ଆମ ଜିଲା ଖବର

ଘରୁ ନିଖୋଜ ହୋଇଯାଇଥିଲେ ୭୦ ବର୍ଷୀୟ ପୁନି, କେନାଲ କଡ଼ରୁ ଉଦ୍ଧାର ହେଲା ଗଳିତ ମୃତଦେହ

ଦିଗପହଣ୍ଡି,୧୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଗଡ଼ଗୋବିନ୍ଦପୁର ଗ୍ରାମ ବାହୁଦା କେନାଲ କଡ଼ରୁ ବୁଧବାର ଅପରାହ୍ନରେ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହକୁ କେ.ନୂଆଗାଁ ପୋଲିସ ଜବତ କରିଛି। ବୃଦ୍ଧା ଜଣକ ହେଲେ ଗଡ଼ଗୋବିନ୍ଦପୁର ଗ୍ରାମର କେ. ପୁନି (୭୦)। ସୂଚନାନୁଯାୟୀ, ମାନସିକ…

ନଭେମ୍ବରରେ ବଟେଶ୍ୱର ପୀଠରେ ବାଲିଯାତ୍ରା, ରାସ୍ତା ସମସ୍ୟା ନେଇ ଜିଲାପାଳଙ୍କୁ ଭେଟିଲା ପରିଚାଳନା କମିଟି

ଗଞ୍ଜାମ,୧୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆ ଗଡ଼ ନିକଟରେ ଦକ୍ଷିଣ ଓଡିଶାର ବଟେଶ୍ୱର ପ୍ରସିଦ୍ଧ ଶୈବ ପୀଠ l ଝାଉଁ ବଣ ମଧ୍ୟରେ ଥିବା ଏହି ବଟେଶ୍ୱର ପୀଠକୁ ଲାଗି ରହିଛି ବଙ୍ଗୋପସାଗର ସମୁଦ୍ର ବେଳାଭୂମି l ପ୍ରାକୃତିକ ପରିବେଶ…

ଶିକ୍ଷୟିତ୍ରୀ ପତ୍ନୀଙ୍କ ପରକୀୟା ପ୍ରୀତି ସନ୍ଦେହ କରି ମାଡ଼ମାରି ଥାନାକୁ ନେଲେ ସ୍ବାମୀ: ପରେ ଘଟିଲା ଏମିତି

ନିମାପଡ଼ା,୧୦।୯: ପୁରୀ ଜିଲା ନିମାପଡା ଅମଳାପଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଶିକ୍ଷୟିତ୍ରୀ ପତ୍ନୀଙ୍କୁ ସନ୍ଦେହକରି ମାଡ଼ମାରି ରାସ୍ତାରେ ଚଲାଇ ଥାନାକୁ ଆଣିଲେ ସ୍ବାମୀ। ମାଡ଼ମାରି ରାସ୍ତାରେ ଲଙ୍ଗଳାକରି ନେଉଥିବାଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହି ଘଟଣାରେ ଶିକ୍ଷୟିତ୍ରୀଙ୍କ…

ଗାଁରେ ଆତଙ୍କ ଖେଳାଇଲେ ମଦ୍ୟପ ଯୁବକ, ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇ…

ଅମରପାଲି,୧୦ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୌଡ଼ଗାଡ଼ ଗ୍ରାମର ଶତାଧିକ ମହିଳା ଜଣେ ମଦ୍ୟପଙ୍କ ବିରୋଧରେ ଅଭିଯୋଗ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ ଗତ ବର୍ଷଠାରୁ ଗୌଡ଼ଗାଡ଼ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ…

ପାଇକମାଳକୁ NAC ଘୋଷଣା ଦାବି ନେଇ ବିଜେଡିର ୧୨ ଘଣ୍ଟିଆ ବନ୍ଦ ପାଳନ

ପାଇକମାଳ,୧୦ା୯(ବଡ଼ ଶତପଥୀ): ପାଇକମାଳକୁ ଏନ୍‌ଏସି ଘୋଷଣା ଦାବି ନେଇ ବିଜେଡି ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି। ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବା ନେଇ ପାଇକମାଳ ଛକରେ ଅନୁଷ୍ଠିତ…

ମେଡିକାଲ, ବସଷ୍ଟାଣ୍ଡ ସମସ୍ୟା ନେଇ ରାଜ୍ୟପାଳଙ୍କୁ ଦାବିପତ୍ର

କୋରାପୁଟ,୧୦ା୯(ଅମିତାଭ ବେହେରା): କୋରାପୁଟ ଗସ୍ତରେ ଅଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । କୋରାପୁଟରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ କୋରାପୁଟ ସଚେତନ ନାଗରିକ ତରଫରୁ ବୁଧବାର ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଚେତନ ନାଗରିକ ତରଫରୁ କୁହାଯାଇଛି…

ଲାଞ୍ଚ ନେବାବେଳେ ଧରାପଡ଼ିଲେ କନିଷ୍ଠ କିରାଣି, ପେନ୍‌ସନ କରାଇ ଦେବାକୁ ମାଗିଥିଲେ…

କେନ୍ଦୁଝର,୧୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ମୁଖ୍ୟାଳୟରେ ଥିବା ନିକଲସନ ଫରେଷ୍ଟ ଟ୍ରେନିଂ ସ୍କୁଲର ଜଣେ କନିଷ୍ଠ କିରାଣି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ନାମ ରୂପ ଚାନ୍ଦ ନାୟକ। ଗତ ୩୧ ଜୁଲାଇ…

ଘରୁ ବାହରୁ ବାହାରୁ ମାଡିଗଲା ହାଇଓ୍ବା : ନାବାଳକଙ୍କ ଗଲା ଜୀବନ

ଲାଞ୍ଜିଗଡ଼, ୧୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ପତରାପଡା ଛକ ନିକଟରେ ମଙ୍ଗଳବାର ଏକ ହାଇୱା ଧକ୍କାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୁଟି ମାଝୀ(୧୨)। ରାୟଗଡା ଜିଲାର ବୁଟି ବିଲାଟିପଦର ଗାଁରେ ନିଜର…

ମା’ ମାଣିକେଶ୍ବରୀ, ଭୈରବ ଦେବଙ୍କ ଗଦିଆବସା ପର୍ବ: ୧୨ରେ ବାଲିଯାତ୍ରା

ଥୁଆମୂଳ ରାମପୁର,୧୦।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ମୂଳପୀଠ ଥୁଆମୂଳ ରାମପୁରଠାରେ ମା’ ମାଣିକେଶ୍ବରୀ ଓ ବାବା ଅଗ୍ନିଭୈରବ ଦେବଙ୍କ ଗଦିଆ ବସା ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉଭୟ ଦେବୀ ଦେବଙ୍କ କାଳିସୀ ଦେହରେ ସବାର…

ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ପୋଲିସ କାର୍ଯ୍ୟାନୁଷ୍ଠାନ ବିଳମ୍ବକୁ ନେଇ ବଢୁଛି ଅସନ୍ତୋଷ

ଦାରିଙ୍ଗବାଡି, ୧୦।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ବିଳମ୍ବକୁ ନେଇ ବଢୁଛି ଜନ ଅସନ୍ତୋଷ ବଢୁଛି। ୪ ଦିନ ବିତିଯାଇଥିଲେ ମଧ୍ୟ…

ହାଟକୁ ଗୋରୁ ବିକ୍ରି କରିବାକୁ ଆସୁଥିଲେ ବ୍ୟବସାୟୀ, ବାଟରେ ଜଗିଥିଲା ମୃତ୍ୟୁ

ବଲାଙ୍ଗୀର,୧୦।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁ ନିକଟ ମୁଖ୍ୟ ରାସ୍ତାରେ ଟ୍ରକ ଧକ୍କାରେ ଜଣେ ଗୋରୁ ବିକ୍ରେତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ବଙ୍ଗୋମୁଣ୍ଡା ବ୍ଲକ ଧୁଣ୍ଡିମହୁଲ ଗାଁର ଛବି ତାଣ୍ଡି।…

ଅପେରା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ, ନଗଦ ଟଙ୍କା ସହ…

ପାଟଣା,୧୦ା୯(ବୀରକିଶୋର ଦାଶ): ପରିବାର ଲୋକେ ଅପେରା ଦେଖିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ମଙ୍ଗଳବାର ରାତିରେ ଘରେ କଳାକନା ବୁଲାଇ ଦେଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ପାଟଣା ଥାନା ମଲ୍ଲିପୋଷି ଗ୍ରାମ ରଣା ସାହିରେ। ଭାଗବତ ରଣାଙ୍କ ପରିବାରର ସମସ୍ତ ସଦସ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri