ଓଡ଼ିଶାରେ ଉପନିର୍ବାଚନ: ୫୬ଟି ନୂଆ ମତଦାନ କେନ୍ଦ୍ର, ଭୋଟର ତାଲିକା ପ୍ରସ୍ତୁତ
ନୂଆପଡ଼ା,୧୬।୯: ଓଡ଼ିଶାର ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ନ ଉପନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ମୋଟ ମତଦାନ କେନ୍ଦ୍ର ସଂଖ୍ୟା ୩୦୨ରୁ ୩୫୮କୁ…
ନୂଆପଡ଼ା ଉପନିର୍ବାଚନ ନେଇ ବଡ଼ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ: ୫୬ଟି ନୂତନ…
ନୂଆପଡ଼ା,୧୬।୯(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ନେଇ ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ମତଦାନ କେନ୍ଦ୍ର ୩୦୨ରୁ ୩୫୮କୁ ବୃଦ୍ଧି କରାଯାଇଛି। ସହରାଞ୍ଚଳରେ ୩୬ ଓ ଗ୍ରାମାଞ୍ଚଳରେ ୩୨୨…
ବିଦ୍ୟାଳୟରେ ଅବହେଳା: ଛାତ୍ରୀଙ୍କ ଭାଙ୍ଗିଲା ହାତ,ତାଲା ପକାଇଲେ…
ଖଜୁରୀପଡ଼ା, ୧୬ା୯( ବିଦୁର ବେହେରା): ଛାତ୍ରୀଛାତ୍ରଙ୍କୁ ପାଠ ପଢିବା ପାଇଁ ଅଭିଭାବକ ସ୍କୁଲ ଛାଡନ୍ତି। ଶିକ୍ଷୟତ୍ରୀ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଦାୟିତ୍ୱ ନେଇ ପାଠ ପଢାଇଥାନ୍ତି। ମାତ୍ର ସେମାନଙ୍କ ଦାୟିତ୍ୱରେ କିଛିଟା ଅବହେଳା ପାଇଁ ଛାତ୍ରୀଛାତ୍ରମାନେ ବିପଦରେ ପଡିଥାନ୍ତି। ଏପରି ଏକ ଘଟଣା…
ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ: ଖୋଜି ଆଣିବାକୁ ଥାନାରେ ଗୁହାରି କଲେ ସ୍ତ୍ରୀ
ଲାଞ୍ଜିଗଡ଼,୧୬ା୯ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ମାଳିଯୁବାଙ୍ଗ ପଞ୍ଚାୟତ ସେରକଝଲା ଗ୍ରାମର ରାଜିଙ୍ଗା ମାଝୀ(୩୫) ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ନିଖୋଜ ହୋଇଯାଇଛନ୍ତି। ଏହି ସମ୍ପର୍କରେ ତାଙ୍କ ସ୍ତ୍ରୀ ସୀତା ମାଝୀ ଖବର ପାଇବା…
ବାରମ୍ବାର ଧସୁଛି ପାହାଡ: ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତା ଯାତାୟତ ବନ୍ଦ
ଭଞ୍ଜନଗର,୧୬।୯(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲ୍ଲା ସୀମାରେ ଥିବା କଳିଙ୍ଗା ଘାଟିରେ ମଙ୍ଗଳବାର ଅପରାହ୍ନରେ ପାହାଡ ଧସି ବ୍ୟାପକ କ୍ଷୟକ୍ଷତି ହୋଇଛି। ପାହାଡ ଧସିବା ଯୋଗୁ ଏକ କଲଭର୍ଟ ଭାଙ୍ଗି ଯାଇଛି। ଫଳରେ ଭଞ୍ଜନଗର ଫୁଲବାଣୀ ଜାତୀୟ ରାଜପଥ ବନ୍ଦ ହୋଇଯାଇଅଛି।…
ବ୍ୟାଙ୍କରୁ ଋଣ ନେଇ ଶୁଝିଲେନି: ଘର ସିଲ୍ କଲା ପ୍ରଶାସନ
ଧର୍ମଶାଳା,୧୬।୯(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମାଣତୀର ଗାଁର ଚିତ୍ତରଞ୍ଜନ ନାୟକ ସ୍ଥାନୀୟ ବାରବାଟି ୟୁକୋ ବ୍ୟାଙ୍କ ଶାଖାରୁ ଋଣ ଆଣି ପରିଶୋଧ ନକରିବାରୁ ତାଙ୍କ ଘରକୁ ସିଲ କରାଯାଇଅଛି । ମିଳିଥିବା ସୂଚନା ଅନୁସାରେ ଚିତ୍ତରଞ୍ଜନ ୨୦୦୭ମ…
ରାତି ୮ ଟାରେ ଜନ୍ମ ହେଲା, ହେଲେ ରହିଲାନି ଜୀବନ: ନବଜାତ ମୃତ୍ୟୁକୁ ନେଇ ଉତ୍ତେଜନା
ପାତ୍ରପୁର/ଦିଗପହଣ୍ଡି,୧୬।୯(ଉମା ଚରଣ ନେପାକ/ ଅଶେଷ ନାଥ ମିଶ୍ର): ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଜଣେ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ପରେ ଉତ୍ତେଜନା ଦେଖା ଦେଇଛ। ଡାକ୍ତର ଓ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ଅଣଦେଖା ପାଇଁ ମୋ ନାତିର ମୃତ୍ୟୁ ହେଲା…
କଳିଙ୍ଗା ଘାଟିରେ ବଡ଼ ଧରଣର ଭୂସ୍ଖଳନ: ଫୁଲବାଣୀ-ଭଞ୍ଜନଗର ମୁଖ୍ୟ ରାସ୍ତାରେ ଯାତାୟତ ଠପ୍
ଦାରିଙ୍ଗବାଡି ୧୬।୯(ଅରୁଣ ସାହୁ ) କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ମଙ୍ଗଳବାର ଏକ ବଡ଼ ଅଘଟଣ ଭୂସ୍ଖଳନ ଘଟିଛି। ଜିଲାରେ ଲଗାଣ ବର୍ଷାରେ ଭୂସ୍ଖଳନ ହେବା ସହ ଗୋଟିଏ ପୋଲ ଧୋଇ ହୋଇଯାଇଥିବା ସୂଚନା ମିଳିଛି। ଫଳରେ ଫୁଲବାଣୀ,…
ରାଜଧାନୀରେ ନାବାଳିକାଙ୍କୁ ନିର୍ଯାତନା: ବଢ଼ିଲା ଘର ମାଲିକଙ୍କ ଅଡୁଆ
ଭୁବନେଶ୍ୱର:୧୬।୯ ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବଡ଼ଗଡ଼ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଘର ମାଲିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ଶିଶୁ ଶ୍ରମିକ ଭାବେ ଘରେ କାମ କରାଉଥିବା ବେଳେ ନିର୍ଯାତନା ଦିଆଯାଉଥିବା ସୂଚନା ମିଳିଛି।…
କଞ୍ଚା ଲଙ୍କା ଚାଷ କରି ମାଲାମାଲ: ୪ ଦିନରେ ୧ କୁଇଣ୍ଟାଲରୁ ଅଧିକା ବିକ୍ରି
ଦାରିଙ୍ଗବାଡି,୧୬।୯ (ଅରୁଣ ସାହୁ): କଞ୍ଚା ଲଙ୍କା ଚାଷ କରି ମାଲାମାଲ ହେଉଛନ୍ତି ମହିଳା ଚାଷୀ। ୪ ଦିନରେ ୧ କୁଇଣ୍ଟାଲରୁ ଅଧିକା ବିକ୍ରିବଟା କରିସାରିଲେଣି। ଆଗକୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେବା ଆଶା ବାନ୍ଧିଛନ୍ତି ଏସ୍ଏଚଜି ମହିଳା ଗ୍ରୁପ…
ଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା: ପୋଲିସ-ଦୋକାନୀ ଧସ୍ତାଧସ୍ତି
ଭଦ୍ରକ,୧୬।୯: ଭଦକ ସହରରେ ସରକାରୀ ଜାଗାରୁ ଦୋକାନ ଉଚ୍ଛେଦ ବେଳେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଉଚ୍ଛେଦକୁ ବିରୋଧ କରି ଦୋକାନୀ-ପୋଲିସ ମୁହାଁମୁହିଁ ହେବା ସହ ଧସ୍ତାଧସ୍ତି ହୋଇଛନ୍ତି। ସହରର ବାଇପାସ୍ଠାରୁ ନଗର ପର୍ଯ୍ୟନ୍ତ ଉଚ୍ଛେଦ ବେଳେ ଏଭଳି ପରିସ୍ଥିତି…
ତେଲିପାଲିରେ ମଦ ବନ୍ଦ ନିଷ୍ପତ୍ତି ନେଲେ ମହିଳା, ଯିଏ ନିୟମ ଉଲ୍ଲଙ୍ଘନ କରିବ…
ଅମରପାଲି,୧୬।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅବକାରୀ ଥାନା ଅଞ୍ଚଳର ଗାଁଗାଁ ରେ ହେଉଛି ବ୍ୟାପକ ମଦ ବିକ୍ରି। ଅବକାରୀ ବିଭାଗ ସବୁ ଜାଣି ଚୁପ ରହୁଥିବାରୁ ଚୋରି ଓ ଦେଶୀ ମଦ ବିକ୍ରି ବଢ଼ିବାରେ ଲାଗୁଛି। ଫଳରେ ଅଞ୍ଚଳର ଲୋକେ…
Archives


