ଆମ ଜିଲା ଖବର

ଦୁଇ ନାବାଳିକାଙ୍କ ସଲିଳ ସମାଧି

ହାଟଡିହୀ,୧୩।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ମଧୁବନ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି ା ଗ୍ରାମର ଦୁଇ ନାବାଳିକାଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ସେମାନେ ହେଲେ ସୁରେଶ ମହାକୁଡ଼ଙ୍କ ଝିଅ ଅନିତା(୮) ଓ ଅଭିମନ୍ୟୁ…

ଶଟର ଭାଙ୍ଗି ଗହଣା ଦୋକାନରେ ଚୋରି

ନୀଳଗିରି,୧୩।୭(ଡି.ଏନ.ଏ.): ନୀଳଗିରି ଥାନା ଅଧୀନ ସନ୍ତରାଗଡିଆ ବଜାରରେ ନ୍ୟୁ ନାରାୟଣ ଜୁଏଲାରି ଦୋକାନରୁ ଲୁଟ୍‌ ହୋଇଛି। ଶୁକ୍ରବାର ବିଳମ୍ବତି ରାତିରେ କେହି ଦୁର୍ବୃତ୍ତ ଶଟର ଭାଙ୍ଗି  ରୁପା ଅଳଙ୍କାର ସବୁ ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୧୫ହଜାର…

ଟ୍ରାଫିକ୍‌ ସଂଯୋଜକ ସମ୍ମାନିତ

ଅତାବିରା,୧୩।୭(ଡି.ଏନ୍‌.ଏ): ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳର ଜନସାଧାରଣଙ୍କୁ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ୨୦୧୪ରୁ ଟ୍ରାଫିକ୍‌ ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିବା ପଶ୍ଚିମ ଓଡିଶା ଟ୍ରାଫିକ୍‌ ସଚେତନତା ସଂଯୋଜକଙ୍କୁ ସମ୍ମାନିତ କରାଯାଇଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଓ ବାହୁଡାରେ ପୁରୀର ଜନସାଧାରଣଙ୍କୁ…

ଦୁଗ୍ଧ ଶୀତଳିକରଣ ଭଣ୍ଡାର ସମ୍ମୁଖରେ କ୍ଷୀର ଢ଼ାଳି ପ୍ରତିବାଦ କଲେ ଚାଷୀ

ବାସୁଦେବପୁର,୧୩।୭(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ସ୍ଥିତ ଦୁଗ୍ଧ ଶୀତଳିକରଣ ଭଣ୍ଡାର ସମ୍ମୁଖରେ ଶନିବାର ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶୁକ୍ରବାର ରାତିରେ ମଧ୍ୟ ଚାଷୀମାନେ କ୍ଷୀର ଢ଼ାଳି ପ୍ରତିବାଦ ପଦର୍ଶନ କରିଥିଲେ। ସୂଚନାଯୋଗ୍ୟ, ଦୁଗ୍ଧ ଶୀତଳିକରଣ ଭଣ୍ଡାର ପକ୍ଷରୁ ବିଭିନ୍ନ…

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ: କ୍ଷତି ପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାଜପଥ ଅବରୋଧ

ପାଟଣା,୧୩।୭(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ରେଙ୍ଗାଳବେଡା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ମୁରୁସୁଆଁ ଗାଁର…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗଲା ୩ ଜୀବନ

ତାଳଚେର ନି.ପ୍ର./ପବିତ୍ରନଗର,୧୩।୭ (ଡିଏନଏ): ଅନୁଗୋଳ ଜିଲା ସମଲ ଥାନା ବୁରୁକୁନା ପଞ୍ଚାୟତ ନାଇକାନାଳିଠାରେ ଜାତୀୟ ରାଜପଥ ୧୪୯ରେ ଶନିବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ…

ଚରମ ସୀମାରେ ପରଶାସନିକ ଅବହେଲା:ଭଂଗା କୁରିଆରେ ଜୀବନ୍‌ ବିତଉଛନ୍‌ ଅଁଧ୍‌ ଦମ୍ପତି

ଭବାନୀପାଟଣା,୧୩ା୭ (ଡି.ଏନ୍‌.ଏ.): – ଗରିବ୍‌ ଦୁଖି, ବିଧବା, ଦିବ୍ୟାଙ୍ଗମାନକର ଲାଗି ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଅନେକ ଯୋଜନା କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ସରକାରୀ ସର୍ଭେରେ ଭୁଲଭଟକା, ଅଧ୍‌କାରୀମାନକର ବେପରୁଆ କାମକାଯ୍‌ ଲାଗି ଅନେକ…

ପୁଡ଼ା ମାଟିର କାରିଗର ମନବୋଧ:ଟେରାକୋଟା ବୁରତି ଦେଇଛେ ପରିଚଏ

ବରପାଲି, ୧୩।୭ (ଡି.ଏନ୍‌.ଏ): – ସାହିତିଅ ଆର କପଟାବୁନା କାରିଗରୀରେ ନଁ। କମେଇଥିବାର କବି ଗଙ୍ଗାଧର ମେହେରକଁର ଜନମ୍‌ ଠାନ୍‌ ହେଉଛେ ବରପାଲି। ଆଗରୁ ପାଟଶାଢ଼ୀ ଆର ମଠା କାରିଗରୀର ଲାଗି ବରପାଲି ଦେଶ ବିଦେଶରେ ନଁ। କମେଇ ପାରିଛେ। ସେନ୍‌ତା…

ଭତା ପାଏଲେ ଦୁଇ ଦିବ୍ୟାଙ୍ଗ ବହେନ୍‌

ଲୋଇସିଂହା,୧୩।୭(ଡି.ଏନ୍‌.ଏ): – ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଁଚେତ୍‌ ସଦର ଗଁ। ର ଦୁଇ ଦିବ୍ୟାଙ୍ଗ ବହେନ୍‌ ଚାର ଭୋଇ(୪୫) ଆର ସୁଦ୍ରା(୪୦)। ବ୍ଲକ ପରଶାସନ ତରଫୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରି ଲୋଇସିଂହା ବିଡିଓ ରାମଚନ୍ଦ୍ର ଖାଡ଼ିଆ…

ଆଜି ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ: ନାମ ଲେଖାଇଲେନି ୧୨୦ ଛାତ୍ରୀଛାତ୍ର

ଅନୁଗୋଳ ଅଫିସ, ୧୩।୭- ଅନୁଗୋଳ ଜୁନିୟର ମହାବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି। ଶନିବାର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ। ଏହାପରେ ସୋମବାର ଠାରୁ ଛାତ୍ରୀଛାତ୍ରଙ୍କ…

ସୁନାବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ,୧୩।୭ – ଶୁକ୍ରବାର ରାତି ସାଢେ ୭ଟାରେ ହରିଶୟନ ଏକାଦେଶୀ ଉପଲକ୍ଷେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥରେ ସୁନା ବେଶରେ ଦର୍ଶନ ଦେଇଥିଲେ। ରଥଗଡାଠାରେ ଦୁଇରଥ ପହଞ୍ଚିବା ପରେ ଠାକୁରଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ରାଜା କାମାକ୍ଷା ପ୍ରସାଦ ସିଂହଦେଓ…

ବାହୁଡ଼ିଲେ ମହାପ୍ରଭୁ, ଆଜି ଯିବେ ରତ୍ନବେଦି

ଢେଙ୍କାନାଳ ଅଫିସ,୧୩ା୭ – ଢେଙ୍କାନାଳରେ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଅପରାହ୍ନ ୫ଟା ୧୫ରେ ବଡରଥ ଓ ସାଢେ ୫ଟାରେ ମହିଳାମାନେ ଟାଣୁଥିବା ସାନରଥ ରଥଗଡାଠାରେ ଲାଗିଥିଲା। ସନ୍ଧ୍ୟାରେ ହରଶୟନ ଏକାଦଶୀ ଉପଲକ୍ଷେ ଶ୍ରୀଜୀଉ ଶ୍ରଦ୍ଧାଳୁମାନଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri