ଆମ ଜିଲା ଖବର

ସହରରେ ବୁଲୁଛନ୍ତି ବାହାର ଶ୍ରମିକ

କାମାକ୍ଷାନଗର, ୧୪।୫(ଡି.ଏନ.ଏ.) – ପୋଲିସ ପଇଁତରା ସତ୍ତ୍ୱେ ସହରକୁ ପଶୁଛନ୍ତି ବାହାର ଶ୍ରମିକ। ଏହାକୁ ନେଇ ଢେଙ୍କାନାଳ ଜିଲା କାମାକ୍ଷାନଗରରେ ସୃଷ୍ଟି ହୋଇଛି ଭୟର ବାତାବରଣ। ବୁଧବାର ସହରରେ ଇତସ୍ତତଃ ଭାବେ ବୁଲୁଥିବା ୧୮ଜଣ ଶ୍ରମିକଙ୍କୁ ସ୍ଥାନୀୟ ସ୍ବେଚ୍ଛାସେବୀ ଉଦ୍ଧାର କରି…

ଏସିଆର ବଡ଼ ଗାଁକୁ କରୋନା ଡର

ଭୁବନ, ୧୪।୫(ଡି.ଏନ.ଏ.) – ଏସିଆ ମହାଦେଶ ସର୍ବବୃହତ୍‌ ଗାଁ ଭୁବନକୁ ଗୋଡ଼ାଉଛି କରୋନା ଡର। ସୀମାନ୍ତ ଯାଜପୁର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧି ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛି। ଅନ୍ୟପଟେ ଅଞ୍ଚଳକୁ ପ୍ରବାସୀ ଓଡ଼ିଆଙ୍କ ଆଗମନ ପରେ ସଂକ୍ରମଣ ରୋକିବା ପ୍ରଶାସନ ଲାଗି ଚ୍ୟାଲେଞ୍ଜ…

ପର ଭଳି ବ୍ୟବହାର ଦେଖାଇଲେ ପରିବାର

ଅନୁଗୋଳ ଅଫିସ, ୧୪।୫ – ରକ୍ତ ସମ୍ପର୍କରେ ସନ୍ଦେହ ଭରିଛି କରୋନା ଭୟ। ଖାସ୍‌ ଏହି କାରଣରୁ ଭୁବନେଶ୍ୱରରୁ ଫେରିଥିବା ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ନିଜ ପରିବାର ଲୋକଙ୍କଠାରୁ ପରଭଳି ବ୍ୟବହାର ସହିବାକୁ ପଡ଼ିଛି। ଭିଣୋଇଙ୍କ ସାଙ୍ଗ ବାଇକ୍‌ରେ ଆଣି…

ରାସ୍ତାରେ ଯୁବକଙ୍କୁ ଗଳାକାଟି ହତ୍ୟା

ପୁରୀ ଅଫିସ,୧୪ା୫: ପୁରୀ ସଦର ଥାନା ଅନ୍ତର୍ଗତ ଶାସନ ଦାମୋଦରପୁର ପଞ୍ଚାୟତ ହାଟସାହି ନିକଟରେ ଜଣେ ଯୁବକଙ୍କୁ ଗଳା କାଟି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଦୁର୍ବୃତ୍ତ ରାସ୍ତାରେ ଭୁଜାଲିରେ ହାଣି ହତ୍ୟା କରି ଫେରାର ହୋଇଯାଇଛନ୍ତି।…

ବସ୍‌ଷ୍ଟାଣ୍ଡରେ ବନ୍ଦ ହେଲା ଫଳ ଦୋକାନ

ଅନୁଗୋଳ ଅଫିସ, ୧୪।୫ – ଅନୁଗୋଳ ସହରର ବସ୍‌ଷ୍ଟାଣ୍ଡଠାରେ ଥିବା ଫଳ ଦୋକାନୀଙ୍କୁ ଅନୁଗୋଳ ଷ୍ଟାଡିୟମକୁ ସ୍ଥାନାନ୍ତର କରିବାକୁ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ହେଁ ସେମାନେ ଏହାକୁ ମାନି ନ ଥିବା ଜଣାପଡିଛି। ଏହାକୁ ନେଇ ପ୍ରଶାସନ ସହ ଆଲୋଚନା…

ତେଲେଙ୍ଗାନାରୁ ଆସି ଭୁବନେଶ୍ୱରରେ ଫସିଛନ୍ତି କନ୍ଧମାଳ ଶ୍ରମିକ

ଫୁଲବାଣୀ ଅଫିସ, ୧୪।୫- କନ୍ଧମାଳ ଜିଲା ଫୁଲବାଣୀ ଜିରିଙ୍ଗିପଡା ଅଞ୍ଚଳର ୪ ଯୁବକ ତେଲେଙ୍ଗାନାର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଲକ୍‌ଡାଉନ ଯୋଗୁ କମ୍ପାନୀ ବନ୍ଦ ପରେ ସେଠାରେ ଫସି ରହିଥିଲେ। ୩ ଦିନ ତଳେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌…

ଭିନ୍ନକ୍ଷମ ପୁଅର ବୋଝ ବୋହି ବାଟ ଚାଲୁଛନ୍ତି କାନ୍ତା

ବିନିକା,୧୪ା୫(ଡି.ଏନ୍‌.ଏ.) କାନ୍ତା ଅଗ୍ରଓ୍ବାଲ। ବୟସ ୬୨। ଜୀବନର ସାୟାହ୍ନରେ ଉପନୀତ ହେଲେ ମଧ୍ୟ ଜୀବନ ଯୁଦ୍ଧରେ ସେ ହାରିନାହାନ୍ତି। ଏବେ ବି ପରଘରେ କାମ କରି ନିଜର ଏକମାତ୍ର ଭିନ୍ନକ୍ଷମ ପୁଅକୁ ଧରି ଅଣ୍ଟା ସଳଖି ବାଟ ଚାଲୁଛନ୍ତି। ସରକାରୀ ଯୋଜନାର…

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିପାରିବେ ଗର୍ଭବତୀ, ଶିଶୁ ଓ ବୃଦ୍ଧାବୃଦ୍ଧ

ଫୁଲବାଣୀ ଅଫିସ, ୧୪ା୫- ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଲୋକମାନଙ୍କ ମଧ୍ୟରୁ ଗର୍ଭବତୀ, ପ୍ରସୂତି, ୬୦ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗ ଓ ୫ ବର୍ଷରୁ କମ୍‌ ଶିଶୁ ଯେଉଁମାନଙ୍କର ସ୍ବାବ ନମୂନା ନେଗେଟିଭ ଆସିବ ସେମାନେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ କ୍ୱାରାଣ୍ଟାଇନ୍‌ରେ ରହିପାରିବେ। ଏନେଇ…

ଅନ୍ତେବାସୀଙ୍କ ପାଇଁ ଯୋଗଶିକ୍ଷା ସହ ମନୋରଞ୍ଜନ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ,୧୪ା୫(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ପୌରାଞ୍ଚଳର ବିଭିନ୍ନ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ କୋଭିଡ଼-୧୯ ସମ୍ପର୍କରେ ବିଭିନ୍ନ ତଥ୍ୟ ସମ୍ପର୍କରେ ଅବଗତ ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଦୈନିକ ସକାଳେ ୨ ଘଣ୍ଟା ଓ ସନ୍ଧ୍ୟାରେ ୨ ଘଣ୍ଟା ଶାରିରୀକ ବ୍ୟାୟାମ, ଦକ୍ଷତା ବିକାଶ, ନୀତି…

ପ୍ରତି ବ୍ଲକରେ ହେବ କୋଭିଡ୍‌ କେୟାର ସେଣ୍ଟର

ଭଞ୍ଜନଗର,୧୪।୪(ଡି.ଏନ.ଏ)- ଗଞ୍ଜାମ ଜିଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କୋଭିଡ୍‌ କେୟାର ସେଣ୍ଟର ସଂଖ୍ୟା ମଧ୍ୟ ବଢୁଛି। ଭଞ୍ଜନଗରରେ ଗୋଟିଏ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ହେଉଛି। ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ହାଇସ୍କୁଲ ହଷ୍ଟେଲରେ ୬୦ ଶଯ୍ୟା…

ଅଧିକାରୀଙ୍କ ଦୁର୍ବ୍ୟବହାର ଭିଡିଓ ଭାଇରାଲ

ବାଲିଆପାଳ,୧୪।୫ (ସ୍ବ.ପ୍ର.)ପ୍ରବାସୀ ଶ୍ରମିକଙ୍କୁ ଜଣେ ପ୍ରଶାସନିକ ଅଧିକାରୀ ଦୁର୍ବ୍ୟବହାର କରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲାର ୨୦ରୁ ଊଦ୍ଧର୍‌ବ ପ୍ରବାସୀ ଶ୍ରମିକ ଗୁଜରାଟରୁ ଆସି ବାଲେଶ୍ୱର ଷ୍ଟେଶନରେ ପହଞ୍ଚିଥିଲେ। ସେଠାରୁ ସେମାନଙ୍କୁ ବସ୍‌…

ବଜାରରେ ଭିଡ, ରହୁନି ସାମାଜିକ ଦୂରତା

ବୁଗୁଡ଼ା,୧୩ା୫(ଡି.ଏନ.ଏ.)- ଗଞ୍ଜାମ ଜିଲାରେ ବର୍ତ୍ତମାନ କରୋନା ପଜିଟିଭ ସଂଖ୍ୟା ୨ଶହ ଟପିଛି। ମାତ୍ର ଏବେବି ଲୋକେ ସଚେତନ ହେଉନାହନ୍ତି। ସାମାଜିକ ଦୂରତା ସହ ମାସ୍କ ବ୍ୟବହାର ପାଇଁ ପ୍ରଶାସନ ବାରମ୍ବାର ସଚେତନ କରୁଥିଲେ ମଧ୍ୟ ଲୋକେ ମାନୁ ନାହାନ୍ତି। ବୁଗୁଡ଼ା ବ୍ଲକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?