ଆମ ଜିଲା ଖବର

ସାପ୍ତାହିକ ହାଟରେ ମାକ୍ସ, ସାବୁନ ବଣ୍ଟନ

ବନ୍ତ, ୧୩।୪(ଡି.ଏନ.ଏ.)-କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସାରା ଦେଶକୁ ଲକଡାଉନ୍‌ କରିବା ସହ ସଚେତନ କରାଉଛନ୍ତି। ଏହି ପରିପେକ୍ଷୀରେ ରବିବାର ଭଦ୍ରକ ଜିଲା ବନ୍ତ ସଦର ମହକୁମାରେ ଅବସ୍ଥିତ ସାପ୍ତାହିକ ହାଟରେ ଆଗରପଡା ଗୋଷ୍ଠୀ…

ଘରକୁ ଫେରୁଥିବା ୮ ଶ୍ରମିକଙ୍କୁ ସଙ୍ଗରୋଧ ଗୃହକୁ ପଠାଇଲା ପୋଲିସ

  କୋକସରା,୧୨।୪ (ଡି.ଏନ.ଏ.) କୋରାପୁଟ ଜିଲାର ବୋରିଗୁମାର ଏକ ରାଇସ୍‌ ମିଲ୍‌ରେ ଶ୍ରମିକ ଭାବରେ କାମ କରୁଥିବା ୮ ଜଣ ଶ୍ରମିକ ରବିବାର ଚାଲି ଚାଲି ଘରକୁ ଫେରୁଥିବା ବେଳେ ପୋଲିସ ହାବୁଡ଼ରେ ପଡିଛନ୍ତି। କଳାହାଣ୍ଡି ଓ ନବରଙ୍ଗପୁର ସୀମାରେ ଆମପାଣି…

୧୩ ନମୁନା ନେଗେଟିଭ

ତାଳଚେର,୧୨।୪(ନି.ପ୍ର.)- ତାଳଚେର ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ପଠାଯାଇଥିବା ୧୩ ରକ୍ତ ନମୁନାର ରିପୋର୍ଟ ନେଗେଟିଭ ଆସିଥିବା ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତ କହିଛନ୍ତି। ଏହି ନମୁନାଗୁଡ଼ିକ କ୍ୱାରାଣ୍ଟାଇନ୍‌ରୁ ସଂଗ୍ରହ କରାଯାଇଥିଲା। ଏହା ଖବର ତାଳଚେର ଅଞ୍ଚଳବାସୀଙ୍କୁ ଏକପ୍ରକାର ଆଶ୍ୱସ୍ତି ଆଣିଦେଇଛି।

୧୩ ୟୁନିଟ୍‌ ରକ୍ତ ସଂଗ୍ରହ

ଆଠମଲ୍ଲିକ,୧୨।୪(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଠାକୁରଗଡ ୟୁଥ୍‌ ପାୱାର ପକ୍ଷରୁ ରବିବାର ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାରେ ରକ୍ତ ଦାନ କରାଯାଇଛି। ଲକ୍‌ ଡାଉନକୁ ନଜରରେ ରଖି ପର୍ଯ୍ୟାୟ କ୍ରମେ ୫୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ଆଠମଲ୍ଲିକ…

ସାପ୍ତାହିକ ହାଟ ସ୍ଥାନାନ୍ତର

ବଇଣ୍ଡା, ୧୨।୪(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡାର ରବିବାର ହେଉଥିବା ସାପ୍ତାହିକ ହାଟକୁ ପୋଲିସ ପ୍ରଶାସନ ପକ୍ଷରୁ ବଇଣ୍ଡା ହାଇସ୍କୁଲ ନିକଟସ୍ଥ ଏକ ଖୋଲା ପଡିଆକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀମାନେ ସାମାଜିକ ଦୂରତା ରକ୍ଷା କରି ବ୍ୟବସାୟ…

ବିଷାକ୍ତ ତେଲ ପିଇ ମହିଳା ମୃତ

ବଇଣ୍ଡା, ୧୨।୪(ଡି.ଏନ.ଏ.)- ବିଷାକ୍ତ ତେଲ ପିଇ ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ପୁରୁଣାପଣି ଗ୍ରାମର ମଞ୍ଜୁ ବିଶ୍ୱାଳ(୫୦)ଙ୍କ ରବିବାର ମୃତ୍ୟୁ ଘଟିଛି। ସ୍ବାମୀ ମଙ୍ଗୁଳୁ ବିଶ୍ୱାଳଙ୍କ ଅଭିଯୋଗ କ୍ରମେ ଠାକୁରଗଡ ପୋଲିସ ନଂ. ୭/୨୦ରେ ଏକ ମାମଲା ରୁଜୁ କରିଛି। ଏଏସ୍‌ଆଇ…

ଆଜିଠୁ ଆରମ୍ଭ ହେବ କୋଭିଡ୍‌-୧୯ ହସ୍ପିଟାଲ

ଢେଙ୍କାନାଳ ଅଫିସ, ୧୨।୪-ଢେଙ୍କାନାଳ ବାଜିଚୌକସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୋମାବାରଠାରୁ କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏଥିଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୂର୍ବାହ୍ନ ୧୧ଟା ୧୫ରୁ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ପ୍ରଥମ…

ମାଲବାହୀ ଟ୍ରକ୍‌ ଚାଳକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ଢେଙ୍କାନାଳ ଅଫିସ, ୧୨।୪-କରୋନା ବିପତ୍ତି ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଥିବା ଟ୍ରକ୍‌ ଚାଳକଙ୍କୁ ଢେଙ୍କାନାଳ ଛାତ୍ର ବିଜେଡି ପକ୍ଷରୁ ୫୫ନଂ. ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଏବଂ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ,…

୪ ଦୋକାନକୁ ସିଲ୍‌ କଲା ପ୍ରଶାସନ

ବୌଦ୍ଧ,୧୨।୪(ସ୍ବ.ପ୍ର): ସାମାଜିକ ନିୟମ ପାଳନ ନ କରିବା ଅଭିଯୋଗରେ ବୌଦ୍ଧ ସହରର ୪ଟି ଦୋକାନକୁ ସିଲ୍‌ କରାଯାଇଥିବା ବେଳେ ଅନେକ ଦୋକାନୀଙ୍କୁ ଚେତାବନୀ ଦିଆଯାଇଛି। ରବିବାର ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ସହକାରୀ ଜିଲାପାଳ ଅବିନାଶ ପାଣ୍ଡିଆ ସାଇକେଲ ଯୋଗେ ସହର…

ପିଏମ୍‌ କେୟାରସ୍‌ ଫଣ୍ଡକୁ ଦାନ

ସୋନପୁର,୧୨।୪(ନି.ପ୍ର.): କରୋନା ମହାମାରୀର ମୁକାବିଲା କରିବା ପାଇଁ ଯୁବ ବ୍ୟବସାୟୀ ମୋନିଷ୍‌ ଅଗ୍ରଓ୍ବାଲ ୧ଲକ୍ଷ ୨ହଜାର ଟଙ୍କା ଦାନ କରିଛନ୍ତି। ଅଗ୍ରଓ୍ବାଲ ସୋନପୁର ବ୍ଲକ ଖରଜୁରାସ୍ଥିତ ଲଳିତା ରାଇସ୍‌ ମିଲ ନାମରେ ପିଏମ୍‌ କେୟାରସ୍‌ ଫଣ୍ଡକୁ ୫୧ହଜାର ଟଙ୍କା ପ୍ରଦାନ କରିଛନ୍ତି।…

ହିତାଧିକାରୀଙ୍କୁ ମିଳିନି ହଜାରେ ଟଙ୍କା ସହାୟତା

ବାରିପଦା ଅଫିସ, ୧୨ା୪- ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ରାଶନ କାର୍ଡ଼ଧାରୀମାନଙ୍କୁ ୧ ହଜାର ଟଙ୍କା ଲେଖାଏ କରୋନା ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲାର ବିିଭନ୍ନ ପଞ୍ଚାୟତରେ ଟଙ୍କା ବଣ୍ଟନ…

ଲକ୍‌ଡାଉନ ଉଲ୍ଲଂଘନ: ୭୦ ବାଇକ ଜବତ

ବଲାଙ୍ଗୀର ଅଫିସ, ୧୨ା୪- ସରକାରଙ୍କ କଡା ନିର୍ଦ୍ଦେଶାବଳୀ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗର ଶତପ୍ରତିଶତ କାର୍ଯ୍ୟାନ୍ବୟନ ସତ୍ତ୍ୱେ କେତେକ ବ୍ୟକ୍ତି ଲକ୍‌ଡାଉନ୍‌ ନିୟମର ଉଲ୍ଲଂଘନ କରୁଛନ୍ତି। ଏଭଳି ବ୍ୟକ୍ତିବିଶେଷଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ସେମାନଙ୍କ ବାଇକ୍‌ ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?