ଆମ ଜିଲା ଖବର

ଘରୋଇ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରୁ ଚୋରି ସହ ନିଆଁ ଲଗାଇଲେ ଦୁର୍ବୃତ୍ତ : ଧମକ ଦେଇ କବାଟରେ ଲେଖିଲେ…

ଛତ୍ରପୁର, ୧୬/୯ (ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଧୀନ ପୁରୁଣା ପୋଷ୍ଟ ଅଫିସ ସାହିରେ ଥିବା ଏକ ଘରୋଇ କମ୍ୟୁଟର ଶିକ୍ଷାନୁଷ୍ଠାନରୁ ସୋମବାର ବିଳମ୍ବିତ ରାତ୍ରରେ ଚୋରି କରିବା ସହିତ ନିଆଁ ଲଗାଇଛନ୍ତି ଦୁର୍ବୃତ୍ତ । ଏହା ସହ ଜୀବନରୁ ମାରିଦେବାକୁ…

ଓଲଟିଲା ସ୍କୁଲପିଲାଙ୍କୁ ନେଇ ଯାଉଥିବା ଅଟୋ, ଡ୍ରାଇଭର ଗୁରୁତର

ସାଲେପୁର,୧୬।୯(ଅରବିନ୍ଦ ଭୂୟାଁ): ସାଲେପୁର ଆଦର୍ଶ ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଏକ ଅଟୋ ମଙ୍ଗଳବାର ସକାଳେ କେନ୍ଦ୍ରାପଡ଼ା କେନାଲରର ଶାଖା କେନାଲକୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ପିଲାମାନଙ୍କ ସମେତ ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହିତ…

ଏନଏସି ଘୋଷଣା ଦାବି ନେଇ ୧୨ ଘଣ୍ଟିଆ ସଇଁତଳା ବନ୍ଦ, ରାଜ୍ୟ ସରକାରଙ୍କୁ ଦେଲେ ଏମିତି ଚେତାବନୀ

ବଲାଙ୍ଗୀର/ସଇଁତଲା ,୧୬/୯ (ସୁନିଲ ମହାନ୍ତି,ରାଖାଲ ପ୍ରାସାଦ ଶତପଥୀ) : ସଇଁତଳାକୁ ଏନଏସି ଘୋଷଣା ଦାବି ନେଇ ମଙ୍ଗଳବାର ୧୨ ଘଣ୍ଟିଆ ସଇଁତଲା ବନ୍ଦ ପାଳନ କରାଯାଇଛି। ବିଜେଡି ସରକାର ଅମଳରେ ସଇଁତଲାକୁ ଏନଏସି କରାଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଭାଜପା…

ଜୀବିତଙ୍କୁ ମୃତ ଦର୍ଶାଇ ପ୍ରତିପକ୍ଷଙ୍କୁ ଜମି ପଟା ପ୍ରଦାନ କରିବା ତହସିଲଦାରଙ୍କୁ ପଡିଲା ମହଙ୍ଗା, ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ସମ୍ବଲପୁର,୧୬।୯(ପ୍ରମୋଦ ବହିଦାର): ସମ୍ବଲପୁର କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜମିଜମା ମାମଲାରେ ପକ୍ଷପାତିତା କରିଥିବା ଅଭିଯୋଗରେ ରାଜସ୍ବ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି। ଏଭଳି ପକ୍ଷପାତିତାରେ ଶିକାର ହୋଇଥିବା ରାଜେଶ ଅଗ୍ରୱାଲ…

ଭୋଟ ଗ୍ରହଣ କେନ୍ଦ୍ର ସ୍ଥାନାନ୍ତର ହେଉ: ଉପଜିଲାପାଳଙ୍କୁ ଭେଟି ଦାବିପତ୍ର

ନୂଆପଡ଼ା,୧୬ା୯ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ପଞ୍ଚାୟତ ଭରୁଆମୁଣ୍ଡା ଗାଁରେ ନୂତନ ଭୋଟ ଗ୍ରହଣ କେନ୍ଦ୍ର କରିବା ପାଇଁ ଗ୍ରାମବାସୀ ସୋମବାର ଉପଜିଲାପାଳ ସୁର୍ମି ସୋରେନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ଭରୁଆମୁଣ୍ଡା…

ଛାତ୍ରୀଛାତ୍ରଙ୍କଠାରୁ ଆଦାୟ ହେଉଛି ଫି, ହେଲେ ୨୮ବର୍ଷ ହେଲା କଲେଜରେ ହେଉନି ବାର୍ଷିକ ଉତ୍ସବ

ବରଗଡ଼,୧୬।୯(ପ୍ରେମାନନ୍ଦ ଖମାରୀ): ବାର୍ଷିକ କ୍ରୀଡ଼ା, ବାର୍ଷିକ ଉତ୍ସବ ପାଇଁ ଛାତ୍ରୀଛାତ୍ରଙ୍କଠାରୁ ଆଡ଼ମିଶନ, ରି-ଆଡ଼ମିଶନ ପାଇଁ ପ୍ରତିବର୍ଷ ଫି ଆଦାୟ କରାଯାଉଛି। କିନ୍ତୁ କଲେଜରେ ପ୍ରବେଶ ଦିବସଠାରୁ ଏପର୍ଯ୍ୟନ୍ତ ଛାତ୍ରୀଛାତ୍ର ବାର୍ଷିକ କ୍ରୀଡ଼ା କିମ୍ବା କଲେଜର ବାର୍ଷିକ ଉତ୍ସବ ପାଳନ ଦେଖିନାହାନ୍ତି। ଏଭଳି…

ଡାକ୍ତରଖାନାରେ ପ୍ରସବ ପରେ ଛୁଆ ଚୋରି ଅଭିଯୋଗ ଆଣି ଦମ୍ପତି ଥାନାର ଦ୍ୱାରସ୍ଥ

ଉମରକୋଟ, ୧୬।୯(ସନ୍ତୋଷ ଶତପଥୀ): ସୋନଗ୍ରାଫିରେ ଯାଆଁଳା ଛୁଆ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ଡାକ୍ତରଖାନାରେ ପ୍ରସବ ପରେ ଗୋଟିଏ ଛୁଆ ଦିଆଗଲା। ଡାକ୍ତରଖାନାରୁ ଛୁଆ ଚୋରି କିମ୍ବା ପିଲାକୁ ବିକ୍ରି କରାଯାଇଥିବା ନେଇ ସୋମବାର ଉମରକୋଟ ଥାନାରେ ନବରଙ୍ଗପୁର…

ମା’ ରାମଚଣ୍ଡୀଙ୍କ ଶାରଦୀୟ ଦୁର୍ଗାତ୍ସବ, ପରିଚାଳନା କମିଟି ପକ୍ଷରୁ ନିମନ୍ତ୍ରଣ କାର୍ଡ ବଣ୍ଟନ

ଗଞ୍ଜାମ, ୧୫।୯(ବିଦ୍ୟାଧର ସାହୁ ): ଆରମ୍ଭ ହୋଇଯାଇଛି ପର୍ବତ ଶିଖରେ ଥିବା ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ପୀଠରେ ଷୋଡଶ ଦିନାତ୍ମକ ଶାରଦୀୟ ଦୁର୍ଗାତ୍ସବ । ପ୍ରତ୍ୟେକ ଦିନ ବିଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ରାମଚଣ୍ଡୀ। ଏହି ପୂଜା ଉପଲକ୍ଷେ…

ଗୋପାଳପୁର ଘଟଣା ନ ଲିଭୁଣୁ ପୁରୀରେ ଚାଞ୍ଚଲ୍ୟ: ପୁରୁଷ ବନ୍ଧୁଙ୍କ ସାମ୍ନାରେ +୩ ଛାତ୍ରୀଙ୍କୁ ଗଣବଳାତ୍କାର, ଜଙ୍ଗଲ ଦେଇ ଯାଉ ଯାଉ…

ପୁରୀ/ବ୍ରହ୍ମଗିରି,୧୬।୯: ପୁରୀ ଜିଲାର ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଜଣେ ଯୁକ୍ତ ତିନି ଦ୍ବିତୀୟ ବର୍ଷ ଛାତ୍ରୀ ଗଣବଳାତ୍କାରର ଶିକାର ହୋଇଛନ୍ତି। ଘଟଣାଟି ଗତ ଶନିବାର ମଧ୍ୟାହ୍ନରେ ଘଟିଥିବା ଜଣାପଡ଼ିଛି। ପୀଡ଼ିତା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବାଲିହରଚଣ୍ଡୀ ଦର୍ଶନ ପାଇ…

ଫୁଟ୍‌ବଲ ଟୁର୍ନାମେଣ୍ଟ: ଲମ୍ବଡୁରା ଟିମ୍‌ ଚାମ୍ପିୟନ

ଦେବଗଡ଼, ୧୬ା୯ (ଶଶାଙ୍କ ଶେଖର ଝାଙ୍କର)- ତିଲେଇବଣି ବ୍ଲକ ଲଇମୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ କନ୍ଦର୍ପ ଗ୍ରାମରେ ନୀଳଚକ୍ର ଯୁବକ ସଂଘ ପକ୍ଷରୁ ଆୟୋଜିତ ୨ ଦିନିଆ ଜିଲାସ୍ତରୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୋଟ୍‌ ୧୬ଟି ଅଂଶଗ୍ରହଣ କରିଥିଲା।…

ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ୫ ଦିନି ବିତିଲା, ଗିରଫ ହେଲେନି ଅଭିଯୁକ୍ତ

ଦେବଗଡ଼,୧୬ା୯(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଆଦର୍ଶ ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ଜଣେ ବ୍ୟବସାୟୀ ଯୌନ ନିର୍ଯାତନା ଦେଇଥିବା ବୁଧବାର ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି। ହେଲେ ଇତିମଧ୍ୟରେ ୫ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ…

ରାସ୍ତା ଦବି ଯିବାରୁ ବିଜୁ ଏକ୍ସପ୍ରେସ ୱେ’ରେ ଫସିଲା ଟ୍ରକ

ବରଗଡ଼, ୧୬।୯(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲା ସୋହେଲାରୁ ନୂଆପଡା ଜିଲାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେରେ ସୋମବାର ରାସ୍ତା ଦବି ଯିବାରୁ ଏକ ଟ୍ରକ ଫସିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ ନିକଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri