ନିଜେ ଭିନ୍ନକ୍ଷମ, ମାଏକିନା ମାନ୍ସିକ ରୁଗୀ:ଭଗବାନ ଭରସାରେ ବୁରୁଧ୍ ଦମ୍ପତି
ଲୋଇସିଂହା,୧୫।୮(ଡି.ଏନ୍.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଭାଲିଆମୁଣ୍ଡା ଗାଁର ବୁରୁଧ୍ ଦମ୍ପତି ଶଙ୍କର ମିଶ୍ର(୭୫) ଆର ମାଏକିନା ସୁଗନ୍ଧା(୭୦)। ଦମ୍ପତିକଁର ପିଲାଛୁଆ ନାଇଁ। ଏହେଦେ ଇ ଅସାହା ଦମ୍ପତି ବଡା ଗୁଲ୍ଗୁଲା ହେଇ ଜୀବନ୍ ବିତଉଛନ୍। ଗଲା ୫ ଦିନ୍ ହେଲା…
ଗଣିଆରେ ବନ୍ୟା ପରିସ୍ଥିତି, ୫ ପଞ୍ଚାୟତର ୭୩ ଗାଁ ଜଳବନ୍ଦୀ
ଗଣିଆ,୧୫।୮(ଡି.ଏନ.ଏ.)-ଗତ ୩ଦିନ ଧରି ଲଗାଣ ବର୍ଷା ହେବା ଫଳରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ନୟାଗଡ଼ ଜିଲା ଗଣିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ା ଗତ ମଙ୍ଗଳବାର ସକାଳୁ ମହାନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ବୁଧବାର…
‘ଯବାନମାନେ ହିଁ ପ୍ରକୃତ ସ୍ବାଧୀନତା ସଂଗ୍ରାମୀ’
ନୟାଗଡ଼ ଅଫିସ,୧୫।୮-୧୯୪୭ ମସିହା ଅଗଷ୍ଟ ୧୫। ୭୨ ବର୍ଷ ତଳେ ଏହି ଦିନ ଆମ ଦେଶ ଚାଖିଥିଲା ସ୍ବାଧୀନତାର ସ୍ବାଦ। ଗୁରୁବାର ଦେଶ ପାଳନ କରିବ ୭୩ ତମ ସ୍ବାଧୀନତା ଦିବସ। ଦିଲ୍ଲୀର ଲାଲକିଲାଠାରୁ ଆରମ୍ଭ କରି ଗ୍ରାମରେ ଥିବା କୋଠ…
ବନ୍ୟାରେ ଲୋକେ ସଂଗ୍ରହ କରୁଛନ୍ତି ଜାଳକାଠ
ଖଣ୍ଡପଡ଼ା,୧୫ା୮(ସ୍ବ.ପ୍ର.)-ଉପର ମୁଣ୍ଡରେ ପ୍ରବଳ ଓ ଲଗାଣ ବର୍ଷା ଯୋଗୁ ମହାନଦୀ ଓ ଏହାର ଉପନଦୀ କମେଇ, କୁଆଁରିଆ, କାଳୀଗିରି ଓ କୁସୁମୀ ନଦୀଗୁଡିକରେ ବନ୍ୟା ଦେଖାଦେଇଛି ା ବିିଭିନ୍ନ ନଦୀର ଜଳପତ୍ତନ ବୃଦ୍ଧି ପାଇଥିବା କାରଣରୁ ଲୋକେ ଆଶଙ୍କାରେ ରହିଛନ୍ତି। ତେବେ…
ଚୋରି ଉଦ୍ୟମ ବେଳେ ଧରାପଡ଼ିଲେ ୩ ଚୋର:ଗୋଡ଼େଇ ଗୋଡ଼େଇ ପିଟିଲେ ଗ୍ରାମବାସୀ
ରଣପୁର,୧୫।୮(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ନରେନ୍ଦ୍ରପୁର ପଞ୍ଚାୟତ ଡିହଗଁାରେ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ଉଦ୍ୟମ କରି ଖସି ପଳାଉଥିବାବେଳେ ୩ ଚୋର ଧରାପଡିଛନ୍ତିି। ଏମାନେ ହେଲେ ରଣପୁର ଥାନା ଉଆସପାଟଣା ଗଁାର ସେତ ବାରିକ, ପାଇକସାହିର କୃଷ୍ଣ…
ମହାନଦୀରେ ବନ୍ୟା, ରାସ୍ତାରେ ଆଣ୍ଠୁଏ ପାଣି:ମଣିପୁର ଓ ହନୁମନ୍ତପ୍ରସାଦ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ
ଭାପୁର,୧୫ା୮(ଡି.ଏନ.ଏ): ମହାନଦୀର ପ୍ରଥମ ବନ୍ୟା ଜଳରେ ଭାପୁର ବ୍ଲକର ମଣିପୁର ଓ ହନୁମନ୍ତପ୍ରସାଦ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଅବସ୍ଥାରେ ରହିଛି। କରବର-ବୈଦ୍ୟେଶ୍ୱର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି। ବ୍ଲକର ୭ ପଞ୍ଚାୟତର ୫ହଜାର ଏକର…
ପଞ୍ଚାୟତ ସମିତିର ବିଭିନ୍ନ ସମସ୍ୟା, ସଭ୍ୟାସଭ୍ୟଙ୍କୁ ଅଣଦେଖା ନେଇ ଦାବିପତ୍ର
କୋରେଇ,୧୪ା୮(ସ୍ବ.ପ୍ର.)- ଓଡ଼ିଶା ରାଜ୍ୟ ପଞ୍ଚାୟତ ସମିତି ସଭ୍ୟାସଭ୍ୟ ମହାସଙ୍ଘ କୋରେଇ ଶାଖା ପକ୍ଷରୁ ବୁଧବାର ପଞ୍ଚାୟତ ସମିତିର ବିଭିନ୍ନ ସମସ୍ୟା ଓ ସଭ୍ୟାସଭ୍ୟଙ୍କୁ ଅଣଦେଖା ନେଇ କୋରେଇ ବିଡିଓଙ୍କୁ ୮ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏ ସଂକ୍ରାନ୍ତରେ ଆସନ୍ତା ୧୬…
ରୋଗୀ କଲ୍ୟାଣ ସମିତି ବୈଠକ:ଡାକ୍ତର ପଦବୀ ଖାଲି ପଡିଥିବା ନେଇ ଅସନ୍ତୋଷ
କଳିଙ୍ଗନଗର,୧୫।୮(ଡି.ଏନ୍.ଏ.)- ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବିପିଓ ଜୋସ୍ନାମୟୀ ନାୟକଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁକିନ୍ଦା ବିଧାୟକ ପ୍ରିତୀରଞନ ଘଡ଼ାଇ ଯୋଗଦେଇ ଡାକ୍ତର ଖାନାର ଭିତ୍ତିଭୂମିର ବିକାଶ ପାଇଁ ପ୍ରର୍ଯ୍ୟାପ୍ତ…
୨ ଦୁର୍ବୃତ୍ତଙ୍କୁ କାବୁକରି ପୋଲିସ ଜିମା ଦେଲେ ଲୋକେ:ପଲସର, ଦେଶୀ ବନ୍ଧୁକ ଜବତ
ଧର୍ମଶାଳା,୧୫।୮(ଡି.ଏନ୍.ଏ.)- ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବୁଦ୍ଧ ଛକଠାରେ ବୁଧବାର ୨ଜଣ ଦୁର୍ବୃତ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସ ଜିମା ଦେଇଛନ୍ତି। ପୋଲିସ ସେମାନଙ୍କଠାରୁ ଏକ ପଲସର ଓ ଦେଶୀ ବନ୍ଧୁକ ଜବତ କରିଛି। ତେବେ ଯୁବକଦ୍ୱୟ ସେମାନଙ୍କ ପରିଚୟ…
ବୀର ସଂଗ୍ରାମୀଙ୍କୁ ଝୁରୁଛି ବରୀ ମାଟି: ସ୍ମୃତିପୀଠ, ସଂଗ୍ରାମୀ ଭବନର ପାଚେରୀ ନିର୍ମାଣ ଦାବି
ବରୀ/ରତ୍ନଗିରି,୧୫।୮(ସ୍ବ.ପ୍ର/ଡି.ଏନ୍.ଏ.)- ଆଜି ଭାରତବର୍ଷ ୭୩ ତମ ସ୍ବାଧୀନତା ଦିବସ ପାଳନ ନେଇ ଉତ୍ସବମୁଖର ହୋଇଛି। ହେଲେ ଯାଜପୁର ଜିଲା ବୀରମାଟି ବରୀରେ ଚଳିତ ବର୍ଷ ଗୋଟିଏ ଦିନରେ ସ୍ବାଧୀନତା ଦିବସ ଓ ଶହୀଦ ଦିବସ ପାଳନ ହେଉଛି। ୧୯୪୨ ଅଗଷ୍ଟ ଗହ୍ମା…
ଦଳେଇଘାଇଠାରେ ବିପଦ ସଙ୍କେତଠାରୁ ୪ ଫୁଟ୍ ୯ ଇଞ୍ଚ୍ ତଳେ ବନ୍ୟାଜଳ ପ୍ରବାହିତ
ବିରିଡ଼ି,୧୪ା୮(ଡି.ଏନ.ଏ.): ଦଳେଇଘାଇଠାରେ ବୁଧବାର ବନ୍ୟାଜଳ ବିପଦ ସଙ୍କେତଠାରୁ ୪ଫୁଟ୍ ୯ଇଞ୍ଚ୍ ତଳେ ପ୍ରବାହିତ ହେଉଛି। ଅର୍ଥାତ୍ ସନ୍ଧ୍ୟାରେ ୫୨ ଫୁଟ୍ ୩ ଇଞ୍ଚ ରହିଛି। ଏଣୁ ଆଗକୁ ବନ୍ୟାଜଳ ବଢ଼ିବା ଆଶଙ୍କା କରାଯାଉଛି। ଏଥିପାଇଁ ଜଳସମ୍ପଦ ବିଭାଗ ଅଭିଜ୍ଞ ଅଧୀକ୍ଷଣଯନ୍ତ୍ରୀ ବିଜୟ…
ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅସହାୟତା: ଗୋଡ ନଥାଇ ମଧ୍ୟ କରୁଛନ୍ତି ଚାଷ
ଗୋବିନ୍ଦପାଲ୍ଲୀ, ୧୪ା୮(ଡି.ଏନ.ଏ.): ଇଚ୍ଛାଶକ୍ତି, ଦୃଢ ମନୋବଳ ଆଗରେ ସବୁକିଛି ସମ୍ଭବ । ଏହାକୁ ଜଣେ ଚାଷୀ କ୍ଷେତରେ ପ୍ରମାଣିତ କରି ଦେଖାଇଛନ୍ତି। ତାଙ୍କ ନାଁ ସନ୍ୟା ଗୁଟା। ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମାଝିଗୁଡା ଗ୍ରାମରେ ତାଙ୍କ ଘର। ତେବେ ସନ୍ୟା…

