ଆମ ଜିଲା ଖବର

କ୍ୱାରାଣ୍ଟାଇନ୍‌ରେ ରହିଲେ ୬ ପଶ୍ଚିମବଙ୍ଗ ଫେରନ୍ତା

ରାଜନଗର,୩୦ା୪(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଖାସମୁଣ୍ଡା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଲୁଚି କରି ୬ ବଂଲାଭାଷୀ ଚାଲିଆସିଥିଲେ। ପୋଲିସ ସେମାନଙ୍କୁ ଧରି ଗୁରୁବାର ତାଳଚୁଆ ପଞ୍ଚାୟତ ନୋଡାଲ ଅଫିସର ବିଜୟ କୁମାର…

CORONAVIRUS UPDATE: ଯାଜପୁରରେ ପୁଣି ୧୪ କରୋନା ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୪୨

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ ପୁଣି ୧୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଯାଜପୁର ଜିଲାର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି। ତେବେ…

ଧାନ ବୋଝେଇ ୪ ଟ୍ରକ୍‌ ଜବତ

ରାଜନଗର,୩୦ା୪(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳରୁ ଧାନବେପାରୀ ୪ଟି ଟ୍ରକ୍‌ରେ ଧାନ ବୋଝେଇ କରି କଲିକତା ଚାଲାଣ କରୁଥିଲେ। ବୁଧବାର ରାତିରେ ତାଳଚୁଆ ସାମୁଦ୍ରିକ ଥାନା ଇନ୍ସପେକ୍ଟର ଶ୍ରୀକାନ୍ତ ବାରିକ ଖବର ପାଇ ଏହି ୪ଟି ଟ୍ରକ୍‌କୁ…

ଫୁଲବାଣୀ ପୂର୍ବତନ ବିଧାୟକଙ୍କ ଗାଡ଼ିକୁ ଗୁଳିମାଡ଼

ଫୁଲବାଣୀ ଅଫିସ, ୩୦ା୪- କନ୍ଧମାଳ ଜିଲା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଏକ ବୋଲେରୋ ଗାଡିକୁ କେହି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ଗାଡିରେ କେହି ନ ଥିବା ବେଳେ ଏଭଳି କାଣ୍ଡ ଦୁର୍ବୃତ୍ତ ଜଣକ ଭିଆଇଛନ୍ତି। ପୂର୍ବ ଶତ୍ରୁତା…

୯୧ କରୋନା ଯୋଦ୍ଧାଙ୍କ ନମୁନା ସଂଗ୍ରହ

ଭଣ୍ଡାରିପୋଖରୀ, ୩୦।୪ (ଡି.ଏନ.ଏ.)-କରୋନାର ମୁକାବିଲା ପାଇଁ ଦିନ ରାତି ଏକ କରି ନିୟୋଜିତ ଥିବା ଯୋଦ୍ଧା ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କ ସ୍ବାବ ନମୁନା ପରୀକ୍ଷଣ ପାଇଁ ସଂଗ୍ରହ କରାଯାଇଛି। ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ନୂତନ) ପରିସରରେ…

କରୋନା ପଜିଟିଭ୍‌ ଆସିବା ପରେ ଖଇରା ବ୍ଲକର ୨ ଗ୍ରାମ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଖଇରା,୩୦।୪(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତର କନ୍ଦଡା ଗ୍ରାମର ଜଣେ କଲିକତା ଫେରନ୍ତାଙ୍କ ସ୍ବାବ ପଜିଟିଭ୍‌ ଜଣାପଡଛି। ଏହା ପରେ ବାଲେଶ୍ବର ଉପଜିଲାପାଳ କନ୍ଦଡା ସମେତ ପଡୋଶୀ ମହତୀପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ଉକ୍ତ…

ଘରଘର ବୁଲି ଛାତ୍ରୀଛାତ୍ର୍ରଙ୍କୁ ପାଠ୍ୟପୁସ୍ତକ ବାଣ୍ଟିଲେ ଶିକ୍ଷକ

ବୁଗୁଡ଼ା,୩୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଛାତ୍ରୀଛାତ୍ରଙ୍କ ଘରକୁ ଘର ବୁଲି ପାଠ୍ୟପୁସ୍ତକ ବଣ୍ଟନ କରିଛନ୍ତି। ବୁଗୁଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ମୋଟ୍‌ ୧୪୦୦୦ରୁ ଅଧିକ ଛାତ୍ରୀଛାତ୍ରଙ୍କ ଲାଗି ୭୬୦୦୦…

ମୁଖ୍ୟମନ୍ତ୍ରୀ ରିଲିଫି ପାଣ୍ଠିକୁ ସହାୟତା

ଭଣ୍ଡାରିପୋଖରୀ, ୩୦।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନ କାର୍ଯ୍ୟରତ ସମସ୍ତ କର୍ମଚାରୀ, ଶିକ୍ଷୟିତ୍ରୀଶିକ୍ଷକ ଓ ସିଆରସିସି ମାନେ ସ୍ବେଚ୍ଛାକୃତ ଭାବେ ସେମାନଙ୍କ ମାର୍ଚ୍ଚ ମାସ ବେତନରୁ ଗୋଟିଏ ଦିନର ବେତନ ପ୍ରଦାନ କରିଛନ୍ତି। ୬,୩୬,୮୭୪ ଟଙ୍କା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ…

ଚିତ୍ରରେ ଗଞ୍ଜାମ ଜିଲାପାଳଙ୍କ କରୋନା ବାର୍ତ୍ତା: ଘରୁ ବାହାରିବା ବେଳେ ମାସ୍କ ସହ ବ୍ୟବହାର କରନ୍ତୁ ଛତା, ସାମାଜିକ ଦୂରତ୍ୱ ରହିବ

ଛତ୍ରପୁର, ୩୦।୪(ଡି.ଏନ୍‌.ଏ.)- କରୋନାର ମୁକାବିଲା ନିମନ୍ତେ ମାସ୍କର ବ୍ୟବହାର ଏବଂ ସାମାଜିକ ଦୂରତା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ନେଇ ସରକାରୀସ୍ତରରେ ଲୋକମାନଙ୍କୁ ସଚେତନ କରାଯାଉଛି। ଏହି କ୍ରମରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଚିତ୍ର ଆଙ୍କି ଭିନ୍ନ…

କ୍ବାରାଣ୍ଟାଇନ କେନ୍ଦ୍ରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ଭଣ୍ଡାରିପୋଖରୀ,୩୦।୪ (ଡି.ଏନ.ଏ.)-ବାହାର ରାଜ୍ୟରେ କର୍ମଜୀବୀ ଭାବେ ବାସ କରୁଥିବା ଲୋକ ମାନେ ଘରବହୁଡା ହୋଇ ଓଡିଶାକୁ ଆସୁଛନ୍ତି ସେମାନଙ୍କ ପାଇଁ ୧୪ ଦିନିଆ କ୍ବାରାଣ୍ଟାଇନ ବ୍ୟବସ୍ଥା କରାଯାଇଛି। ତେବେ ବାହାରୁ ଆସିବାକୁ ଥିବା ଲୋକମାନଙ୍କ ମଧ୍ୟରେ ମହିଳାମାନେ ରହିଥିବା ଜଣାପଡ଼ିଛି। ଆବଶ୍ୟକ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ହଜାର ପ୍ରଦାନ

କେସିଙ୍ଗା,୩୦ା୪(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ବୋରିଙ୍ଗପଦରଠାରେ ଥିବା ନିୟୁ ଲାଇଫ୍‌ ପାଓ୍ବାର ଗସ୍ପେଲ ଫେଲୋସିପ୍‌ ଅନୁଷ୍ଠାନ ପକ୍ଷରୁ କଳାହାଣ୍ଡି ଅତିରିକ୍ତ ଜିଲାପାଳଙ୍କୁ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ସିଆନି ହରପାଲ ଗୁରୁବାର ୨୫ ହଜାର ଟଙ୍କାର ଏକ ଚେକ୍‌ ପ୍ରଦାନ…

ଦିବ୍ୟାଙ୍ଗଙ୍କୁ ମିଳିଲା ସହାୟତା

ହାଟଡିହୀ, ୩୦।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ୩୭ ନମ୍ବର ଜିଲା ପରିଷଦ ସଦସ୍ୟା ପ୍ରଣତି ଦେଓ ଶତାଧିକ ଭିନ୍ନକ୍ଷମଙ୍କୁ ସହାୟତା ପ୍ରଦାନ କରିଛନ୍ତ। ନିଜ ଗ୍ରାମ ଡଅଁର ସମେତ ବିଭିନ୍ନ ଗ୍ରାମକୁ ଚାଲି ଚାଲି ଯାଇ ଭିନ୍ନକ୍ଷମଙ୍କୁ ସାବୁନ, ମାସ୍କ, ଚାଉଳ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?