ମାଡ଼ି ଆସୁଛି ମୋନ୍ଥା: ୪୨ ଟ୍ରେନ ବାତିଲ କଲା ପୂର୍ବତଟ ରେଲୱେ
ଭୁବନେଶ୍ୱର,୨୮।୧୦: ବାତ୍ୟା ପାଇଁ ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ବିଭିନ୍ନ ରେଳ ମଣ୍ଡଳ ଅନ୍ତର୍ଗତ ଅଞ୍ଚଳ ଏବଂ ସଂଯୁକ୍ତ ରୁଟ୍ରେ ଚଳାଚଳ କରୁଥିବା ବହୁ ଯାତ୍ରୀବାହୀ ଟ୍ରେନର ବାତିଲ, ପରିବର୍ତ୍ତନ ଏବଂ ସଂକ୍ଷିପ୍ତ ଅବଧି ଘୋଷଣା କରାଯାଇଛି। ଏହି…
ବାତ୍ୟା ମୋନ୍ଥା ପ୍ରଭାବ: ବର୍ଷା ପବନରେ ଭୁଶୁଡିଲା କାଉନସିଲରଙ୍କ ଘର କାନ୍ଥ
ଗଞ୍ଜାମ,୨୮।୧୦:(ବିଦ୍ୟାଧର ସାହୁ):ଆଜି ରାତି ସୁଦ୍ଧା ସ୍ଥଳଭାଗ ଛୁଇଁବି ବାତ୍ୟା ମୋନ୍ଥା। ତାହାର ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ବର୍ଷା ହେଉଅଛି l ପବନର ବେଗ ମଧ୍ୟ ବେଳକୁ ବେଳ ବଢୁଛି l ବର୍ଷା ଯୋଗୁ ଗଞ୍ଜାମ ଏନଏସି ୱାର୍ଡ ନମ୍ବର ୯…
ବାତ୍ୟା ମୁକାବିଲା କାର୍ଯ୍ୟରେ ନିୟୋଜିତ ଥିଲେ, ହଠାତ୍ ହୋଇପଡିଲେ ଅସୁସ୍ଥ
ଗଜପତି,୨୮।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ବ୍ଲକ ପୋତାର ପଞ୍ଚାୟତର ଯୋଗାଣ ସହାୟକଙ୍କ ସୁରେନ୍ଦ୍ର ଗମାଙ୍ଗାଙ୍କ ମୃତ୍ୟୁ ହୋଇଛି । ସୋମବାର ରାତିରେ ଖାଇବା ପରେ ଶୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ,ପ୍ରଥମେ ଜିରାଙ୍ଗ ପ୍ରାଥମିକ…
ମୋନ୍ଥା ପ୍ରଭାବ: ପାହାଡ଼ରୁ ଧସିଲା ପଥର
ଗଜପତି,୨୮।୧୦(ଗିରିଧାରୀ ପରିଛା): ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ଆଡକୁ ମାଡି ଆସୁଛି ମୋନ୍ଥା। ବଙ୍ଗୋପସାଗରରୁ ବଳ ଗୋଟାଇ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଆଗକୁ ଗତି କରୁଛି ବାତ୍ୟା ମୋନ୍ଥା। ମଛଲିପଟନମ ଠାରୁ ୨୩୦, କାକିନା ୩୧୦ କି.ମି. ଦକ୍ଷିଣ-ଦକ୍ଷିଣପଶ୍ଚିମରେ…
ନୂଆପଡ଼ା ଉପନିର୍ବାଚନ:ଜାତିଭିତ୍ତିକ ଭୋଟକୁ ପ୍ରମୁଖ ଦଳର ପ୍ରାଧାନ୍ୟ
ନୂଆପଡ଼ା,୨୮ା୧୦(ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ଗୁରୁତ୍ୱ ଦେଇ ଜାତିଭିତ୍ତିକ ଭୋଟକୁ ପ୍ରାଧାନ୍ୟ ଦେଉଛନ୍ତି। ସବୁଠାରୁ ବଡ ଭୋଟ ଆଦିବାସୀମାନଙ୍କର ଥିବାବେଳେ ଏବେ ଏସ୍ସି ଓ ଓବିସି ଭୋଟ ଉପରେ ନେତା ବିଶେଷ ଧ୍ୟାନ ଦେଉଛନ୍ତି। ଏହି…
କାର୍, ପିକଅପ ଭ୍ୟାନରେ କରୁଥିଲେ ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ, ଗଞ୍ଜେଇର ମୂଲ୍ୟ ଜାଣିଲେ…
ମୋହନା,୨୮।୧୦( ମନ୍ମଥ ମିଶ୍ର ): ୪୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଗଜପତି ଜିଲା ଅଡବା ଥାନା ବିରିକୋଟ ରାସ୍ତାରୁ ଜବତ କରିଛି ପୋଲିସ l ଗୋଟିଏ କାର୍ ଓ ଗୋଟିଏ ପିକଅପ ଭ୍ୟାନ ଜବତ ସହ ୭ ଜଣଙ୍କୁ…
ବାତ୍ୟା ‘ମୋନ୍ଥା’ ଆସିବା ପୂର୍ବରୁ ବିଦ୍ୟୁତ ସେବା ଅଚଳ: ଉପଭୋକ୍ତା ହଟହଟା
ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋନ୍ଥା’ର ବଡ଼ ପ୍ରଭାବ ଆସିବା ପୂର୍ବରୁ ବିଦ୍ୟୁତ ସେବା ଅଚଳ। ଗତକାଲିଠାରୁ ବାତ୍ୟାର ପ୍ରଭାବ ସାମାନ୍ୟ ଭାବେ ପବନ ବୋହିବା ସହ ଝିପିଝିପି ବର୍ଷା ଲାଗିରହିଛି। ତେବେ ଏହାଠାରୁ ଅଧିକା ବର୍ଷା…
ନୂଆପଡ଼ା ଉପନିର୍ବାଚନ: ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ କଡ଼ାକଡ଼ି
ନୂଆପଡ଼ା,୨୮/୧୦ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଜିଲା ଅବକାରୀ ବିଭାଗ ତରଫରୁ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଜିଲାର ସୀମାବର୍ତ୍ତୀ ଅଞ୍ଚଳରେ ଚେକ୍ପୋଷ୍ଟ କରି ଯାନବାହନ ତଲାସୀ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଅବକାରୀ କର୍ମଚାରୀ ୬୯ ଲିଟର ବିଅର୍, ୩୮ଲି. ବିଦେଶୀ…
ଭୋଜି ଖାଇ ପୂର୍ବତନ ମନ୍ତ୍ରୀ ଅସୁସ୍ଥ, ଜଣେ ମୃତ
କୋଟପାଡ଼,୨୮ା୧୦(କେ.ରାଜଶେଖର ରାଓ):କୋରାପୁଟ ଜିଲା କୋଟପାଡ଼ର ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ସୋମବାର ପାରମ୍ପରିକ ଖାଦ୍ୟ ଆମୋଟ ଖାଇ ଅସୁସ୍ଥ ହୋଇଥିବା ବେଳେ ତାଙ୍କ ପରିବାରର ସଦସ୍ୟ ପାର୍ବତୀଙ୍କର ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ପୂର୍ବତନ ମନ୍ତ୍ରୀ ପଦ୍ମିନୀଙ୍କର ବଡ଼…
ମଝି ରାସ୍ତାରୁ ସ୍ବାମୀକୁ ଉଠାଇ ନେଲେ ଫାଇନାନ୍ସ କମ୍ପାନୀ ଅଧିକାରୀ: ସ୍ତ୍ରୀ କଲେ ଏମିତି କାମ
ବଲାଙ୍ଗୀର, ୨୮ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ଋଣ କିସ୍ତି ଟଙ୍କା ପଇଠ ନ କରିବାରୁ ଏକ ଫାଇନାନ୍ସ କମ୍ପାନୀର ଦୁଇଜଣ ଅଧିକାରୀ ଋଣ ନେଇଥିବା ଜଣେ ବ୍ୟକ୍ତିଙ୍କୁ ସହର ମଧ୍ୟସ୍ଥଳ ଏକ ରାସ୍ତାରୁ ଉଠାଇ ନେଇଥିବା ଏବଂ ଏହା ପରେସେଇ ବ୍ୟକ୍ତି ଜଣକ…
ଜିଏମ୍ଡିସି: ଗୁଜରାଟରୁ ଆସି ଖାଇଗଲେ
ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୭ଟି ରାଜସ୍ବ ଗ୍ରାମ ଅଞ୍ଚଳର ଜମି ହାତେଇଚାଲିଛି ଗୁଜରାଟରୁ…
ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଲେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ, ପୁଅଙ୍କ ପାଇଁ କଲେ ଭୋଟ ଭିକ୍ଷା
ନୂଆପଡ଼ା, ୨୭/୧୦ : ପୂର୍ବତନ ମନ୍ତ୍ରୀ ତଥା ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ସ୍ଵର୍ଗବାସ ପରେ ନୂଆପଡ଼ାରେ ହେବ ଉପନିର୍ବାଚନ । ନିର୍ବାଚନୀ ମଇଦାନରେ ରାଜେନ୍ଦ୍ରଙ୍କ ପୁଅ ଜୟ ଢୋଲକିଆ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ଭାଜପା ରାଜ୍ୟ…
Archives


