OSRTC ବସକୁ ଧକ୍କା ଦେଲା ଟ୍ରକ: ୪ ଗୁରୁତର
ପରଜଙ୍ଗ,୮।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରା ଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର ଦୋମୁହାଁଣି ଗାଁ ଛକ ନିକଟରେ OSRTC ବସକୁ ଧକ୍କା ଦେଇଛି ଟ୍ରକ। ତେବେ ଦୁର୍ଘଟଣାରେ ୪ ଜଣ ବସ ଯାତ୍ରୀ...
ଦୁର୍ଗମ ଅଞ୍ଚଳ ବୁଲିଲେ ବିଡିଓ: ଲୋକଙ୍କ ସମସ୍ୟା ଦୂର ପାଇଁ ଦେଲେ ପ୍ରତିଶ୍ରୁତି
ଦାରିଙ୍ଗବାଡି, ୮।୧୧(ଅରୁଣ ସାହୁ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବିଡିଓମାନେ ନିଜ କାର୍ଯ୍ୟାଳୟରେ ସମୟ ନ ବିତାଇ ଗାଁ ଗାଁ ବୁଲୁଛନ୍ତି। ସେଠାରେ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ସହ ଲୋକଙ୍କ ଅଭିଯୋଗକୁ ଶୁଣିବା ଓ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ...
ଫ୍ରିବିଜ୍ ଆକ୍ରାନ୍ତ ଗଣତନ୍ତ୍ର
ବିଶ୍ୱରେ ଯେତେ ପ୍ରକାର ଶାସନ ବ୍ୟବସ୍ଥା ରହିଛି ସେଗୁଡ଼ିକ ମଧ୍ୟରେ ଗଣତନ୍ତ୍ର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରେ। ମାତ୍ର ଅନୁପଯୋଗୀ ବାହ୍ୟ କାରକ ଅଧିକ କ୍ରିୟାଶୀଳ ହେଲେ ଏହାର ସ୍ବତନ୍ତ୍ରତାରେ ବିଚ୍ୟୁତି ଘଟେ ଏବଂ ଏହା ଗଣଙ୍କଠାରୁ ଦୂରେଇଯାଏ।...
ସରକାରୀ ଜମି ଜବରଦଖଲ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅଧିକାରୀଙ୍କ ଫୁ
ପଟ୍ଟାମୁଣ୍ଡାଇ, ୮ା୧୧ (କଳ୍ପତରୁ ନାୟକ):ସରକାରୀ ଜମିରୁ ଜବରଦଖଲ ଓ ଏହାର ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗକୁ ସରକାର ପ୍ରାଥମିକତା ଦେଇ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ଫଳପ୍ରଦ ପଦକ୍ଷେପ ନିଆଯାଉଛି ବୋଲି ଅକ୍ଟୋବର...
ଗହୀରମଥାରେ ପେଣ୍ଟଡ୍ ଷ୍ଟ୍ରକ୍: ସୁରକ୍ଷିତ ଆଶ୍ରୟ ପାଲଟିଛି ଲୁଣା ହେନ୍ତାଳ ଜଙ୍ଗଲ
ମହାକାଳପଡ଼ା, ୮ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ ଅଞ୍ଚଳ ଜୈବ ବିବିଧତା ପରିବେଷ୍ଟିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଲୁଣା ହେନ୍ତାଳ ଜଙ୍ଗଲ ଅଞ୍ଚଳ ଖୁବ୍ ମନୋରମ। ଏଠାରେ ପ୍ରାକୃତିକ ଶୋଭା ମନମୁଗ୍ଧକର ଶୋଭା ବର୍ଦ୍ଧନକରେ ବିଭିନ୍ନ ଦେଶୀ...
ନାବାଳିକାଙ୍କୁ ଅପହରଣ କରିନେଇଥିଲେ ନାବାଳକ: ଜଣାପଡ଼ିବା ପରେ ଘଟିଲା…
ଦେବଗଡ଼,୮।୧୧(ଶଶାଙ୍କ ଶେଖର ଝାଙ୍କର):ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ନାବାଳକ ଗିରଫ। ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଅପହୃତା ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅପହରଣ କରିଥିବା ୧୭ ବର୍ଷର ନାବାଳକକୁ...
ନୂଆପଡ଼ା ଉପନିର୍ବାଚନ: ଭୋଟର ନୀରବ
ନୂଆପଡ଼ା,୮ା୧୧(ପୀତାମ୍ବର ସାହୁ):ଉପନିର୍ବାଚନ ପାଇଁ ନୂଆପଡ଼ା ଉଠୁଛିପଡୁଛି। ପ୍ରଚାରରେ କମ୍ପୁଛି ଗାଁଠୁ ସହର। ତିନି ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସମେତ ଅନ୍ୟ ୧୧ ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଛନ୍ତି। ଏହା ଭିତରେ ଭାଜପା, ବିଜେଡି ଓ କଂଗ୍ରେସ...
ଚାକିରି ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ କଲେ ବିକ୍ରି , ବଳାତ୍କାର ବି କରି… ଘଟଣା ଜାଣିଲେ ଛାତି ଥରିଉଠିବ
ଫୁଲବାଣୀ/କୋଟଗଡ, ୮ା୧୧(ରାକେଶ କୁମାର ରାଉତ/ସରୋଜ ବଳିୟାରସିଂ): କନ୍ଧମାଳ ଜିଲା କୋଟଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଚାକିରି ପ୍ରଲୋଭନ ଦେଖାଇ ମଧ୍ୟପ୍ରଦେଶରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଚାଲାଣକାରୀ ସମ୍ପୃକ୍ତା ନାବାଳିକାଙ୍କୁ ବଳାତ୍କାର ମଧ୍ୟ କରିଛନ୍ତି। ଘଟଣାର ଦୁଇ ମାସ...
ବ୍ରହ୍ମପୁର ଯାଉଥିବା ବେଳେ ବସ୍ ସହ ବାଇକ୍ର ମୁହାଁମୁହିଁ ଧକ୍କା: ଚାଲିଗଲା ପ୍ରକାଶଙ୍କ ଜୀବନ, ଗୁରୁତର ଛାତ୍ରୀ…
ବ୍ରାହ୍ମଣୀଗାଁ,୭।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନାସ୍ଥିତ ବଡ଼ଶଙ୍ଖଠାରେ ମର୍ମନ୍ତୁଦ ଦୁର୍ଘଟଣା। ବସ ଓ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର। ମୃତକ ଜଣକ ହେଲେ କିନାରୀଗାଁର ପ୍ରକାଶ ବଡ଼ାଇକ(୩୯ )। ସେହିଭଳି ଗୁରୁତର ଛାତ୍ରୀ...
ବେଆଇନ ବାଲି ଉତ୍ତୋଳନକୁ ବିରୋଧରେ ଜିଲାପାଳଙ୍କୁ ସ୍ମାରକପତ୍ର
ଦିଗପହଣ୍ଡି,୭।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ ଗୋବିନ୍ଦପୁର ପଞ୍ଚାୟତ ଧାନ୍ୟରାଶି ଗ୍ରାମ ନିକଟରେ ପ୍ରବାହିତ ବାହୁଦା ନଦୀରୁ ବେଆଇନ ବାଲି ଉତ୍ତୋଳନ କରାଯାଉଛି। ନଦୀ କୂଳହୁଡ଼ା ଭାଙ୍ଗି ଟ୍ରାକ୍ଟର, ଟିପର୍ ଦ୍ୱାରା ବାଲି ଚୋରା ଚାଲାଣ...
ମୋରଡ଼ା ପଞ୍ଚାୟତ ସମିତିର ସ୍ବତନ୍ତ୍ର ଅଧିବେଶନ
ମୋରଡ଼ା,୭ା୧୧(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ପଞ୍ଚାୟତ ସମିତିର ସ୍ବତନ୍ତ୍ର ସାଧାରଣ ଅଧିବେଶନ ଚିତ୍ରଡାସ୍ଥିତ ବ୍ଲକ କାଯଳୟ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ପୀଥନାଥ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ବିଡିଓ ଅଣାକର ନାଏକ, ଅତିରିକ୍ତ ତହସିଲଦାର...
ନୂଆପଡ଼ା ଉପ ନିର୍ବାଚନ: ବନ୍ଦ ରହିବ ବରଗଡ଼ର ଏହି ଦୋକାନ
ବରଗଡ଼,୭।୧୧(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୧ତାରିଖ ନୂଆପଡ଼ା ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ତେବେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୯ତାରିଖ ଅପରାହ୍ନ ୪ଟାରୁ ୧୧ତାରିଖ ଭୋଟ ଗ୍ରହଣ ସରିବା ପର୍ଯ୍ୟନ୍ତ ନୂଆପଡ଼ା ସୀମାନ୍ତ ବରଗଡ଼ ଜିଲାର ପାଇକମାଳ...
Archives


