ସାମାଜିକ ସମୀକ୍ଷା, ଜନ ଶୁଣାଣି: ଅବହେଳା ପାଇଁ କ୍ଷୋଭ ପ୍ରକାଶ କଲେ ସିଡିଓ, ସାତ ଦିନ ଭିତରେ…
ଗଞ୍ଜାମ,୧୦/୯: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ସମିତି ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଭାରପ୍ରାପ୍ତ ସିଡିଓ ବିଜୟ ବେହେରା,…
ଗାଜଲବାଡି ଘାଟିରେ ହାତୀ ଆତଙ୍କ: ଲୋକେ ଭୟଭୀତ
ଦାରିଙ୍ଗବାଡି, ୧୦।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ମଙ୍ଗଳବାର ସନ୍ଧ୍ୟା ସମୟରୁ ହାତୀ ଆତଙ୍କ ଦେଖାଯାଇଛି। ତେବେ ଉକ୍ତ ଅଞ୍ଚଳରେ ହାତୀ ବୁଲିବା କିଛି ନୂଆ ଘଟଣା ହୋଇ ନ ଥିଲେ…
ବର୍ଷକ ପାଇଁ ଯୋଜନା:ଏନଏସଏସ ପରାମର୍ଶଦାତା କମିଟି ବୈଠକ
ଭଞ୍ଜନଗର,୧୦।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନଏସଏସ) ପୁରୁଷ ଶାଖା (୧) ଓ ମହିଳା ଶାଖା ପରାମର୍ଶଦାତା କମିଟି ବୈଠକ ମଙ୍ଗଳବାର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ…
ଧର୍ମଶାଳାରେ ବଳବନ୍ତରାୟଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍କା: ଦଳ ଛାଡ଼ିଲେ ବିଧାୟକଙ୍କ ପ୍ରତିନିଧି…..
ଧର୍ମଶାଳା,୧୦।୯: ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ବିଜେଡକୁ ବଡ଼ ଝଟକା ଲାଗିଛି। ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ପ୍ରତିନିଧି ନିର୍ମଳ ପ୍ରଧାନ ବିଜେଡି ଛାଡି ହିମାଂଶୁଙ୍କ ଶିବିରରେ ସାମିଲ ହେବେ ବୋଲି ସୂଚନା ମିଳୁଛି। ନିର୍ମଳ ପ୍ରଧାନ ୨୦୦୭ରେ…
ଷଣ୍ଢ ଘଉଡ଼ାଇବାକୁ ଯାଇଥିଲେ ନବଘନ-ସନାତନ, ମାଡ଼ିଆସିଲା ହାଇୱା: ଆଉ ତା’ପରେ..
ଧର୍ମଶାଳା, ୧୦।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଚଢ଼େଇଧରା ଅଞ୍ଚଳର ଦୁଇ ବ୍ୟକ୍ତି ଷଣ୍ଢ ଘଉଡାଇବାକୁ ଯାଇ ଥିବା ବେଳେ ଆଜି ସକାଳୁ ଏକ ଅଜଣା ହାଇୱା ଗାଡ଼ି ମାଡ଼ି ଯାଇଥିବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।…
ସ୍କୁଲ ୟୁନିଫର୍ମରୁ ଛାତ୍ରୀଛାତ୍ର ବଞ୍ଚିତ ଘଟଣା: ଭିଜିଲାନ୍ସ ତଦନ୍ତ ଦାବି
ଦେବଗଡ଼,୧୦।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲାରେ ସ୍କୁଲ ୟୁନିଫର୍ମ ଯୋଗାଣ ନାଁରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ଏପରିକି ସରକାରୀ ନିୟମକୁ କେହି ମାନୁନାହାନ୍ତି। ସରକାରୀ ନିୟମ ଅନୁସାରେ ସ୍କୁଲ ୟୁନିଫର୍ମ ଏସ୍ଏଚଜି ଗ୍ରୁପର ମହିଳାମାନେ ଯଦି ସପ୍ଲାଏ ପାଇଁ…
ଲେଙ୍ଗୁ ମିଶ୍ର ଛକ-ପୁରୁଣା ଜୀରାବ୍ରିଜ୍ ରାସ୍ତା ଜବରଦଖଲ: ତେଜିଲା ଉଚ୍ଛେଦ ଦାବି, ତାତିଲେ ସହରବାସୀ
ବରଗଡ଼,୧୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ତାତି ଥମିବାର ନାଁ ନେଉ ନାହିଁ। ସହରସ୍ଥିତ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ପର୍ଯ୍ୟନ୍ତ ରାସ୍ତା ଜବରଦଖଲ ଉଚ୍ଛେଦ ସହରବାସୀଙ୍କ ଦୀର୍ଘବର୍ଷର ଦାବି ହୋଇ ରହି ଆସିଛି। ଏହାସତ୍ତ୍ୱେ ପ୍ରଶାସନ ସମ୍ପୃକ୍ତ ଜବରଦଖଲ…
ଜାତୀୟସ୍ତରୀୟରେ ଖେଳିବେ ସୁମନ୍ତି ରାଜହଂସ
ଅମରପାଲି,୧୦ା୯(ପୀତାମ୍ବର ସାହୁ):ଜାତୀୟସ୍ତରୀୟ ଆଥଲେଟିକରେ ଅଂଶଗ୍ରହଣ କରିବେ ସୁମନ୍ତି ରାଜହଂସ। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ପଞ୍ଚାୟତ ସେରଗେଡା ସରକାରୀ ୟୁପିର ଅଷ୍ଟମ ଶ୍ରେଣୀର ଛାତ୍ରୀ ସୁମନ୍ତି ୩୬ତମ ପୂର୍ବାଞ୍ଚଳ ଜୁନିୟର ଆଥଲେଟିକ ଚାମ୍ପିୟନଶିପ-୨୦୨୫ରେ ସଫଳତା ପାଇ ଜାତୀୟସ୍ତରରେ ଅଂଶଗ୍ରହଣ କରିବାକୁ…
ରାସ୍ତା ଖରାପ ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ପ୍ରସବ କଲେ ମହିଳା
କଲ୍ୟାଣସିଂପୁର,୧୦।୯( ଦୀପକ କୁମାର ପରିଡ଼ା ): ରାୟଗଡା ଜିଲା କଲ୍ୟାଣସିଂପୁର ବ୍ଲକରେ ଆଜି ପୁଣି ଏକ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ରାସ୍ତା କାଦୁଅ ଥିବାରୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ। ଅଧା ବାଟରେ ପ୍ରସବ କରିଲେ ମହିଳା । ଏହିଭଳି ଘଟଣା…
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ଏମ୍ପି ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ହିମିରିକା; ୪୦ରୁ ଊର୍ଦ୍ଧ୍ୱ …
ରାୟଗଡ଼ା,୯।୯(ଆଶିଷ ରଞ୍ଜନ ପଣ୍ଡା)-ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଦକ୍ଷିଣ ଓଡ଼ିଶାର ଟାଣୁଆ ନେତା ଏନ୍. ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ସହ ଦଳର ବହୁ ନେତା ଓ କର୍ମୀ…
ମୋଦିଙ୍କ ଜନ୍ମଦିନକୁ ଆଡମ୍ବରରେ ପାଳିବ ଗଞ୍ଜାମ ନଗର ଶାଖା, ‘ସେବା ପକ୍ଷ’ ଲାଗି ଭାଜପାର ପ୍ରସ୍ତୁତି….
ଗଞ୍ଜାମ,୯।୯(ବିଦ୍ୟାଧର ସାହୁ): ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏଥିପାଇଁ ମଙ୍ଗଳବାର ଭାରତୀୟ ଜନତା ପାର୍ଟି ଗଞ୍ଜାମ ନଗର ଶାଖା ପକ୍ଷରୁ କାର୍ଯ୍ୟାଳୟ ଠାରେ “ସେବା ପକ୍ଷ” (୧୭ ସେପ୍ଟେମ୍ବର – ୨ ଅକ୍ଟୋବର) ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
ଆସୁଛି ଦୁର୍ଗାପୂଜା: ବଲାଙ୍ଗୀର ଜିଲା ପ୍ରଶାସନର ପ୍ରସ୍ତୁତି ବୈଠକ, ଲାଗିବ କ୍ୟାମେରା, ଶାନ୍ତି ଶୃଙ୍ଖଳାରେ…
ବଲାଙ୍ଗୀର, ୯।୯(ସୁନୀଲ କୁମାର ମହାନ୍ତି): ଆସନ୍ତା ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ଏବଂ ସୁରକ୍ଷିତ ଭାବେ ପାଳନ କରିବାକୁ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ମଙ୍ଗବାର ଜିଲାପାଳ କନ୍ଫରେନ୍ସ ହଲରେ ଏକ ପ୍ରସ୍ତୁତି ବୈଠକ ଡକାଯାଇଥିଲା। ଏଥର ସହରରେ ୧୭ଟି ପୂଜା ମଣ୍ଡପରେ…
Archives


