ସ୍କୁଲ, ଘର ଭାଙ୍ଗିଲା ଦନ୍ତା
ପାଲଲହଡା,୨୫।୩(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡା ବ୍ଲକ ଝାରବେଡାର ରାଇପାଳ ବରବାହାଳି ଜୁଆଙ୍ଗ ସାହିରେ ବୁଧବାର ଏକ ଦନ୍ତା ହାତୀ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ଗଁାରେ ଥିବା ପ୍ରାଥମିକ ବିଦ୍ୟାଳୟ ଝରକା ଭାଙ୍ଗି ସମସ୍ତ ଆସବାବପତ୍ର ନଷ୍ଟ କରିଛି। ଏଥିସହ ସ୍କୁଲ…
୧୮ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ ଘଟଣା: ତଦନ୍ତ କଲେ ଜିଲା ପଞ୍ଚାୟତ ଅଧିକାରୀ
ପାଲଲହଡା,୨୫ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ବାଲିପଶି ପଞ୍ଚାୟତର ସରପଞ୍ଚ ବାବୁଲି ନାୟକଙ୍କ ନଁ।ରେ ୧୮ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ ହୋଇଥିଲା। ଏ ନେଇ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ଜିଲା ପଞ୍ଚାୟତ ଅଧିକାରୀ ଗୁରୁଭା ସିଂ ଉକ୍ତ ଅଭିଯୋଗର…
କଟକଣାକୁ ବେଖାତିର, ୨୧ ଗିରଫ
ଢେଙ୍କାନାଳ ଅଫିସ, ୨୫।୩-ଲକ୍ଡାଉନ କଟକଣାକୁ ମାନୁନାହାନ୍ତି ଜନସାଧାରଣ। ସୁରକ୍ଷାକୁ ବିପନ୍ନ କରି ଖୋଲାମେଲାରେ ବୁଲୁଛନ୍ତି। ଏହାକୁ ନେଇ କଠୋର ହୋଇଛି ଢେଙ୍କାନାଳ ଜିଲା ପ୍ରଶାସନ। ଆଇନ ଅମାନ୍ୟ ଅଭିଯୋଗରେ ବୁଧବାର ୨୧ଜଣଙ୍କୁ ଗିରଫ କରାଯାଇଛି। ୨୧ ଗାଡ଼ି ଜବତ କରାଯିବା ସହ…
୧୪୭ ଫେରନ୍ତା ଶ୍ରମଜୀବୀ ପଞ୍ଜୀକୃତ
ବଇଣ୍ଡା,୨୫।୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ପ୍ରଶାସନ ଓ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ରାଜ୍ୟ ବାହାରୁ ଫେରିଥିବା ୧୪୭ ଶ୍ରମଜୀବୀ ବୁଧବାର ନାମ ପଞ୍ଜୀକରଣ କରିଛନ୍ତି। ସେମାନେ ସମସ୍ତେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ହୋମ କ୍ୱାରାଣ୍ଟାଇନରେ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ…
ବ୍ରହ୍ମପୁର ମହାନଗର : ପ୍ରତି ୱାର୍ଡରେ ଆଳୁ, ପିଆଜ ବିକିବେ ଏସ୍ଏଚଜି ମହିଳା
ବ୍ରହ୍ମପୁର ଅଫିସ,୨୫ା୩-ବ୍ରହ୍ମପୁର ମହାନଗରର ପ୍ରତି ୱାର୍ଡରେ ଠେଲା ଗାଡ଼ି ନେଇ ଏସ୍ଏଚଜି ମହିଳାମାନେ ଗୁରୁବାରୁ ଆଳୁ, ପିଆଜ ବିକିବେ ବିକ୍ରି କରିବେ। ଏହି ବ୍ୟବସ୍ଥା ବିଏମ୍ସି ପକ୍ଷରୁ ଆରମ୍ଭ ହୋଇଛି। କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାର ଲକ୍ ଡାଉନ କରିଛନ୍ତି…
ପେନସନ ଦାନ କଲେ ପୂର୍ବତନ ବିଧାୟକ
ଛେଣ୍ଡିପଦା,୨୫।୩(ସ୍ବ.ପ୍ର.)- କରୋନା ଭାଇରସ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମାସକର ପେନସନ ଦାନ କରିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦାର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା। ସେ ପେନସନ ବାବଦ ୩୦ ହଜାର ଟଙ୍କାର ଚେକ୍ ବୁଧବାର ଜିଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓ…
ବାହାନା କରି ବୁଲୁଛନ୍ତି: ୨୫ ଜଣଙ୍କ ନାମରେ ମାମଲା
ଅନୁଗୋଳ ଅଫିସ୍, ୨୫ା୩- କରୋନା ସଂକ୍ରମଣକୁ ରୋକିବା ପାଇଁ ପୂରା ଦେଶକୁ ଲକ୍ଡାଉନ ଘୋଷଣା କରାଯାଇଥିଲେ ହେଁ ଅନୁଗୋଳ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଏହି କଟକଣା ଉଲ୍ଲଂଘନ କରାଯାଉଥିବା ଦେଖାଯାଉଛି। ଜରୁରୀ କାମ ନ ଥିଲେ ବି ଅନେକ ଲୋକ…
ପ୍ରଶାସନ ଟାଣିଲା ଲକ୍ଷ୍ମଣ ରେଖା
ଅନୁଗୋଳ ଅଫିସ, ୨୫।୩- ଲକ୍ଡାଉନ ଘୋଷଣା ପରଠାରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଅନୁଗୋଳ ସହରର ବିଭିନ୍ନ ଦୋକାନରେ ଭିଡ଼ ବଢ଼ୁଛି। ବୁଧବାର ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସହର ପରିଦର୍ଶନ କରି ଏପରି ଭିଡ଼ ନ ଲଗାଇବାକୁ କହିଥିଲେ।…
ଚେନ୍ନାଇରେ ଫସିଛନ୍ତି ସାନଖେମୁଣ୍ଡିର ବହୁ ଶ୍ରମିକ
ପାଟପୁର,୨୫ା୩-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ୬ ଗ୍ରାମାଞ୍ଚଳର ପ୍ରାୟ ୧ ହାଜରରୁ ଊର୍ଦ୍ଧ୍ୱ ଶ୍ରମିକ ଚେନ୍ନାଇର ଗିନ୍ଧି ଅଞ୍ଚଳରେ ଫସି ରହିଛନ୍ତି। ପ୍ରଶାସନସ୍ତରରେ ଉଦ୍ୟମ କରାଯାଇ ସେମାନଙ୍କୁ ଘରକୁ ଫେରାଇ ଆଣିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି। ପ୍ରାୟ ୬ ମାସ…
ଜେଏସ୍ପିଏଲ୍ର ବ୍ୟାପକ ପ୍ରସ୍ତୁତି
ଅନୁଗୋଳ ଅଫିସ, ୨୫।୩- କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍ (ଜେଏସ୍ପିଏଲ୍) ପକ୍ଷରୁ ଅନୁଗୋଳସ୍ଥିତ ଇସ୍ପାତ କାରଖାନା ସମେତ ଏହାର ସମସ୍ତ କାରଖାନାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜିଲା ପ୍ରଶାସନ ଅନୁମୋଦନ କ୍ରମେ ସର୍ବନିମ୍ନ…
ନକଲି ମଦ କାରଖାନା ଠାବ
ପରଜଙ୍ଗ, ୨୫।୩(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଚଷା ରୋଡ୍ ଗ୍ରାମରୁ ମଙ୍ଗଳବାର ଏକ ନକଲି ମଦ ତିଆରି କାରଖାନା ଠାବ କରାଯାଇଛି। ଘଟଣାସ୍ଥଳରୁ ମଦ ପ୍ୟାକିଂ ମେଶିନ, ୪୬୪ ବୋତଲ ନକଲି ମଦ, ସ୍ପିରିଟ୍, କଲର, ଏସିଡ୍, ବାରକୋଡ଼, ଲେବୁଲ, ଖାଲି…
କରୋନା ମୁକାବିଲା: ଏମଏଲଏ ଲ୍ୟାଡ ଜିଲାପାଳଙ୍କୁ ଦେଲେ ବିଧାୟକ
ଦାରିଙ୍ଗବାଡି,୨୫ା୩(ଡି.ଏନ୍.ଏ.)-କରୋନା ମୁକାବିଲା ପାଇଁ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବୁଧବାର ୨୦୨୦-୨୧ ଆର୍ଥିକ ବର୍ଷର ଏମଏଲଏ ଲ୍ୟାଡ ଜିଲା ପ୍ରଶାସନକୁ ଦେଇଛନ୍ତି। ଜିଲା ପ୍ରଶାସନ ନିଜ କ୍ଷମତାରେ ଏହାକୁ ଖର୍ଚ୍ଚ କରିବାକୁ ଜିଲାପାଳ ଡ.ବୃନ୍ଦା ଡି.ଙ୍କୁ ବିଧାୟକ ଚିଠି ମାଧ୍ୟମରେ…

