ଆମ ଜିଲା ଖବର

୨ ବଛରରେ କିଡ୍‌ନୀ ରୋଗ୍‌ ନେଲାନ ୯ ଜୀବନ୍‌, ୧୫ ଆକ୍‌ରାଁତ: ସ୍ବାସ୍ଥ୍ୟ ବିଭାଗ ପାସେ ସୂଚନା ନାଇଁ

କେସିଙ୍ଗା, ୧୮।୧୨ (ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ପଁଚେତ୍‌ କନ୍ଧେଇମାଲ ଗଁାରେ ଦୁଇ ବଛର ଭିତରେ କିଡ୍‌ନୀ ରୋଗ୍‌ରେ ୯ ଝନ୍‌ ମରିଥିଲାବେଲେ ୧୫ରୁ ଅଧ୍‌କା ଆକ୍‌ରଁାତ ହେଇଛନ୍‌। ହେଲେ ଚିକିଛା ସୁବିଧା ଆର ପରତିକାର ବେବସ୍‌ତା ଅଭାବୁ...

ଜିଲାପାଳ, ଏସ୍‌ପିଙ୍କୁ ଭେଟିଲେ ଜିଲା ମହିଳା ହ୍ୟାଣ୍ଡବଲ୍‌ ଦଳ

ଜଗତ୍‌ସିଂହପୁର ଅଫିସ,୧୮ା୧୨: ନିକଟରେ ଓଡ଼ିଶା ହ୍ୟାଣ୍ଡବଲ୍‌ ଆସୋସିଏଶନ୍‌ ଆନୁକୂଲ୍ୟରେ ଜଗତ୍‌ସିଂହପୁର ଜିଲା ହ୍ୟାଣ୍ଡବଲ୍‌ ଆସୋସିଏସନ୍‌ ତରଫରୁ ଆୟୋଜିତ ଓଡ଼ିଶା ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ଜଗତ୍‌ସିଂହପୁର ଜିଲା ମହିଳା ହ୍ୟାଣ୍ଡବଲ୍‌ ଦଳ ଚାମ୍ପିୟନ ହେବାର ଗୌରବ ହାସଲ...

ସରକାରୀ ଯୋଜନାର ବହୁତ୍‌ ଦୂରେ କ୍ଷେତ୍ର: ବଁଚ୍‌ବାର ରାହା ଦେଖେଛେ ମହୁରୀ

ପର୍ଲା, ୧୮।୧୨ (ଡି.ଏନ୍‌.ଏ.)-ସମିଆ ଆର ପରିସ୍ଥିତି ସବୁକେ ଉଲଟ ପାଲଟ କରିଦେସି। ହେଲେ ସମିଆ ଆର ପରିସ୍ଥିତି ସଂଗେ ଯେ ଯୁଝି ଜାନିଛେ ସେ ଜୀବନ୍‌ରେ କେଭେ ନିରାଶ ନାଇଁହୁଏ। ଏନ୍‌ତା ଝନେ ନିଆରା ମୁନୁଷ୍‌କେ ଦେଖ୍‌ବାକେ ମିଲିଛେ କଳାହାଣ୍ଡି...

ନଦୀ ବନ୍ଧ ରାସ୍ତା ଶୋଚନୀୟ: ତାରପୁର ବାଇପାସଠାରେ ରାସ୍ତାରୋକୋ

ରଘୁନାଥପୁର ,୧୮। ୧୨ (ଡି.ଏନ.ଏ.)- ମହାନଦୀ ନର୍ଥ ଜଳସମ୍ପଦ ବିଭାଗ କଟକ ଜିଲା କିଶନନଗର ତହସିଲ ଅନ୍ତର୍ଗତ ଫିପୁର ମାହାଳହାଟଠାରୁ ସାନନୟନପୁରକୁ ସଂଯୋଗ କରୁଥିବା ନଦୀବନ୍ଧ ରାସ୍ତା ଶୋଚନୀୟ ହୋଇପଡିଛି। ଏହା ଉପରେ ନିର୍ଭର କରୁଥିବା ମହାନଦୀ, ପାଇକା ଓ...

ଅଜଣା ରୋଗରେ ପୀଡ଼ିତ ସଞ୍ଜୀବ: ଭଗବାନ ଭରସାରେ ଗରିବ୍‌ ମା’ବାପ୍‌

ଜାମଟିକ୍ରା, ୧୮।୧୨ (ଡି.ଏନ୍‌.ଏ.)-ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ଖଲିଆପାଲି ଗଁାର ନିରଞ୍ଜନ ପାଣ୍ଡେ ଆର ଚନ୍ଦ୍ରକାନ୍ତିକଁର ବଡ଼ ପୁଓ ସଞ୍ଜୀବ ପାଣ୍ଡେ(୨୧)। ସେ ଅନେକ ବଛର ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ଗରିବ୍‌...

ଜିଲାସ୍ତରୀୟ ବ୍ୟାଙ୍କ ପରାମର୍ଶଦାତା ଓ ସମୀକ୍ଷା କମିଟି ବୈଠକ: କ୍ରେଡିଟ୍‌-ଡେବିଟ୍‌ ଅନୁପାତ କମୁଥିବାରୁ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ, ୧୮ା୧୨: ଜଗତ୍‌ସିଂହପୁର ଜିଲାରେ ଗତ ୩ ମାସରେ କ୍ରଡିଟ୍‌-ଡେବିଟ୍‌ ଅନୁପାତ କମିବାରେ ଲାଗିଛି। ଯାହାକି ଆଦୌ ଶୁଭଙ୍କର ନୁହେଁ। ମଙ୍ଗଳବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଜିଲାସ୍ତରୀୟ ବ୍ୟାଙ୍କ ପରାମର୍ଶଦାତା ଓ ସମୀକ୍ଷା...

ସମାଜ ଲାଗି ଉଦାହରନ୍‌ ସାଜିଛନ୍‌ ହେମକାନ୍ତି

ବିଜେପୁର, ୧୮।୧୨ (ଡି.ଏନ୍‌.ଏ.)-ଟୁକେଲ୍‌ ଜନମ୍‌ ପର୍‌ଗୋତ୍‌ରି। ଏକା ପୁଓଟା ବୁଢ଼ାକାଲେ ମାଆବାପ୍‌କେ ସାହା ହେବା ବଲି ଆମର ସମାଜରେ ଗୁଟେ ବିଶୁଆସ ରହିଛେ। ହେଲେ ଏହେଦେ ଦୁନିଆଁଥି ଜନମ୍‌କଲା ପୁଓଠାନୁଁ ଥିର୍‌ ପାଏନ୍‌ ଟିକେ ପାଏବାର ଲାଗି ବୁଢ଼ାବୁଢ଼ି ମା’ବାପ୍‌...

ଅନୁଗୋଳ ପୋଲିସ ହାତରେ ଚୋରା କୋଇଲା ଗ୍ୟାଙ୍ଗ

ଅନୁଗୋଳ ଅଫିସ, ୧୮।୧୨- ଚୋରା କୋଇଲା କାରବାର କରୁଥିବା ଏକ ଗ୍ୟାଙ୍ଗର ୪ଜଣଙ୍କୁ ଅନୁଗୋଳ ପୋଲିସ କାବୁ କରିଛି। ଏଥିସହ ସମ୍ପୃକ୍ତ ମାଫିଆଙ୍କ ନିକଟରୁ ବିପୁଳ ପରିମାଣର ଚୋରା କୋଇଲା ସହ ଏକ ଗାଡ଼ି ଜବତ କରାଯାଇଛି। ଏହି ଘଟଣାରେ...

ଶିଶୁର ବିକାଶ ପାଇଁ ଉଦ୍ୟମ ଆବଶ୍ୟକ

ଅନୁଗୋଳ ଅଫିସ, ୧୮।୧୨-ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ପାଇଁ ୧୯୭୯ରୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଶିଶୁ ଉତ୍ସବ ପାଳନ କରାଯାଉଛି। ମଙ୍ଗଳବାର କୁମଣ୍ଡ ଜରାସିଂହା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜିଲାସ୍ତରୀୟ ଓଷ୍ଟାର ବାର୍ଷିକ ଶିଶୁମେଳାରେ...

ବାଲି ଚାଲାଣକୁ ପୁଣି ବିରୋଧ

ଭୁବନ, ୧୮ା୧୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅନ୍ତର୍ଗତ ୩ନଂ. ଓ୍ବାର୍ଡ ନୂଆ ଭୁବନ ଦେଇ ବାଲିବୋଝେଇ ଭାରିଯାନ ଚଳାଚଳକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବାଲି ବ୍ୟବସାୟୀମାନେ ସର୍ତ୍ତ ଖିଲାପ କରୁଥିବାରୁ ଏହାର ପ୍ରତିବାଦରେ ମଙ୍ଗଳବାର...

ବନ୍ଧୁ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ଜୟପୁର,୧୮।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରସ୍ଥିତ ଜିଲା ଦୌରାଜଜ୍‌ ବିମଳ ଚାନ୍ଦ ମଙ୍ଗଳବାର ଏକ ହତ୍ୟା ମାମଲାର ଶୁଣାଣି କରି ବନ୍ଧୁ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ହେଲେ ବୋରିଗୁମ୍ମା ଥାନା ଖଇରିମୁଣ୍ଡି ଗ୍ରାମର ବଳରାମ ହରିଜନ(୨୫)। ଏଥିସହ...

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟାଙ୍କ ଅନୁଗୋଳ ଗସ୍ତ: ଶିଶୁ ସଦନ, ବାଳିକା ବିଦ୍ୟାଳୟ ସ୍ଥିତି ପରଖିଲେ

ଅନୁଗୋଳ ଅଫିସ, ୧୮।୧୨-ଅନୁଗୋଳ ଜିଲାରେ ଚାଲୁଥିବା ଶିଶୁ ଯତ୍ନ ଅନୁଷ୍ଠାନ, ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ତଫସିଲଭୁକ୍ତ ଜାତି ଓ ଜନଜାତି ବିଦ୍ୟାଳୟ ଗୁଡ଼ିକରେ ରହୁଥିବା ଶିଶୁମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହେବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri