୨୬୦ ଗାଁରେ ଆରମ୍ଭ ହେବ ଆଦି କର୍ମଯୋଗୀ ଅଭିଯାନ: ଜାଣନ୍ତୁ କେଉଁମାନେ ପାଇବେ ଏହାର ଲାଭ
ନୂଆପଡ଼ା,୫ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଆଦିବାସୀଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ବହୁ ଆକାଂକ୍ଷିତ ଆଦି କର୍ମଯୋଗୀ ଅଭିଯାନ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।…
ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଚଳନ୍ତା କାରରୁ ଗଞ୍ଜେଇ ଜବତକଲା ପୋଲିସ : ଛତିଶଗଡ଼ର ଦୁଇ ଗିରଫ
ବଲାଙ୍ଗୀର,୫।୯( ସୁନିଲ ମହାନ୍ତି ): କଣ୍ଟାମାଳ ବୌଦ୍ଧରୁ ତୁଷୁରା ନାଇକେନ ଶିରା ଛକଦେଇ ବଲାଙ୍ଗୀକୁୁ କାରରେ ଗଞ୍ଜେଇ ଆସୁଥିଲା । ଏକ ସୁଇପ କାର୍ରେ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସକୁ ଆଗରୁ ସୂଚନା ମଧ୍ୟ ମିଳିଥିଲା। ପୁର୍ବ ପ୍ରସ୍ତୁତି ଅନୁଯାୟୀ ଫିଲ୍ମ…
ଶିକ୍ଷକ ଗୋବିନ୍ଦ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ସାକ୍ଷୀଗୋପାଳ, ୫। ୯ (କିଶୋର ମହାପାତ୍ର/ ପ୍ରଶାନ୍ତ ବାରିକ) ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ସମାରୋହରେ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପରହାଟ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫…
ଗୁରୁ ଦିବସରେ ଏହି ବ୍ଲକରୁ ୪ ଶିକ୍ଷକ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ପାଟଣା,୪।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁ ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ବେଳେ ବିଜ୍ଞାନ ପାଇଁ ତୁରୁମୁଙ୍ଗା ଦଧିବାମନ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିରଞ୍ଚି ନାରାୟଣ ମହାରଣା,…
ଲୁଟେରା ଗିରଫ: ୨ ବାଇକ୍କୁ ଜବତ କଲା ତାରସିଂ ପୋଲିସ
ଭଞ୍ଜନଗର,୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ପୋଲିସ ଶୁକ୍ରବାର ଜଣେ ବାଇକ ଲୁଟେରାଙ୍କୁ ଗିରଫ କରିଛି। ସେହେଲେ ନାରାୟଣପାଟଣା ଗ୍ରାମର ନାରାୟଣ ନାୟକ। ପୋଲିସ ତାଙ୍କ ଠାରୁ ୨ଟି ଚୋରା ବାଇକ, ୩ ଟି ସାଇକେଲ ଜବତ କରିଛି। ଏଥିସହ ଅଭିଯୁକ୍ତ…
ଏକାବେଳେ ଚାଲିଗଲା ୨ ଭାଇଙ୍କ ଜୀବନ: ଭୋ ଭୋ ହେଇ କାନ୍ଦୁଛି ମା’
ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଞ୍ଚିପଦର୍ ଗ୍ରାମରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।ଗାଁ ମୁଣ୍ଡ ପୋଖରୀ କୁ ଗାଧୋଇବା କୁ ଯାଇ ପାଣିରେ ବୁଡ଼ି ୨ ଭାଇଙ୍କ ମୃତ୍ୟୁ ହୋଇଛି। ମୃତ…
ଶିକ୍ଷକ ସମାରୋହରେ ନିରାଶ ହେଲେ ଶିକ୍ଷକ, ସମ୍ମାନ ଗ୍ରହଣ କରି ନ ପାରି…
କଟକ ସଦର,୫ା୯(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତର ଏକ କଲ୍ୟାଣମଣ୍ଡପରେ ଶୁକ୍ରବାର ଶିକ୍ଷା ସମ୍ମାନ ସମାରୋହ -୨୦୨୫ ଅନୁଷ୍ଠିତ ହୋଇଥିଲା। ଗୁରୁଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କଟକ ସଦର ବ୍ଲକ ଅନ୍ତର୍ଗତ ୧୮ଟି କ୍ଳଷ୍ଟରର…
କୁଡ଼ିଆ ଘରେ ୫୦ ବର୍ଷ ବିତିଲା, କୁମାରୀଙ୍କୁ ମିଳିଲାନି ପକ୍କା ଘର
ଭଞ୍ଜନଗର,୫ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଘୋଡ଼ାଦାଣ୍ଡି ନିକଟରେ ଏକ ସରକାରୀ ଜମିରେ ଆଜକୁ ୫୦ ବର୍ଷ ହେବ କୁଡ଼ିଆ ଘରେ ସୁକୁଟା ନାଇକ ଓ ବିଜୟ ନାଇକ ବଡ଼କୋଦଣ୍ଡା ଗ୍ରାମରୁ ଆସି ବସବାସ କରୁଥିଲେ। ୫ ବର୍ଷ ପୂର୍ବରୁ…
ନୂଆ ପଦକ୍ଷେପ: ଗୁରୁଙ୍କ ପ୍ରତିମୂର୍ତ୍ତି ତିଆରି କରି ପାଳିଲେ ଗୁରୁଦିବସ, ସମାଜ ପାଇଁ ପାଲଟିଲେ ଉଦାହରଣ
ଛତ୍ରପୁର,୫ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ତଥା ଗଞ୍ଜାମ ବ୍ଲକର ଏକ ନିପଟ ପଲ୍ଲୀଗ୍ରାମ ତାରିଣୀ ପଲ୍ଲୀର ୟୁଥ୍ଫର୍ ଭିଲେଜ ପକ୍ଷରୁ ପବିତ୍ର ଗରୁଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଯାହାକି ଏହା ସମଗ୍ର ମାନବ ସମାଜ ଲାଗି ଏକ ଉଦାହରଣ ପାଲଟିବା ସହ…
ଆରମ୍ଭ ହେଲା କଂଗ୍ରେସର ‘ସଙ୍ଗଠନ ସୃଜନ ଅଭିଯାନ’: ଏହାର ମୂଳ ଲକ୍ଷ୍ୟ ହେଉଛି….
ବଲାଙ୍ଗୀର, ୫।୯(ସୁନୀଲ ମହାନ୍ତି): ଜିଲାରେ କଂଗ୍ରେସ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଚାଲିଥିବା ‘ସଙ୍ଗଠନ ସୃଜନ ଅଭିଯାନ’ କାର୍ଯ୍ୟକ୍ରମ ଶୁକ୍ରବାର ଠାରୁ ବଲାଙ୍ଗୀର ଜିଲାରେ ଆରମ୍ଭ ହୋଇଛି। ସ୍ଥାନୀୟ ସାମ୍ବାଦିକ ଭବନ ଠାରେ…
ବନ୍ଧାହେଲେ ୨ ମହିଳା: ୬୦ ଲିଟର ଦେଶୀମଦ ଜବତ
ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମର ମମତା ଦଳେଇଙ୍କୁ ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଶୁକ୍ରବାର ସକାଳେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତାଙ୍କ ନିକଟରୁ ୪୦…
ନେତା-କର୍ମୀଙ୍କ ସହ କଂଗ୍ରେସ ପର୍ଯ୍ୟବେକ୍ଷକଙ୍କ ଆଲୋଚନା, ସଭାପତି ଚୟନ ନେଇ ଚାଲିଛି କସରତ
ଛତ୍ରପୁର,୫ା୯(ଦିଲ୍ଲୀପ ସାମଲ): କଂଗ୍ରେସ ପକ୍ଷରୁ ଗଞ୍ଜାମ ଜିଲା (ପୂର୍ବ) ସଭାପତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ସଙ୍ଗଠନ ସୃଜନ ଅଭିଯାନ ମାଧ୍ୟମରେ ଦଳର ବରିଷ୍ଠ ନେତୃବୃନ୍ଦ ତୃଣମୂଳସ୍ତରରେ ଥିବା ନେତୃମଣ୍ଡଳୀ ଓ କର୍ମୀଙ୍କଠାରୁ ତଥ୍ୟ ସଂଗ୍ରହ କରି ସଭାପତି…
Archives


