ଆମ ଜିଲା ଖବର

୭ ଦିନ ହେବ ନିଖୋଜ ଥିଲେ ହର: ଆଜି ମିଳିଲା…

ଥୁଆମୂଳ ରାମପୁର,୬ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣାରେ ଗତ ୭ ଦିନ ଧରି ନିଖୋଜ ଥିବା ବ୍ରାହ୍ମଣୀ ଚଞ୍ଚରା ଗ୍ରାମର ହର ବେହେରୁକ (୪୫)ଙ୍କ ମୃତଦେହ ଶୁକ୍ରବାର ସକାଳେ ଉଦ୍ଧାର…

ଓଭର ବ୍ରିଜ୍‌ ତଳୁ ମିଳିଲା ଲାଇନ୍‌ମ୍ୟାନଙ୍କ ମୃତଦେହ, ସ୍କୁଟରରେ ବସିଥିବା ଅବସ୍ଥାରେ…

କେନ୍ଦୁଝର,୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବିଦ୍ୟୁତ୍‌ ବିଭାଗ (ଟାଟା ପାଓ୍ବାର)ରେ କାର୍ଯ୍ୟ କରୁଥିବା ଲାଇନ୍‌ମ୍ୟାନ୍‌ଙ୍କ ମୃତଦେହ ଆଜି କେନ୍ଦୁଝର ଟାଉନ, ସାମଲ ଅଟୋ ଓଭର ବ୍ରିଜ୍‌ ନିକଟରୁ ଉଦ୍ଧାର ହୋଇଛି। ସ୍କୁଟରରେ ବସିଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ରାତି…

ରାମଚଣ୍ଡୀ ପାହାଡ଼ରେ ଅଚାନକ ଲାଗିଲା ନିଆଁ : ଜୀବଜନ୍ତୁ ଆତଙ୍କିତ

ଗଞ୍ଜାମ,୬।୩: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ନିକଟରେ ରହିଥିବା ପ୍ରସିଦ୍ଧ ମା’ ରାମଚଣ୍ଡୀ ମନ୍ଦିର ପାଦ ଦେଶରେ ଗତକାଲି ପୂର୍ବାହ୍ନ ସମୟରେ ନିଆଁ ଲାଗି ଯାଇଥିଲା । ଶୁଖିଲା ପତ୍ର ଓ ପବନ…

ହୀରାଖଣ୍ଡ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ, ଟ୍ରେନରେ ହୃଦଘାତ…..

କୋରାପୁଟ,୬।୩(ଅମିତାଭ ବେହେରା): ଭୁବେନେଶ୍ୱରରୁ କୋରାପୁଟ ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ରେଲୱେ ପୋଲିସ କୋରାପୁଟ ଷ୍ଟେସନ ଠାରେ ହୀରାଖଣ୍ଡ ଟ୍ରେନରୁ ମୃତଦେହ ଉଦ୍ଧାର କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।…

ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଅକାଳରେ ଚାଲିଗଲା ୨ ଯୁବକଙ୍କ ଜୀବନ

ନୟାଗଡ, ୬।୩(ଲୋକନାଥ ମିଶ୍ର): ଖଣ୍ଡପଡ଼ା ଥାନା ଅଧୀନ ବୋଦସା ଗ୍ରାମ ଉପକଣ୍ଠରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଯୁବକଙ୍କ ଅକାଳ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ୨ ଜଣ ହେଲେ ଭାପୁର…

ରାସ୍ତା କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ମାରି ଫିଙ୍ଗି ଦେଇଥିବା…..

ରାଉରକେଲା,୬।୩(ସଂଗୀତା ଜେନା): ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ସମିଲ ୟୁପି ସ୍କୁଲ ଛକ ନିକଟରେ ପଡ଼ି ରହିଛି ଯୁବତୀଙ୍କ ମୃତଦେହ । ଶୁକ୍ରବାର ସକାଳ ୬ଟାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଯୁବତୀଜଣଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା…

ଘରେ ପଶିଗଲା ୧୮ ଚକିଆ ଟ୍ରକ୍, ଶୋଇଥିବା ସମୟରେ ଜଣଙ୍କର ମୃତ୍ୟୁ

ଢେଙ୍କାନାଳ,୬।୩(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି କରମୂଳ ହାତିବାରି ଗ୍ରାମ ରେ ଭୟଙ୍କର ଦୁର୍ଘଟଣା । ଗୁରୁବାର ବିଳମ୍ବିତ ରାତିରେ ଏକ ୧୮ ଚକିଆ ଟ୍ରକ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇ ଏକ ଘର ଉପରେ…

ଭୋଜି ଖାଇ ଫେରୁଥିବା ବେଳେ କଲଭର୍ଟ ତଳକୁ ଖସିଲା ବାଇକ୍, ୨……

ନନ୍ଦପୁର,୬।୩(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ବ୍ଲକରେ ସଡ଼କ ଦୁର୍ଘଟଣା । କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ ବୁଧବାର ସାପ୍ତାହିକ ହାଟର ମୋଡରେ ପୂର୍ତ୍ତବିଭାଗ ତରଫରୁ ନିର୍ମାଣଧିନ ଡ୍ରେନ ଓ କଲଭର୍ଟ ତଳକୁ ଏକ ବାଇକ୍ ଓଡି୧୦ ୟୁ…

ପିସିସିଏଫଙ୍କୁ ବିଧାୟକଙ୍କ ଦାବି: ଇକୋ ଟୁରିଜିମ ସର୍କିଟର ଉନ୍ନୟନ…

ଦେବଗଡ,୬।୩(ଶଶାଙ୍କ ଶେଖର ଝାଙ୍କର):ପ୍ରଧାନପାଟ ଜଳ୍‌ପ୍ରପାତ ସମନ୍ବିତ ଇକୋ ଟୁରିଜିମ ସର୍କୀଟର ଉନ୍ନୟନ ନିମନ୍ତେ ଅନୁମତି ପ୍ରଦାନ ପାଇଁ ଦେବଗଡ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ବନ ବିଭାଗର ପିସିସିଏଫଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଧାୟକ ବିଶ୍ୱାଳ ଭୂବନେଶ୍ୱରର ଅରଣ୍ୟ…

ଭଲିବଲ ଚାମ୍ପିୟନଶିପ: ନୂଆପଡ଼ାରୁ ୨ ଅଫିସିଆଲ ମନୋନୀତ

ନୂଆପଡ଼ା,୬ା୩(ମକାରୁ ବେମାଲ) :ଭୁବନେଶ୍ୱର ଦୂତୀଚାନ୍ଦ ଷ୍ଟାଡିୟମରେ ଆୟୋଜିତ ହେଉଥିବା କିଟ୍‌ ବିଶ୍ୱବିଦ୍ୟାଳୟ ଏଫ୍‌ଆଇଭିବି ବିଶ୍ୱସ୍ତରୀୟ ବିଚ୍‌ ଭଲିବଲ ମହିଳା ଓ ପୁରୁଷ ଚାମ୍ପିୟନଶିପରେ ନୂଆପଡ଼ା ଜିଲାରୁ ଦୁଇ ଜଣ ଟେକ୍ନିକାଲ ଅଫିସିଆଲ ଭାବରେ ମନୋନୀତ ହୋଇଛନ୍ତି ା ମାର୍ଚ୍ଚ ୪ରୁ ୮…

ମହିଳାଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା

ବୁଗୁଡା,୫ା୩(କାଳିଚରଣ ଦାଶ): ବୁଗୁଡ଼ା ଥାନା ବାଲିପଦର ଗ୍ରାମରେ ରହୁଥିବା ଜଣେ ବିବାହିତା ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଆସିକା ଥାନା ଝଗଡେଇ ଗ୍ରାମର ଉଦିତ କୁମାର ପାଢୀ(୩୦)। ଏନେଇ…

ଘରକୁ ଫେରୁଥିଲେ, ଧକ୍କା ଦେଇ ଚମ୍ପଟ ମାରିଲା ଅଜଣା ଗାଡ଼ି: ଚାଲିଗଲା ୨୨ ବର୍ଷୀୟ ଯୁବକଙ୍କ ଜୀବନ

ଦାରିଙ୍ଗବାଡି, ୫।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଶ୍ରାନିକେତା ପଞ୍ଚାୟତର ସିର୍ସାମାହାଠାରେ ଏକ ଦୁର୍ଘଟଣା ଘଟିଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କର ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?