କରୋନା ଲଢ଼େଇରେ ଆଉ ଜଣେ ଯୋଦ୍ଧା
ଝାରସୁଗୁଡ଼ା ଅଫିସ,୧୮ା୪- କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ସରକାର ସମଗ୍ର ଦେଶବାସୀଙ୍କ ସହଯୋଗ ଲୋଡୁଥିବା ବେଳେ ଏହି ଲଢ଼େଇରେ ସାମିଲ ହୋଇଛନ୍ତି ଝାରସୁଗୁଡ଼ାର ଡା.ସିଲଓ୍ବନ୍ତି ଜୋଜୋ ା ସମସ୍ତଙ୍କ ପାଖରେ ଜୋଜୋ…
ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍: ସାମାଜିକ ଦୂରତା ନିୟମକୁ ଅବମାନନା
ବାଲେଶ୍ୱର ଅଫିସ,୧୮।୪-ବାଲେଶ୍ୱର ଜିଲାର ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ପ୍ରତିଦିନ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। କୋଭିଡ-୧୯ ସଂକ୍ରମଣ ରୋକିବା ପାଇଁ ସମଗ୍ର ଭାରତବର୍ଷରେ ଲକ୍ଡାଉନ୍ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ସୁବିଧା ଓ ସହାୟତା ନେବା ପାଇଁ ଲୋକମାନେ…
ଲକ୍ ଡାଉନ୍ ହେଲା ଚାଷୀଙ୍କ ପାଇଁ କାଳ
କୋକସରା, ୧୮ା୪(ଡି.ଏନ.ଏ.) – ପ୍ରଥମେ କରାବର୍ଷା ଓ ତାର କିଛିଦିନ ପରେ ଲକ୍ଡାଉନ କଳାହାଣ୍ଡି ଜିଲା କୋକସରା ବ୍ଲକର ପନିପରିବା ଓ ତରଭୁଜ ଚାଷୀଙ୍କ ପାଇଁ କାଳ ସାବ୍ୟସ୍ତ ହୋଇଛି । ଏଥିଯୋଗୁ ଶତାଧିକ ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି…
ପୋଡ଼ିଗଲା ୩ ବଖରା
ସୋର,୧୭ା୪(ଡି.ଏନ୍.ଏ): ବାଲେଶ୍ୱର ଜିଲା ସୋର ବ୍ଲକ ଅନ୍ତର୍ଗତ ବାଳଙ୍ଗ ଗ୍ରାମର ଜୟନ୍ତ ବିଶ୍ୱାଳଙ୍କ ଘରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ ବଖରା ଜଳି ଯାଇଛି। ବିଦ୍ୟୁତ ସଟସର୍କିଟ ଯୋଗୁଁ ହୋଇଥିବା ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ସହିତ ଧାନ…
ସ୍କୁଟି ସହ ଦେଶୀମଦ ଜବତ, ୪ ଗିରଫ
ଦିଗପହଣ୍ଡି(ଡି.ଏନ୍.ଏ.)/ପାଟପୁର,୧୭ା୪- ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା ଗୁପ୍ତେଶ୍ୱର ଶୈବପୀଠ ସମ୍ମୁଖରୁ ଦିଗପହଣ୍ଡି ପୋଲିସ ଗୁରୁବାର ସ୍କୁଟି (ନଂ.ଓଡି୦୭ଟି-୯୫୩୮) ସହ ୨୫୦ ଦେଶୀମଦ ପାଉଚ ଜବତ କରିଛି। ଦେଶୀମଦ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୋଗରେ ଦିଗପହଣ୍ଡି ସୁନାରିସାହିର ସୀମାଞ୍ଚଳ ଚୌଧୁରୀ, ଫୁଲସୁନ୍ଦରୀ ସାହିର…
ମହାମାରୀରୁ ରକ୍ଷା ଲାଗି ବାହାରିଲେ ସୁଦର୍ଶନ ମହାପ୍ରଭୁ
ବାରିପଦା ଅଫିସ, ୧୭ା୪-ମହାମାରୀ କରୋନା ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହି ସଂକ୍ରମଣକୁ କିପରି ରୋକାଯାଇପାରିବ ସେନେଇ ସମସ୍ତେ ଚେଷ୍ଟିତ। ହିନ୍ଦୁ ପରମ୍ପରା ଅନୁଯାୟୀ ଯେତେବେଳେ ମାନବସମାଜ ବିପଦରେ ପଡ଼େ ସେହି ସମୟରେ ପ୍ରଭୁଙ୍କ ଶରଣାପନ୍ନ ହୋଇଥାଏ। ମହାମାରୀ କବଳରୁ…
ଆଇସୋଲେଶନ ସେଣ୍ଟରରେ ବୃଦ୍ଧଙ୍କ ମୃତ୍ୟୁ
ଛତ୍ରପୁର,୧୭ା୪(ଡି.ଏନ୍.ଏ.)- ଛତ୍ରପୁର ବ୍ଲକ ସୁନ୍ଦରପୁର ଆଇସୋଲଶନ ସେଣ୍ଟରରେ ଶୁକ୍ରବାର ରାତିରେ ଜଣେ ବୃଦ୍ଧ (୭୫)ଙ୍କ ମୃତ୍ୟୁ ଘଟିଛି। ସେ ଭୁବନେଶ୍ୱରରୁ ଫେରିବା ପରେ ତାଙ୍କୁ ସୁନ୍ଦରପୁର ଆଇସୋଲଶନ ସେଣ୍ଟରରେ ରଖାଯାଇଥିଲା। ସେ କ୍ୟାନ୍ସରରେ ପୀଡିତ ଥିଲେ ବୋଲି ଜଣାପଡିଛି। ଘଟଣାପରେ ପୋଲିସ,…
ରକ୍ତଦାନରେ ସାମିଲ ହେଲେ ପୋଲିସ ଅଧିକାରୀ
ବାଲେଶ୍ୱର ଅଫିସ,୧୭।୪-ବାଲେଶ୍ୱର ସଦର ବ୍ଲକ ଅଧୀନ ଗେଙ୍ଗୁଟି ପଞ୍ଚାୟତର ପଳାସପୁର ୟୂଜିଏମି ସ୍କୁଲଠାରେ ଆଚ୍ଛା ସଙ୍ଗଠନ ସହାୟତାରେ ଶୁକ୍ରବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଭ୍ୟୁଦମ୍ ଏବଂ ଆଚ୍ଛା ସଙ୍ଗଠନର ମେଡ଼ିକାଲ କୋଡିନେଟର୍ ଉଦୟଭାନୁ ନାୟକଙ୍କ ତତ୍ତ୍ୱାବଧାନ ଓ ଗେଙ୍ଗୁଟି…
ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି
ସଜନାଗଡ଼, ୧୭।୪(ଡି.ଏନ.ଏ.)-ବିଶିଷ୍ଟ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶୁକ୍ରବାର ସାମାଜିକ ଦୂରତ୍ୱକୁ ରକ୍ଷା କରି ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଏବଂ ତାଙ୍କର ସହଯୋଗୀ, ସମର୍ଥକ ନୀଳଗିରି ବସ୍ଷ୍ଟାଣ୍ଡ ବାଇପାସ୍ ଛକଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ…
ଭାଜପା ପକ୍ଷରୁ ଖାଦ୍ୟ, ସାବୁନ ଓ ମାସ୍କ ବଣ୍ଟନ
ବାଲେଶ୍ୱର ଅଫିସ, ୧୭।୪-ବାଲେଶ୍ୱର ଭାଜପା ପକ୍ଷରୁ ପ୍ରତ୍ୟହ ସହରର ଗରିବ ଓ ଅସହାୟ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ସାବୁନ ଓ ମାସ୍କ ବଣ୍ଟନ କରାଯାଉଛି। ସହର ଅନତି ଦୂରରେ ଅବସ୍ଥିତ ମୁକୁନ୍ଦପୁର କୁଷ୍ଠ ବସ୍ତିର ବାସିନ୍ଦାଙ୍କ ଭିକ୍ଷା ବୃତ୍ତି…
ମାସ୍କ, ସାବୁନ ବାଣ୍ଟିଲା ଜନଜାଗରଣ ମଞ୍ଚ
ଖଇରା,୧୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକରେ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ ଜନକଲ୍ୟାଣ ସେବାକୁ ବ୍ରତ ଭାବେ ଗ୍ରହଣ କରି ଆସିଥିବା ଜନଜାଗରଣ ମଞ୍ଚ ପୁଣିଥରେ ଅସହାୟଙ୍କୁ ସହାୟତା କରି ଉଦାହରଣ ପାଲଟିଛି। ୧୨ତାରିଖରୁ ମଞ୍ଚର ସଭାପତି ଉମେଶ ଚନ୍ଦ୍ର ନାୟକ ଓ…
ଓଡ଼ିଶା ସୀମା ପାରି ହେଉଥିବା ୧୧ ବଙ୍ଗୀୟ ଶ୍ରମିକ ଧରାପଡିଲେ
ଭୋଗରାଇ, ୧୭।୪(ଡି.ଏନ.ଏ.)-କରୋନା ଲାଗି ସମଗ୍ର ଦେଶ ଲକ୍ଡାଉନ୍ ଥିବାବେଳେ ଗତ ଗୁରୁବାର ରାତିରେ ଏକ ବୋଲେରୋରେ ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପାରି ହେଉଥିବା ୧୧ଜଣ ବଙ୍ଗୀୟ ଶ୍ରମିକ ପୋଲିସ ହାତରେ ଧରାପଡିଛନ୍ତି। ବୋଲେରୋକୁ ଜବତ କରାଯାଇ ସମସ୍ତଙ୍କୁ କମର୍ଦ୍ଦା ଜଗନ୍ନାଥ…

