ଆମ ଜିଲା ଖବର

ସୁସ୍ଥ ହେଲେ ୨ କରୋନା ପଜିଟିଭ୍‌

ଭଦ୍ରକ ଅଫିସ,୧୧।୪: ଭଦ୍ରକ ଜିଲାବାସୀଙ୍କ ପାଇଁ ଖୁସି ଖବର। ୩ ପଜିଟିଭ୍‌ କରୋନା ରୋଗୀଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏନେଇ ଶୁକ୍ରବାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଖବର ଆସିବା ପରେ ଜିଲାବାସୀ ଆଶ୍ୱସ୍ତି ଲାଭ କରିଛନ୍ତି।…

ହାଟରେ ମାସ୍କ ବାଣ୍ଟି ସଚେତନତା

ଖୋର୍ଦ୍ଧା ଅଫିସ,୧୧ା୪: ମେଳଣ ପଡ଼ିିଆ ପରିବା ହାଟରେ ଶୁକ୍ରବାର ଗୁରୁଜଙ୍ଗ ଗ୍ରାମ୍ୟ କମିଟି ପକ୍ଷରୁ ମାସ୍କ, ଡେଟଲ, ସାନିଟାଇଜର ଆଦି ବଣ୍ଟାଯିବା ସହ କରୋନା ଭୂତାଣୁ ସମ୍ପର୍କରେ ସଚେତନ କରାଯାଇଛି। ୫୦ରୁୁ ଊର୍ଦ୍ଧ୍ୱ ଲୋକଙ୍କୁ ମାସ୍କ, ସାବୁନ, ଡେଟଲ, ସାନିଟାଇଜର ବଣ୍ଟାଯାଇଛି।…

କରୋନା ମୁକାବିଲା ପାଇଁ ସାହି ଏକଜୁଟ

କଟକ ଅଫିସ,୧୧ା୪: ଏକଜୁଟ ହୋଇଛି ସାହି। ପ୍ରତ୍ୟେକ ଘର ଲୋକଙ୍କୁ କରୋନା ମୁକାବିଲାରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି। ନିୟମିତ ଭାବେ ପ୍ରତ୍ୟେକ ଘର ଲୋକଙ୍କ ସହ ଯୋଗାଯୋଗ କରାଯାଉଛି। କେଉଁ ପରିବାରରେ କ’ଣ ସମସ୍ୟା ରହିଛି ତାହାକୁ…

ଚାଷୀଙ୍କୁ ଘାରିଛି ଫସଲ ଅମଳ, ବିକ୍ରି ଚିନ୍ତା

ଜଟଣୀ,୧୧ା୪(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ସହ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିଯୋଗୁ ଚାଷୀ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ଫସଲ ଓ ପନିପରିବା ଚାଷ କରି ଲୋକଙ୍କ ପେଟକୁ ଦାନା ଯୋଗାଉଥିବା ଚାଷୀଙ୍କ ସମସ୍ୟା ଅଣଦେଖା କରାଯାଉଛି।…

ସହରରେ ବାଇକ୍‌ ପାଟ୍ରୋଲିଂ ଆରମ୍ଭ

ପୁରୀ ଅଫିସ,୧୧ା୪: କରୋନା ପାଇଁ ପୁରୀରେ ଆରମ୍ଭ ହୋଇଛି ବାଇକ୍‌ ପାଟ୍ରୋଲିଂ। କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ଲାଗି ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି। ମାତ୍ର ପୁରୀ ସହରର ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀ,…

ଟ୍ରେନ୍‌ ବଗିରେ ଆଇସୋଲେଶନ ୱାର୍ଡର ପ୍ରସ୍ତୁତି

ପୁରୀ ଅଫିସ,୧୧ା୪: କରୋନା ବିରୋଧରେ ଲଢ଼େଇ ପାଇଁ ଏବେ ସବୁସ୍ତରରେ ଉଦ୍ୟମ ଚାଲିଛି। ତଥାପି ଆୟତ୍ତକୁ ଆସୁନାହିଁ ବିଶ୍ୱ ମହାମାରୀ କରୋନା। ଦିନକୁ ଦିନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ…

ପୋଷ୍ଟମ୍ୟାନ୍‌ଙ୍କୁ ଗାଁରେ ପୂରାଇ ଦେଲେନି ଲୋକେ

କୃଷ୍ଣପ୍ରସାଦ,୧୧ା୪(ଡି.ଏନ.ଏ.): କରୋନା ମୁକାବିଲା ପାଇଁ ଗାଁ ଗାଁରେ ଲକ୍‌ଡାଉନ। ଗଁ। ମୁଣ୍ଡରେ ବାଉଁଶ ବତାରେ ବାଡ଼ ବାନ୍ଧି କୌଣସି ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ କରାଇ ଦେଉନାହାନ୍ତି। ଏପରିକି ଅତି ଜରୁରୀ କାର୍ଯ୍ୟ କରୁଥିବା ପୋଷ୍ଟମ୍ୟାନଙ୍କୁ ମଧ୍ୟ ଗାଁରେ ପ୍ରବେଶ ପାଇଁ…

ସାହିଗଳିରେ ବୁଲି ପରିବା ବିକୁଛନ୍ତି ମହିଳା

ପୁରୀ ଅଫିସ,୧୧ା୪: ବିଶ୍ୱମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ଦିନିଆ ଲକ୍‌ଡାଉନ ଚାଲିଛି। ଗଡ଼ୁନି ଗାଡ଼ି, ଖୋଲୁନି ଦୋକାନ ବଜାର। ବାହାରକୁ ନ ବାହାରିବା ଲାଗି ଜନସାଧାରଣଙ୍କୁ ସଚେତନ କରାଯାଉଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ବାହାରକୁ…

ସରକାରୀ ତଥ୍ୟକୁ ଭରସା କର

କଟକ ଅଫିସ୍‌,୧୧ା୪: କରୋନା ଭୂତାଣୁ ସଂକ୍ରମଣକୁ ନେଇ ଏବେ ସାରା ବିଶ୍ୱରେ ଭୟ ଦେଖାଦେଇଛି। ଏହି ଭୟ ଦେଖାଇ ଅନ୍‌ଲାଇନ୍‌ରେ ଠକେଇ ମଧ୍ୟ ଚାଲିଛି । ବିଭିନ୍ନ ପ୍ରକାର ଲୋଭନୀୟ ଉପହାର ପ୍ରଲୋଭନ ଦେଖାଇ ଲୋକମାନଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ସେ…

୯୦୯ କଳାକାରଙ୍କୁ ମିଳିଲା ଆଗୁଆ ଭତ୍ତା

କେନ୍ଦୁଝର, ୧୧ା୪(ଡି.ଏନ୍‌.ଏ.)- କରୋନା ଲାଗି ଲକ୍‌ ଡାଉନ୍‌ ଚାଲିଥିବା ବେଳେ କେନ୍ଦୁଝର ଜିଲାର ୯୦୯ କଳାକାରଙ୍କୁ ୪ମାସର ଅଗ୍ରୀମ ଭତ୍ତା ଦିଆଯାଇଛି। ସଂସ୍କୃତି ବିଭାଗ ପକ୍ଷରୁ ଜିଲାର ଏହି କଳାକାରମାନଙ୍କୁ ମାର୍ଚ୍ଚରୁ ଜୁନ୍‌ ମାସ ପର୍ଯ୍ୟନ୍ତ ମାସକୁ ୧୨୦୦ ଟଙ୍କା ହିସାବରେ…

ମା’ ଭଦ୍ରକାଳୀଙ୍କ ଘୋଡ଼ା ମେଳଣ ବାତିଲ

ଭଦ୍ରକ ଅଫିସ, ୧୧ା୪-ଶୁକ୍ରବାର ମା’ ଭଦ୍ରକାଳୀଙ୍କ ଐତିହାସିକ ଘୋଡ଼ା ମେଳଣ ବାତିଲ ହୋଇଛି। ଆଖପାଖ ଗାଁର କୈବର୍ତ୍ତ ଲୋକମାନେ ଘୋଡ଼ାକୁ ଆଣି ପୂଜା କରନ୍ତି। ଏହି ପୂଜା ରୀତିନୀତିକୁ ଘୋଡ଼ା ମେଳଣ ନାମରେ ନାମିତ ହୋଇଆସୁଛି। ଚୈତ୍ର ମାସର ଶେଷରେ ଏହି…

ଘରେ ଘରେ ଔଷଧ ପହଞ୍ଚାଉଛି ପୋଲିସ

ଆରଡି, ୧୧ା୪(ଡି.ଏନ.ଏ.)-ଲକ୍‌ଡାଉନ ସମୟରେ ଭଦ୍ରକ ଜିଲା ଆରଡି ଫାଣ୍ଡିର କର୍ମଚାରୀମାନେ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ଆଦି ପଞ୍ଚାୟତର ୨୩ଖଣ୍ଡ ଗାଁରେ ଔଷଧ ପହଞ୍ଚାଉଛନ୍ତି। ସୂଚନା ଅନୁସାରେ ଯେଉଁ ପରିବାରରେ ୬୦ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ ଥିବେ, ସେମାନଙ୍କ ମେଡିସିନ ଆଣିବାରେ ପ୍ରତିବନ୍ଧକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?