ଏସ୍ସିବି ମେଡିକାଲରେ ଅଘଟଣ: ତିନି ମହଲାରୁ ଡେଇଁ ରୋଗୀ ମୃତ
କଟକ ଅଫିସ, ୧୨।୧୦: କଟକ ଏସ୍ସିବି ମେଡିକାଲର ତିନି ମହଲାରୁ ଡେଇଁ ଶନିବାର ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ନୂଆ ମେଡିସିନ ବିଭାଗ ନିରାଶ୍ରୟ ଓ୍ବାର୍ଡ ତିନି ମହଲାରେ ଥିବା ଏକ ଝରକା ଗ୍ରୀଲ ତାଡ଼ି ଜଣେ ରୋଗୀ ଡେଇଁପଡ଼ିଥିବା ଅନୁମାନ…
ମଦ ଜବତ, ୫ କୋର୍ଟ ଚାଲାଣ
ବଡ଼ବିଲ,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିିଲା ବଡ଼ବିଲ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪୫ ଲିଟର ମହୁଲି ମଦ ଜବତ କରିବା ସହ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ବଡ଼ବିଲ ଥାନା ଅନ୍ତର୍ଗତ ଗୌର ଗ୍ୟାରେଜ ଅଞ୍ଚଳର ମହେଶ…
ଟ୍ରକ୍ ଧକ୍କାରେ ଛାତ୍ର ମୃତ, ୨ ଗୁରୁତର: କଟକ-ପାରାଦୀପ ରାସ୍ତା ଅବରୋଧ
ପାରାଦୀପ, ୧୨।୧୦(ସ୍ବ.ପ୍ର.): କଟକ-ପାରାଦୀପ ରାସ୍ତାର ଭୂତମୁଣ୍ଡାଇ ନିକଟ ବରେଇ ଛକରେ ଶନିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଛାତ୍ର ହେଲେ ବରେଇ ଗ୍ରାମର…
ବଡ଼ ବଜାର ପୋଷ୍ଟ ଅଫିସ କମ୍ପ୍ୟୁଟର ଅଚଳ: ସେବା ଠପ୍
ଗଞ୍ଜାମ,୧୨।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ବଡ଼ ବଜାରରେ ଥିବା ପୋଷ୍ଟ ଅଫିସ କମ୍ପ୍ୟୁଟର ୨୦ ଦିନରୁ ଊର୍ଦ୍ଧ୍ୱ ହେବ ଅଚଳ ରହିଛି। ଫଳରେ ପୋଷ୍ଟ ସମ୍ବନ୍ଧୀୟ ସେବା ଠପ୍ ହୋଇଯାଇଛି। ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଅଞ୍ଚଳବାସୀ ଅଫିସ…
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି
ଖୋର୍ଦ୍ଧା ଅଫିସ, ୧୨।୧୦: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଶୁକ୍ରବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। ଡକାୟତମାନେ ମାସର ୨ୟ ଶନିବାର ଅର୍ଥାତ୍ ଛୁଟି ଦିନକୁ ଦୃଷ୍ଟିରେରଖି ବ୍ୟାଙ୍କର ଝରକା ଭାଙ୍ଗି ଭିତରେ ପଶିଛନ୍ତି।…
ବଜ୍ରପାତରେ ୨ ମୃତ
ଖୋର୍ଦ୍ଧା ଅଫିସ, ୧୨।୧୦: ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା ପୁବୁସାହି ପଞ୍ଚାୟତ ଚାନ୍ଦପୁର ଗଁ।ର ପ୍ରହଲ୍ଲାଦ ବେହେରା(୩୫) ଓ ଜଙ୍କିଆ ଥାନା ଓରବରସିଂର ଲେଖନପୁର ଗଁ।ର ଉତ୍ତମ ଜେନା(୬୦)। ଉଭୟଙ୍କ ମୃତଦେହକୁ ଖୋର୍ଦ୍ଧା…
ଭଉଣୀର ମୃତଦେହକୁ ମିଳିଲାନି କାନ୍ଧ: ସାଇକେଲରେ ବୋହି ଅନ୍ତିମ ସତ୍କାର କଲେ ୨ ଭାଇ
ଚନ୍ଦାହାଣ୍ଡି, ୧୨।୧୦(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତ ମଡ଼ିଗାଁରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭଉଣୀ ମୃତଦେହକୁ କାନ୍ଧ ନ ମିଳିବାରୁ ୨ ଭାଇ ଏକ ସାଇକେଲରେ ବୋହି ନେଇ ଅନ୍ତିମ ସତ୍କାର କରିଛନ୍ତି। ପ୍ରକୃତ…
ଶ୍ରୀକ୍ଷେତ୍ରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅବହେଳିତ
ପୁରୀ ଅଫିସ,୧୨।୧୦: ଶ୍ରୀକ୍ଷେତ୍ରର ବିକାଶ ଲାଗି ସରକାର ଗୁରୁତ୍ୱାରୋପ କରୁଛନ୍ତି। ଅନ୍ୟପଟେ ପୁରୀ ସହରରେ ଅବହେଳିତ ହୋଇପଡିଛନ୍ତି ମହାପୁରୁଷ। ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। କେଉଁଠି ମୂର୍ତ୍ତି ଭାଙ୍ଗିଗଲାଣି ତ, ଆଉ କେଉଁଠି ପ୍ରତିମୂର୍ତ୍ତିରେ…
ବେଆଇନ ଗଚ୍ଛିତ କାଠ ଗୋଦାମରେ ଚଢ଼ାଉ
ଭଦ୍ରକ ଅଫିସ,୧୨।୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଇଚ୍ଛାପୁର ଗାଁର ଏକ କାଠ ଗୋଦାମରେ ଶନିବାର ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ବେଳେ ବେଆଇନ ଭାବେ ଗଚ୍ଛିତ ଥିବା ପଟା ଓ ସାଇଜ କାଠକୁ ଜବତ କରାଯାଇଛି।…
ଧାମରା ବନ୍ଦରରେ ଅଘଟଣ: ସର୍ଟଶର୍କିଟରେ ୩ ଆହତ
ଚାନ୍ଦବାଲି,୧୨ା୧୦(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମରା ବନ୍ଦର(ଆଦାନୀ)ରେ ଶନିବାର ସକାଳେ ଅଘଟଣ ଘଟିଛି। ବିଦ୍ୟୁତ୍ ସର୍ଟଶର୍କିଟ ଯୋଗୁଁ କମ୍ପାନୀରେ କାମ କରୁଥିବା ୩ କର୍ମଚାରୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ରାଜାରାମ(୨୮), ଜୟୀରାମ(୩୦) ଓ ବୁଲବୁଲ୍ (୨୫)। ସମସ୍ତ ଶ୍ରମିକଙ୍କ ଘର ବିହାର…
ଜଙ୍ଗଲରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ
ପାଟଣା,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ଜାମୁନାଳିଆ ଗାଁ ନିକଟରେ ଥିବା ସନ୍ନିକଟ ଜଙ୍ଗଲରୁ ଶନିବାର ସକାଳୁ ଜଣେ ବୃଦ୍ଧଙ୍କର ଝୁଲନ୍ତା ମୃତଦେହ ଠାବ ହୋଇଛି। ମୃତକ ଜଣକ ହେଉଛନ୍ତି ଉକ୍ତ ଗାଁର ୮୦ ବର୍ଷୀୟ କୃଷ୍ଣଚନ୍ଦ୍ର ମାହାକୁଡ଼।…
ଜଙ୍ଗଲରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ପାଟଣା ,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ଜାମୁନାଳିଆ ଗ୍ରାମ ନିକଟ ଏକ ଜଙ୍ଗଲରୁ ଶନିବାର ସକାଳେ ଜଣେ ବୃଦ୍ଧଙ୍କର ଝୁଲନ୍ତା ମୃତଦେହ ଠାବ ହୋଇଛି। ସେ ହେଲେ ଉକ୍ତ ଗ୍ରାମର କୃଷ୍ଣଚନ୍ଦ୍ର ମାହାକୁଡ଼(୮୦)। ପ୍ରକାଶ ଯେ, ଶନିବାର…

