ଆମ ଜିଲା ଖବର

ଲଗାଣ ବର୍ଷା: ଧୋଇଗଲା ପୋଲର ଦୁଇ ପାର୍ଶ୍ୱ

କୋଟଗଡ଼, ୧୪।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକ ପକାରିଓ ରାଣିପଙ୍ଗା ପଞ୍ଚାୟତରେ ଗ୍ରାମ ଉନ୍ନୟନ ବିଭାଗ ଦ୍ବାରା ନୂତନ ଭାବେ ଏକ ପୋଲ ନିର୍ମାଣ ହୋଇଥିଲା। ଗତ ଲଗାଣ ବର୍ଷାରେ ପୋଲର ଦୁଇ ପାର୍ଶ୍ୱ ଧୋଇଯାଇଛି। ଫଳରେ ଦୁଇ ପଞ୍ଚାୟତ ମଧ୍ୟରେ…

ଅଗଷ୍ଟ ୧୫କୁ କଳାଦିବସ ରୂପେ ପାଳିବାକୁ ମାଓବାଦୀ ଲଗାଇଲେ ବ୍ୟାନର

ନବରଙ୍ଗପୁର/ଝରିଗାଁ,୧୪ା୮(ବି.ପ୍ର./ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ କର୍ଲାପଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟରେ ମାଓବାଦୀ ପକ୍ଷରୁ ଅଗଷ୍ଟ ୧୫କୁ କଳାଦିବସ ରୂପେ ପାଳିବାକୁ କଳା ବ୍ୟାନରରେ ଲେଖି କାନ୍ଥରେ ଟାଙ୍ଗିଛନ୍ତି। ଏଥିସହ ଏକ ଧଳା କାଗଜରେ ଲାଲ ରଙ୍ଗରେ ସିପିଆଇ…

ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ସ୍ବାମୀ ଗିରଫ

ହାଟଡିହୀ, ୧୪।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅନ୍ତର୍ଗତ ଅଣା ଗ୍ରାମରେ ପ୍ରଦୀପ ମଲିକଙ୍କ ଘର ବାଡିରୁ କିଛି ଦିନ ତଳେ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ମାଟିତଳୁ ଉଦ୍ଧାର କରିଥିଲା। ମୃତଦେହ ପ୍ରଦୀପଙ୍କ ସ୍ତ୍ରୀ ମଧୁସ୍ମିତା ନାୟକଙ୍କର…

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା: ସପ୍ତାହେ ହେଲା କାଲିଗାଡ଼ୁ-ସୁଗଡ଼ବାଡ଼ି ମଧ୍ୟରେ ଯାତାୟାତ ବନ୍ଦ, ବିପଦସଙ୍କୁଳ ଭାବେ ନାଳ ପାର ହେଉଛନ୍ତି ଛାତ୍ରୀଛାତ୍ର

ରାଇକିଆ, ୧୪।୮(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ରାଇକିଆ ବ୍ଲକ କାଲିଗାଡୁ-ସୁଗଡବାଡି ରାସ୍ତାରେ ଏକ ସପ୍ତାହ ହେଲା ଯାତାୟାତ ବନ୍ଦ ରହିଛି। ଲଗାଣ ବର୍ଷା ଯୋଗୁଁ କାଲିଗାଡୁ ନାଳରେ ପ୍ରବଳ ବର୍ଷା ପାଣି ପ୍ରବାହିତ ହେବା ଫଳରେ ସେଠାରେ ଥିବା ନିର୍ମାଣଧୀନ ପୋଲର ଉଭୟ…

ଲୁଟ୍‌ ଉଦ୍ୟମ ବିଫଳ: ଘର ମାଲିକଙ୍କ କାନ କାଟି ଫେରାର ହେଲେ ଦୁର୍ବୃତ୍ତ

କଣ୍ଟାପଡା,୧୪।୮(ଡି.ଏନ୍‌.ଏ.): କଟକ ଜିଲା ଓଲଟପୁର ଥାନା ଅନ୍ତର୍ଗତ ଅଡ଼ଶପୁର ଗ୍ରାମ ବେଢ଼ାସାହିର ଜଣେ ବ୍ୟକ୍ତିଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ୨ ଦୁର୍ବୃତ୍ତ ଲୁଟ୍‌ ଉଦ୍ୟମ କରି ବିଫଳ ହୋଇଛନ୍ତି। ଏଯାବତ୍‌ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ…

ମହିଳାଙ୍କୁ ଅସଦାଚରଣ ମାମଲା: ଜେଲ୍‌ ଗଲେ ପୂର୍ବତନ ସରପଞ୍ଚ

ନିମାପଡ଼ା,୧୪ା୮(ଡି.ଏନ୍‌.ଏ.): ନିମାପଡ଼ା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିବା ମାମଲାରେ ସୋମବାର ଜଣେ ପୂର୍ବତନ ସରପଞ୍ଚ ଜେଲ ଯାଇଥିବା ଜଣାପଡିଛି। ସେ ହେଲେ ଚାରିଛକ ଫାଣ୍ଡି ଅଞ୍ଚଳର ଦୁର୍ଯ୍ୟୋଧନ ବାରିକ। ସୂଚନାଥାଉ କି, ନିମାପଡ଼ା ଥାନା ଅଞ୍ଚଳର ଜଣେ…

ଭିସୁଟ୍‌ ଅଧ୍ୟାପକ ଆନ୍ଦୋଳନର ଅନ୍ତ

ସମ୍ବଲପୁର,୧୪।୮(ବ୍ୟୁରୋ): ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌) ଅଧ୍ୟାପକଙ୍କ ଆନ୍ଦୋଳନର ମଙ୍ଗଳବାର ଅନ୍ତ ଘଟିଛି। କୁଳସଚିବ ମଙ୍ଗଳବାର ଚିଠି ନଂ-୫୪୨, ତା ୧୩।୮।୧୯ ଅନୁଯାୟୀ ଆନ୍ଦୋଳନରତ ଅଧ୍ୟାପକ ସଂଗଠନକୁ ବେଆଇନ ଘୋଷଣା କରିଛନ୍ତି। ଭିସୁଟ୍‌ ପରିସରରେ ଆନ୍ଦୋଳନ କଲେ…

ନାବାଳିକା ଗାଧୋଇବା ବେଳେ ଭିଡିଓ ରେକର୍ଡିଂ କରି ଯୁବକ ଗିରଫ

ବାରିପଦା ଅଫିସ,୧୪।୮: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଗାଧୁଆ ସମୟର ଦୃଶ୍ୟ ମୋବାଇଲରେ ରେକର୍ଡିଂ କରି ଜଣେ ଯୁବକ ଗିରଫ ହୋଇଛନ୍ତି। ପୋଲିସ ତାଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଙ୍ଗିରିପୋଷି…

ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଲେ ଲାବଣ୍ୟା

ପୁରୀ ଅଫିସ, ୧୪ା୮: ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ-୨୦୧୯ର ବିଜେତା ଓଡ଼ିଆ ଝିଅ ଲାବଣ୍ୟା ଦାଶ ମଙ୍ଗଳବାର ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଆଶୀର୍ବାଦ ନେଇଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ…

ସରକାର, ତଦନ୍ତ ଅଧିକାରୀଙ୍କ ତଣ୍ଟିରେ କାଳିଆ କଣ୍ଟା

ରସୁଲପୁର,୧୪।୮(ଡି.ଏନ୍‌.ଏ.)- କୃଷକଙ୍କ ପାଇଁ କାଳିଆ(କୃଷକ ଆସିଷ୍ଟାନ୍ସ ଫର ଲାଇଭିଲହୁଡ୍‌ ଆଣ୍ଡ ଇନକମ୍‌ ଅଗମେଣ୍ଟେସନ୍‌)ଯୋଜନାକୁ ନେଇ ଦ୍ୱନ୍ଦ ଉପୁଜୁଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଯୋଜନାକୁ ସରକାର ଅତି ତରବରିଆ ଭାବରେ ପ୍ରଣୟନ କରିଥିଲେ। ମାତ୍ର ଯୋଜନାକୁ ନେଇ ସରକାର ଦେଇଥିବା…

ରାହାଡ଼ପୁର ପାହାଡ଼ରେ ବେଆଇନ ଖନନ

ଯାଜପୁର ଅଫିସ,୧୪|୮- ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନସ୍ଥ ରାହାଡ଼ପୁର ଦକ୍ଷିଣପାର୍ଶ୍ୱରେ ଚାଲିଥିବା ବେଆଇନ କଳାପଥର ଖନନଉପରେ ହାଇକୋର୍ଟ ହସ୍ତକ୍ଷେପ କରିଛନ୍ତି। ହାଇକୋର୍ଟରେ ନଂ.୩୦୬୫/୨୦୧୮ରେ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଗତ ଅଗଷ୍ଟ ୬ତାରିଖରେ ଯାଜପୁର ଜିଲାପାଳଙ୍କୁ ୬…

ଉଦ୍ଧାର ନାବାଳକଙ୍କୁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର

ରସୁଲପୁର,୧୪।୮(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଅନ୍ତର୍ଗତ ନଠୁଆବର ହାଟରେ ଥିବା ଏକ ଜଳଖିଆ ଦୋକାନରୁ ମଙ୍ଗଳବାର ଅପରାହ୍ନରେ କୁଆଖିଆ ପୋଲିସ ପକ୍ଷରୁ ଜଣେ ନାବାଳକଙ୍କୁ ଉଦ୍ଧାର କରାଯାଇଛି ା ତାଙ୍କୁୁ ଯାଜପୁର ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛି। ଉକ୍ତ ଜଳଖିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?