ଆମ ଜିଲା ଖବର

ଚୋରି ସାମଗ୍ରୀ କ୍ରୟ ଘଟଣା: ୨ କ୍ରେତା କୋର୍ଟ ଚାଲାଣ

ବିଜେପୁର,୧୯।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ପୋଲିସ ଏକ ଚୋରି ରାକେଟ ଠାବ କରି ମୁଖ୍ୟ ଅଭିଯୁକ୍ତ ସମେତ ୫ଜଣଙ୍କୁ ବୁଧବାର କୋର୍ଟ ଚାଲାଣ କରିଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତ ଚୋରି ସାମଗ୍ରୀକୁ କ୍ରୟ କରିବା ଅଭିଯୋଗରେ ଦୁଇଜଣ କ୍ରେତାଙ୍କୁ ଗୁରୁବାର…

ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘର ଅନଶନ

ରାୟଗଡ଼ା ଅଫିସ,୧୯।୧୨: ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ପକ୍ଷରୁ ୧୦ଟି ଦାବି ନେଇ ରାୟଗଡ଼ା ଡିଭିଜନ ସମ୍ମୁଖରେ ଅନଶନ ପୂର୍ବାହ୍ନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଚାଲିଛି। ଗ୍ରାମୀଣ ଡାକସେବକ ସଂଘ (ଜିଡିଏସ)ସପ୍ତମ ବେତନ କମିଶନ କମଲେଶ ଚନ୍ଦ୍ରା ରିପୋର୍ଟ ୨୦୧୮…

ବନବିଭାଗର ଚଢ଼ାଉ ପ୍ରତିବାଦରେ ଡିଏଫ୍‌ଓ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ଧାରଣା

ରାଜନଗର,୧୯।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ବୁଧବାର ରାଜନଗର ବନବିଭାଗ ପକ୍ଷରୁ ବାର୍‌ହା ମାଂସ ଜବତ କରିବା ଲାଗି ଚଢ଼ାଉ କରାଯାଇଥିଲା। ହେଲେ ଚଢ଼ାଉ ସମୟରେ ବାର୍‌ହା ମାଂସ ନ ପାଇ ବନ ବିଭାଗ ଫେରି ଆସିଥିଲେ। ଏହାକୁ…

ଖରିଫ୍‌ ଧାନ ଶସ୍ୟବୀମା ପ୍ରଦାନ ଦାବି: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ଜମନକିରା,୧୯।୧୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ମିଳିତ ଚାଷୀ ସଂଗଠନ ପକ୍ଷରୁ ଶସ୍ୟବୀମା ରାଶି ପ୍ରଦାନ ଦାବିରେ କୁଚିଣ୍ଡା ଉପଖଣ୍ଡରେ ଥିବା ୫୫ଟି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ନିଷ୍ପତ୍ତି ହୋଇଛି। ଏହିକ୍ରମରେ ଜମନକିରା ବ୍ଲକ୍‌ରେ ୨୧ଟିରୁ ଅଦ୍ୟାବଧି ୭ଟି ପଞ୍ଚାୟତ…

ମୋବାଇଲ ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାଶ, ୫ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୧୯।୧୨: ବରଗଡ଼ ଜିଲା ପାଇକମାଳସ୍ଥିତ ଏକ ମୋବାଇଲ ଦୋକାନରୁ ଗତ ୧୧ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଚୋରି ହୋଇଥିବା ୨୨ଟି ମୋବାଇଲ ପୋଲିସ ଜବତ କରିବା ସହିତ ଅନ୍ୟ ସମସ୍ତ ସାମଗ୍ରୀ ଉଦ୍ଧାର…

ଦାରିଙ୍ଗବାଡ଼ିରେ କୋହଲା ପାଗ ସାଙ୍ଗକୁ ଫେରିଲା ଶୀତ: ୧୦ଡିଗ୍ରୀକୁ ଖସିଲା ତାପମାତ୍ରା

ଦାରିଙ୍ଗବାଡ଼ି,୧୯।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ କିଛିଦିନ ହେଲା ଶୀତ କମିଥିବାବେଳେ ଗୁରୁବାରଠାରୁ ପୁଣି ବୃଦ୍ଧି ପାଇଛି। ଗୁରୁବାର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀକୁ ପୁଣି ଖସି ଆସିଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଯାହାକି ଚଳିତ ସପ୍ତାହର ସବୁଠାରୁ…

ଧରିତ୍ରୀର ପ୍ରଭାବ: ଅଧା ତିଆରି ରାସ୍ତାରେ ପଡିଲା ପିଚୁ

ମାଲକାନଗିରି, ୧୯।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା ସୁବାଷ ବୋସ ଛକ ଠାରୁ ଦୈନିକ ବଜାର ଓ ପୁରୁଣା ଥାନା ଦେଇ ଆଇସିଆଇସିଆଇ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ମେଟାଲ ବିଛାଇ ଦୀର୍ଘ ଚାରିମାସ ବିତି ଯାଇଥିଲେ ମଧ୍ୟ ପିଚୁ…

କୃଷିଋଣ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ହରିଲୁଟ୍‌, କୁମ୍ଭାରପଡ଼ା ଥାନାରେ ଅଭିଯୋଗ

ପୁରୀ ଅଫିସ,୧୯।୧୨: ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ଏକ ଘରୋଇ ବ୍ୟାଙ୍କ ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ଏକ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କଠାରୁ କୃଷିଋଣ ସହାୟତା ପ୍ରଦାନ ଲାଗି ପ୍ରାୟ ୭ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ଏନେଇ…

ସାଢେ ତିନିବର୍ଷ ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା: ଅଭିଯୁକ୍ତ ଯୁବକଙ୍କୁ ଫାଶୀ ଦଣ୍ଡାଦେଶ

କେନ୍ଦୁଝର,୧୯।୧୨(ସ୍ବ.ପ୍ର): ସାଢ଼େ ତିନିବର୍ଷର ଶିଶୁକନ୍ୟାକୁ ବଳାତ୍କାର ଓ ହତ୍ୟା ମାମଲାରେ ଗୁରୁବାର ସ୍ଥାନୀୟ ଜିଲା ଦୌରାଜଜ୍‌ କୋର୍ଟ ଜଣେ ଅଭିଯୁକ୍ତ ଯୁବକଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଯୁବକ ହେଲେ ଚମ୍ପୁଆ ଥାନାର ସସାଙ୍ଗ ଗ୍ରାମର ସୁନୀଲ ନାୟକ। ୨୦୧୭ ଜାନୁୟାରୀ ୧୩…

ମୁଖ୍ୟ ଶାସନ ସଚିବଙ୍କ ବଡବିଲ ଗସ୍ତ, ଉଦଘାଟନ କଲେ ଉସୁ ଇଣ୍ଡୋର ଷ୍ଟାଡିୟମ

ବଡବିଲ, ୧୯।୧୨(ସ୍ବ.ପ୍ର.): ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ବଡବିଲ ଗସ୍ତରେ ଯାଇଛନ୍ତି। ସେଠାରେ ଉସୁ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ କରିବା ସହ ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ କୁମାର…

ସ୍ବର୍ଗଦ୍ୱାରର ହଟିଲା ବିଜୁ ବାବୁଙ୍କ ସମାଧିପୀଠ

ପୁରୀ ଅଫିସ,୧୯।୧୨: ପୁରୀ ସ୍ବର୍ଗଦ୍ୱାରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ପୀଠକୁ ହଟାଇ ଦିଆଯାଇଛି। ବୁଧବାର ରାତିରେ ପ୍ରଶାସନ ପକ୍ଷରୁ ଏହି ସ୍ମୃତିପୀଠକୁ ଉଚ୍ଛେଦ କରାଯାଇଛି। ସ୍ବର୍ଗଦ୍ୱାରର ପୁନରୁଦ୍ଧାର କାମ ପାଇଁ ସରକାରଙ୍କ ପକ୍ଷରୁ ୫ କୋଟି ଟଙ୍କା…

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ଉଚ୍ଛେଦ ପ୍ରକ୍ରିୟା ଜାରି, ବାସେଳିସାହି ମୌଜାରେ ଭଙ୍ଗା ଯାଉଛି କୋଠା

ପୁରୀ ଅଫିସ,୧୯।୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ବୁଧବାର ଗଡ଼ନ୍ତି ଛକରେ ଥିବା ଦୁଇଟି ଲଜ୍‌ ଓ ଗୋଟିଏ ବ୍ୟକ୍ତିଗତ କୋଠା ଭଙ୍ଗା ଯାଇଥିବା ବେଳେ ଗୁରୁବାର ଶ୍ରୀମନ୍ଦିର ପଶ୍ଚିମ ପାର୍ଶ୍ୱସ୍ଥିତ ବାସେଳିସାହି ମୌଜାର ଏକ ତିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?