥାନାର ଶ୍ରୀରାମଚନ୍ଦ୍ରପୁର ବଣିଆ ସାହିରେ। ଅପରାହ୍ନରେ ସେ ସାରୁଗଡିଆଛକରେ ଏକ ମିଠା…
ଶେଷ ପର୍ଯ୍ୟାୟରେ ମହାପ୍ରଭୁଙ୍କ ରାଖୀ ପ୍ରସ୍ତୁତି
ପୁରୀ,୮।୮(ଅଜିତ୍ କୁମାର ମହାନ୍ତି): ରକ୍ଷାବନ୍ଧନ ଭାଇ ଭଉଣୀ ଭିତରେ ଥିବା ସ୍ନେହ ଓ ପବିତ୍ର ବନ୍ଧନର ପର୍ବକୁ ଦର୍ଶାଇଥାଏ। ଏହି ପବିତ୍ର ବନ୍ଧନର ଝଲକ ଶ୍ରୀମନ୍ଦିରରେ ତଥା ଶ୍ରୀଜଗନ୍ନାଥ ସଂସ୍କୃତିରେ ମଧ୍ୟ ଦେଖିବାକୁ ମିଳିଥାଏ। ପବିତ୍ର ରକ୍ଷାବନ୍ଧନ ପର୍ବ ଶ୍ରାବଣ ମାସର…
ବଳଙ୍ଗା ନାବାଳିକାଙ୍କ ପରିବାରକୁ ନ୍ୟାୟ ଦାବିରେ ବିଜେଡିର ସତ୍ୟବାଦୀ ବନ୍ଦ
ସାକ୍ଷୀଗୋପାଳ,୭ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ବଳଙ୍ଗା ନାବାଳିକାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ବିଜେଡି ପକ୍ଷରୁ ଡାକରା ଦିଆଯାଇଥିବା ୬ ଘଣ୍ଟିଆ ପୁରୀ ଜିଲା ବନ୍ଦ ସତ୍ୟବାଦୀରେ ସଫଳ ହୋଇଛି । ଗୁରୁବାର ସକାଳୁ ସାକ୍ଷୀଗୋପାଳ ମନ୍ଦିର ମୁଖ୍ୟ ରାସ୍ତାର ଷ୍ଟେଟ୍ବ୍ୟାଙ୍କ…
ବିଜେଡି ହରତାଳକୁ ନେଇ ପୁଣି ମୁହଁ ଖୋଲିଲେ ମୃତ ବଳଙ୍ଗା ଯୁବତୀଙ୍କ ବାପା, କହିଲେ ମୋ’ ଝିଅ ତ ରହିଲାନି ଆମେ…
ବଳଙ୍ଗା,୭ା୮: ପୁରୀରେ ବିଜେଡିର ହରତାଳକୁ ନେଇ ମୃତ ବଳଙ୍ଗା ଯୁବତୀଙ୍କ ବାପା ପୁଣି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେ ବହୁତ ଦୁଃଖରେ ଅଛୁ, ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ। ମୋ’ ଝିଅ ତ ରହିଲାନି, ଆମେ କାହାକୁ ଦୋଷ…
ଗଳାବାଟ ଦେଇ ଭକ୍ତଙ୍କୁ ଛାଡ଼ିବା ନେଇ ଅଭିଯୋଗ: କମଚାରୀଙ୍କୁ ନିଲମ୍ବନ ନିର୍ଦ୍ଦେଶ
ପୁରୀ,୭ା୮(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ଚାରିଦ୍ୱାର ଓ କିଛି ଗଳାବାଟରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ଭକ୍ତଙ୍କ ଠାରୁ ଟଙ୍କା ନେଇ ଛାଡୁଥିବା ନେଇ ଅଭିଯୋଗ ହୋଇଆସୁଛି। ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଚଷମାରେ ହିଡେନ କ୍ୟାମେରା ଲଗାଇ ଉଠାଉଥିଲେ କାଳିଆ ଫଟୋ , ପରେ …
ପୁରୀ,୪।୮: ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ କ୍ୟାମେରା ଯୁକ୍ତ ଚଷମା। କୀର୍ତ୍ତନଚକଡ଼ା ନିକଟରୁ ଏହି ହିଡେନ କ୍ୟାମେରା ଧରାପଡ଼ିଥିବା ଜଣାପଡ଼ିଛି। ଚଷମାରେ ହିଡେନ କ୍ୟାମେରା ଲଗାଇ ଫଟୋ ଉଠାଉଥିଲେ। ଏହି ସମୟରେ ଗୁଜରାଟର ଜଣେ ଭକ୍ତଙ୍କୁ ସିଂହଦ୍ବାର ଥାନା ପୋଲିସ କାବୁ…
ବଳଙ୍ଗା ପୀଡ଼ିତାଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ରାଣୀ ପଣ୍ଡା: ଦେଲେ ଏତିକି ଟଙ୍କା
ବଳଙ୍ଗା,୪।୮: ଶୋକାକୂଳ ପରିବେଶରେ ବଳଙ୍ଗା ପୀଡ଼ିତାଙ୍କ ତାଙ୍କ ବାୟବର ଗାଁରେ ଅନ୍ତିମ ସଂସ୍କାର କରାଯାଇଛି। ଆଜି ସକାଳେ ଇସଲାମ ଧର୍ମ ଅନୁସାରେ, ନମାଜ ପାଠ ପରେ ପୀଡ଼ିତାଙ୍କୁ କବର ଦିଆଯାଇଛି। ସେପଟେ ବଳଙ୍ଗା ପୀଡ଼ିତାଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ଯାତ୍ରା…
Archives


