କଣ୍ଠଶିଳ୍ପୀଙ୍କ ଦ୍ୱାରା ମାସ୍କ, ରାଶନ ସାମଗ୍ରୀ ବଣ୍ଟନ
ଯୋଡ଼ା, ୨୬ା୪(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡା ପୌରପାଳିକାର ୫ ନଂ.ଓ୍ବାର୍ଡ ଆଜାଦବସ୍ତି କ୍ଲବ ଗୃହଠାରେ ଯୋଡାର ଜଣେ କଣ୍ଠଶିଳ୍ପୀ ଶୁଭଶ୍ରୀ ଜେନାଙ୍କ ପକ୍ଷରୁ ଗରିବ ଅସହାୟ ଲୋକଙ୍କୁ ମାସ୍କ ଓ ଅତ୍ୟାବଶ୍ୟକ ରାଶନ ସାମଗ୍ରୀ ବଣ୍ଟନ କରାଯାଇଛି। ସ୍ଥାନୀୟ ଆଜାଦ ବସ୍ତି…
ଯୋଡ଼ାରେ ୩ ଜଣଙ୍କ ସ୍ବାବ୍ ସଂଗ୍ରହ
ଯୋଡ଼ା, ୨୭।୪ (ଡି.ଏନ.ଏ.): କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବାହାରୁ ଆସିିଥିବା ଲୋକମାନଙ୍କ ସ୍ବାବ ସଂଗ୍ରହ ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଏକ ମେଡିକାଲ ଟିମ୍ ରବିବାର ଯୋଡାରେ ପହଞ୍ଚିଛନ୍ତି। ରବିବାର ପ୍ରଥମ ଦିନରେ ରାଜ୍ୟ…
ଦିଲ୍ଲୀରେ ଓଡ଼ିଆ ସମାଜ ପକ୍ଷରୁ ରାଶନ ସାମଗ୍ରୀ ବଣ୍ଟନ
ରୂପ୍ସା, ୨୭।୪(ଡି.ଏନ.ଏ.): ସାରା ଦେଶ ଏବେ କରୋନା ପାଇଁ ଲକ୍ଡାଉନ୍ରେ ରହିଛି। ସମସ୍ତେ ସରକାରଙ୍କ ନିୟମ ମାନି ନିଜ ନିଜ ଘରେ ରହୁଛନ୍ତି। ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପୋଲିସ ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ରକ୍ଷା ଦିଗରେ ରାତିଦିନ ପାଟ୍ରୋଲିଂ ବ୍ୟବସ୍ଥା…
ରବିଧାନ ପାଇଁ ୧୦ରୁ ଖୋଲିବ ମଣ୍ଡି: ସାମାଜିକ ଦୂରତା, ସାନିଟାଇଜର, ମାସ୍କ ସବୁ ମଣ୍ଡିରେ ବାଧ୍ୟତାମୂଳକ
ରାୟଗଡ଼ା ଅଫିସ,୨୭ା୪: ରାୟଗଡ଼ା ଜିଲାରେ ପୂର୍ବରୁ ୧୩ଟି ମଣ୍ଡିରୁ ଧାନ ସଂଗ୍ରହ କରାଯାଉଥିବା ବେଳେ ଏଥର ୪ଟି ଅଧିକ ମଣ୍ଡି ଖୋଲାଯିବ। ସେହି ୪ଟି ନୂଆ ମଣ୍ଡିଗୁଡ଼ିକ ହେଲା ରାମନାଗୁଡ଼ା ବ୍ଲକ ଗୁମୁଡ଼ା, ବିଷମକଟକ ବ୍ଲକ ଗଜମହଲ, ମୁନିଗୁଡ଼ା ବ୍ଲକ କୁମୁଡ଼ାବାଲି,…
୧୨ ହଜାର ଲିଟର ମହୁଲି ପୋଚ ନଷ୍ଟ
ପାତ୍ରପୁର,୨୭ା୪(ଡି.ଏନ୍.ଏ.)- ଜରଡ଼ା ଥାନା ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ ସୋମବାର ଦୁଇ ମଦ ରନ୍ଧା ସ୍ଥାନରେ ଚଢ଼ାଉ କରି ୧୨ ହଜାର ଲିଟର ମହୁଲି ପୋଚ ନଷ୍ଟ କରିଛି ଜରଡ଼ା ପୋଲିସ ା କୌଣସି ସୁତ୍ରରୁ ଖବର ପାଇ…
ରାସ୍ତା ଖୋଳି ସୀମା ଅବରୋଧ
ଗୁଣପୁର,୨୭ା୪(ଡି.ଏନ୍.ଏ.): ଗଜପତି ଜିଲା ସୀମାନ୍ତ ଆନ୍ଧ୍ରରେ କରୋନା ରୋଗୀ ଚିହ୍ନଟ ହେବା ପରେ ରାୟଗଡ଼ା ଜିଲା ପୋଲିସ ଓ ପ୍ରଶାସନ ପାଇଁ ଏହା ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଗୁଣପୁର ସୀମାକୁ ଲାଗି ରହିଥିବା ୪ଟି ରାଜ୍ୟର ସୀମାନ୍ତ ରାସ୍ତା…
କର୍ତ୍ତବ୍ୟରତ ଜିଆରଏସ୍ଙ୍କୁ ପୋଲିସର ଲାଠିମାଡ଼
ଯାଜପୁର ଅଫିସ/ବରୀ(ସ୍ବ.ପ୍ର.),୨୭ା୪: ଯାଜପୁର ଜିଲା ବରୀ ବ୍ଲକ କଳାମାଟିଆ ବ୍ୟାଙ୍କ ଛକ ନିକଟରେ ସୋମବାର ବରୀ ଥାନାର ଜଣେ କନଷ୍ଟେବଳ ବରୀ ବ୍ଲକ କାର୍ଯ୍ୟାଳୟର ଜଣେ କାର୍ଯ୍ୟରତ ଜିଆରଏସଙ୍କୁ ଲାଠି ମାଡ଼ କରିଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଜିଆରଏସ ବରୀ…
୨ ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ ଅଭିଯୋଗ
ବରୀ,୨୭ା୪(ସ୍ବ.ପ୍ର.): ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍ସି)ର ୨ଜଣ ଡାକ୍ତରଙ୍କୁ ସୋମବାର ପୂର୍ବାହ୍ନରେ ଜଣେ ବ୍ୟକ୍ତି ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବା ସହିତ ଆକ୍ରମଣ ଉଦ୍ୟମ କରିଥିବା ବରୀ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଡାକ୍ତର ଜ୍ୟୋତି ଚୌଧୁରୀ ଓ ଜିନ୍ନତ ଦାସ…
୪ ସ୍ବାବ୍ ଗ୍ରହଣ କେନ୍ଦ୍ରରେ ୨୭୨ ଜଣଙ୍କ ନମୁନା ସଂଗ୍ରହ
ବିଞ୍ଝାରପୁର,୨୭।୪(ଡି.ଏନ.ଏ): ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଞ୍ଝାରପୁର ବ୍ଲକରେ କୋଲକାତା ଫେରନ୍ତାଙ୍କ ପାଇଁ ୪ଟି ସ୍ବାବ୍ ଗ୍ରହଣ କେନ୍ଦ୍ର କରାଯାଇଛି। ବ୍ଲକର ସୟଦପୁରସ୍ଥିତ ବ୍ରଜସୁନ୍ଦର ହାଇସ୍କୁଲ, ଉତ୍ତଙ୍ଗରା ହାଇସ୍କୁଲ, ବାଚ୍ଛୋଳ ହାଇସ୍କୁଲ, ଆଉଁରୀ ପ୍ରାଥମିକ ବିଦ୍ୟାଳୟ ସମେତ ପ୍ରଶାସନ ତରଫରୁ…
ପାହାଡ଼ରେ ବେଆଇନ ପଥର ବ୍ଲାଷ୍ଟଂ: ଥରିଲା ଗାଁ
ଖୋର୍ଦ୍ଧା ଅଫିସ,୨୭ା୪ : ଲକ୍ଡାଉନ ଖଟକଣାକୁ ଫୁ କରି ବେଆଇନ ଭାବେ ପାହାଡରେ ପଥର ବ୍ଲାଷ୍ଟିଂ ସାଙ୍ଗକୁ କ୍ରଶର ୟୁନିଟ ଚାଲିଛି। ଅନ୍ୟପକ୍ଷେ ପଥର ମାଫିଆମାନେ ପାହାଡରୁ ଦିନରାତି ବ୍ଲାଷ୍ଟିଂ କରି ଚାଲିଛନ୍ତି। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି…
ସରକାରୀ ମଦଭାଟି ସିଲ୍ କଲା ପ୍ରଶାସନ: ସିଲ୍ ପରେ ପଛପଟ ଖୋଲି ଚାଲିଥିଲା ମଦ ପ୍ରସ୍ତୁତ, ୩ ଅଟକ
ଦିଗପହଣ୍ଡି,୨୭ା୪(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମ ନିକଟରେ ଥିବା ସରକାରୀ ବାହାର ଦେଶୀମଦ ଭାଟିରେ ସୋମବାର ଦିଗପହଣ୍ଡି ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ ପୋଲିସ ଟିମ୍ ସହ ଚଢାଉ କରି ଏହାକୁ ସମ୍ପୂର୍ଣ୍ଣ ସିଲ୍ କରିଛନ୍ତି। ଲକ୍ଡାଉନ…
ମହିଳା ପୋଲିସ ଅଧିକାରୀଙ୍କ କରୋନା ଗୀତ ଭାଇରାଲ
ଖୋର୍ଦ୍ଧା ଅଫିସ,୨୭ା୪ : ସାରା ବିଶ୍ୱ ଆଜି କରୋନା ଯୋଗୁ ଆତଙ୍କିତ ଅବସ୍ଥାରେ ରହିଛି। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଦେଶରେ ଲକ୍ଡାଉନ ଜାରି ରହିଛି। ଏ ନେଇ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରଙ୍କଠାରୁ ବିଭିନ୍ନ…

