ଆମ ଜିଲା ଖବର

ଅଖିମୁଠି ଅନୁକୂଳ କଲେ ଚାଷୀ

ବରଗଡ଼ ଅଫିସ୍‌,୨୬।୪: ବରଗଡ଼ ଜିଲା କୃଷକ ସଂଗଠନ ସମନ୍ବୟ ସମିତି ପକ୍ଷରୁ ରବିବାର ଅକ୍ଷୟ ତୃତୀୟା ପାଳିତ ହୋଇଛି। ଜିଲାର ଚକରକେନ୍ଦଠାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମିତିର ସମ୍ପାଦକ କିଶୋର ଦେବତା ଅଖିମୁଠି ଅନୁକୂଳ କରିଥିଲେ। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ…

ବାହାର ରାଜ୍ୟରେ ଗଞ୍ଜାମର ୩ ଲକ୍ଷ ଲୋକ: ୨ ଦିନରେ ୧୯୨୫ ଜଣ କଲେଣି ଅନ୍‌ଲାଇନ୍‌ରେ ପଞ୍ଜୀକରଣ

ଛତ୍ରପୁର,୨୬ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାର ୩ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ବାହାର ରାଜ୍ୟରେ ଥିବା ସମ୍ପର୍କରେ ପ୍ରାକ୍‌ ଆକଳନରୁ ଜଣାପଡ଼ିଛି। ଏଥିରୁ ଅଧିକାଂଶ ଲୋକ ଲକ୍‌ଡାଉନ୍‌ ଉଠିବା ପରେ ଗଞ୍ଜାମ ଜିଲାକୁ ଫେରିବାର ସମ୍ଭାବନା ରହିଛି। ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କ ପକ୍ଷରୁ…

ଗଞ୍ଜାମ ପୋଲିସର ଅଭିନବ ପ୍ରୟାସ: କରୋନା ସଚେତନତା ଗୀତ ଗାଇଲେ ରମ୍ଭା ଥାନାଧିକାରୀ

ଛତ୍ରପୁର, ୨୬।୪(ଡି.ଏନ୍‌.ଏ.)-କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଗଞ୍ଜାମ ପୋଲିସ ଜ଼ିଲା ପକ୍ଷରୁ ଲୋକଙ୍କୁ ସଚେତନତା ପାଇଁ ଏକ ଅଭିନବ ପ୍ରୟାସ କରାଯାଇଛି। ‘ଆସ ଆମେ କରୋନାକୁ ଦୁରେଇ ଦେବା’ ଶୀର୍ଷକ ଏକ ସଚେତନତା ଗୀତ ରଚନା ସହ ନିଜେ…

ଝଡ ବର୍ଷାରେ ବ୍ୟାପକ କ୍ଷୟକ୍ଷତି

ବାମରା, ୨୬।୪ (ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବ୍ଲକର ବିଭିନ୍ନ ଅଞ୍ଚଳରେ ଶୁକ୍ରବାର ଦିନ ପ୍ରବଳ ଝଡ ବର୍ଷା ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେତେକ ସ୍ଥାନରେ କୁଆପଥର ମାଡ ହୋଇଛି। ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟାରେ ବାମରା ବ୍ଲକ…

ଦେଶୀ ମଦ ସହ ମୋଟରସାଇକେଲ ଜବତ: ୨ ଜଣଙ୍କୁ ଗରିଫ କଲା ପୋଲିସ

ପୁରୁଷୋତ୍ତମପୁର,୨୬ା୪(ଡି.ଏନ୍‌.ଏ.): କରୋନାକୁ ନେଇ ଗଞ୍ଜାମ ଜିଲାପାଳ ମଦ କାରବାର ସମ୍ପୂର୍ଣ୍ଣ ରୂପେ ବନ୍ଦ ଲାଗି କଡ଼ା ନିର୍ଦ୍ଦେଶ ଜାରି କରିଥିବା ସତ୍ତ୍ୱେ ପୁରୁଷୋତ୍ତମପୁର ଅଞ୍ଚଳରେ ମଦମାଫିଆମାନେ ବିନା ଦ୍ବିଧାରେ ମଦ କାରବାର ଚଳାଇଛନ୍ତି। ଏହାକୁ ନେଇ ରବିବାର ସକାଳେ ପୁରୁଷୋତ୍ତମପୁର ଥାନା…

କରୋନା ଯୁଦ୍ଧରେ ଉଦାହରଣ ସାଜିଲେ ଜେରୁସ: କର୍ତ୍ତବ୍ୟ ସହ ତୁଲାଉଛନ୍ତି ପରିବାରର ଦାୟିତ୍ୱ, ପ୍ରଶଂସା କଲେ ପୁରୀ ଏସ୍‌ପି

ସାକ୍ଷୀଗୋପାଳ,୨୬।୪(ଡି.ଏନ.ଏ.): କରୋନା ମୁକାବିଲାକୁ ନେଇ ସମ୍ପ୍ରତି ଲକ୍‌ଡାଉନ୍‌ କଟକଣା ଜାରି ରହିଛି। ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନେଇ ପ୍ରମୁଖ ଭୂମିକା ଗ୍ରହଣ କରିଛି ପୋଲିସ। ରାତିଦିନ ଏକ କରି କାମ କରୁଥିବା ବେଳେ ଅନେକ ବ୍ୟକ୍ତିଗତ ସ୍ବାର୍ଥକୁ ତ୍ୟାଗ…

ଉତ୍ତରପ୍ରଦେଶ ଫେରନ୍ତା ଦୁଇ ଯୁବକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିଲା ପ୍ରଶାସନ

ବିଜେପୁର,୨୬ା୪(ଡି.ଏନ୍‌.ଏ.) : କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବ୍ୟାହତ ରହିଛି। ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ହେଲେ କିଛି ଅମାନିଆ ଲକ୍‌ଡାଉନ୍‌ କଟକଣାକୁ ଉଲ୍ଲଂଘନ କରି ସୀମାରେ ରହିଥିବା ସୁରକ୍ଷା କର୍ମୀକୁ…

ଛିଡା ହୋଇଥିବା ଚିପ୍ସ ବୋଝେଇ ହାଇୱାକୁ ପଛରୁ ଧକ୍କା ଦେଲା ଟ୍ରକ୍‌: ଟ୍ରକ୍‌ ହେଲ୍ପର ମୃତ, ଡ୍ରାଇଭର ଗୁରୁତର

ରେଙ୍ଗାଲି, ୨୬।୪ (ଡି.ଏନ.ଏ.)- ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ରମ୍ପେଲା ଗ୍ରାମ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚିପ୍ସ ବୋଝେଇ ହାଇୱା (ଓଡି ୨୩ ବି- ୯୮୯୨)କୁ ଗୋଠିଏ ଟ୍ରକ୍‌ (ଓଡି ୧୭ ଏନ- ୯୦୧୧) ଧକ୍କା ଦେଇଛି।…

ଲକ୍‌ଡାଉନ୍‌ ଶେଷ ପରେ ପୁରୁଷୋତ୍ତମପୁରକୁ ଫେରିବେ ୧୫,୩୦୦ ଲୋକ: ୧୨୩ କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରସ୍ତୁତ: ତଦାରଖ କଲେ ଉପଜିଲାପାଳ

ପୁରୁଷୋତ୍ତମପୁର,୨୬ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସିକୁ ରାଜ୍ୟ ଓ ଜିଲା ବାହାରୁ ଆସିବାକୁ ଥିବା ଲୋକଙ୍କ ଆକଳନକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ପ୍ରାୟ ୧୫ ହଜାର ୩ ଶହ ଲୋକଙ୍କ ରହିବା ଲାଗି କ୍ବାରାଣ୍ଟାଇନ୍‌ ସେଣ୍ଟରର…

ଫେରିବେ ୧୪୭୦: କ୍ୱାରାଣ୍ଟାଇନ୍‌ କଡ଼ାକଡ଼ି କରିବାକୁ ଦାବି

ବିଜେପୁର,୨୬ା୪(ଡି.ଏନ୍‌.ଏ.) : କରୋନା ପ୍ରତିହତ ପାଇଁ କରାଯାଇଥିବା ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଖୋଲିବାକୁ ଆଉ ମାତ୍ର ୭ ଦିନ ବାକି ରହିଛି। ଏହା ଖୋଲିବା ମାତ୍ରକେ ରାଜ୍ୟ ବାହାରେ ରହୁଥିବା ଲୋକଙ୍କ ଘରବାହୁଡ଼ା ହେବାର ସମ୍ଭାବନା ରହିଛି। ତେଣୁ ରାପିଡ୍‌ ରେସପନ୍ସ…

ବିଶୋଧିତ ହେଉନି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ:ଟୁଇଟ୍‌ କରି ଅଭିଯୋଗ କଲେ ଆଇନଜୀବୀ

ପଟ୍ଟାମୁଣ୍ଡାଇ, ୨୬।୪ (ସ୍ବ.ପ୍ର.)-ମହାମାରୀ କରୋନାର ପ୍ରତିଷେଧକ ଟିକା ଏ ଯାଏ ବାହାରି ପାରି ନ ଥିବା ବେଳେ ଭାରତ ସମେତ ସମଗ୍ର ବିଶ୍ୱରେ ଏହି ଭୂତାଣୁ ଦୈନିକ ହଜାର ହଜାର ଜୀବନ ନେବାରେ ଲାଗିଛି। ଏହି ଭୂତାଣୁ ସଂକ୍ରମଣ ରୋକିବା ପାଇଁ…

ଲଗାଣ ବର୍ଷାରେ ଚାଷୀ ବେହାଲ

କେନ୍ଦ୍ରାପଡ଼ା ଅଫିସ, ୨୬।୪-ଗତ ୩ ଦିନ ଧରି କେନ୍ଦ୍ରାପଡ଼ା ଜିଲାରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ଜିଲାର ଚାଷୀଙ୍କ ପନିପରିବା ଓ ରବି ଫସଲ ଉଜୁଡ଼ି ଯାଇଛି। କରୋନା ମହାମାରୀ ପାଇଁ ତାଲାବନ୍ଦ ଯୋଗୁ ଚାଷୀଙ୍କୁ ଉପଯୁକ୍ତ ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?