ଆମ ଜିଲା ଖବର

କରୋନା ଲଢେଇ ପାଇଁ ସହାୟତା

ସୋହେଲା,୨୩ା୪(ଡି.ଏନ୍‌.ଏ.)-କରୋନା ମୁକାବିଲା ପାଇଁ ପେଟୁପାଲି ସରପଞ୍ଚ ଘୋଷାମଣୀ ବାଗ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ୧୦ହଜାର ଟଙ୍କାର ଚେକ୍‌ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ପ୍ରଦାନ କରିଛନ୍ତି ା ସେହିପରି ସୋହେଲା ବ୍ଲକ ଅବସରପ୍ରାପ୍ତ କର୍ମଚାରୀ…

ଲକ୍‌ଡାଉନ ବେଳେ ଚାଲିଛି ମଦ କାରବାର, ୬ ଗିରଫ

ଟିଟିଲାଗଡ଼, ୨୩।୪ (ଡି.ଏନ.ଏ.): ଲକ୍‌ଡାଉନ କଟକଣା ବେଳେ ଚାଲିଛି ମଦର ଅବାଧ କାରବାର। ବଲାଙ୍ଗୀର ଜିଲା ଟିଟିଲାଗଡ ଅଞ୍ଚଳରେ ବ୍ୟାପକ ରନ୍ଧା ମଦ କାରବାର ନେଇ ପୋଲିସ ଏବଂ ଅବକାର ବିଭାଗ ପକ୍ଷରୁ ପୃଥକଭାବେ ଚଢାଉ କରାଯାଇ ବ୍ୟାପକ ପରିମାଣରେ ମଦ…

ମାଓବାଦୀ ପ୍ରଭାବିତ ଅଞ୍ଚଳରେ ପୋଷ୍ଟର ମାଧ୍ୟମରେ ସଚେତନତା

ପାଟଣାଗଡ, ୨୩ା୪(ଡି.ଏନ.ଏ.) : ବଲାଙ୍ଗୀର ଜିଲା ଖପ୍ରାଖୋଲ ଏବଂ ତୁରେକେଲା ବ୍ଲକର ମାଓବାଦୀ ପ୍ରଭାବିତ ଅଞ୍ଚଳର ବିଭିନ୍ନ ଗ୍ରାମରେ କରୋନା ଭୁତାଣୁକୁ ନେଇ ପୋଷ୍ଟର ମାଧ୍ୟମରେ ସଚେତନତା କରାଯାଇଛି। ତ୍ରିଲିଙ୍ଗେଶ୍ୱର, ଜୁନାନୀବାହାଲ, ରେଙ୍ଗାଲି, ବର୍ତିଆ, ସୁନାମୁଦି, ବୁଢାଛାପର, ମହଖଣ୍ଡ, ସାଲେପାଲି, ପଖନମୁଣ୍ଡା…

ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଛୁଇଁଲା

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ରାଜ୍ୟରେ ଗୁରୁବାର ଅପରାହ୍ନରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଏହି ୨ ଜଣ ହେଲେ ବାଲେଶ୍ୱର ଜିଲାର। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୫ ବର୍ଷର ମହିଳା ଓ ୩୬ ବର୍ଷର ପୁରୁଷ…

ପୁଅ ଉପରେ ଏସିଡ୍‌ ଢାଳିଲେ ବାପା

ଶଙ୍କରାଖୋଲ,୨୩ା୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଟିକାବାଲି ଥାନା କଇଁଝର ପଞ୍ଚାୟତ କୁଟିଗଡ ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ସାନପୁଅ ଉପରେ ଏସିଡ୍‌ ଢାଳି ଦେଇଛନ୍ତି ବାପା। ଏନେଇ ଟିକାବାଲି ଥାନାରେ ସାନପୁଅ ଅଭିଯୋଗ କରିବା…

ବାଲେଶ୍ୱରରେ ଆଉ ୨ କରୋନା ପଜିଟିଭ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ଛୁଇଁଲା

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ୨ ଜଣ ବାଲେଶ୍ୱରର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା…

କରୋନା ସତର୍କତା: ସାକ୍ଷୀଗୋପାଳରେ ବାହାର ରାଜ୍ୟରୁ ଆସିଥିବା ୩ ନଡ଼ିଆ ବୋଝେଇ ଟ୍ରକ୍‌କୁ କରାଗଲା ବିଶୋଧନ

ସାକ୍ଷୀଗୋପାଳ, ୨୩।୪(ଡି.ଏନ.ଏ.): ଆନ୍ଧ୍ର ଓ ତେଲେଙ୍ଗାନାରୁ ଗୁରୁବାର ପହଞ୍ଚି ଥିବା ୩ ଟି ନଡ଼ିଆ ବୋଝେଇ ଟ୍ରକ କୁ ବିଶୋଧନ କରାଯାଇଛି। କୃଷିଜାତ ଦ୍ରବ୍ୟ ଗୁଡ଼ିକ ଲକଡାଉନ୍‌ରୁ ମୁକ୍ତ ହେବା ପରେ ସାକ୍ଷୀଗୋପାଳରେ ପ୍ରଥମେ ୩ ଟି ନଡ଼ିଆ ବୋଝେଇ ଟ୍ରକ…

ପଶ୍ଚିମ ଓଡ଼ିଶା ଶ୍ରମିକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିଲା ପ୍ରଶାସନ

ଭଞ୍ଜନଗର,୨୩ା୪(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ଯୋଗୁ କାମ ମିଳୁନାହିଁ। ତେଣୁ ବ୍ରହ୍ମପୁରରେ ଅଟକି ରହିଥିବା ପଶ୍ଚିମ ଓଡ଼ିଶାର ୧୩ ଶିଶୁ ସମେତ ୬୦ଜଣ ଶ୍ରମିକ ଚାଲିଚାଲି ନିଜ ଭିଟାମାଟିକୁ ଫେରୁଥିଲେ। ବୁଧବାର ଭଞ୍ଜନଗର ଦେଇ ଯାଉଥିତ୍ବା ସମୟରେ ଲୋକେ ଦେଖି ସହାୟତାର ହାତ ବଢ଼ାଇଥିଲେ।…

କଣ୍ଟେନମେଣ୍ଟ ଜୋନ -୧, ଜୋନ -୨ ରେ ସ୍ବାସ୍ଥ୍ୟ ବିଭାଗର ସର୍ଭେ

ଭଣ୍ଡାରିପୋଖରୀ, ୨୩।୪ (ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକରେ ଦୁଇ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଦୁଇ ପଞ୍ଚାୟତକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ବୁଧବାର ଅଗ୍ନିଶମ ବିଭାଗ ଦାରା ପଞ୍ଚାୟତର ବିଭିନ୍ନ ସ୍ଥାନକୁ କେମିକାଲ ସ୍ପ୍ରେ ଦ୍ୱାରା ବିଶୋଧନ କରାଯାଇଛି। ସଂକ୍ରମିତ ଦୁଇ…

ନିର୍ଗୁଣ୍ଡି ପଞ୍ଚାୟତକୁ ବିଶୋଧନ କରାଗଲା

ଭଣ୍ଡାରିପୋଖରୀ, ୨୩।୪ (ଡି.ଏନ.ଏ.)-ଗୁରୁବାର ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି। ସରପଞ୍ଚ ନମିତା ପାତ୍ରଙ୍କ ତତ୍ତ୍ୱାବଧାନରେ ପ୍ରଥମେ ମହୁରା ସ୍ଥିତ ସ୍କୁଲରେ ହୋଇଥିବା ସମାହିକ ସ୍ବାସ୍ଥ୍ୟକେନ୍ଦ୍ରକୁ ବିଶୋଧନ ପରେ ଶିବବିନ୍ଧା, ଗୁହାଳିଆ, ମଜୁରିଗଡ଼ିଆ, ଅନନ୍ତପୁର, ରାଜେନ୍ଦ୍ରପୁର,…

ଟ୍ରକ୍‌କୁ ପିଟିଲା ଟ୍ରକ: ଜଣେ ମୃତ, ୨ ଆହତ

ସୋର, ୨୩।୪(ଡି.ଏନ.ଏ.)-ସୋର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ତଳନଗର ଠାରେ ଏକ ଟ୍ରକରେ ମାଲବୋଝେଇ ସମୟରେ ଅନ୍ୟ ଏକ ଟ୍ରକ ଧକ୍କା ଦେଇଛି। ଘଟଣାସ୍ଥଳରେ ତପନ ବେହେରା ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୪.୭୧ ଲକ୍ଷ ଟଙ୍କା ପ୍ରଦାନ

ବ୍ରହ୍ମପୁର ଅଫିସ,୨୩ା୪: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଗଞ୍ଜାମ ଜିଲାର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ପକ୍ଷରୁ ଗୁରୁବାର ୪ଲକ୍ଷ ୭୧ ହଜାର ୫୮୬ ଟଙ୍କା ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲା ସିଭିଲ୍‌ ରେଜିଷ୍ଟ୍ରାର ସମସ୍ତ କର୍ମଚାରୀଙ୍କ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?