ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୯ ଗିରଫ
ରାଇରଙ୍ଗପୁର,୨୮ା୪(ଡି.ଏନ୍.ଏ.)- ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ରବିବାର ବିଶୋଇ ଥାନା ପୋଲିସ ୯ ଜଣ କାଠ ଚୋରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଲପାଣି ଗ୍ରାମ ବଡ଼ଗୁଣ ବସ୍ତି ଅଞ୍ଚଳର ଗୋବିନ୍ଦ ଦାସ, ଲକ୍ଷ୍ମଣ ଦେହୁରୀ, ପୁରୁଷୋତ୍ତମ ଦେହୁରୀ, ପୀତବାସ…
ବିଧାୟକଙ୍କ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ
କୁଆମରା,୨୮ା୪(ଡି.ଏନ୍.ଏ.)- ୩ ଦିନ ତଳେ କାଳ ବୈଶାଖୀ ତାଣ୍ଡବରେ ଗୋପବନ୍ଧୁ ନଗର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କୁଆମରା ବଜାରର କେତେକ ଦୋକାନ ଛପର ଉଡ଼ି ଯାଇଥିବା ବେଳେ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ଓ କୁଆମରା ସାରସ୍ବତ କନିଷ୍ଠ…
କଂଗ୍ରେସ ପକ୍ଷରୁ ମାସ୍କ, ଖାଦ୍ୟ ବଣ୍ଟନ
ବାଲେଶ୍ୱର ଅଫିସ, ୨୮।୪-ବାଲେଶ୍ୱର ଜିଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଫଳରେ ଲୋକଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ଆହ୍ବାନକ୍ରମେ…
ଧରମପୁରରେ କଣ୍ଟେନମେଣ୍ଟ ଅବଧି ବଢିଲା
ସଜନାଗଡ଼, ୨୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ଧରମପୁର ପଞ୍ଚାୟତରେ ଗତ ୨୦ ତାରିଖରେ ଜଣେ ୨ବର୍ଷର ଶିଶୁକନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ। ଫଳରେ ଉକ୍ତ ଅଞ୍ଚଳର ୩ଟି ୱାର୍ଡ଼ ନଂ. ୯, ୧୦ ଓ ୧୧କୁ…
ଖାଦ୍ୟ କିଟ୍ ବଣ୍ଟନ
ଖଇରା, ୨୮।୪(ଡି.ଏନ.ଏ.)-ନୂଆଦିଲ୍ଲୀରେ ଆୟକର ବିଭାଗରେ ଡେପୁଟି କମିଶନର ଭାବେ କାର୍ଯ୍ୟରତ ବାଲେଶ୍ୱର ଜିଲା ଖଇରା ବ୍ଲକ ନୂଆଗାଁ ବଡ ଗ୍ରାମର ଆଶିଷ କୁମାର ପଣ୍ଡା ନିଜ ଅଞ୍ଚଳରେ ଅସହାୟମାନଙ୍କ ପାଇଁ ସହଯୋଗ ଅବ୍ୟାହତ ରଖିଛନ୍ତି ା ଖଇରା ଓ ସିମୁଳିଆ ବ୍ଲକରେ…
ବିଭିନ୍ନ ଗ୍ରାମରେ ମାସ୍କ, ପରିବା ବଣ୍ଟନ
ଖଇରା, ୨୮।୪(ଡି.ଏନ୍.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରୁଗାଁ ପଞ୍ଚାୟତ ଯୁବ ବିଜେଡି ଆନୁକୂଲ୍ୟରେ ସୋମବାର ଏହି ପଞ୍ଚାୟତର ବିଭିନ୍ନ ଗ୍ରାମରେ ମାସ୍କ ଓ ପରିବା ବଣ୍ଟନ କରାଯାଇଛି। ବିଜୁ ଛାତ୍ର ଜନତା ଦଳର ଉତ୍ତର ଓଡିଶା ଉପସଭାପତି ଗୌତମ ରାଉତଙ୍କ…
ଦାରିଙ୍ଗବାଡି ବ୍ଲକ: ଅଧ୍ୟକ୍ଷାଙ୍କ ସଭ୍ୟପଦ ରଦ୍ଦ, ଦାୟିତ୍ୱରେ ଉପାଧ୍ୟକ୍ଷ
ଦାରିଙ୍ଗବାଡ଼ି,୨୮।୪(ଡି.ଏନ୍.ଏ.)- ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ସଭ୍ୟପଦ୍ଦକୁ କୋର୍ଟ ଅସିଦ୍ଧ ଘୋଷଣା ପରେ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ତାଙ୍କ ସଭ୍ୟପଦ୍ଦକୁ ରଦ୍ଦ କରିଛନ୍ତି। ବ୍ଲକ ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂଙ୍କୁ ନିର୍ବାଚନ ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟୀତ୍ୱରେ ରହିବାକୁ…
ବି.ଡକେବାଡ଼ିରେ ଜ୍ୱର ଆତଙ୍କ: ପହଞ୍ଚତ୍ଲେ ଡାକ୍ତରୀ ଦଳ
ଦାରିଙ୍ଗବାଡ଼ି,୨୮।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ପଞ୍ଚାୟତ ବି.ଡକେବାଡ଼ି ଗ୍ରମାରେ କିଛିଦିନ ହେଲା ଜ୍ୱର ଆତଙ୍କ ଦେଖାଦେଇଛି। ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଜ୍ୱରରେ ଆକ୍ରାନ୍ତ ହେବାପରେ ସୋମବାର ଦାରିଙ୍ଗବାଡ଼ି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରୁ ଏକ ଡାକ୍ତରୀ ଟିମ୍ ଗଁାରେ ପହଞ୍ଚତ୍ଛି। ଜ୍ୱରରେ ପୀଡିତ ବ୍ୟକ୍ତିଙ୍କ ରକ୍ତ ନମୂନା…
ବୁଗୁଡ଼ା ବ୍ଲକ: ୩ ସନ୍ଦିଗ୍ଧଙ୍କୁ ପରୀକ୍ଷା ପାଇଁ ପଠାଗଲା ବ୍ରହ୍ମପୁର
ବୁଗୁଡ଼ା,୨୮ା୪(ଡି.ଏନ.ଏ.)-ବୁଗୁଡ଼ା ବ୍ଲକର ୩ ସନ୍ଦିଗ୍ଧଙ୍କୁ ପରୀକ୍ଷା ପାଇଁ ସୋମବାର ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିବା ବିଡିଓ ତଥା ନୋଡାଲ ଅଧିକାରୀ ତନ୍ମୟ ପାତ୍ର କହିିଛନ୍ତି। ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ଫେରିଥିବା ମୋଟାବାଡ଼ି ପଞ୍ଚାୟତ ଅଞ୍ଚଳର ଜନୈକ ବ୍ୟକ୍ତି ସଂଗରୋଧ କେନ୍ଦ୍ରରେ ଥିବା…
ଆଇଟିଆଇ ପ୍ରସ୍ତୁତ କଲା କୋଭିଡ୍-୧୯ ସୁରକ୍ଷା କବଚ
ବ୍ରହ୍ମପୁର ଅଫିସ,୨୮ା୪-କୋଭିଡ୍-୧୯(କରୋନା)ଭାଇରସ ସଂକ୍ରମଣକୁ ରୋକିବା ତଥା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ସମୟରେ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଦୂରତା ରକ୍ଷା କରିବା ନେଇ ବ୍ରହ୍ମପୁର ସରକାରୀ ଆଇଟିଆଇ ପ୍ରସ୍ତୁତ କରିଛି ସ୍ବତନ୍ତ୍ର ସୁରକ୍ଷା କବଚ ା ବର୍ତ୍ତମାନ କୋଭିଡ୍-୧୯ର ସଂକ୍ରମିତଙ୍କ ସଂଖ୍ୟା…
ଏଫ୍ଇଏସ୍ ଦେଲା ସୁରକ୍ଷା ସାମଗ୍ରୀ
ଅନୁଗୋଳ ଅଫିସ, ୨୮।୪ କରୋନା ବିରୋଧୀ ସଂଗ୍ରାମରେ ପ୍ରମୁଖ ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ସହଯୋଗର ହାତ ବଢ଼ାଇଛି ଅନୁଗୋଳ ଜିଲାର ଫାଉଣ୍ଡେଶନ ଫର୍ ଇକୋଲୋଜିକାଲ ସିକ୍ୟୁରିଟି (ଏଫ୍ଇଏସ୍)। ସୋମବାର ଅନୁଷ୍ଠାନ ପକ୍ଷରୁ ୨୫୦ଟି ବ୍ୟକ୍ତିଗତ ସୁରକ୍ଷା କିଟ୍ ଜିଲା ପ୍ରଶାସନକୁ ପ୍ରଦାନ…
୫୦ ହଜାର ଦେଲା ବସ୍ ମାଲିକ ସଂଘ
ତାଳଚେର, ୨୮ା୪(ନି.ପ୍ର.) କରୋନା ମୁକାବିଲା ପାଇଁ ତାଳଚେର ବସ୍ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂଘ ସଭାପତି ଶ୍ରୀକାନ୍ତ କୁମାର ପାଣି, ସାଧାରଣ ସମ୍ପାଦକ ସୁମନ ବେହେରା, କୋଷାଧ୍ୟକ୍ଷ ମଦନ ମୋହନ…

