ଆମ ଜିଲା ଖବର

କୁକୁଡ଼ା ବୋଝେଇ ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ: କୁକୁଡ଼ା ବୋହିନେଲେ ଲୋକେ

ପାଟଣା,୨୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରେଙ୍ଗାଳବେଡ଼ା ୪୯ ନଂ ଜାତୀୟ ରାଜପଥ ନିକଟ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ବ୍ରଏଲର କୁକୁଡ଼ା ବୋଝେଇ ପିକ୍‌ଅପ ଭ୍ୟାନକୁ ଶୁକ୍ରବାର ସକାଳୁ ପଛପଟୁ ଏକ ଟ୍ରକ ଧକ୍କା ଦେଇଛି। ଫଳରେ କୁକୁଡ଼ା ବୋଝେଇ…

ଘରଖଁଡ଼େ ଲାଗି ଗୁହାରି କରି ନିରାଶ ସୁକାନ୍ତି: ପଲିଥିନ୍‌ ତଲେ ଓ୍ବାର୍ଡ ସଭ୍ୟାକଁର ପରିବାର

ଲାଞ୍ଜିଗଡ଼,୨୦।୧୨ (ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ପଁଚେତ୍‌ ଅଧୀନ ପାଇକବୋରି ଗଁାର ମହେନ୍ଦ୍ର ମାର୍ଥା। ଭଲ ଘରଖଁଡ଼େ ଅଭାବୁ କୁଟୁମବସିଆ ଗୁଟେ ଭଂଗା ଦଦ୍‌ରା ମାଟି କୁରିଆରେ ପଲିଥିନ୍‌ ଢାପି ମୁଡ଼ ଗୁଁଜିଛନ୍‌। ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି…

ହରଭଙ୍ଗା ବ୍ଳକରେ ଆବାସ ଯୋଜନା ବାଟ୍‌ବନା: ବିଲ୍‌ ଟଁକା ଲାଗି ହିତାଧିକାରୀ ହଟ୍‌ହଟା

ବୌଦ୍ଧ,୨୦।୧୨ (ଡି.ଏନ୍‌.ଏ.)- ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ସରକାରୀ ଯୋଜନା ବାଟବନା ହେଇଛେ। ବ୍ଲକର ଅନେକ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ବିଲ୍‌ ଟଁକା ପାଏବାର ଲାଗି ହଟ୍‌ହଟା ହେଉଥିବାର ଅଭିଯୋଗ କରିଛନ୍‌। ସୂଚନା ଅନ୍‌ସାରେ ହରଭଙ୍ଗା ବ୍ଲକ…

ରାଏଜର ସୁଆର୍‌ଥ ଲାଗି ପଦଯାତ୍‌ରା: ଭଟଲିରେ ପୁହୁଁଚିଲେ ସତ୍ୟବ୍ରତ

ଭଟଲି,୨୦।୧୨ (ଡି.ଏନ୍‌.ଏ.)-ଆଏଜ୍‌କାଲିର ଜୀବନ୍‌ ଶଇଲିରେ ଆମେ ଯେଯାହାର କାମେ ବାଇ ରହୁଛୁଁ। ସଖାଲୁ ଉଠ୍‌ଲା ଖଟୁ ରାତିଥି ଖଟ୍‌କେ ଯିବାର ତକ୍‌ ଆମେ ସଭେ ଛୁଆପିଲାକୁଟୁମ, ବେପାରବନିଜ ଚିନ୍‌ତାରେ ରହୁଛୁଁ। ହେଲେ ଗୁରୁବାର ସଖାଲୁ ବରଗଡ଼-ଭଟଲି ରାସ୍‌ତାରେ ଏନ୍‌ତା ଝନେ ଯୁବକ…

ବଏସ୍‌ ୮୦, ଭତାରୁ ବଁଚିତ୍‌ ବିଭୀଷଣ, ସୁଗ୍ରୀ

ଖପା୍ରଖୋଲ, ୨୦।୧୨ (ଡି.ଏନ୍‌.ଏ.)-ସରକାର ଅସାହା ଗରିବ୍‌ ବୁଢ଼ାବୁଢ଼ିକୁଁ ୬୦ ବଛର ହେଲେ ଭତା ଯୁଗେଇଦେବାର ବେବସ୍‌ତା କରିଛନ୍‌। ହେଲେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଦମେଇପାଲି ଗଁାର ବିଭୀଷଣ ରଣା ଆର ସୁଗ୍ରୀ ବରିହାକଁର ବଏସ୍‌ ତାକର କହେବାର ହିସାବେ ୮୦…

ପୌରପାଳିକା ଜାଗାରୁ ମାଟି ଚୋରା ଚାଲାଣ ଘଟଣା: ତଦନ୍ତ ଆରମ୍ଭ କଲେ ତହସିଲଦାର

ଅନୁଗୋଳ ଅଫିସ, ୨୦।୧୨- ଅନୁଗୋଳ ପୌରପାଳିକା ଡମ୍ପିଂୟାର୍ଡ୍‌ ପାଇଁ ମିଳିଥିବା ୫ ଏକର ଜାଗାରୁ ରାତିରେ ମାଟି ଚୋରା ଚାଲାଣ ସମ୍ପର୍କିତ ଖବର ଗୁରୁବାର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲାପାଳ…

ଅନୁଗୋଳରେ ବାରବାଟୀ କ୍ରେଜ୍‌: ଉପସଭାପତିଙ୍କ ଘରେ ପ୍ରବଳ ଗହଳି

ଅନୁଗୋଳ ଅଫିସ, ୨୦।୧୨- କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୨୨ ତାରିଖରେ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ସିରିଜ୍‌ର ନିର୍ଣ୍ଣାୟକ ତଥା ତୃତୀୟ ମ୍ୟାଚ ଖେଳାଯିବ। ତେବେ ଏହି ଏକଦିବସୀୟ ମ୍ୟାଚକୁ ନେଇ ରାଜ୍ୟର କିକ୍ରେଟ୍‌ ପ୍ରେମୀଙ୍କ ମଧ୍ୟରେ ଅଧିକ…

ଭିନ୍ନକ୍ଷମ ହୋଇ ବି ସକ୍ଷମ ଟେରା ମେହେର: ଚକ୍ଷୁ ନ ଥାଇ କରୁଛନ୍ତି ଜୋତା ଚକାଚକ୍‌

ବନ୍ତଳା, ୨୦।୧୨- ଭିନ୍ନକ୍ଷମ ହୋଇଥିଲେ ବି କୌଣସି ସକ୍ଷମ ମଣିଷଙ୍କ ଠାରୁ ସେ କମ୍‌ ନୁହନ୍ତି। ଦୃଢ଼ ଇଚ୍ଛା ଶକ୍ତି ଯୋଗୁ ଆଖି ନ ଥାଇ ମଧ୍ୟ ସେ ଜୋତା ମରାମତି ଓ ପଲିଶ କରି ଚକାଚକ୍‌ କରିଦେଉଛନ୍ତି। ପରିବାର ପ୍ରତିପୋଷଣ…

ଭୂତକୋଠି ହେଲାଣି ରକ୍ତଭଣ୍ଡାର ଗୃହ

ଆଠମଲ୍ଲିକ, ୨୦ା୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକବାସୀଙ୍କ ଆବଶ୍ୟକତାକୁ ଆଖିରେ ରଖି ନିର୍ମାଣ ହୋଇଥିବା ରକ୍ତଭଣ୍ଡାର ଗୃହ ଭୂତକୋଠିରେ ପରିଣତ ହେବାକୁ ବସିଲାଣି। ନିର୍ମାଣକୁ ୧୦ ବର୍ଷ ପୂରିଥିଲେ ହେଁ ଏହାକୁ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯାଉ ନାହିଁ। ଫଳରେ ଲତାବୁଦା ମାଡ଼ିବା…

ରିପୋର୍ଟ ଦେଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା: ଅନ୍ତେବାସୀଙ୍କ ସହ କଲେ ମଧ୍ୟାହ୍ନ ଭୋଜନ

ଅନୁଗୋଳ ଅଫିସ, ୨୦।୧୨-ଦୁଇ ଦିନିଆ ଅନୁଗୋଳ ଜିଲା ଗସ୍ତରେ ଆସିଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଦିବ୍ୟା ଶାଶ୍ୱତୀ ବୁଧବାର ତାଙ୍କ ଗସ୍ତ ଶେଷ କରି ଫେରିଯାଇଛନ୍ତି। ତେବେ ଫେରିବା ପୂର୍ବରୁ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି…

୩ ମାସ ହେବ ଦରମା ଦେଇନି ଠିକାସଂସ୍ଥା: ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ପଡ଼ିଲା ତାଲା

ବଇଣ୍ଡା,୨୦।୧୨(ଡି.ଏନ.ଏ.)-ରାସ୍ତାରେ ଯାଉଥିବା ବାଟୋଇଙ୍କୁ ମାଗଣାରେ ବିଶ୍ରାମ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକର ମୁଖ୍ୟରାସ୍ତା ପାର୍ଶ୍ୱରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ସ୍ଥାପନ କରିଛନ୍ତି। ହେଲେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ନାକିଚିଠାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ନିୟୋଜିତ…

ପୌରପାଳିକାରେ ଖୋଲିଲା ଏଫ୍‌ଏସ୍‌ଏମ୍‌: ଫୋନ୍‌ କଲେ ଘରୁ ନେଇଯିବେ ମଳପଙ୍କ

ଅନୁଗୋଳ ଅଫିସ, ୨୦।୧୨-ଅନୁଗୋଳ ପୌରପାଳିକାରେ ମଳପଙ୍କ ପରିଚାଳନା ସହାୟତା ସେବା କେନ୍ଦ୍ର (ଏଫ୍‌ଏସ୍‌ଏମ୍‌) ଉଦ୍‌ଘାଟିତ ହୋଇଯାଇଛି। ଏଥିସହ ଲୋକଙ୍କ ପାଇଁ ନିଃଶୁଳ୍କ ଫୋନ ନମ୍ବର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଣିକି ଅନୁଗୋଳ ପୌରପାଳିକାବାସୀ ଫୋନ କଲେ ସେମାନଙ୍କ ଘରେ ଗାଡ଼ି ପହଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?