ନକଲି ପାନମସଲା ଜବତ ଘଟଣା: ୩ ଗିରଫ
କଣାସ, ୨୧ା୧୧(ସ୍ବ.ପ୍ର): ପୁରୀ ଜିଲା କଣାସ ଅଞ୍ଚଳରେ ରବିବାର ଖାଉଟି ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ତିନୋଟି ରାଶନ ଦୋକାନରୁ ଲକ୍ଷାଧିକ ଟଙ୍କାର ନକଲି ପାନମସଲା ଜବତ କରାଯାଇଥିଲା। ଏହି ଘଟଣାରେ ସୋମବାର ୩ ଅଭିଯୁକ୍ତ…
ପୁରୀରେ ହେବ ଟ୍ରାନ୍ସଜେଣ୍ଡର ଶେଲ୍ଟର ହୋମ୍
ପୁରୀ ଅଫିସ,୨୧ା୧୧: ଏବେ ବି ସମାଜରେ ଟ୍ରାନ୍ସଜେଣ୍ଡରମାନେ ଅବହେଳିତ ଓ ତାଡ଼ନାଗ୍ରସ୍ତ। ଫଳରେ ଅଧିକାଂଶ ଟ୍ରାନ୍ସଜେଣ୍ଡର ସମାଜଠାରୁ ନିଜକୁ ଦୂରେଇ ରଖିବା ସହ ଗୁଜୁରାଣ ମେଣ୍ଟାଇବା ପାଇଁ କେତେବେଳେ ଭିକ୍ଷା ବୃତ୍ତି ତ ଆଉ କେବେ ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ…
ଶ୍ରୀମନ୍ଦିର ଫଟୋ ଭାଇରାଲ ନେଇ ଥାନାରେ ଏତଲା
ପୁରୀ ଅଫିସ, ୨୧ା୧୧: ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରବିବାର…
ଶ୍ରୀମନ୍ଦିର ଗର୍ଭଗୃହ, ମହାପ୍ରଭୁଙ୍କ ଫଟୋ ଭାଇରାଲ
ପୁରୀ ଅଫିସ,୨୦।୧୧: ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ପୁଣିଥରେ ଭାଇରାଲ ହୋଇ୍ଛି। କିନ୍ତୁ ଏଥର ଶ୍ରୀମନ୍ଦିର ପରିସରର କାୈଣସି ସ୍ଥାନ ନୁହେଁ। ବରଂ ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନସିଂହାସନାରୂଢ ଚତୁର୍ଦ୍ଧାବିଗ୍ରହଙ୍କ ଫଟୋ ଭାଇରାଲ ହୋଇଛି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ…
ପତଳା ହେଉଛି ଗରୁଡ଼ ସ୍ତମ୍ଭ
ପୁରୀ ଅଫିସ,୧୯।୧୧: ପୁରୀ ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ ପତଳା ହେଉଛି । ଏ ନେଇ ମନ୍ଦିର ନାଟମଣ୍ଡପସ୍ଥିତ ଗରୁଡ଼ ସ୍ତମ୍ଭକୁ ରୁପା ଚାଦରରେ ଆଚ୍ଛାଦନ କରାଯିବ। ଛତିଶା ନିଯୋଗ ନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କୁ ନେଇ…
‘ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି’
ପୁରୀ ଅଫିସ, ୧୯ା୧୧: ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି। ଏହାକୁ ରୋକିବା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ ବୋଲି ଅତିରିକ୍ତ ଜିଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ କହିଛନ୍ତି। ଶନିବାର ପୁରୀ ଜିଲା ପ୍ରଶାସନ, ୟୁନିସେଫ୍, ଆକ୍ସନ ଏଡ୍, ଜିଲା ଶିଶୁ…
ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ
ପୁରୀ ଅଫିସ, ୧୯ା୧୧: ମାର୍ଗଶିର ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ହେବ। ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦିଆଯିବା ଉଦ୍ଦେଶ୍ୟରେ ଏହି ନୀତି ହୋଇଥାଏ। ଏହି ଗୁପ୍ତ ନୀତି ସମୟରେ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର…
ବିଶ୍ୱମ୍ଭର ବିଦ୍ୟାପୀଠ ପ୍ରତି ଅଣଦେଖା
ପୁରୀ ଅଫିସ, ୧୮ା୧୧: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତମାନର କରିବା ପାଇଁ ୫-ଟି ଯୋଜନାରେ ସରକାରୀ ବିଦ୍ୟାଳୟଗୁଡ଼ିକର ରୂପାନ୍ତରକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହାସତ୍ତ୍ୱେ ବିଭିନ୍ନ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଅଭାବ, ଶ୍ରେଣୀଗୃହ ସମସ୍ୟା ପ୍ରଭୃତି ଲାଗିରହିଛି। ପୁରୀ ଜିଲାର ପ୍ରମୁଖ…
ରକ୍ଷଣାବେକ୍ଷଣ ଅଭାବରୁ ମରିଗଲାଣି ନଡ଼ିଆ ଚାରା
କୋଣାର୍କ,୧୭।୧୧(ଡି.ଏନ୍.ଏ.): ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପୁରୀ ଜିଲା ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨ ବର୍ଷ ପୂର୍ବରୁ ରାସ୍ତାକଡରେ ନଡିଆ ଚାରା ଲଗାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଏବେ ଚାରା ସବୁ ମରିବାକୁ ବସିଲାଣି। ଏପରି ଘଟଣା କୋଣାର୍କ…
ଡିସେମ୍ବର ୨୬ରୁ ଖରିଫ ଧାନ ସଂଗ୍ରହ
ପୁରୀ ଅଫିସ,୧୬।୧୧: ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ଏକ ବୈଠକ ମଙ୍ଗଳବାର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଥିଲା। ୨୦୨୨-୨୩ ଖରିଫ୍ ଧାନ ସଂଗ୍ରହ ଡିସେମ୍ବର ୨୬ ତାରିଖରୁ ଶୁଭାରମ୍ଭ ହେବ। ଏଥିସହ ବିଭିନ୍ନ ବ୍ଲକରେ ଧାନ ଅମଳକୁ ଦେଖି ଭିନ୍ନ ଭିନ୍ନ…
ଜନସମ୍ପର୍କ ବାହାନାରେ ଶକ୍ତି ପ୍ରଦର୍ଶନ
ପୁରୀ ଅଫିସ, ୧୬ା୧୧: ବିଜେଡି ପକ୍ଷରୁ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ମଙ୍ଗଳବାର ଶେଷ ହୋଇଛି। ଏହିକ୍ରମରେ ଶେଷ ଦିନରେ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳର ଜିଲା ସଭାପତି ମହେଶ୍ୱର ମହାନ୍ତିଙ୍କ ନେତୃତ୍ୱରେ ଏକ ଜନସମ୍ପର୍କ ପଦଯାତ୍ରା କରାଯାଇଛି।…
ମାମୁଘରୁ ମହାପ୍ରଭୁଙ୍କ ପାଇଁ ଆସିଲା ପଢ଼ୁଆଁ ଭାର
ପୁରୀ ଅଫିସ/ନିଆଳି,୧୫।୧୧(ଡି.ଏନ୍.ଏ.): ପ୍ରଥମାଷ୍ଟମୀ ଉପଲକ୍ଷେ ଶ୍ରୀମନ୍ଦିରକୁ ଆସିଛି ପଢ଼ୁଆଁ ଭାର । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପାଇଁ ମଙ୍ଗଳବାର ପଢ଼ୁଆଁ ଭାର ପୁରୀ ଆସିଛି। ମାମୁଘର ନିଆଳି ମାଧବାନନ୍ଦ ମନ୍ଦିରରୁ ମାଧବାନନ୍ଦ ଜୀଉ ବିକାଶ ପରିଷଦ…
Archives


