ଆମ ଜିଲା ଖବର

ବ୍ଲକ ସ୍ତରୀୟ କବାଡି-ଖୋକୋରେ ଅଂଶ ଗ୍ରହଣ ନେଇ ସନ୍ଦେହ, ବୀରମହାରାଜପୁର ଜୋନରେ ହୋଇନି ଜୋନ ସ୍ତରୀୟ ଚୟନ

ଅମରପାଲି,୧୮।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ହାଇସ୍କୁଲ ରେ ଗୁରୁବାର ବ୍ଲକ ସ୍ତରୀୟ କବାଡି ଓ ଖୋକୋ ଖେଳାଳି ଚୟନ ହେବ। ଏଥିରେ ବ୍ଲକର ତିନୋଟି ଜୋନରୁ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ। ମାତ୍ର ବ୍ଲକ ସ୍ତରୀୟ…

ମୋଦୀଙ୍କ ୭୫ତମ ଜନ୍ମ ଦିବସ: ଫାଣ୍ଡି ଅଧିକାରୀଙ୍କ ବୃକ୍ଷ ରୋପଣ

ଧର୍ମଶାଳା,୧୭।୯(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକା ବିଟ ହାଉସ ଅଧିକାରୀ ପଚାଶ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରି ଲୋକଙ୍କ ମନ ଜିତିଛନ୍ତି। ବୁଧବାର ଦିନ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସକୁ…

ବଲାଙ୍ଗୀର ବସ ଟର୍ମିନାଲଠାରେ ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ବିଶ୍ୱକର୍ମା ପୂଜା

ବଲାଙ୍ଗୀର,୧୭।୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ବୁଧବାର ବିଶ୍ୱକର୍ମା ପୂଜା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ନୂତନ ବସ ଟର୍ମିନାଲଠାରେ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଆୟୋଜିତ ଏହି ପୂଜାରେ ସଂଘର ସଭାପତି ଦୁର୍ଗା…

କପାବାରିରେ ପାଉଁଶ ସ୍ତୁପରୁ ପ୍ରଦୂଷଣ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

ବରଗଡ଼,୧୭।୯(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଭେଡେନ ଥାନା ଥୁଆପାଲି ଗ୍ରାମ ନିକଟ କପାବାରିରେ କିଛି ଶିଳ୍ପାନୁଷ୍ଠାନ ପାଉଁଶ ଗୁଣ୍ଡ ଗଦା କରୁଥିବା ଯୋଗୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ବୁଧବାର ଗ୍ରାମବାସୀ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ…

ଛତ୍ରପୁର ଥାନା ପୋଲିସ-ମାଜିଷ୍ଟ୍ରେଟ ମିଳିତ ଚଢ଼ାଉ: ସୁନ୍ଦରପୁର ଗ୍ରାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

ଛତ୍ରପୁର,୧୭।୯(ଦିଲ୍ଲୀପ ସାମଲ ): ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗ୍ରାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି। ଛତ୍ରପୁର ଥାନା ପୋଲିସ ଓ ମାଜିଷ୍ଟ୍ରେଟ ମିଳିତ ଚଢ଼ାଉ କରି ସୁନ୍ଦରପୁର ଗ୍ରାମ ଟାୱାରସାହିର ପପୁନ ପାତ୍ରଙ୍କ ତିନୋଟି ଘରୁ ବେଆଇନ ବାଣ…

ନଭେମ୍ବରରେ ବଟେଶ୍ୱର ବାଲିଯାତ୍ରା: ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦେଖି ପ୍ରସ୍ତୁତି, ପରିବେଷଣ ହେବ…

ଗଞ୍ଜାମ,୧୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆ ଗଡ଼ ଗ୍ରାମ ନିକଟରେ ପ୍ରସିଦ୍ଧ ବାବା ବଟେଶ୍ୱର ଶୈବ ପୀଠ ଅବସ୍ଥିତ l ଆଉ ମାତ୍ର ଦିନ କେଇଟା ପରେ ପବିତ୍ର କାର୍ତ୍ତିକ ମାସ ପଡ଼ିବ। ଏଥିସହ ନଭେମ୍ବର ୫ରେ…

ଦିଗପହଣ୍ଡିରେ ଏକ ପେଡ୍ ମା ‘ କେ ନାମ ଅଭିଯାନ: ସାମିଲ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ବୁଧବାର ଠାରୁ ଧରିତ୍ରୀ ମା’ର ସୁରକ୍ଷା ପାଇଁ ଏକ ପେଡ୍ ମା ‘କେ ନାମ ୨.୦ ଅଭିଯାନ ଆରମ୍ଭ ହୋଇଛି। ଦିଗପହଣ୍ଡି ବ୍ଳକରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ଅଭିଯାନ…

ଏକ୍ ପେଡ୍ ମା’କେ ନାମ୍: ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପକ୍ଷରୁ ଔଷଧୀୟ ବୃକ୍ଷ ରୋପଣ

ବଲାଙ୍ଗୀର, ୧୭।୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପକ୍ଷରୁ ବୁଧବାର ଏକ୍ ପେଡ୍ ମା’କେ ନାମ୍ ରେ ବୃକ୍ଷ ରୋପଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ପାଳନ…

ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଉତ୍ତେଜନା: ମିଳୁନି ସାର, ଧାଡିରେ ଠିଆ ହୋଇ ୩ ମହିଳା ଚାଷୀ ଅଚେତ

ଭଞ୍ଜନଗର/ଦିଗପହଣ୍ଡି/ପାଟପୁର,୧୭ା୯(ବାବୁଲା ପ୍ରଧାନ/ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲାରେ ଚାଷୀ ସାର ପାଇଁ ହଟହଟା ହେଉଛନ୍ତି। ଚଳିତବର୍ଷ ଧାନ ଗଛ ଭଲ ହୋଇଛି। ଗଛରେ ପୁଡ଼ା ଧରିଲାଣି। ଏହି ସମୟରେ ଆବଶ୍ୟକ ହେଉଥିବା ୟୁରିଆ ସାର ଚାଷୀ ଦେଇ ପାରୁନାହିଁ। ବୁଧବାର…

ନୂଆଦିଲ୍ଲୀରେ ସମ୍ମାନିତ ହେଲେ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ 

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ନୂଆଦିଲ୍ଲୀ ସ୍ଥିତ ସରପଞ୍ଚ ସମ୍ବାଦ ପରିବାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଜାତୀୟ ଗୁଣବତ୍ତା ସମ୍ମିଳନୀର ସମ୍ବର୍ଦ୍ଧନା ଉତ୍ସବରେ ଦିଗପହଣ୍ଡି ବ୍ଳକ  କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ତଥା ଗଞ୍ଜାମ ଜିଲା ସରପଞ୍ଚ ସଂଘ ସଭାପତି  ମନୋରଞ୍ଜନ…

ବୁଗୁଡ଼ା: ନୂତନ ବନାଞ୍ଚଳ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ମାନସ କୁମାର

ବୁଗୁଡା,ତା ୧୭।୯(କାଳିଚରଣ ଦାଶ): ସ୍ଥାନୀୟ ବନ ବିଭାଗ କାର୍ଯ୍ୟାଳୟରେ ନୂତନ ବନାଞ୍ଚଳ ଅଧିକାରୀ ଭାବେ ମାନସ କୁମାର ସାହୁ ଯୋଗ ଦେଇଛନ୍ତି। ପୂର୍ବରୁ ସେ ବ୍ରହ୍ମପୁର ବନାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ଅତିରିକ୍ତ ଦାୟିତ୍ୱରେ ଥିବା ରେଞ୍ଜର ପ୍ରମୋଦ କୁମାର ପଣ୍ଡାଙ୍କଠାରୁ…

କଳାହାଣ୍ଡି ଘରୋଇ ବସ୍‌ ମାଲିକ ସଂଘ ନିର୍ବାଚନ: ପ୍ରବୋଧ ରଥ ପୁଣି ସଭାପତି

ଭବାନୀପାଟଣା,୧୭।୯(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ କାର୍ଯ୍ୟାଳୟରେ ଗୁରୁବାର ଜିଲା ଘରୋଇ ବସ ମାଲିକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚତୁର୍ଥ ଥର ପାଇଁ କଳାହାଣ୍ଡି ଘରୋଇ ବସ ମାଲିକ ସଂଘର ସଭାପତି ଭାବେ ପ୍ରବୋଧ ରଥ ନିର୍ବାଚିତ ହୋଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri