ଆମ ଜିଲା ଖବର

ଟାୟାର ଜାଳି ରାସ୍ତା ବନ୍ଦ କଲେ ଗ୍ରାମବାସୀ

ବାରିପଦା ଅଫିସ,୨୮ା୩: କରୋନା ଭାଇରସ୍‌କୁ ନେଇ ଜିଲାର ବିଭିନ୍ନ ଗ୍ରାମର ଲୋକେ ବେଶ ସଚେତନ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ଗ୍ରାମବାସୀ ନିଜେ ନିଜକୁ ଲକଡାଉନ କରି ଘରେ ରହୁଥିବା ବେଳେ ଗାଁ ମୁଣ୍ଡକୁ ମଧ୍ୟ ସିଲ୍‌ କରି ଦେଇଛନ୍ତି। ଶ୍ୟାମାଖଣ୍ଟା…

ଲକ୍‌ଡାଉନ୍‌ ମାନୁନାହାନ୍ତି, ଔଷଧ ଆଣିବା ବାହାନାରେ ବାହାରେ ବୁଲୁଛନ୍ତି ଲୋକେ

ବାଲିଗୁଡ଼ା,୨୮।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବାକୁ ସାରାଦେଶ ଲକ୍‌ଡାଉନ୍‌ କରାଯାଇଛି। କେବଳ ଜରୁରୀ ସମୟରେ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ଲୋକମାନେ ବାହାରକୁ ଯିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ହେଲେ କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଆଖପାଖ ବ୍ଲକ ଅଞ୍ଚଳରେ…

୧୦ଦିନରେ ବିଦେଶ, ରାଜ୍ୟ ବାହାରୁ ୭୮୩ ଫେରନ୍ତା

ନିମାପଡା,୨୮ା୩(ଡି.ଏନ୍‌.ଏ.)- ମହାମାରୀ କରୋନା ସଂକ୍ରମଣ ଭୟରେ ଗତ ୧୭ରୁ ୨୭ତାରିଖ ମଧ୍ୟରେ ବିଦେଶ ତଥା ରାଜ୍ୟ ବାହାରୁ ମୋଟ ୭୮୩ଜଣ ନିମାପଡ଼ା ବ୍ଲକର ବିଭିନ୍ନ ଗ୍ରାମକୁ ଫେରିଛନ୍ତି। ସେଥିମଧ୍ୟରୁ ୧୮ଜଣ ବ୍ୟକ୍ତି ବିଦେଶୀରୁ ଫେରିଥିବାବେଳେ ୭୬୫ଜଣ ବ୍ୟକ୍ତି ଆନ୍ଧ୍ର ପ୍ରଦେଶ, ହରିଆଣା,…

ରାଜ୍ୟରେ ତୃତୀୟ: ଗଞ୍ଜାମରେ ୭ଦିନରେ କାର୍ଯ୍ୟକ୍ଷମ ହେବ କୋଭିଡ୍‌-୧୯ ହସ୍‌ପିଟାଲ

ଛତ୍ରପୁର,୨୮ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଥିବା ଟାଟା ମେମୋରିଆଲ ହସ୍ପିଟାଲକୁ କୋଭିଡ -୧୯ ହସ୍ପିଟାଲରେ ପରିଣତ କରାଯିବ। ସପ୍ତାହକ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ପୂର୍ବରୁ ରାଜ୍ୟ ସରକାର ୨ଟି ଘରୋଇ ହସ୍ପିଟାଲରେ କୋଭିଡ -୧୯ ହସ୍ପିଟାଲ କରିବାକୁ ଚୁକ୍ତି କରିଛନ୍ତି। ଟାଟା…

ନୂଆଗଡ଼ରୁ ହରିଣ ଉଦ୍ଧାର

ପାରାଦୀପ, ୨୮।୩ (ସ୍ବ.ପ୍ର.)- ପାରାଦୀପ ଲକ୍‌ ଥାନା ଅଧୀନ ନୂଆଗଡ଼ ଗ୍ରାମ ଉପାନ୍ତ ମହାନଦୀ ପଠାରୁ ଶନିବାର ସକାଳୁ ଏକ ହରିଣ ଉଦ୍ଧାର କରାଯାଇଛି। ମହାନଦୀରେ ମାଛ ଧରୁଥିବା ଲୋକମାନେ ହରିଣକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ମନ…

ନିମିତିରେ ବଧୂ ହତ୍ୟା ଅଭିଯୋଗ

ପାରାଦୀପ, ୨୮।୩ (ସ୍ବ.ପ୍ର.)-ପାରାଦୀପ ଲକ୍‌ ଥାନା ଅଧୀନ ନିମିତି ଗ୍ରାମରେ ଶୁକ୍ରବାର ରାତିରେ ଜଣେ ନବବଧୂ ମୁନୁଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ମୁନୁଙ୍କ ବାପା କେନ୍ଦୁଝର ଜିଲା ନନ୍ଦିପଡ଼ା ଥାନା ଅଧୀନ ସରଳା ଗ୍ରାମର…

ଲକ୍‌ଡାଉନ୍‌: ଔଷଧ ନାଁରେ ବାହାରେ ବୁଲୁଛନ୍ତି ଲୋକେ

ରଘୁନାଥପୁର, ୨୮।୩ (ଡି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବାକୁ ସାରାଦେଶ ଲକ୍‌ଡାଉନ୍‌ କରାଯାଇଛି। କେବଳ ଜରୁରୀ ସମୟରେ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ଲୋକମାନେ ବାହାରକୁ ଯିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ହେଲେ ରଘୁନାଥପୁର ବ୍ଲକ ଅଞ୍ଚଳରେ ଲୋକମାନେ ଏହାକୁ ମାନୁ…

ରାଜ୍ୟ ବାହାରୁ ଆସି ଘରେ ଲୁଚିଥିବା ଯୁବକ ଉଦ୍ଧାର

ତିର୍ତ୍ତୋଲ, ୨୮।୩ (ଡି.ଏନ୍‌.ଏ.)-ରାଜ୍ୟ ବାହାରୁ ଆସି ସ୍ବାସ୍ଥ୍ୟା ପରୀକ୍ଷା ନ କରାଇ ଘରେ ଲୁଚି ରହିଥିବା ତିର୍ତ୍ତୋଲ ବ୍ଲକ ତେନ୍ତୁଳିପଦା ପଞ୍ଚାୟତର ଜଣେ ଯୁବକଙ୍କୁ ଶନିବାର ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ଏହାପରେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମ୍ପୃକ୍ତ ଯୁବକଙ୍କର ସ୍ବାସ୍ଥ୍ୟ…

ଲକ୍‌ଡାଉନ୍‌: କେନ୍ଦ୍ରାପଡାରେ ପ୍ରସ୍ତୁତ ହେଉଛି ୬ ହଜାର ଶଯ୍ୟା

କେନ୍ଦ୍ରାପଡା ଅଫିସ, ୨୮।୩- କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ସକାଶେ ଲକ୍‌ଡାଉନ୍‌ କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏ ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା ଦେଖାଯାଇଛି। ତାଲାବନ୍ଦ ସମୟରେ କୌଣସି ଲୋକ ଘରୁ ନ ବାହାରିବା ପାଇଁ…

କରୋନା ପ୍ରତିହତ ପାଇଁ ଗାଁର ପ୍ରବେଶ ପଥକୁ ବନ୍ଦ କଲେ ଯୁବଗୋଷ୍ଠୀ

ବିଜେପୁର, ୨୮।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ପ୍ରତିହତ କରିବାକୁ ସାମାଜିକ ଦୂରତା ନିହାତି ଆବଶ୍ୟକ। ଏହାକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। ଫଳରେ ଗାଁଠୁ ସହର ସବୁଠି ଖାଁ ଖାଁ। ଜରୁରୀ କାମ ନ…

କ୍ୱାରାଣ୍ଟାଇନ, ଲକଡାଉନ ନିୟମ ଉଲ୍ଲଂଘନ: ୧୪ ମାମଲା

ଅନୁଗୋଳ ଅଫିସ୍, ୨୮ା୩- ବାହାରୁ ଆସିଥିବା ଲୋକଙ୍କୁ ହୋମ କ୍ୱାରାଣ୍ଟାଇନ ବା ସଙ୍ଗରୋଧରେ ରହିବାକୁ ବାରମ୍ବାର ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଏହାକୁ ଅନେକେ ମାନୁ ନ ଥିବା ଦେଖାଦେଇଛି । ଅନୁଗୋଳ ଜିଲାକୁ ରାଜ୍ୟ ତଥା ରାଜ୍ୟ ବାହାରୁ…

ତେଲେଙ୍ଗାନାରେ ଫସିଛନ୍ତି ୩ ଓଡ଼ିଆ ଶ୍ରମିକ

ବନ୍ତ,୨୮ା୩(ଡି.ଏନ୍‌.ଏ.)-କରୋନା ପାଇଁ ସମଗ୍ର ଦେଶ ଲକ୍‌ ଡାଉନ୍‌ ହୋଇଥିବା ବେଳେ ବିମାନ, ରେଳ ଓ ବସ ସେବା ବନ୍ଦ ରହିଛି ା ଫଳରେ ଦେଶ ଓ ରାଜ୍ୟ ବାହାରେ ଥିବା ଲୋକେ ଘରକୁ ଫେରିବାରେ ସମସ୍ୟା ଦେଖାଯାଇଛି ା ଏପରିପ୍ରେକ୍ଷୀରେ ଭଦ୍ରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?