ଆମ ଜିଲା ଖବର

ନୂଆଁଖାଇ ପାଳିଲେ ସୁନାନୀ ପରିବାର: ଏକାଠି ଖାଇଲେ ୬୦ ପରିବାରର ୩୫୦ରୁ ଊର୍ଦ୍ଧ୍ୱ ସଦସ୍ୟ

ନୂଆପଡ଼ା,୩୦ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଦର୍ଲିପଡା ପଞ୍ଚାୟତ ଡୁମେରପାଣି ଗାଁର ସୁନାନୀ ପରିବାର ସାମୂହିକ ଭାବେ ନୂଆଁଖାଇ ପାଳନ କରିଛନ୍ତି ା ଝାଙ୍କର ଗୌରାଙ୍ଗ ସୁନାନୀ ଓ ଗଜମନ ସୁନାନୀ ଗାଁ ଇଷ୍ଟ ଦେବଦେବୀଙ୍କଠାରେ ନୂଆଁଧାନ ଚୂଡା ଭୋଗ…

ପ୍ରଥମଥର ପାଇଁ ନୂଆ ନିୟମ: ପଞ୍ଜୀକରଣ ମାଧ୍ୟମରେ କପା ବିକିବେ ଚାଷୀ

ଭବାନୀପାଟଣା,୩୦ା୮(ଉତ୍ତମ କୁମାର ଦାଶ):ମଣ୍ଡିରେ ଧାନ ବିକ୍ରିକରିବା ପାଇଁ ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତି କିମ୍ବା ଧାନ କ୍ରୟ କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଠାରେ ପଞ୍ଜୀକରଣ କରୁଥିବାବେଳେ କପାଚାଷୀ କିନ୍ତୁ କପାମଣ୍ଡିରେ ବିକ୍ରି କରିବା ପାଇଁ କୌଣସି ପଞ୍ଜୀକରଣ କରୁ…

ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ, କେନାଲରୁ ନାବାଳକଙ୍କ ମୃତଦେହ ଉଦ୍ଧାର…

ଦିଗପହଣ୍ଡି/ପାଟପୁର,୨୯।୮(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗ୍ରାମ ଋଷିକୂଲ୍ୟା କେନାଲରୁ ଶୁକ୍ରବାର ସକାଳେ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ଶେରଗଡ଼ ଥାନା ସାଗର ପଲ୍ଲୀ ଗ୍ରାମର କୃଷ୍ଣ ନାୟକ(୧୪)। ସେ…

ସ୍ବାୟତ୍ତ ଶାସନ ସପ୍ତାହ ଅବସରରେ ଜନ ସଚେତନତା, ଲୋକନୃତ୍ୟ ମାଧ୍ୟମରେ…

ଦିଗପହଣ୍ଡି,୨୯।୮(ଅଶେଷ ନାଥ ମିଶ୍ର): ପବିତ୍ର ସ୍ବାୟତ୍ତ ଶାସନ ସପ୍ତାହ ପାଳନ ଅବସରରେ ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଦିଗପହଣ୍ଡି ସହରର ବଜାର ଗାନ୍ଧୀଛକ, ବସଷ୍ଟାଣ୍ଡ, ପୁଞ୍ଜିକୟାଁ ଛକ ଆଦି ଜନଗହଳି ସ୍ଥାନ ମାନଙ୍କରେ ଲୋକନୃତ୍ୟ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ…

ପାଟ୍ରୋଲିଂ ବେଳେ ଅବକାରୀ ପୋଲିସ ହାବୁଡ଼ରେ ପଡ଼ିଲେ, ମଦ ଜବତ ପରେ ବନ୍ଧାହୋଇ ଜେଲ ଗଲେ…

ଦିଗପହଣ୍ଡି,୨୯।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମ ଜଙ୍ଗଲ ରାସ୍ତା ରୁ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ନିକଟରୁ ୪୦ ଲିଟର ଅପମିଶ୍ରିତ ଦେଶୀମଦ ଜବତ କରାଯାଇଛି। ଯୁବକ ଜଣକ ହେଲେ ଗଞ୍ଜାମ ଜିଲା ଜରଡ଼ା ଥାନା…

ନୂଆଦିଲ୍ଲୀରେ ନୂଆଁଖାଇ ପାଳନ କଲେ ଓଡ଼ିଆ ଛାତ୍ରୀଛାତ୍ର

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ)- ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ତଥା ଗଣପର୍ବ ନୂଆଁଖାଇ ପର୍ବକୁ ଗୁରୁବାର ନୂଆଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେ.ଏନ.ୟୁ.)ର ଓଡ଼ିଆ ଛାତ୍ରୀଛାତ୍ରମାନେ ବେଶ ଉତ୍ସାହର ସହ ପାଳନ କରିଛନ୍ତି। ଆରମ୍ଭରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କୁ…

ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍‌

ଭଦ୍ରକ,୨୯।୮: ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍‌। ଏଭଳି ଘଟଣା ଘଟିଛ ଭଦ୍ରକ ଜିଲା ୧୬ ନଂ ଏନଏଚ ଆଖୁଆପଦା ନିକଟରେ। କରରେ ଥିବା ୩ରୁ ୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବାଲେଶ୍ବରରୁ ଭୁବନେଶ୍ବର ଆସୁଥିବା ବେଳେ ଲାଗିଲା…

ବ୍ୟାଙ୍କ ବନ୍ଦ କଲେ କୋଶଲ ସଂଗ୍ରାମୀ

ବରଗଡ଼,୨୯।୮(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାର ମୁଖ୍ୟ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ୩ଦିନ ସରକାରୀ ଛୁଟି ଘୋଷଣା କରିବାକୁ ବିଭିନ୍ନ କୋଶଲ ସଂଗଠନ ଦାବି କରି ଆସୁଥିଲେ। ତେବେ ଗୁରୁବାର ନୂଆଖାଇ ଥିବାବେଳେ ନୂଆଁଖାଇ ପରଦିନ ଅର୍ଥାତ୍ ଶୁକ୍ରବାରକୁ…

ଜିଲାପାଳଙ୍କୁ ଭେଟିଲେ ମୃତା FM କଲେଜ ଛାତ୍ରୀଙ୍କ ବାପା

ବାଲେଶ୍ୱର,୨୯।୮: ମୃତା ବାଲେଶ୍ବର FM କଲେଜ ଛାତ୍ରୀଙ୍କ ବାପା ଶୁକ୍ରବାର ଜିଲାପାଳଙ୍କୁ ଭେଟିଛନ୍ତି। ସେ କଲେଜ ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ୪ ଗିରଫ ହୋଇଛନ୍ତି, ମାତ୍ର ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଝିଅକୁ ଉସୁକାଇଥିବା ବ୍ୟକ୍ତିଙ୍କ…

ପିଆଜ ବସ୍ତା ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ, ଦେଖିଦେଲା ପୋଲିସ, ଆଉ ତା’ପରେ…

ସୋନପୁର,୨୯।୮(ମୃତ୍ୟୁଞ୍ଜୟ ଶତପଥୀ): ଓଡ଼ିଶାର କନ୍ଧମାଳ ଓ ବୌଦ୍ଧ ଜିଲାର ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଗଞ୍ଜେଇର ଚାହିଦା ରାଜ୍ୟ ବାହାରେ ଖୁବ୍‌ ଅଧିକ। ହଜାର ହଜାର ହେକ୍ଟର ଜମିରେ ଚାଷ ହେଉଥିବା ଉନ୍ନତ ମାନର ଗଞ୍ଜେଇ କିଣିବା ପାଇଁ ଏବେ…

ଜାତୀୟ କ୍ରୀଡ଼ା ଦିବସରେ ପୋଲିସ ଡିଜିପିଙ୍କଠାରୁ ସମ୍ମାନିତ ହେଲେ ବଲାଲ ଖାନ

ଛତ୍ରପୁର, ୨୯।୮(ଦିଲ୍ଲୀପ ସାମଲ): ଅଗଷ୍ଟ ୨୯ ତାରିଖକୁ ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍‌ ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ‘ଜାତୀୟ କ୍ରୀଡା ଦିବସ’ ଭାବେ ପାଳନ କରାଯାଉଛି। ଏହି ଅବସରରେ ଆଜି ଗଞ୍ଜାମ ପୋଲିସ ଜିଲାର କନଷ୍ଟେବଳ ତଥା କ୍ରୀଡ଼ାବିତ ଏବଂ ଛତ୍ରପୁରର…

ଚାଷ ଜମିରୁ ମିଳିଲା ଆରପିଏଫ କର୍ମଚାରୀଙ୍କ ମୃତଦେହ, ନୂଆଖାଇ ପାଳନ କରି ଫେରୁଥିବାବେଳେ…

ବଲାଙ୍ଗୀର , ଟିଟିଲାଗଡ,୨୯।୮ , (ସୁନିଲ ମହାନ୍ତି, ଶରତ ମିଶ୍ର) : ଟିଟିଲାଗଡ ରେଲୱେ ପୋଲିସ କର୍ମଚାରୀଙ୍କ ମୃତଦେହ ଜଗୁଆ ଗାଁର ଏକ ଚାଷ ଜମିରୁ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ମୃତ ବ୍ୟକ୍ତି ଜଣକ ଭକ୍ତ କର । ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri