ତ୍ରିକୋଣୀୟ ପ୍ରେମରୁ ହତ୍ୟା: ସୋସିଆଲ ମିଡିଆରେ ଦେଇଥିଲେ ଧମକ, ଘରୁ ଡାକି ନେଇ…
ଖୋର୍ଦ୍ଧା,୧୬।୮: ଜଟଣୀ ସ୍ମୃତିରଞ୍ଜନ ନାୟକ ହତ୍ୟା ଘଟଣାରେ ୩ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ସହ ୨ ସହଯୋଗୀଙ୍କୁ ଗିରଫ କଲା ଜଟଣୀ ପୋଲିସ। ତ୍ରିକୋଣୀୟ ପ୍ରେମରୁ ହତ୍ୟା କରାଯାଇଥିବା ପୋଲିସର ସୂଚନା ଦେଇଛି। ଘରୁ ଡାକି ଯୋଜନାବଦ୍ଧ ଭାବେ ଧାରୁଆ…
ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ: ଏଥର ପାସ୍ ହାର…
କଟକ,୮।୧୬: ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଏ ବର୍ଷ ପାସ୍ ହାର ୫୬.୨୩% ରହଛି। ଏ ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି। ମୋଟ ୩୪୫୭ ଜଣ ଫର୍ମ ପୂରଣ କରିଥିଲେ,…
ପୁରୀରେ ଚାଞ୍ଚଲ୍ୟ: ଶ୍ରୀମନ୍ଦିର ୫ ଫୁଟ ଉପରକୁ ଚଢ଼ୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ…
ପୁରୀ,୮।୧୬: ପୁରୀ ଶ୍ରୀମନ୍ଦିର ଉପରକୁ ଚଢ଼ୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ବେହରଣ ଦ୍ୱାର ପଟରୁ ପ୍ରାୟ ୫ ଫୁଟ ଉପରକୁ ଚଢ଼ି ଯାଇଥିଲେ। ଚଢ଼ୁଥିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କୁ ଧରିଲେ ଜେଟିପି ଓ ସେବାୟତ। ସଂପୃକ୍ତ…
ଚାଷୀଙ୍କୁ ଭଲ ରୋଜଗାର ଦେଉଛି ବିନ୍, ଏବେ ଦର ଖସୁଥିବାରୁ ଚିନ୍ତାରେ ଚାଷୀ
ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): ରାଜଧାନୀ ଭୁବନେଶ୍ୱର ହେଉ କି ରାଜ୍ୟର ଅନ୍ୟ ସହର ହେଉ ସବୁଠି ପନିପରିବା ମଧ୍ୟରେ ରାଇକିଆ ବିନ୍ର ଚାହିଦା ଅନ୍ୟତମ । ଏବେ ରାଇକିଆ ବିନର ବିହନକୁ ନେଇ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବହୁଳ ମାତ୍ରାରେ ଚାଷ କରାଯାଉଥିବା…
ବିଧାୟକ ତାରାଙ୍କୁ ଶକ୍ତ ଚାପୁଡ଼ା ମାରିଲେ ଯୁବକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ଭୁବନେଶ୍ୱର,୧୬।୮: କୋରାପୁଟ ବସଷ୍ଟାଣ୍ଡରେ ଗତ ୧୪ ତାରିଖ ରାତିରେ କଂଗ୍ରେସର ମଶାଲ ଶୋଭାଯାତ୍ରା ବୈଠକ ଆୟୋଜନ କରାଯାଇଥିଲା। ବୈଠକ ପରେ କୃଷ୍ଣ କୁଲଦୀପ ନାମକ ଯୁବକ ହଠାତ ପହଞ୍ଚି ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ।ଏହାପରେ ଯୁବକକୁ କାବୁ…
ସାର ଅଭାବ, ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ
କୋଟପାଡ଼,୧୬।୮(ରାଜଶେଖର):କୋରାପୁଟ ଜ଼ିଲା କୋରପାଡ଼ ଅଞ୍ଚଳରେ ସାରର ଅଭାବକୁ ନେଇ ଶନିବାର ଚାଷୀ ସମବାୟ ବିଭାଗ ଘେରାଉ ସହ କେନ୍ଦୁଗୁଡା ଛକ ଜାତୀୟ ରାଜପଥ ୬୩ ନମ୍ବର ଅବରୋଧ କରିଛନ୍ତି। ଦୀର୍ଘ ଦିନ ହେବ କୋରପାଡ଼ ଅଞ୍ଚଳରେ ସାର କଳା ବଜାର ହେଇ…
ଆମ ମୁଖ୍ୟମନ୍ତ୍ରୀ ବହୁତ ଭଲ, ଆଶାଠୁ ଅଧିକ ଦିଅନ୍ତି ଅନୁଦାନ: ପ୍ରଶଂସାରେ ପୋତିଲେ ମନ୍ତ୍ରୀ
ଭଞ୍ଜନଗର,୧୬।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଗୋଟିଏ ଗଛ ମା’ଙ୍କ ନାମରେ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଘୁମୁସର ଉତ୍ତର ବନଖଣ୍ଡ,ଅଟଳ ଯୁବ ବାହିନୀ, ଜାତୀୟ ସେବା ଯୋଜନା ପୁରୁଷ ଶାଖା (୧),…
ସରକାରୀ କାର୍ଯ୍ୟକ୍ରମରେ ଗଣମାଧ୍ୟମ ଅଲୋଡା: ତେଜିଲା ଅସନ୍ତୋଷ
କେସିଙ୍ଗା,୧୬।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଳକରେ ବିଭିନ୍ନ ସମୟ ବିଭିନ୍ନ ବିଭାଗ ପକ୍ଷରୁ ଅନେକ ଉନ୍ନୟନ କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ଏହିସବୁ କାର୍ଯ୍ୟକ୍ରମକୁ ସମ୍ପୃକ୍ତ ବିଭାଗ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧଙ୍କୁ ଡକାଯାଉନାହିଁ। କେସିଙ୍ଗା ବ୍ଲକର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ…
କାର୍ଯ୍ୟାଳୟରେ ଲାଗିଲା ନିଆଁଁ: ସବୁକିଛି ଜଳିପୋଡ଼ି ପାଉଁଶ
ଛତ୍ରପୁର,୧୬।୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେ ଲାଗିଲା ନିଆଁ। ସର୍ଟସର୍କିଟ ପାଇଁ ଲାଗିଲା ନିଆଁ। ନିଆଁରେ ସମସ୍ତ ଅଫିସ କାଗଜ ପତ୍ର ଓ କମ୍ପୁଟର, ପ୍ରିଣ୍ଟର ପୋଡି ନଷ୍ଟ। ନିଆଁକୁ ଆୟତ କଲେ ଅଗ୍ନିଶମ…
ତୁହାକୁ ତୁହା ବର୍ଷା, ଚାଷୀ ବ୍ୟସ୍ତ: ବଜାର ଶୂନଶାନ୍
ଦାରିଙ୍ଗବାଡି,୧୬/୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ କିଛି ମାସ ହେଲା ତୁହାକୁ ତୁହା ବର୍ଷା ହେଉଛି। ଫଳରେ ଚାଷୀକୂଳକୁ ଯେତିକି ଫାଇଦା ହେବା କଥା କିଛି ଚାଷରେ ଫାଇଦା ହେଉଥିବାବେଳେ ଆଉ କିଛି ଚାଷରେ କ୍ଷତି ସହିବାକୁ ପଡୁଛି। ବିନ୍…
ରିସର୍ଟର ସୁଇମିଂପୁଲ୍ରୁ ମିଳିଲା ପର୍ଯ୍ୟଟକଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ
ଢେଙ୍କାନାଳ,୧୬।୮(ରତନ ନାୟାର): ଢେଙ୍କାନାଳ ଜିଲା ଅଗ୍ନିଶମ ସେବା କର୍ମଚାରୀ ରିସର୍ଟରୁ ଶନିବାର ଭୋର ୫ଟାରୁ ଜଣେ ପର୍ଯ୍ୟଟକଙ୍କ ମୃତଦେହକ ଉଦ୍ଧାର କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ତେଜ ଆହୁଜା ଏବଂ ତାଙ୍କ ଘର ଉତ୍ତରାଖଣ୍ଡରେ ବୋଲି ଜଣାପଡିଛି। ମୃତ୍ୟୁର କାରଣ ବର୍ତ୍ତମାନ…
ପେଟ୍ରୋଲ ବେରେଲ ଫାଟି ଜଳିଗଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
ଛତ୍ରପୁର,୧୫।୮: ଦିଲ୍ଲୀପ ସାମଲ ବିକ୍ରି କରିବା ପାଇଁ ଘରେ ରଖି ଥିବା ପେଟ୍ରୋଲ ବେରେଲ ଫାଟି ଅଗ୍ନିକାଣ୍ଡ ଘଟିଛି। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗ୍ରାମ ବାଲି ସାହିରେ ଏହିଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଯାହା ଫଳରେ ସମ୍ପୂର୍ଣ୍ଣ…
Archives


