ଆମ ଜିଲା ଖବର

ଇନ୍ଦ୍ରାବତୀକୁ ଜୀବଦାନ ଦେବ ବହୁମୁଖି ପର୍ଯ୍ୟଟନ କ୍ଷେତ୍ର: ପ୍ରସ୍ତୁତି ଆରମ୍ଭ

ତେନ୍ତୁଳିଖୁଣ୍ଟି,୨୧।୮(ଚିଦାନନ୍ଦ ସାହୁ):ସ୍ବାଧୀନତା ଦିବସରେ ନବରଙ୍ଗପୁର ଜିଲାକୁ ମୁଖ୍ୟ ଅତିଥି ଭାବେ ଆସିଥିବା ସମୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳ ଦେଖିବା ସହ ସର୍କିଟ ହାଉସରେ ସମୀକ୍ଷା କରିଥିଲେ। ତାଙ୍କ ନିର୍ଦ୍ଦେଶରେ ଇନ୍ଦ୍ରାବତୀ…

ବୃଦ୍ଧ ବାପାଙ୍କୁ ନିର୍ମମ ଭାବେ ହତ୍ୟା କରି ଗାତରେ ଫିଙ୍ଗିଦେଲେ ପୁଅ, ଦୁଇଦିନ ପରେ…

ଦେବଗଡ଼,୨୧ା୮(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଲା ଥାନା ଗୋହଡ଼ା ଜାମୁନାଳୀ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଚି। ଜଣେ ବୃଦ୍ଧ ବାପାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ସଇତାନ ପୁଅ। ଘର ପଛ ପଟେ ଥିବା ଏକ ଗାତରୁ ଗୁରୁବାର ମୃତଦେହ…

ବେଙ୍ଗାଲୁରୁରୁ ଫେରୁଥିଲେ ଯୁବତୀ, ଭୁଲ୍‌ ବଶତଃ ଆଉ ଏକ ଟ୍ରେନ୍‌ରେ ଉଠିଯିବା ପରେ ନାହିଁ ଖୋଜଖବର

ବୈଶିଙ୍ଗା,୨୧ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ପଦ୍ମନାଭପୁର ଗ୍ରାମର ଯୁବତୀ ବେଙ୍ଗାଲୁରୁରୁ ଫେରୁଥିବାବେଳେ ଭୁଲ ବଶତଃ ଅନ୍ୟ ଏକ ଟ୍ରେନ୍‌ରେ ଉଠିଯିବା ପରେ ତାଙ୍କର ଆଉ କୌଣସି ଖୋଜଖବର ମିଳୁ ନ ଥିବା ପରିସ୍ଥିତିରେ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ପୂର୍ବତନ ନଗରପାଳଙ୍କ ପୁଅ

ଜୁନାଗଡ଼,୨୧ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ତାଲବନ୍ଦପଡ଼ାରୁ ଗୁରୁବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଖରୀରେ ବୁଡ଼ି ଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ କୋଟିଚନ୍ଦ୍ର ମହାଳିକ (୪୨) ବୋଲି ଜଣାପଡ଼ିଛି।…

ଗୋରୁ ଗାଡ଼ି ଜାଳିଦେଲେ ଗୋ’ ରକ୍ଷକ

ଭଦ୍ରକ,୨୧ା୮(ସନାତନ ରାଉତ): ଭଦ୍ରକ ୧୬ ନଂ ଜାତୀୟ ରାଜପଥର ନଳାଙ୍ଗ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଭୋର୍‌ ସମୟରେ ଏକ ଗୋରୁ ଗାଡ଼ିକୁ ଜାଳି ଦେଇଛନ୍ତି ଗୋ’ ରକ୍ଷକ l ୧୨ଟି ଗୋରୁ ଉଦ୍ଧାର କରିଛି ଗ୍ରାମାଞ୍ଚଳ ପୋଲିସ ସୂଚନା ମୁତାବକ…

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

ଖୋର୍ଦ୍ଧା,୨୧ା୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା-ଅବକାରୀ ବିଭାଗର ଚଣ୍ଡେଶ୍ବର ଛକ ନିକଟରେ ଚଢ଼ାଉ କରାଯାଇ ୧୦ କୁଇଣ୍ଟାଲ ୫୦କେଜି ଗଞ୍ଜେଇ ସହ ପିକଅପ୍‌ ଜବତ ହୋଇଥିବାବେଳେ ଜଣେ ଗିରଫ ହୋଇଛନ୍ତି। ସେ ହେଲେ ଖୋର୍ଦ୍ଧା ଗୁଡୁମ ଅଞ୍ଚଳର ପ୍ରିୟରଞ୍ଜନ ପଣ୍ଡା। ଜବତ ଗଞ୍ଜେଇର ଆନୁମାନିକ…

କାର୍‌କୁ ଧକ୍କା ଦେଲା ହାଇଓ୍ବା, ଡ୍ରାଇଭର ନିୟନ୍ତ୍ରଣ ହରାଇ ବସ୍‌ରେ ପିଟିଦେଲେ

ଖୋର୍ଦ୍ଧା,୨୧ା୮(ପ୍ରଭାତ ପାଣିଗ୍ରାହୀ): ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଉପକଣ୍ଠ ପିତାପଲ୍ଲୀ ଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଗୁରୁବାର ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ହାଇଓ୍ବା ଧକ୍କା ଦେଇଥିଲା। କାର୍‌ ଡ୍ରାଇଭର ନିୟନ୍ତ୍ରଣ ହରାଇ ଆଗରେ ଯାଉଥିବା ବସ୍‌ରେ ପିଟି…

ଚଳନ୍ତା ଆମ ବସ୍‌ରେ ଲାଗିଲା ନିଆଁ, ଭିତରୁ ଯାତ୍ରୀମାନଙ୍କୁ…

ଖୋର୍ଦ୍ଧା,୨୧ା୮(ପ୍ରଭାତ ପାଣିଗ୍ରାହୀ): ଗୁରୁବାର ମଧ୍ୟାହ୍ନରେ ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ନିକଟସ୍ଥ ଗଡ଼ଖୋର୍ଦ୍ଧା ଛକରେ ଏକ ଚଳନ୍ତା ଆମ ବସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଓଡ଼ିଶା ରାଜ୍ୟ ପରିବହନ ନିଗମର ଏକ ବସ (ଓଡି-୩୩, ୟୁ-୭୩୪୯) ଜଗତପୁରରୁ ଖୋର୍ଦ୍ଧା ଅଭିମୁଖେ…

୩ ଝିଅଙ୍କୁ ସାଙ୍ଗରେ ନେଇ ମା’ଙ୍କ ଆତ୍ମାହୁତି ଉଦ୍ୟମ, ସ୍ବାମୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରି…

ନିଶ୍ଚିନ୍ତକୋଇଲି,୨୧ା୮(ଅଶୋକ ମହାପାତ୍ର): ୩ ଝିଅଙ୍କ ସହ ଜଣେ ମା’ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ସ୍ବାମୀଙ୍କ ପରକୀୟା ପ୍ରୀତି ସନ୍ଦେହରେ ୩ ଝିଅଙ୍କ ସହ କିରୋସିନି ଢାଳି ମହିଳା ଜଣକ ଆତ୍ମାହୁତି ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ କାବୁକରି ପୋଲିସ…

ସାର କଳାବଜାରି ରୋକିବା ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ, ଗୋଦାମ ସିଲ

ସମ୍ବଲପୁର,୨୧।୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବିଶେଷକରି ୟୁରିଆ ସାର କଳାବଜାରି ରୋକିବାକୁ ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଜିଲା କୃଷକ ସୁରକ୍ଷା ସଂଗଠନର ଅଭିଯୋଗ ମିଳିବା ପରେ ସାର କଳାବଜାରିରେ ଲିପ୍ତ ୩ ଅସାଧୁ…

ମୂଲ୍ୟବାନ ଗଛ ଚାରି କରିବାକୁ ପ୍ରୟାସ: ବନପାଳଙ୍କ ତଦନ୍ତ ଆରମ୍ଭ, କାର୍ଯ୍ୟାନୁଷ୍ଠାନ ଦାବି

ଦାରିଙ୍ଗବାଡି, ୨୧।୮ (ଅରୁଣ ସାହୁ)- ଜଙ୍ଗଲର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ କେବଳ ଜଙ୍ଗଲ ଓ ପରିବେଶ ବିଭାଗ ଉପରେ ନିର୍ଭର ନକରି ଅଞ୍ଚଳବାସୀ ମଧ୍ୟ ଏହାର ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି…

୭୪ବର୍ଷ ପରେ ବି କାର୍ଯ୍ୟାଳୟର ନିଜସ୍ବ କୋଠା ନାହିଁ

ଭବାନୀପାଟଣା,୨୧ା୮(ଉତ୍ତମ କୁମାର ଦାଶ):ବର୍ଷେ କି ଦୁଇବର୍ଷ ନୁହଁ। ଦୀର୍ଘ ୭୪ ବର୍ଷର ପୌରପାଳିକା କାର୍ଯ୍ୟାଳୟର ନିଜସ୍ବ ଗୃହ ନାହିଁ। ରାଜାରାଜୁଡା ଅମଳରୁ ନର୍ମିତ ଏକ କୋଠାରେ ଚାଲିଛି ଏହି କାର୍ଯ୍ୟାଳୟ। ହେଲେ ଏହି କୋଠା ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଭଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri